Latest Odisha News

BREAKING NEWS

Browsing Category

ଫିଚର

କରୋନା ନେଲା ଆଉ ଜଣଙ୍କ ମୁଣ୍ଡ, ଦେଶରେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ପାଟନା: ଦେଶରେ ଲଗାତାର କାୟା ମେଲାଇବାରେ ଲାଗିଛି ମାରାତ୍ମକ ଭୂତାଣୁ କରୋନା । ଆଜି ଗୋଟିଏ ଦିନରେ ଦେଶରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । କରୋନା ସଂକ୍ରମଣରେ ବିହାର ପାଟାନା ଏମ୍ସରେ ଜଣେ ୩୮ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏନେଇ ବିହାର ପାଟନା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।…

ଓଡିଶାରେ ଜନତା କର୍ଫ୍ୟୁ: ପୋଲିସ ଠାରୁ ପାସ ପାଇବା ପାଇଁ ୧୦୦ ନମ୍ବର ଡାଏଲ କରନ୍ତୁ

ଭୁବନେଶ୍ୱର: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ହୋଇଥିବା ଦେଶବ୍ୟାପୀ ଜନତା କର୍ଫ୍ୟୁର ପ୍ରଭାବ ଓଡିଶାର ରାଜଧାନୀରେ ଦେଖିବାକୁ ମିଳିଛି । ଜନତା କର୍ଫ୍ୟୁ ବେଳେ ଜନସାଧାରଣଙ୍କ ସୁବିଧା ପାଇଁ କମିଶନରେଟ ପୋଲିସ ପକ୍ଷରୁ ରବିବାର ଦିନ…

ଜନତା କର୍ଫ୍ୟୁ ପ୍ରଭାବରେ ଶ୍ରୀକ୍ଷେତ୍ର ଜନଶୂନ୍ୟ; ଖାଁ ଖାଁ ପୁରୀ ବଡ଼ଦାଣ୍ଡ

ପୁରୀ: ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଭୟାବହ ଭୂତାଣୁ କରୋନା ସଂକ୍ରମଣର ପ୍ରାର୍ଦୁଭାବ ଦ୍ରୁତ ଗତିରେ ବଢି ବଢି ଚାଲିଛି । ଏହି ମାରାତ୍ମକ ଭୂତାଣୁର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରବିବାର ଦିନ ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’ର ଆହ୍ୱାନ ଦେଇଥିବା ବେଳେ ଏପଟେ…

ଜନତା କର୍ଫ୍ୟୁ ପ୍ରଭାବ: ହିରୋ ମୋଟୋ କର୍ପ ର ସମସ୍ତ ଫ୍ୟାକ୍ଟ୍ରୀ ଲକ୍‌-ଡାଉନ୍‌

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସାରା ଭାରତରେ ଦେଖିବାକୁ ମିଳିଛି ଜନତା କର୍ଫ୍ୟୁର ସଫଳ ଛବି । ଓଡିଶା ସମେତ ରାଜସ୍ଥାନରେ ଲକ୍‌-ଡାଉନ୍ ନିର୍ଦ୍ଦେଶ ଜାରି ହୋଇଛି । ଏପରି ସ୍ଥିତିକୁ ଦେଖି ସମସ୍ତ ଅପରେଶନକୁ ତୁରନ୍ତ ବନ୍ଦ କଲା ଭାରତର ଅଗ୍ରଣୀ ଦୁଇ ଚକିଆ…

ଓଡିଶାର ବିଭିନ୍ନ ସ୍ଥାନରେ ‘ଜନତା କର୍ଫ୍ୟୁ’ର ପ୍ରଭାବ

ଭୁବନେଶ୍ୱର: କରୋନାଭାଇରସ ବିସ୍ତାରକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଦେଶବ୍ୟାପୀ 'ଜନତା କର୍ଫ୍ୟୁ' ଜାରି ରହିଥିବା ବେଳେ ଏହାର ପ୍ରଭାବ ଓଡିଶାର ବିଭିନ୍ନ ସ୍ଥାନରେ ମଧ୍ୟ ପଡିଛି । ଅନ୍ୟ ଦିନପରି ଆଜି ରାସ୍ତାରେ କେଉଁଠି ବି ଗହଳି ଦେଖିବାକୁ ମିଳୁନାହିଁ କି…

