Latest Odisha News

BREAKING NEWS

Browsing Category

ଫିଚର

ମାର୍ଚ୍ଚ ୩୧ ନୁହେଁ, ଏବେ ଏପ୍ରିଲ୍ ୧୫ ଯାଏଁ ବଢିଲା କଟକଣା; ଜାଣନ୍ତୁ

ଭୁବନେଶ୍ୱର: ଓଡିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବାପରେ ଏହାର ମୁକାବିଲା ଲାଗି ଅଧିକ ତତପର ହୋଇପଡିଛନ୍ତି ରାଜ୍ୟ ସରକାର । ଯାହାଫଳରେ ଏବେ କଟକଣା ଅବଧିକୁ ଏପ୍ରିଲ୍ ୧୫ ଯାଏଁ ବଢାଇଦିଆଯାଇଛି । ପୂର୍ବରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ଠାରୁ ଆରମ୍ଭ କରି ମଲ୍ ଓ ସିନେମା ହଲ୍…

କରୋନା ପାଇଁ ମାସ୍କ ତିଆରି କରିବାକୁ ଆଗେଇ ଆସିଲେ ମହିଳା ଗୋଷ୍ଠୀ

କଟକ: କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଉଛି । ତେବେ କଫ, ଥଣ୍ଡା ତଥା କରୋନା ସଂକ୍ରମିତ ବ୍ୟକ୍ତି ବିଶେଷଙ୍କୁ ମାସ୍କ ବ୍ୟବହାର ପାଇଁ ପରାମର୍ଶ ଦିଆଯାଉଛି । ବର୍ଦ୍ଧିତ ଚାହିଦା ଦୃଷ୍ଟିରୁ ବଜାରରେ ମାସ୍କର ଅଭାବ ଏବଂ କେତେକ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୭-୩-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା ୧୭ ରିଖ  ମଙ୍ଗଳବାର  ମୀନ ୪ ଦିନ ଚୈତ୍ର ମାସ କୃଷ୍ଣ ପକ୍ଷ  ନବମୀ   ତିଥି  ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର  ଘାତ ବାର-:  ମକର  ରାଶିର ଘାତ ଚନ୍ଦ୍ର: ତୁଳା ଓ କୁମ୍ଭ ରାଶିର ପୁରୁଷ ଓ…

ଖାତା ମୂଲ୍ୟାଙ୍କନରେ କରୋନା ସୁରକ୍ଷା ଗାଇଡଲାଇନ ପାଳନ କରିବ ଓଡିଶା ମାଟ୍ରିକ ବୋର୍ଡ

ଭୁବନେଶ୍ୱର: ଓଡିଶାରେ କରୋନାଭାଇରସକୁ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ଗାଇଡଲାଇନ ଅନୁଯାୟୀ ମାଟ୍ରିକ ପରୀକ୍ଷା ଖାତାର ମୂଲ୍ୟାଙ୍କନ କରାଯିବ । ସୋମବାର ଦିନ ଭିଡିଓ କଂଫ୍ରେନ୍ସିଂ ଜରିଆରେ ମାଧ୍ୟମିକ ଶିକ୍ଷା ବୋର୍ଡ(ବିଏସଇ)ର ଅଧ୍ୟକ୍ଷ ରାମାଶିଶ ହାଜରା କହିଛନ୍ତି…

ଭାରତରେ ଲଞ୍ଚ୍ ହେଲା ସାଓମି ୱେୟାରଲେସ ପାୱାର ବ୍ୟାଙ୍କ୍‌

ନୂଆଦିଲ୍ଲୀ: ସାଓମି ଭାରତରେ ଏକ ନୂତନ ୧୦,୦୦୦ ଏମଏଏଚ ପାୱାର ବ୍ୟାଙ୍କ ଲଞ୍ଚ କରିଛି। ପାୱାର ବ୍ୟାଙ୍କରେ ୱେୟାରଲେସ ଚାର୍ଜିଂ ପାଇଁ ମଧ୍ୟ ସହାୟତା ଯୋଗାଇ ଦିଆଯାଇଛି। ଆପଣ ଏକ ଫୋନ୍ ଚାର୍ଜ କରିପାରିବେ ଯାହା ୱେୟାରଲେସ ଚାର୍ଜିଂକୁ ସମର୍ଥନ କରେ | ଏଥିପାଇଁ ଆପଣଙ୍କୁ କେବଳ ଫୋନକୁ ମି ୱେୟାରଲେସ…

