Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ୱର ତଥା ଉପକଣ୍ଠ ୧୮ଟି ଗାଁରେ ବଳବତ୍ତର ରହିବ ସଟ୍ ଡାଉନ

ଭୁବନେଶ୍ୱର: ରାଜ୍ୟରେ ଛଅ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ପରେ ତିନିଟି ସହରକୁ ୪୮ ଘଣ୍ଟା ତଥା ଦୁଇ ଦିନ ପାଇଁ ସଟ୍‌ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ସହରଗୁଡିକ ହେଲା ଭୁବନେଶ୍ୱର, କଟକ ଓ ଭଦ୍ରକ । ଏହି ତିନି ସହରରେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକଟି…

କୋଭିଡ-୧୯; ଭାରତର ଶ୍ରେଷ୍ଠ କ୍ରୀଡାବିତଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ !

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରେନ୍ସିଂ ଜରିଆରେ ଭାରତର ଶ୍ରେଷ୍ଠ କ୍ରୀଡାବିତଙ୍କ ସହ କରୋନା ମହାମାରୀ ବିପଦକୁ ନେଇ ଆଲୋଚନା କରିଛନ୍ତି । ଏହି ଆଲୋଚନା ଚକ୍ରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ କିରନ୍ ରିଜ୍ଜୁଙ୍କ ସମେତ ୪୦ରୁ ଅଧିକ କ୍ରୀଡାବିତ୍ ସାମିଲ…

ସାରା ରାଜ୍ୟରେ ବଢିଲା ତାପମାତ୍ରା; ୪୧.୧ ଡିଗ୍ରୀ ଛୁଇଁଲା ତାଳଚେର

ଭୁବନେଶ୍ୱର: ସମଗ୍ର ଓଡ଼ିଶାର ତାପମାତ୍ରା ଶୁକ୍ରବାର ଦିନ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଛି । ଆଜି ରାଜ୍ୟର ୫ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ଼ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୂଚନାନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ…

ଷଷ୍ଠ କରୋନା ରୋଗୀ ଚିହ୍ନଟ ପରେ କଟକ ସହରରେ ମଧ୍ୟ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ ଘୋଷଣା

ଭୁବନେଶ୍ୱର: କଟକରୁ ଷଷ୍ଠ କରୋନା ରୋଗୀ ପଜିଟିଭ ଚିହ୍ନଟ ପରେ ସହରକୁ ୪୮ ଘଣ୍ଟା ପାଇଁ ସଟ୍ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ଏହା ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । କରୋନା ପଜିଟିଭ ରୋଗୀଙ୍କ…

ଓଡିଶାରେ ୬ଷ୍ଠ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଶୁକ୍ରବାର ଦିନ ଓଡିଶାରେ ୬ଷ୍ଠ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାାଣ ବିଭାଗ ।…

ଏପ୍ରିଲ ୨୧ ଯାଏଁ ବଢିଲା ଗାଡି ଓ ସ୍ୱାସ୍ଥ୍ୟବୀମାର ବୈଧତା

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ୍ ଜାରି ରହିଥିବା ବେଳେ ଗାଡି ଓ ସ୍ୱାସ୍ଥ୍ୟବୀମାର ନବୀକରଣ କରିବା ଲାଗି ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗାଡି ଏବଂ ସ୍ୱାସ୍ଥ୍ୟ ବୀମା ପଲିସିର ବୈଧତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।…

କୋଭିଡ୍‌-୧୯; ଇଟାଲୀରେ ଆରମ୍ଭ ହେଲା ‘ସପୋର୍ଟ ବାସ୍କେଟ୍‌’ ଅଭିଯାନ !

ଇଟାଲୀ: କରୋନା ମହାମାରୀ ପାଇଁ ଦୁର୍ବିସହ ଅବସ୍ଥାରେ ଇଟାଲୀ । ତଥାପି ପରସ୍ପରକୁ ସହାୟତା କରିବାକୁ ଭୁଲି ନାହାନ୍ତି ଏଠିକାର ବାସିନ୍ଦା । ସାରା ବିଶ୍ୱ ସମେତ ସୋସିଆଲ୍ ମିଡିଆରେ ଏବେ ଇଟାଲୀର ସପୋର୍ଟ ବାସ୍କେଟ୍ ଅଭିଯାନ ଟ୍ରେଣ୍ଡ ସେଟର୍ ପାଲଟିଛି । ବିଶ୍ୱରେ କରୋନା ମହାମାରୀ ନିଜ…

ଆଗାମୀ ୨ଦିନ ଲାଗି ଭୁବନେଶ୍ୱର ଓ ଭଦ୍ରକ ସମ୍ପୂର୍ଣ୍ଣ ବନ୍ଦ; ଜାଣନ୍ତୁ କି କଟକଣା ରହିଛି…

ଭୁବନେଶ୍ୱର: କୋଭିଡ-୧୯ର ମୁକାବିଲା ଲାଗି ଆଗାମୀ ୪୮ ଘଣ୍ଟା ତଥା ଶୁକ୍ରବାର ରାତି ୮ଟାରୁ ଭୁବନେଶ୍ୱର ଏବଂ ଭଦ୍ରକ ସହରକୁ ସମ୍ପୂର୍ଣ୍ଣ ସଟଡାଉନ କରାଯିବ ବୋଲି ଓଡିଶା ଡିଜିପି ଅଭୟ ପ୍ରକାଶ କରିଛନ୍ତି । ଏହି ୪୮ ଘଣ୍ଟା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ମଧ୍ୟ…

କରୋନା ଅପଡେଟ୍‌; ୪୮ ଘଣ୍ଟା ପାଇଁ ଖୋଲିବନି ଭୁବନେଶ୍ୱର ଓ ଭଦ୍ରକ ସହର !

ଭୁବନେଶ୍ୱର: ଆଜିଠୁ ସମ୍ପୁର୍ଣ୍ଣ ଲକ୍‌-ଡାଉନ୍ ହେବ ଭୁବନେଶ୍ୱର ଓ ଭଦ୍ରକ । ବର୍ତ୍ତମାନ ସୁଦ୍ଧା ୫ଟି କରୋନା ପଜିଟିଭ ରୋଗୀ ଓଡିଶାରେ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ନେଇଛନ୍ତି ଏପରି ପଦକ୍ଷେପ । Live Press Briefing by Chief Secretary, Odisha on #Covid19 @Secychief…

ମହଙ୍ଗା ପଡ଼ିଲା ଢାଳ ଚିକିତ୍ସା; ପେଟରେ ନିଆଁ ଲାଗିଯିବାରୁ ଗୁରୁତର ହେଲେ ମହିଳା

ଅନୁଗୁଳ: ଗାଁ ବଇଦଙ୍କ ଗରମ ତେଲ ଢାଳ ଚିକିତ୍ସା ମହଙ୍ଗା ପଡ଼ିଲା । ବଇଦ ଜଣକ ଜଣେ ମହିଳା ରୋଗୀଙ୍କୁ ଏହି ଢାଳ ଚିକିତ୍ସାରେ ଚିକିତ୍ସିିତ କରୁଥିବା ବେଳେ ରୋଗୀଙ୍କ ପେଟରେ ନିଆଁ ଲାଗି ଯାଇଥିଲା । ସୌଭାଗ୍ୟବଶତଃ ଡାକ୍ତରଖାନାରେ ତୁରନ୍ତ ତାଙ୍କର ଚିକିତ୍ସା ହେବା ଯୋଗୁଁ ସେ ଏବେ ସୁସ୍ଥ ଅଛନ୍ତି ।…