Latest Odisha News

BREAKING NEWS

Browsing Category

ଫିଚର

କରୋନା ଭୟ: ବନ୍ଦ ହେଲା ସେସୁର କଲେକ୍ସନ କାଉଣ୍ଟର, ଅନଲାଇନ୍ ପେମେଣ୍ଟ ପାଇଁ ଗ୍ରାହକଙ୍କୁ କଲା ଅନୁରୋଧ

ଭୁବନେଶ୍ୱର: କୋଭିଡ଼-୧୯ ର ଭୟାବହତାକୁ ଦୃଷ୍ଟିରେ ରଖି ସେସୁ ମାର୍ଚ୍ଚ ୨୩ ରୁ ୨୯ ପର୍ଯ୍ୟନ୍ତ ଖୋର୍ଦ୍ଧା, କେନ୍ଦ୍ରାପଡା, ଅନୁଗୁଳ ଏବଂ ପୁରୀ ପୌରପାଳିକା ଅଞ୍ଚଳରେ ଏହାର ସମସ୍ତ କଲେକ୍ସନ କାଉଣ୍ଟର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ରବିବାର ଦିନ ସେସୁ ଦ୍ୱାରା ଜାରି କରାଯାଇଥିବା ଏକ…

ଲକ୍ ଡାଉନ ନିୟମ ଭାଙ୍ଗି ବନ୍ଧା ହେଲେ ଦୋକାନୀ

ଭଦ୍ରକ: କରୋନା କଟକଣା ଭାଙ୍ଗିବା ଜଣେ ଦୋକାନୀଙ୍କୁ ମହଙ୍ଗା ପଡିଛି । ଭଦ୍ରକ ସାହାପୁର ଛକରେ ସିମେଂଟ ଦୋକାନରେ ଚଢ଼ାଉ କରି ଜଣେ ଦୋକାନୀଙ୍କୁ ପୋଲିସ ଗିରଫ କରିଛି । ଗିରଫ ପରେ ସମ୍ପୃକ୍ତ ଦୋକାନୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ଓଡିଶା ସରକାର କରୋନା ମୁକାବିଲା ପାଇଁ ଚାରିଆଡେ ଲକ ଡାଉନ…

୬ ମାସ ପାଇଁ ଏସମା ଲାଗୁ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସରକାର ୬ ମାସ ପାଇଁ ରାଜ୍ୟରେ ଜରୁରୀ ସେବା ରକ୍ଷଣାବେକ୍ଷଣା ନିୟମ ତଥା ଏସମା ଲାଗୁ କରିଛନ୍ତି । ଜଳଯୋଗାଣ ଓ ସଫେଇ କର୍ମଚାରୀଙ୍କ ପାଇଁ ଏହି ଏସମା ଲାଗୁ ହୋଇଛି । ଏମାନେ ୬ ମାସ ଯାଏଁ ଛୁଟି ନେଇପାରିବେ ନାହିଁ । ଏଥିସହ ୬ ମାସ ପାଇଁ ଆନ୍ଦୋଳନକୁ ମଧ୍ୟ…

ମାସ୍କ ପିନ୍ଧିବା ବେଳେ ଏହି ସବୁ ଜରୁରୀ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ: କରୋନାଭାଇରସ କବଳରେ ସାରା ବିଶ୍ୱ । କରୋନା ମହାମାରୀ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ସେଥିପାଇଁ ସମସ୍ତଙ୍କୁ ଆହୁରି ସାବଧାନତା ଅବଲମ୍ବନ କରିବାକୁ ପଡିବ । ମାସ୍କକୁୁ କେବଳ ପିନ୍ଧି ଦେଲେ ହେବନି, ଏହାର ସଠିକ ଢ଼ଙ୍ଗ ଜାଣିବା…

କରୋନା ମୁକାବିଲା: ଆଉ ଦୁଇଟି ସହର ଲକଡାଉନ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ନବରଙ୍ଗପୁର: କରୋନାଭାଇରସ ବିସ୍ତାର ଉପରେ ଅଙ୍କୁଶ ଲଗାଇବା ପ୍ରୟାସରେ ସରକାର । ଆଜି ନବରଙ୍ଗପୁର ଜିଲ୍ଲାର ଦୁଇଟି ସହରକୁ ଲକ୍ ଡାଉନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ନବରଙ୍ଗପୁର କଲେକ୍ଟର ଅଜିତ କୁମାର ମିଶ୍ର ଦେଇଥିବା ସୁଚନା ଅନୁସାରେ, ମାର୍ଚ୍ଚ ୨୩ ତାରିଖ ସକାଳ ୭ ଟାରୁ…

କରୋନା ମୁକାବିଲା: କ’ଣ ଖାଇଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, ଜାଣନ୍ତୁ