ଆଜି ବିଶ୍ୱ ଜଳ ଦିବସ: କାହିଁକି ହୁଏ ପାଳନ, ଜାଣନ୍ତୁ

ଭୁବନେଶ୍ୱର: ସୃଷ୍ଟିର ଆଧାର ଜଳ । କଥାରେ ଅଛି ଜଳ ବିହୁନେ ସୃଷ୍ଟି ନାଶ...ଜଳ ବହୁଳେ ସୃଷ୍ଟି ନାଶ। ବିଶ୍ୱ ଜଳ ଦିବସ ପ୍ରତିବର୍ଷ ୨୨ ମାର୍ଚ୍ଚରେ ପାଳିତ ହୁଏ । ବିଶ୍ୱର ସମସ୍ତ ବିକଶିତ ଦେଶରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ସହ ଜଳ ସଂରକ୍ଷଣର ମହତ୍ତ୍ୱ ତଥା ଆବଶ୍ୟକତା ବିଷୟରେ ଜନ…

ପାଲା ଜଗତର ଅନନ୍ୟ ପ୍ରତିଭା ଗାୟକ ମଞ୍ଜୁଳ ଅଲେଖ ଦାଶ

ଭୁବନେଶ୍ୱର: ପାଲା ଜଗତର ଅନନ୍ୟ କଳାକାର ଅଲେଖ ଦାଶ । ଉଭୟ ଓଡିଆ ଏବଂ ସଂସ୍କୃତ ସାହିତ୍ୟରେ ପାଣ୍ଡିତ୍ୟପୂର୍ଣ୍ଣ ପାଲା ପରିବେଷଣ କରି ଜନମାନସକୁ ମନ୍ତ୍ରମୁଗ୍ଧ କରିବାରେ ସେ ବେଶ୍ ସିଦ୍ଧହସ୍ତ । ୧୯୫୦ ମସିହା ଆଷାଢ ମାସରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ମହାନ୍ତିପଡା ଗ୍ରାମରେ ଅଲେଖ ଦାଶ…

ଓଡିଶାରେ ଲକଡାଉନର ପ୍ରଭାବ; ରାସ୍ତାଘାଟ ଶୁନଶାନ

ଭୁବନେଶ୍ୱର: କରୋନାଭାଇରସ ବିସ୍ତାରକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଦେଶବ୍ୟାପୀ 'ଜନତା କର୍ଫ୍ୟୁ' ଆରମ୍ଭ ହୋଇଥିବା ବେଳେ ଓଡିଶାରେ ଉଭୟ ଜନତା କର୍ଫ୍ୟୁ ସହ ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନାନୁଯାୟୀ ରାଜ୍ୟରେ କେବଳ ଅତ୍ୟାବଶ୍ୟକ…

ଜନତା କର୍ଫ୍ୟୁର ପ୍ରଭାବ: ରାସ୍ତାଘାଟ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସାରା ଦେଶରେ 'ଜନତା କର୍ଫ୍ୟୁ' ଜାରି ରହିଥିବା ବେଳେ ରବିବାର ଦିନ ସକାଳ ୭ଟାରୁ ସବୁକିଛି ଠପ୍ ହୋଇଯାଇଥିବା ଦେଖିବାକୁ ମିଳିଛି । କୋଭିଡ-୧୯ ଲାଗି ସତର୍କତା ଏବଂ ସାମାଜିକ ଦୂରତା ବଜାୟ ଓ ସୁସ୍ଥ ରହିବା ଉଦ୍ଦେଶ୍ୟରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୨-୩-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦  ମସିହା ମାର୍ଚ୍ଚ  ତା ୨୨ ରିଖ  ରବିବାର  ମୀନ୯ ଦିନ ଚୈତ୍ର ମାସ କୃଷ୍ଣ ପକ୍ଷ  ତ୍ରୟୋଦଶୀ  ଭୁକ୍ତ ଚତୁର୍ଦ୍ଦଶୀ ତିଥି   ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-:  ମେଷ ରାଶିର ଘାତ ଚନ୍ଦ୍ର:- ମିଥୁନ…