Latest Odisha News

BREAKING NEWS

Browsing Category

ଫିଚର

୯୯୦ ଲକ୍ଷ ବର୍ଷ ପୁରୁଣା ଡାଇନୋସରର ଅବଶେଷାଂଶ ମିଳିଲା

ମ୍ୟାନମାର: ମ୍ୟାନମାରରେ ବିଶ୍ୱର ସବୁଠୁ ଛୋଟ ଡାଇନୋସରର ଅବଶେଷାଂଶ ମିଳିଛି। ଏହା ଏକ ପାରଦର୍ଶୀ ପଥରରେ ସୁରକ୍ଷିତ ଭାବେ ମିଳିଛି । ଗଛ କୋରଡ଼ରେ ମୁଣ୍ଡ କଟି ଏହାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାର ମୁଣ୍ଡର କିଛି ଅଂଶ ବର୍ତ୍ତମାନ ସୁରକ୍ଷିତ ରହିଛି। ଏହା ପ୍ରାୟ ୯୯୦ ଲକ୍ଷ ବର୍ଷ ପୁରୁଣା…

‘କରୋନା ଭାଇରସ୍‌’ ନେଇ ଏହି ବ୍ୟକ୍ତି ୭ବର୍ଷ ପୂର୍ବରୁ କରିଥିଲେ ଭବିଷ୍ୟତବାଣୀ !

ମୁମ୍ବାଇ: କରୋନା ଆତଙ୍କରେ ସମଗ୍ର ବିଶ୍ୱ ଏବେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଏହି ରୋଗର ଭୂତାଣୁ ପ୍ରତିଦିନ ଦେଶକୁ ଦେଶ ସ୍ଥାନକୁ ସ୍ଥାନ ସଂକ୍ରମିତ ହେବାରେ ଲାଗିଛି । ତେବେ ଏହି କରୋନା ଭୂତାଣୁ ଆସିବା ନେଇ ଜଣେ ବ୍ୟକ୍ତି ୭ ବର୍ଷ ପୂର୍ବରୁ ଭବିଷ୍ୟତବାଣୀ କରିଥିଲେ, ଯାହାକି ସମସ୍ତଙ୍କୁ…

କରୋନା ଯୋଗୁ ବଳି ପଡିଲା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ

ନୂଆଦିଲ୍ଲୀ: କରୋନା ଯୋଗୁ ବଳି ପଡିଲା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ । ଆଇପିଏଲ୍ ପରେ ଏବେ ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜକୁ ମଧ୍ୟ ବାତିଲ୍ କରିଦିଆଯାଇଛି । ମହାମାରୀ କରୋନା ଭାଇରସର ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ଶୁକ୍ରବାର ବିସିସିଆଇ ଏହି ଘୋଷଣା କରିଛି। ଭାରତ ଓ…

ପ୍ରମୋଦ ଭଗତ, ପଞ୍ଚାନନ ଗନ୍ତାୟତଙ୍କୁ ଓସ୍‌ଜା କ୍ରୀଡ଼ା ପୁରସ୍କାର

ଭୁବନେଶ୍ବର: ବିଶ୍ୱ ଚାମ୍ପିଅନସିପ୍ ସ୍ୱର୍ଣ୍ଣ ପଦକ ବି‌ଜେତା ପାରା ବ୍ୟାଡ୍‌ମିଣ୍ଟନ୍ ତାରକା ପ୍ରମୋଦ ଭଗତ ଓ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରପ୍ରାପ୍ତ ଦୌଡ଼କୁଦ ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତଙ୍କୁ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ) ପକ୍ଷରୁ ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ…

ରାଜ୍ୟ ସରକାର ଜାରି କଲେ ‘ଓଡ଼ିଶା କୋଭିଡ୍ ୧୯ ଅଧିନିୟମ – ୨୦୨୦’; ନିର୍ଦ୍ଦେଶ ନ’ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ !

ଭୁବନେଶ୍ୱର: ଓଡ଼ିଶାରେ କରୋନା ଭୂତାଣୁ ନ ବ୍ୟାପିବା ଲାଗି ରାଜ୍ୟ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି । ଭାରତର ବିଭିନ୍ନ ରାଜ୍ୟରେ କରୋନା – ୧୯ ନଭେଲ୍ କୋଭିଡ୍ ଭୂତାଣୁ ସଂକ୍ରମଣ ହେବାରେ ଲାଗିଛି । ଏହି ଭୂତାଣୁର ସଂକ୍ରମଣ ରାଜ୍ୟରେ କିପରି ରୋକାଯାଇପାରିବ ସେଥିଲାଗି ରାଜ୍ୟ ସରକାରଙ୍କ…

କରୋନା ଆତଙ୍କ: ହୋଲି ଅବକାଶ ପରେ କେବଳ ଜରୁରୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନାଭାଇରସ୍ (କୋଭିଡ଼-୧୯) ର ବଢୁଥିବା ଭୟାବହତାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି ଯେ ସୋମବାର (ମାର୍ଚ୍ଚ ୧୬) ରୁ କୋର୍ଟର କାର୍ଯ୍ୟ କେବଳ ଜରୁରୀ ମାମଲାରେ ସୀମିତ ରହିବ। ଓକିଲଙ୍କ ବ୍ୟତୀତ କୌଣସି ବ୍ୟକ୍ତିଙ୍କୁ ଯୁକ୍ତି ବା ମୌଖିକ ଦାଖଲ କିମ୍ବା କେବଳ…

ମହାପ୍ରୟାଣ ଗାଡ଼ିରେ ପରିବା ପରିବହନ: ସୋସିଆଲ ମିଡିଆରେ ଫଟୋ ଭାଇରଲ

ଅନୁଗୁଳ: ମହାପ୍ରୟାଣ ଗାଡ଼ିରେ ପରିବା ପରିବହନ । କଥାଟି କାନକୁ ଅଜବ ଶୁଭୁଥିଲେ ବି ସତ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ (ଡିଏଚଏଚ) ମୃତଦେହ ଜମା କରିବା ପରେ ପନିପରିବା ପରିବହନ କରୁଥିବା ଏକ ମହାପ୍ରୟାଣ ଗାଡିକୁ ନେଇ ଏଠାରେ ଅସନ୍ତୋଷ ସୃଷ୍ଟି ହୋଇଛି। ମିଳିଥିବା ସୂଚନା…

କରୋନା ଆତଙ୍କ; ଗୁଗୁଲ୍ ବେଙ୍ଗାଲୁରୁ ଅଫିସରେ କର୍ମଚାରୀ କରୋନା ପଜିଟିଭ୍ !

ବେଙ୍ଗାଲୁରୁ: ସମଗ୍ର ବିଶ୍ୱରେ କରୋନା ନଭେଲ୍ କୋଭିଡ଼ – ୧୯ ଭାଇରସ୍ ଆତଙ୍କ ରଚିଚାଲିଥିବା ବେଳେ ଏବେ ଭାରତରେ ଏହି ଭୂତାଣୁ ଦ୍ରୁତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି । ଦେଶର ଅଧିକାଂଶ ରାଜ୍ୟକୁ ଏହି ଭୂତାଣୁ ବ୍ୟାପି ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ସରକାର ଗୁଡ଼ିକ…

ସୌରାଷ୍ଟ୍ର ନୂତନ ରଣଜୀ ଚାମ୍ପିୟନ

ରାଜକୋଟ: ରଣଜୀ ଟ୍ରଫି କ୍ରିକେଟ ଫାଇନାଲରେ ବେଙ୍ଗଲକୁ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ପଛରେ ପକାଇ ସୌରାଷ୍ଟ୍ର ନୂତନ ରଣଜୀ ଚାମ୍ପିୟନ ହୋଇଛି । ବେଙ୍ଗଲ ନିକଟରେ ଅଗ୍ରଣୀ ହାସଲ କରିବା ସୁଯୋଗ ଥିଲେ ମଧ୍ୟ ଦଳ ତାହା ହାତଛଡା କରିଥିଲା । ସୌରାଷ୍ଟ୍ରର ପ୍ରଥମ ଇନିଂସ ସ୍କୋର ୪୨୫ ରନ ଜବାବରେ ବେଙ୍ଗଲ…

କରୋନା ଭାଇରସ: ୭ ଟି ସହରରେ ଖୋଲିଲା କରୋନା ଭୂତାଣୁ ସଂକ୍ରମଣ ପର୍ଯ୍ୟବେକ୍ଷଣ ସୁବିଧା କେନ୍ଦ୍ର

ନୂଆଦିଲ୍ଲୀ: ମାରାତ୍ମକ କରୋନା ଭାଇରସକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରିଛି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନାବାହିନୀ ପକ୍ଷରୁ ଦେଶର ୭ଟି ସହରରେ କରୋନା ଭୂତାଣୁ ସଂକ୍ରମଣ ପର୍ଯ୍ୟବେକ୍ଷଣ ସୁବିଧା କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ଇରାନ୍‍ରୁ…