ନୂଆଦିଲ୍ଲୀ: କରୋନା କବଳରେ ପୁରା ବିଶ୍ୱ । ଧୀରେ ଧୀରେ ସାରା ବିଶ୍ୱକୁ ଲଟା ଭଳି ମାଡି ଗଲାଣି ମାରାତ୍ମକ ଭୂତାଣୁ କରୋନା । ଏହାକୁ ନେଇ ଏବେ ସମସ୍ତେ ଭୟଭୀତ । ଡାକ୍ତର ଏବଂ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯେତେବେଳେ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୁଅନ୍ତି ସେତେବେଳେ ତାଙ୍କ ଶରୀରରେ…

ଅଲିମ୍ପିକ୍ ୨୦୨୦, ଦଳ ପଠାଇବେନି କାନାଡା ଓ ଅଷ୍ଟ୍ରେଲିଆ !

ଜାପାନ: ଟୋକିଓରେ ହେବାକୁ ଥିବା ଅଲିମ୍ପିକ ଗେମ୍ସ(୨୦୨୦)କୁ ଦଳ ପଠାଇବେନି କାନାଡା ଓ ଅଷ୍ଟ୍ରେଲିଆ । କୋଭିଡ୍ -୧୯କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହାଁନ୍ତି ଦୁଇ ଦେଶର ଅଲିମ୍ପିକ କମିଟି । ଟୋକିଓ ଅଲିମ୍ପିକକୁ ୨୦୨୧ପର୍ଯ୍ୟନ୍ତ ସ୍ଥଗିତ ରଖିବା ଲାଗି ଆୟୋଜକଙ୍କୁ ନିବେଦନ କରିଛନ୍ତି…

ଜନତା କର୍ଫ୍ୟୁ ପ୍ରଭାବ: ରବିବାର ହୋଇନାହିଁ ଗୋଟିଏ ମଧ୍ୟ ସଡକ ଦୁର୍ଘଟଣା !

ନୂଆଦିଲ୍ଲୀ: ମାରାତ୍ମକ କରୋନା ଭାଇରସର ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବା ପାଇଁ ରବିବାର ୨୨ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପି ଜନତା କର୍ଫ୍ୟୁର ଆହ୍ୱାନ ଦେଇଥିଲେ। ଏହାକୁ ସଫଳତାର ସହ ଦେଶବାସୀ ପାଳନ କରିଛନ୍ତି । ଏହା ଯୋଗୁ ରାସ୍ତାଘାଟରେ କୌଣସି ଗାଡି ମୋଟର…

ଜନତା କର୍ଫ୍ୟୁ ଯୋଗୁଁ କୋଳାହଳ ମୁକ୍ତ ହେଲା ମାୟାନଗରୀ

ମୁମ୍ବାଇ: ରବିବାର ୨୨ ମାର୍ଚ୍ଚ ହୋଇଥିବା ଜନତା କର୍ଫ୍ୟୁ ଯୋଗୁଁ ମାୟା ନଗରୀ ମୁମ୍ବାଇରେ କମିଛି କୋଳାହଳ। କର୍ଫ୍ୟୁ ମଧ୍ୟରେ ଅମିତାଭ ବଚ୍ଚନ ଟ୍ୱିଟରରେ ମୁମ୍ବାଇ ସ୍ଥିତ ସମୁଦ୍ରର ନୀରବ କୂଳର ଏକ ଭିଡିଓ ସେୟାର କରି ଲେଖିଛନ୍ତି ଏହା ହେଉଛି ଜାତୀୟ ଅନୁଶାସନର ଅର୍ଥ, ଜୟହିନ୍ଦ '| ୨୪ ଘଣ୍ଟା…

ଜନତା କର୍ଫ୍ୟୁ ପ୍ରଭାବ: ୩ ବର୍ଷ ମଧ୍ୟରେ ସବୁଠୁ ସ୍ୱଚ୍ଛ ପବନରେ ନିଶ୍ୱାସ ନେଲେ ଦିଲ୍ଲୀବାସୀ

ନୂଆଦିଲ୍ଲୀ: ମାରାତ୍ମକ କରୋନା ଭାଇରସର ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବା ପାଇଁ ରବିବାର ୨୨ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପି ଜନତା କର୍ଫ୍ୟୁର ଆହ୍ୱାନ ଦେଇଥିଲେ। ଏହାକୁ ସଫଳତାର ସହ ଦେଶବାସୀ ପାଳନ କରିଛନ୍ତି । ଦେଶ ମୁଖିଆଙ୍କ କଥା ମାନି ଏହି ମାରାତ୍ମକ ରୋଗ ଉପରର…