Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତାକାଲିଠାରୁ ଖୋର୍ଦ୍ଧା ଉପଖଣ୍ଡରେ ଦୋକାନ ଖୋଲିବା ସମୟ କଟକଣା ଜାରି

ଭୁବନେଶ୍ୱର: ଲକ୍ ଡାଉନ ପରେ ମଧ୍ୟ ଜନସାଧାରଣ ସାମାଜିକ ଦୂରତ୍ୱ ନେଇ ସଚେତନ ହେଉ ନ ଥିବାରୁ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଦିଲ୍ଲୀର ନିଜାମୁଦ୍ଦିନ ତବଲିଘ ଜମାତରୁ ଫେରିଥିବା ଏକାଧିକ ବ୍ୟକ୍ତି ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଆସନ୍ତାକାଲିଠାରୁ ଦୋକାନ ଖୋଲିବା ସମୟ ନେଇ କଡା କଟକଣା ଘୋଷଣା…

ତାବଲିଘି କରୋନା ଭାଇରସ କେସ୍‌: ୭ ହଜାର ଏଫଆଇର ରୁଜୁ

ଲକ୍ଷ୍ନୌ:ତାବଲିଘି ଜମାତ କେସରେ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ରିପୋର୍ଟ ମୁତାବକ ଏ ପର୍ଯ୍ୟନ୍ତ ୭୧୭୭ ଲୋକଙ୍କ ନାମରେ ଏଫଆଇଆର ରୁଜୁ କରାଯାଇଛି । ସେହିପରି ୨୮୭ ବିଦେଶୀଙ୍କ ମଧ୍ୟରୁ ୨୧୧ଙ୍କ ପାସପୋର୍ଟ ଜବତ କରାଯାଇଛି । ଯୁପି ସରକାର ୪୨୯…

କରୋନା ଆତଙ୍କ: ଆଜିଠାରୁ କାର୍ଯ୍ୟକ୍ଷମ ହେବ ପିଆଇବିର କୋଭିଡ-19 ଫାକ୍ଟଚେକ୍‌ ୟୁନିଟ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ପତ୍ର ସୂଚନା  କାର୍ଯ୍ୟାଳୟ (ପିଆଇବି) ରେ ଏକ କୋଭିଡ19 ଫାକ୍ଟ ଚେକ ୟୁନିଟ ଗଠନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ୟୁନିଟ ଆଜିଠାରୁ କାର୍ଯ୍ୟକ୍ଷମ ହେବ । କୋଭିଡ19 ସମ୍ପର୍କିତ କେନ୍ଦ୍ର ସରକାରଙ୍କ ସହ ଜଡିତ…

ପଞ୍ଚମ କରୋନା ରୋଗୀଙ୍କ ପରିଚୟ ସାର୍ବଜନୀନ କଲା ବିଏମ୍‌ସି

ଭୁବନେଶ୍ୱର: ଅହମଦାବାଦ ମହାନଗର ନିଗମ ପଦାଙ୍କ ଅନୁସରଣ କରି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ରାଜ୍ୟର ପଞ୍ଚମ କରୋନା ପଜିଟିଭ ରୋଗୀଙ୍କ ନାମ ଓ ଠିକଣା ସାର୍ବଜନିନ କରାଯାଇଛି । ବୃହତ୍ତର ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ତଥା କୋଭିଡ୧୯ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏହା…

ଲକ୍‌ଡାଉନ ଯୋଗୁ ନବରାତ୍ରୀ ଅବସରରେ ୨୦ କୋଟି ଟଙ୍କାର କ୍ଷତି ସହିବେ ଫୁଲ ବ୍ୟବସାୟୀ

ଭୋପାଳ: କରୋନା ଭାଇରସକୁ ରୋକିବା ପାଇଁ ସରକାରଙ୍କୁ ପକ୍ଷରୁ ସମଗ୍ର ଦେଶକୁ ଲକଡାଉନ କରାଯାଇଛି । ଚଳିତ ସିଜନରେ ନବରାତ୍ରୀ ଏବଂ ଅନ୍ୟ ପାର୍ବଣ ସମାରୋହ ପାଇଁ ଫୁଲର ଚାହିଦା ଅଧିକା ରହିଥାଏ । ଏବେ ସବୁ ବନ୍ଦ ହୋଇଯିବା ଫଳରେ ୯ ରାଜ୍ୟର ଫୁଲ ବ୍ୟବସାୟୀ ମାନେ ୨୦ କୋଟି ଟଙ୍କାର କ୍ଷତି ସହିଛନ୍ତି ।…

କରୋନା ଆତଙ୍କ: ଆସନ୍ତା କାଲି ସକାଳ ୯ ଟାରେ ଦେଶବାସୀଙ୍କୁ ଭିଡିଓ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା କାଲି, 3 ଏପ୍ରିଲ 2020 ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିବେ । At 9 AM tomorrow morning, I’ll share a small video message with my fellow Indians. कल सुबह 9 बजे देशवासियों के साथ…

ସ୍ୱାସ୍ଥ୍ୟବିଭାଗ ଅଧିକାରୀଙ୍କ ଗୋଡ ତଳେ ପଡି କ୍ଷମା ମାଗିବି: ରାହତ ଇନ୍ଦୋର

ଇନ୍ଦୋର:ଟାଟପଟ୍ଟୀ ବାଖଲରେ ସ୍ୱାସ୍ଥ୍ୟବିଭାଗ ଅଧିକାରୀଙ୍କ ଉପରେ ପଥରମାଡ ନେଇ ସାରା ଦେଶ ଦୁଃଖ ପ୍ରକାଶ କରିଛି । ପ୍ରସିଦ୍ଧ ଲେଖକ ରାହତ ଇନ୍ଦୋର ମଧ୍ୟ ଏହି ଘଟଣା ନେଇ ମୁଣ୍ଡ ତଳକୁ ହେଇଯାଇଛି ବୋଲି କହିଛନ୍ତି । ସେ କହିଛନ୍ତି, କେଉଁ ସ୍ଥାନରେ ଏହି ଘଟଣା ଘଟିଲା ଏବଂ କାହାର ଘର । ଡାକ୍ତରଙ୍କ…

ଶ୍ରୀମନ୍ଦିରରୁ ଆଜ୍ଞାମାଳ ପାଇବା ପରେ ଆରମ୍ଭ ହେଲା ରଥକାଠ ଚିରଟ କାର୍ଯ୍ୟ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ରଥକାଠ ଚିରଟ କାର୍ଯ୍ୟ ଆଜି ପବିତ୍ର ଶ୍ରୀରାମ ନବମୀରେ ଆରମ୍ଭ ହୋଇଛି । ପୁରୀ ଶ୍ରୀମନ୍ଦିରରୁ ଆଜି ଆଜ୍ଞାମାଳ ପାଇବା ପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ରଥକାଠ ଚିରଟ ଲାଗି ଆନୁଷ୍ଠାନିକ କାର୍ଯ୍ୟ ମଧ୍ୟ…

ସାବଧାନ! ତିନି ମାସର ଇଏମ୍‌ଆଇ ଟାଳିବା ନିଷ୍ପତ୍ତି ପାଇଁ ଦେବାକୁ ପଡିପାରେ ଅଧିକ ଆଠ ମାସର କିସ୍ତି

ଭୁବନେଶ୍ୱର: କରୋନା ପାଇଁ ଆରବିଆଇ ପକ୍ଷରୁ ଘୋଷଣା କରାଯାଇଥିବା ବିଭିନ୍ନ ପଦକ୍ଷେପ ମଧ୍ୟରେ ରହିଥିଲା ଋଣକର୍ତ୍ତାଙ୍କ ପାଇଁ ତିନି ମାସର ଇଏମଆଇ ବା ମାସିକିଆ କିସ୍ତିକୁ ଟାଳିବାର ସୁଯୋଗ । ତେବେ ବର୍ତ୍ତମାନ ବିଭିନ୍ନ ବ୍ୟାଙ୍କଗୁଡିକ ପକ୍ଷରୁ ଏ ସମ୍ପର୍କୀତ ବ୍ୟବସ୍ଥା ଓ ନିୟମାବଳୀ ଘୋଷଣା…

ଓଡିଶା ଲକ୍‌-ଡାଉନ୍ ; ଏଣିକି ପୋଷ୍ଟ ଅଫିସ୍‌ରୁ ଟଙ୍କା ଉଠାଇପାରିବେ ବ୍ୟାଙ୍କ ଆକାଉଣ୍ଟଧାରୀ !

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ଦେଶରେ ଲାଗୁ ହୋଇଛି ଲକ୍‌-ଡାଉନ୍ ନିର୍ଦ୍ଦେଶ । ଏପରି ସ୍ଥିତିରେ ଓଡିଶା ପୋଷ୍ଟାଲ ସର୍କଲ୍ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ପୋଷ୍ଟ ଅଫିସରୁ କିମ୍ବା ଏଟିଏମରୁ ଟଙ୍କା ଉଠାଣ କରିବା ପାଇଁ ବ୍ୟବସ୍ଥା କରିଛି । pic.twitter.com/7talrB2o8D — CPMG…