Latest Odisha News

BREAKING NEWS

Browsing Category

ଫିଚର

କରୋନା ମୁକାବିଲା: ଗ୍ରାମାଞ୍ଚଳରେ ଖାଦ୍ୟ ବଣ୍ଟନକୁ ତ୍ୱରାନ୍ୱିତ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁୁବନେଶ୍ୱର: ରାଜ୍ୟରେ କୋଭିଡ୍‌-୧୯ ମୁକାବିଲା ଓ ପ୍ରତିଷେଧକମୂଳକ ବ୍ୟବସ୍ଥାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ଅନ୍ୟ ରାଜ୍ୟରେ ଫସିଥିବା ଓଡିଆ ତଥା ଲକ୍ ଡାଉନ୍‌ରେ ଓଡିଶାରେ ଫସି ରହିଥିବା ଅନ୍ୟ ରାଜ୍ୟର ଲୋକଙ୍କୁ ସହାୟତା, ରାଜ୍ୟର ବିଭିନ୍ନ…

କୋଭିଡ୍‌-୧୯ ଲକ୍‌ଡ଼ାଉନ୍‌: ଟେଲିକମ୍ କର୍ମଚାରୀଙ୍କୁ ପୋଲିସ ନ’ପିଟିବା ଲାଗି କେନ୍ଦ୍ରର ଅନୁରୋଧ

ଭୁବନେଶ୍ୱର: ସାରା ଦେଶରେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଲକଡ଼ାଉନ୍ ଚାଲିଥିବା ବେଳେ ଓଡ଼ିଶା ପୋଲିସ ରାଜ୍ୟର କେତେକ ଟେଲିକମ୍ୟୁନିକେସନ କର୍ମଚାରୀଙ୍କୁ ନିର୍ଦ୍ଦୁମ ପିଟିଥିବାର ଅଭିଯୋଗ ଆସିଥିଲା । ଏହାକୁ ଲକ୍ଷ୍ୟ କରି କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ଏହି ଷ୍ଟାଫମାନଙ୍କୁ ନପିଟିବାକୁ ଓଡ଼ିଶା…

ଲକଡାଉନ ବେଳେ ଲୋକଙ୍କୁ ମାଡ ମାରି ନିଲମ୍ବିତ ହେଲେ ପୋଲିସ ବାବୁ

ବଲାଙ୍ଗୀର: ସୋମବାର ଦିନ ବଲାଙ୍ଗୀର ଜିଲ୍ଲାର ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ତାଙ୍କ ଉପରେ ଲକଡାଉନ ବେଳେ ଲୋକଙ୍କୁ ମାଡ ମାରିଥିବା ଅଭିଯୋଗ ରହିଛି । ମିଳିଥିବା ସୂଚନା ମୁତାବକ, ଟାଉନ ପୋଲିସ ଥାନାର ୨ଜଣ କନେଷ୍ଟବଳ ସୂର୍ଯ୍ୟକାନ୍ତ ସାମନ୍ତରାୟ ଓ ପ୍ରଦ୍ୟୁମ୍ନ ସାମଲ…

ଶ୍ରମିକଙ୍କ ପାଇଁ କ’ଣ କରିଛ, କେନ୍ଦ୍ରକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲକ୍ ଡାଉନ୍ ପରେ ସାରା ଦେଶରେ ବିଭିନ୍ନ ସ୍ଥାନରେ ଅଟକ ଅଛନ୍ତି ଲକ୍ଷ ଲକ୍ଷ ଶ୍ରମିକ । ନିଜ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି । ଦିଲ୍ଲୀ ରାଜରାସ୍ତାରେ ପ୍ରବଳ ଭିଡ ହେଉଛି । ଲକ୍ ଡାଉନ୍ ବେଳେ ସେମାନଙ୍କ ପାଇଁ ଖାଇବା ଓ ରହିବା ବ୍ୟବସ୍ଥା ନଥିବାରୁ ଚାଲି ଚାଲି ଘରକୁ ଫେରୁଛନ୍ତି…

ବଢିବ କ୍ୱାରେଣ୍ଟାଇନ ପିରିୟଡ୍ !

ଭୁଟାନ ସରକାରଙ୍କ ନିଷ୍ପତ୍ତି । କରୋନା ଭାଇରସରେ ସଂକ୍ରମିତ ହେଲେ ଆଉ ୧୪ ଦିନ ନୁହେଁ । କ୍ୱାରେଣ୍ଟାଇନରେ ରହିବେ ୨୧ ଦିନ । ଭୁଟାନ୍ ସରକାର ଏହି ଘୋଷଣା କରିଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଭୁଟାନ ପ୍ରଧାନମନ୍ତ୍ରୀ । ସେ ଲେଖିଛନ୍ତି, ଆସନ୍ତାକାଲିଠୁ କ୍ୱାରେଣ୍ଟାଇନ୍ ପିରିଡୟକୁ…

କୋଭିଡ-୧୯ ଲକଡାଉନ: ଅନଲାଇନ ପାଠପଢ଼ାକୁ ଗୁରୁତ୍ୱ ଦେଲେ ଓଡିଶା ସରକାର

ଭୁବନେଶ୍ୱର: କରୋନାଭାଇରସର ପ୍ରକୋପ କାରଣରୁ ଶିକ୍ଷାନୁଷ୍ଠାନ ଗୁଡିକୁ ବାଧ୍ୟ ହୋଇ ବନ୍ଦ କରାଯାଇଛି । ସେଥିପାଇଁ ଓଡିଶା ସରକାର ସ୍କୁଲ ଗୁଡିକରେ ଡିଜିଟାଲ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଯୋଜନା ଉପରେ କାମ କରୁଛନ୍ତି । ଯଦ୍ୱାରା ଭବିଷ୍ୟତରେ ପାଠପଢ଼ାରେ କୌଣସି ବାଧକ ଆସିନପାରୁ । ଏନେଇ ସ୍କୁଲ…

ପୋଲିସ ବାବୁଙ୍କ ନିଆରା ସଚେତନତା ଅଭିଯାନ, ରାସ୍ତାରେ ଗାଇଲେ ଗୀତ

ପୁଣେ: ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ସାମନାକୁ ଆସୁଛି ନୂଆ ନୂଆ କେସ୍ । ଏବେ ଲକ୍‌୍ ଡାଉନ୍ ଚାଲିଛି । ଲୋକଙ୍କୁ ଘରୁ ନବାହାରିବା ପାଇଁ କୁହାଯାଇଥିବା ବେଳେ ସଚେତନ କରାଉଛି ପୋଲିସ । ପୁଣେରେ ରାଜରାସ୍ତାରେ ଲୋକଙ୍କୁ ଗୀତ ଗାଇ ସଚେତନ କରାଉଛି…

ଗାଁର ନାଁ ‘କୋରୌନା’; ଜାଣନ୍ତୁ କେଉଁଠି ରହିଛି ଏହି ଗାଁ…

ସୀତାପୁର(ୟୁ.ପି): କରୋନାଭାଇରସ୍ ପାଇଁ ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲା ଏକ ଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛି । ସୀତାପୁର ଜିଲ୍ଲାରେ ରହିଛି କୋରୌନା ଗାଁ । Residents of Corona, a village in Sitapur say they have been facing discrimination, ever since the…

କରୋନା ଲକ୍ ଡାଉନରେ ଓଡ଼ିଶା ପୋଲିସର ପ୍ରଶଂସନୀୟ କାର୍ଯ୍ୟ

ଭୁବନେଶ୍ୱର: ସାରା ବିଶ୍ୱ ଏବେ ଲକ୍ ଡାଉନ୍ । କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଡାକ୍ତର, ନର୍ସ, ପୋଲିସ, ପ୍ରଶାସନ ସହିତ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇଦେଇଛନ୍ତି । କରୋନା ବିରୋଧରେ ଏହି ଲଢେଇରେ ସାମିଲ୍ ହୋଇଛି ଓଡ଼ିଶା ପୋଲିସ୍ । ଓଡ଼ିଶା ପୋଲିସ ଲକଡ଼ାଉନ ସମୟରେ ରାତି ଦିନ…

ଲକଡାଉନ ସତ୍ୱେ ସବୁ ପରିବହନ ଗାଡିକୁ ଯାତାୟାତ ଅନୁମତି

ନୂଆଦିଲ୍ଲୀ: କୋଭିଡ-୧୯ର ମୁକାବିଲା ଲାଗି ଜାରି ରହିଥିବା ଲକଡାଉନ ମଧ୍ୟରେ ଦେଶରେ ଅତ୍ୟାବଶ୍ୟକ ତଥା ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ସମସ୍ତ ଗାଡିକୁ କେନ୍ଦ୍ର ପକ୍ଷରୁ ଯାତାୟାତ ଅନୁମତି ପ୍ରଦାନ କରାଯାଇଛି । ଏନେଇ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ…