Latest Odisha News

BREAKING NEWS

Browsing Category

ଫିଚର

ପ୍ରଧାନମନ୍ତ୍ରୀଙ୍କ ଦୀପ ପ୍ରଜ୍ବଳନ ଆହ୍ୱାନ: ରାସ୍ତା କଡରେ ବିକ୍ରି ହେଉଛି ମାଟି ଦୀପ

ପଟଣା: ଏପ୍ରିଲ ୫ ତାରିଖ (ଆଜି) ରାତି ୯ଟାରେ ମାତ୍ର ୯ମି. ଯାଏଁ ପ୍ରଦୀପ ପ୍ରଜ୍ୱଳନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିହାର ପାଟଣା ଅଞ୍ଚଳର ରାସ୍ତା କଡ଼ରେ ବହୁ ସଂଖ୍ୟାରେ ମାଟି ଦୀପ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।…

ଲକଡାଉନ ପ୍ରଭାବ: ୪୦ ରୁ ୫୦ ପ୍ରତିଶତ ସ୍ୱଚ୍ଛ ହେଲାଣି ଗଙ୍ଗା ନଦୀ !

ବାରଣାସୀ: କରୋନା ପାଇଁ ଦେଶରେ ଲକଡାଉନ । ପରିବେଶ ପାଇଁ ନିରନ୍ତର ଖୁସି ଖବର ଆଣିଦେଉଛି । ସମଗ୍ର ଦେଶରେ ବାୟୁ ପ୍ରଦୂଷଣରେ ଉଲ୍ଲେଖନୀୟ ହ୍ରାସ ଘଟିବା ସହିତ ନଦୀଗୁଡ଼ିକର ଅବସ୍ଥା ପୂର୍ବ ଅପେକ୍ଷା ଭଲ ହେବାରେ ଲାଗିଛି। କରୋନା ଭୁତାଣୁ ବିପଦ କାରଣରୁ ଲକଡାଉନ ସମୟରେ ଦେଶରେ ପ୍ରଦୂଷଣ…

ଆଜି ରାତି ୯ଟାରେ ପ୍ରଦୀପ ପ୍ରଜ୍ୱଳନ ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଆଜି ରାତି ୯ଟାରେ ମାତ୍ର ୯ମି. ଲାଗି ସମସ୍ତେ ନିଜ ଘରର ବିଜୁଳି ବତୀ ବନ୍ଦ କରିବା ସହ ଘର ବାହାରେ ପ୍ରଦୀପ ପ୍ରଜ୍ୱଳନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଜନସାଧାରଣ କେବଳ ଘରର ଲାଇଟ୍ ତଥା ବିଜୁଳି ବତୀ ବନ୍ଦ…

କରୋନା ପ୍ରତିଷେଧକ ଟୀକା ‘କୋରୋଫ୍ଲୁ’: ଭାରତରେ ହେଉଛି ପ୍ରସ୍ତୁତ !

ହାଇଦ୍ରାବାଦ: ଖୁବଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି କୋଭିଡ-୧୯ ପ୍ରତିଷେଧକ ଟୀକା । ହାଇଦ୍ରାବାଦର ଭାରତ ବାୟୋଟେକ କମ୍ପାନୀ ଏହି ଟୀକା ପ୍ରସ୍ତୁତ କରିବାକୁ ଯାଉଥିବା ଜାତୀୟ ଗଣମାଧ୍ୟମ 'ଦ ହିନ୍ଦୁ ବିଜନେସ ଲାଇନ' ରେ ରିପୋର୍ଟ ପ୍ରକାଶ। ଭାଇରୋଲୋଜିଷ୍ଟ ଏବଂ ଟିକା ପ୍ରସ୍ତୁତକାରୀଙ୍କ…

କରୋନା ଅପଡେଟ୍‌; ଗତ ୧୨ ଘଣ୍ଟାରେ ଦେଶରେ ୩୦୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୩୩୭୪ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାଭାଇରସ ସଂକ୍ରମଣରେ ୭୭ ଜଣ ବ୍ୟକ୍ତିଙ୍କର…

କରୋନା ମୁକାବିଲା: ମୋଦିଙ୍କୁ ସହାୟତା ମାଗିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନ୍ୟୁୟର୍କ: ମହାମାରୀ କରୋନାର ମୁକାବିଲା କରିବାପାଇଁ ସମସ୍ତ ଦେଶ ନିଜ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି । ତେବେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଭାରତକୁ ସାହାଯ୍ୟ ମାଗିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । I may take it too, will have to talk to my doctors: US…

କେଉଁ ରାଜ୍ୟରେ କେତେ ରହିଛି କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା, ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ୨୬ ଟି ରାଜ୍ୟ ଓ ୪ ଟି କେନ୍ଦ୍ରଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି ଏହି ମହାମାରୀ। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ଟପି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୫ ରେ ପହଞ୍ଚିଲାଣି। ଆସନ୍ତୁ…

ଭାଇରାଲ୍ ପୋଷ୍ଟମର୍ଟମ: ବେଳାଭୂମିରେ ମଜା ନେଉଥିବା ହରିଣର ଭାଇରାଲ୍ ଭିଡିଓର ସତ୍ୟତା ଜାଣନ୍ତୁ!

ଭୁବନେଶ୍ୱର: ଲକ୍ ଡାଉନ ବେଳେ ପୁରୀ କୋଣାର୍କ ବେଳାଭୁମିରେ ଡିଆଁ ମାରୁଥିବା ହରିଣର ତଥାକଥିତ ଭିଡିଓ ଏବେ ଓଡିଶାରେ ବେଶ୍ ଭାଇରାଲ୍ ହୋଇଛି । ପ୍ରାୟ ଏକ ମିନିଟ୍ ପନ୍ଦର ସେକେଣ୍ଡର ଏହି ଭିଡ଼ିଓରେ ଜନଶୂନ୍ୟ ବେଳାଭୁମିରେ ଏକ ହରିଣଟି ଦୌଡି କୁଦି ଓ ଡିଆଁମାରି ସମୁଦ୍ରର ଢେଉର ମଜା ନେଉଥିବା…

ରାଜ୍ୟରେ କରୋନା ଅପଡେଟ୍…

ଭୁବନେଶ୍ୱର: କରୋନା କବଳରେ ସାରବିଶ୍ୱ । ଭାରତ ସମେତ ଏହା ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ କାୟା ବିସ୍ତାର କରିବା ଆରମ୍ଭ କରି ଦେଲାଣି । ୨ ଦିନ ତଳେ ୪ ରେ ସୀମିତ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୨୧ ଛୁଇଁଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ ଶନିବାର ରାତିରେ ଜଣେ ନୂଆ କରୋନା…

କୋଭିଡ଼-୧୯: ଆମେରିକାରେ ୩ ଲକ୍ଷ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୮୦୦୦

ୱାସିଂଟନ: ଆମେରିକାରେ କରୋନାର କରାଳ ରୂପ । କରୋନା ସଂକ୍ରମଣରେ ବିଶ୍ୱରେ ସର୍ବାଧିକ ମାମଲା ସହ ଏହି ସଂଖ୍ୟା ୩ ଲକ୍ଷ ଟପି ୩୧୧,୩୫୬ ପହଞ୍ଚି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୪୫୨ ଛୁଇଁଛି । ଆମେରିକାର ନ୍ୟୁୟର୍କ ସହରରେ ସର୍ବାଧିକ ୧୧୪,୭୭୫ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏଠାରେ…