Latest Odisha News

BREAKING NEWS

Browsing Category

ଫିଚର

କରୋନା ଲକ୍ ଡାଉନ: ମାନସିକ ଅବସାଦ ଦୂର କରିବା ପାଇଁ ଆଗେଇ ଆସିଲେ ମନୋଚିକିତ୍ସକ

ଭୁବନେଶ୍ୱର: କରୋନା ସଂକ୍ରମଣ ଦୃଷ୍ଟିରୁ ଦେଶବ୍ୟାପୀ ଲକ୍ ଡାଉନ ଜାରି ହୋଇଥିବାରୁ ଅଧିକାଂଶ ଲୋକ ଘର ଭିତରେ ହିଁ ରହୁଛନ୍ତି । ଏଥି ପାଇଁ ଅନେକ ବ୍ୟକ୍ତି ଚାପ ଓ ଚିନ୍ତାଗ୍ରସ୍ତ ରହୁଥିବା ଦେଖିବାକୁ ମିଳୁଛି । କେବଳ ସେତିକି ନୁହେଁ ଟିଭି, ସୋସିଆଲ ମିଡିଆ ଓ ଖବର କାଗଜରେ କରୋନା ସମ୍ପର୍କୀତ ଖବର…

ଏହି ୩ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ରାଜ୍ୟର ୩ଟି ଜିଲ୍ଲାରେ ଗୁରୁବାର ଦିନ ସନ୍ଧ୍ୟାରେ ଝଡ଼ବର୍ଷା ହେବାର ସତର୍କ ସୂଚନା ପ୍ରଦାନ କରିଛି । ଯେଉଁ ୩ଟି ଜିଲ୍ଲାରେ ବଜ୍ରପାତ ସହିତ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ସେହି ଜିଲ୍ଲା ଗୁଡ଼ିକ ହେଲା - ଗଞ୍ଜାମ, ମୟୂରଭଞ୍ଜ…

କୋଭିଡ୍‌-୧୯: ଟିକଟକ୍ ଭାରତକୁ ଦେଲା ୧୦୦ କୋଟି ଟଙ୍କାର ଚିକିତ୍ସା ଉପକରଣ

ନୂଆଦିଲ୍ଲୀ: ସର୍ଟ-ଭିଡିଓ ସୋସିଆଲ୍ ନେଟୱାର୍କିଂ ଆପ୍ ଟିକଟକ୍ କୋଭିଡ-୧୯ ସହିତ ଲଢ଼ିବା ପାଇଁ ଭାରତକୁ ୧୦୦ କୋଟି ଟଙ୍କା ମୂଲ୍ୟର ଚିକିତ୍ସା ଉପକରଣ ଏବଂ ସାମଗ୍ରୀ ଦାନ କରୁଥିବା ନେଇ ଏକ ରିପୋର୍ଟ ଇକୋନୋମିକ୍ସ ଟାଇମ୍ସରେ ପ୍ରକାଶିତ ହୋଇଛି ।  କମ୍ପାନୀ ଏକ ଅଫିସିଆଲ୍ ପୋଷ୍ଟରେ…

‘ବିଏସଏନଏଲ’ର ଦୁଇଟି ନୂତନ ପ୍ରିପେଡ୍ ପ୍ଲାନ୍, ୫୦୦ ଜିବି ପର୍ଯ୍ୟନ୍ତ ପାଇବେ ଡାଟା !

ନୂଆଦିଲ୍ଲୀ: ଟେକ୍ ଡେସ୍କ ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ଏହାର ପ୍ରିପେଡ୍ ବ୍ୟବହାରକାରୀଙ୍କ ପାଇଁ ଦୁଇଟି ନୂତନ ଡାଟା ଯୋଜନା ଲଞ୍ଚ କରିଛି | ଲକଡାଉନ୍ ସମୟରେ, ସମସ୍ତେ ଘରେ ଅଛନ୍ତି ଏବଂ ମୋବାଇଲ୍ ଡାଟା ଉପରେ ନିର୍ଭର କରୁଛନ୍ତି, ଏପରି ପରିସ୍ଥିତିରେ କମ୍ପାନୀ ଉପଭୋକ୍ତାଙ୍କୁ ଉନ୍ନତ…

ଲକଡାଉନ୍ ପ୍ରଭାବ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅଧୀନରେ ୯.୦୭ କୋଟି ଚାଷୀଙ୍କ ଆକାଉଣ୍ଟରେ ୨,୦୦୦ ଟଙ୍କା…

ନୂଆଦିଲ୍ଲୀ: କରୋନା ସଙ୍କଟକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ୟାକେଜର ଅଂଶ ଭାବରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିଙ୍କୁ କୃଷକମାନଙ୍କୁ ଟ୍ରାନ୍ସଫର କରାଯାଇଛି।  ଏପର୍ଯ୍ୟନ୍ତ ମୋଦୀ ସରକାର ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ୪ ମାସର କିସ୍ତି ଭାବରେ ୫,୧୨୫ କୋଟି ଟଙ୍କା…

ଲକଡାଉନ୍ ପ୍ରଭାଵ: ସ୍ମାର୍ଟଫୋନ୍ କମ୍ପାନୀ ୬୦ ଦିନ ବଢାଇଲେ ଫୋନ୍ ୱାରେଣ୍ଟି 

ନୂଆଦିଲ୍ଲୀ: କରୋନାଭାଇରସ୍ କାରଣରୁ ହୋଇଥିବା ସମସ୍ତ ଲକଡାଉନ୍ ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ୍ ହ୍ୟାଣ୍ଡସେଟ୍ କମ୍ପାନୀ ଗ୍ରାହକଙ୍କ ପାଇଁ ୱାରେଣ୍ଟି ରିହାତି  ଘୋଷଣା କରିଛନ୍ତି।  ସମସ୍ତ ମୋବାଇଲ୍ ଫୋନ୍ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦରେ ୱାରେଣ୍ଟି ଅବଧି ୬୦ ଦିନକୁ ବୃଦ୍ଧି କରିବାକୁ…

ଟ୍ୱିନସିଟିରେ କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ; ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ୱର: କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ଲାଗି ୬୫୦ ଶଯ୍ୟା ବିଶିଷ୍ଟ ଦୁଇଟି ସ୍ୱତନ୍ତ୍ର ଡାକ୍ତରଖାନା ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକ ସହରରେ ପ୍ରସ୍ତୁତ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଦିନ ଘୋଷଣା କରାଯାଇଛି । ଏହାକୁ ଓଡିଶା କୋଭିଡ ହସ୍ପିଟାଲ…

ପୁରୀରେ ରାମନବମୀ ଓ ଜେଉଡ଼ ଭୋଗ 

ପୁରୀ: ରାମନବମୀ ପୁରୀରେ ହର୍ଷ ଉଲ୍ଲାସରେ ପାଳନ କରାଯାଏ । ଏଥିନେଇ ଶ୍ରୀକ୍ଷେତ୍ର ଚଳଚଂଚଳ ହୋଇ ଉଠିଛି । ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗୁରୁବାର ପବିତ୍ର ଶ୍ରୀରାମ ନବମୀ। ବୁଧବାର ସନ୍ଧ୍ୟା ଆଳତି ବେଶରେ ଠାକୁରଙ୍କୁ ୬ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା।…

ଖୋଜା ଚାଲିଛି ଓଡିଶାର ୫ମ କରୋନା ରୋଗୀଙ୍କ ଯାତ୍ରା ଇତିହାସ

ଭୁବନେଶ୍ୱର: ରାଜ୍ୟର ପଞ୍ଚମ କୋଭିଡ-୧୯ ରୋଗୀଙ୍କ ଯାତ୍ରା ଇତିହାସ ତଥା ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିମାନଙ୍କୁ ଓଡିଶା ସରକାର ଅନୁସନ୍ଧାନ କରୁଛନ୍ତି। ଡାକ୍ତରୀ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶକ ଡ. ସି ବି କେ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଭୁବନେଶ୍ୱରର ଏମ୍ସରେ…

ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ କଡା ନିର୍ଦ୍ଦେଶ: ଲକ୍‌ଡାଉନ ନିୟମ ନ ମାନିଲେ ଗୁଳି କର

ମାନିଲା: କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତ ଦେଶ ଏବେ ଲାଗି ପଡିଛନ୍ତି । ଏଥିପାଇଁ ଅନେକ ସ୍ଥାନରେ ଲକଡାଉନ କରାଯାଇଛି । ଫିଲିପାଇନ୍ସରେ ଏହି ନିୟମକୁ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ପାଇଁ ରାଷ୍ଟ୍ରପତି ରୋଡ୍ରିଗ୍ୟୁ ଦୁତେର୍ତ କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁମାନେ ଏଥର ଲକଡାଉନ…