ରାଜ୍ୟସଭାକୁ ମନୋନୀତ ହେଲେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭାର ସଦସ୍ୟ ଭାବେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମନୋନୀତ କରିଛନ୍ତି । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ରାଜ୍ୟସଭାରେ ମନୋନୀତ ସଦସ୍ୟଙ୍କ ପାଇଁ ଉଦିଷ୍ଟ…

କରୋନାଭାଇରସ୍: ରେଟ୍ କଟ୍ ର କୌଣସି ଅସ୍ୱୀକାର ନାହିଁ, ଆରବିଆଇ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରସ୍ତୁତ:…

ନୂଆଦିଲ୍ଲୀ: ସୋମବାର ଦିନ କରୋନାଭାଇରସ୍ କାରଣରୁ ବିଶ୍ୱ ଅର୍ଥନୀତିରେ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଆରବିଆଇ ଘରୋଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛି। ଏହି ପର୍ଯ୍ୟାୟରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,…

ୟେସ୍‌ ବ୍ୟାଙ୍କ ମନି ଲଣ୍ଡରିଂ ମାମଲା: ସୁଭାଷ ଚନ୍ଦ୍ରାଙ୍କୁ ସମନ୍‌

ନୂଆଦିଲ୍ଲୀ: ଶିଳ୍ପପତି ସୁଭାଷ ଚନ୍ଦ୍ରାଙ୍କୁ ୟେସ୍‌ ବ୍ୟାଙ୍କ ମନି ଲଣ୍ଡରିଂ ମାମଲାରେ ସମନ୍‌ କରାଯାଇଛି। ପୂର୍ବରୁ ଡିଏଚଏଫଏଲର ୱାଧାୱାନସ, ଜେଟ ଏୟାରୱେଜର ଚେୟାରମ୍ୟାନ ନରେଶ ଗୋୟେଲ, ରିଲାଏନ୍ସ ଗ୍ରୁପ ଚେୟାରମ୍ୟାନ ଅନୀଲ ଅମ୍ବାନି ଓ କକ୍ସ ଏବଂ କିଙ୍ଗ୍ର ପିଟର କେରକରଙ୍କୁ ମଧ୍ୟ ସମନ…

ଲଞ୍ଚ ହେଲା ନୋକିଆର ନୂଆ ସ୍ମାର୍ଟଫୋନ୍ ନୋକିଆ ସି୨; ଜାଣନ୍ତୁ କ’ଣ ରହିଛି ଫିଚର୍ସ !

ନୂଆଦିଲ୍ଲୀ: ନୋକିଆ ସି୨ ଆଣ୍ଡ୍ରଏଡ୍ ଗୋ ସଂସ୍କରଣ ଉନ୍ମୋଚିତ ହୋଇଛି ନୋକିଆ ସି୧ ଆଣ୍ଡ୍ରଏଡ୍ ଗୋ ସ୍ମାର୍ଟଫୋନ୍ | ଗତ ବର୍ଷ ଡିସେମ୍ବରରେ ଲଞ୍ଚ କରାଯାଇଥିଲା ଏବଂ ବର୍ତ୍ତମାନ କମ୍ପାନୀ ନୋକିଆ ସି୧ ର ନବୀକରଣ ସଂସ୍କରଣ ନୋକିଆ ସି୨ ଲଞ୍ଚ କରିଛି। ନୋକିଆ ସି ୨ ର ଦୁଇଟି ରଙ୍ଗ ପ୍ରକାର ଅଛି,…

କୋଭିଡ-୧୯: ଭାରତରେ ୪ ନୂଆ ମାମଲା ଚିହ୍ନଟ, ୧୧୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୨ଜଣଙ୍କ ମୃତ୍ୟୁ ପରେ କରୋନାଭାଇରସ(କୋଭିଡ-୧୯) ଆତଙ୍କ ସୃଷ୍ଟି କରିଛି । ସରକାରଙ୍କ ସତର୍କତାମୂଳକ ପଦକ୍ଷେପ ସତ୍ୱେ ଅଣାୟତ୍ତ ହେଉଛି କରୋନା । ସରକାର ସଂକ୍ରମଣ ଏଡାଇବା ପାଇଁ ଯୁଦ୍ଧକାଳୀନଭିତ୍ତିରେ ପ୍ରୟାସ ଚଳାଇଛନ୍ତି । ଭାରତରେ ଏବେ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…