Latest Odisha News

BREAKING NEWS

Browsing Category

ଫିଚର

ରାଜଧାନୀରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା : ପିଙ୍କ ପାର୍କିଂ

ଭୁବନେଶ୍ବର: ସବୁ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବା ଉକ୍ତିକୁ ଅନେକ ସ୍ଥାନରେ ନିଷ୍ଠାର ସହ ପାଳନ କରାଯାଉଛି । ପାର୍କିଂ ସ୍ଥଳୀରେ ମଧ୍ୟ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି । ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ଭୁବନେଶ୍ବର ଉତ୍କଳ କନିକା…

କରୋନା ଭୟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଂଲାଦେଶ ଗସ୍ତ ବାତିଲ

ନୂଆଦିଲ୍ଲୀ: ବାତିଲ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଂଲାଦେଶ ଗସ୍ତ । ଆସନ୍ତା ମାର୍ଚ୍ଚ ୧୭ରେ ମୋଦୀ ବାଂଲାଦେଶ ଗସ୍ତରେ ଯିବା କାର୍ଯ୍ୟକ୍ରମ ଥିଲା । ତେବେ ମାରାତ୍ମକ ଭୂତାଣୁ କରୋନା ଲାଗି ଏହି ଗସ୍ତକୁ ରଦ୍ଦ କରାଯାଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ ସେଠାରେ ୩ ଜଣ…

ଆଇସିସି ମହିଳା ଟି୨୦ ବିଶ୍ୱକପର ଶ୍ରେଷ୍ଠ ଏକାଦଶରେ ପୁନମ

ମେଲବୋର୍ଣ୍ଣ:ଆଇସିସି ସୋମବାର ମହିଳାଟି୨୦ ବିଶ୍ୱକପର ପ୍ରଦର୍ଶନ ବିଚାରକୁ ନେଇ ଶ୍ରେଷ୍ଠ ଏକାଦଶ ବାଛିଛି । ଏଥିରେ ଭାରତର ପୁନମ ଯାଦବ ୧୧ତମ ଓ ଶେଫାଳୀ ବର୍ମା ଦ୍ୱାଦଶତମ ଖେଳାଳୀ ଭାବେ ଟିମ୍‌ରେ ରହିଛନ୍ତି । ଅଷ୍ଟ୍ରେଲିଆର ୫ ଓ ଇଂଲଣ୍ଡର ୪ ଖେଳାଳି ଏଥିରେ ସ୍ଥାନ ପାଇଛନ୍ତି । ଇଆନ ବିଶପ,…

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩ ରେ ପହଞ୍ଚିଲା…

ନୂଆଦିଲ୍ଲୀ: ସାରା ବିଶ୍ୱରେ କାୟା ବିସ୍ତାର କରିଥିବା କରୋନା ଭାଇରସ ଏବେ ଭାରତରେ ମଧ୍ୟ ଦୃତ ଭାବରେ ବ୍ୟାପିବାରେ ଲାଗିଛି । ରବିବାର କେରଳରେ ୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ରେ ଥିଲା । ମାତ୍ର ସୋମବାର ଦିନ ଏହା ବୃଦ୍ଧି ପାଇ ୪୩ ରେ ପହଁଞ୍ଚିଛି ।…

ଆସନ୍ତୁ ଜାଣିବା ଜ୍ୟାକି ତାଙ୍କ ପୁଅ ନାମ କାହିଁକି ଟାଇଗର ରଖିଲେ

ମୁମ୍ବାଇ: ନିକଟରେ ବାଗୀ-୩ ଫିଲ୍ମ ରଲିଜ ହେବା ସହ ଆଭରେଜ ଧରଣର ବ୍ୟବସାୟ ଜାରି ରଖିଛି । ଏହି ଫିଲ୍ମରେ ବାପା ଜ୍ୟାକି ଶ୍ରଫ ଓ ପୁଅ ଟାଇଗର ପ୍ରଥମ ଥର ପାଇଁ ଏକତ୍ର କାମ କରୁଛନ୍ତି । ପରିବାର ସଦସ୍ୟଙ୍କ ସହ ସ୍କ୍ରିନ ଶେୟାର କରିବା ନିଶ୍ଚିତ ଭାବେ ଖୁସିର କଥା ବୋଲି ଜ୍ୟାକି କହିଛନ୍ତି । ଏହି…

କରୋନା ପ୍ରଭାବ: ଶସ୍ତା ହେଉଛି ଚିକେନ୍ ଦର !

ଭୁବନେଶ୍ୱର: ମାରାତ୍ମକ କରୋନା ଭାଇରସର ପ୍ରଭାବରେ ସାରା ବିଶ୍ୱ ଆତଙ୍କିତ । ଲୋକ ଆତଙ୍କିତ ଥିବା ବେଳେ ଏହାକୁ ନେଇ ଗୁଜବ ମଧ୍ୟ ବଢିଚାଲିଛି । କରେନା ଭାଇରସ ଆମିଷ ଦ୍ରବ୍ୟରେ ବ୍ୟପୁଥିବା ନେଇ ଗୁଜବ ପ୍ରଚାରିତ ହେବାପରେ କୁକୁଡ଼ା ମାଂସ ବିକ୍ରି ଆଶାତୀତ ଭାବେ କମିବାରେ ଲାଗିଛି । ଏହାର…

ପୂର୍ବତନ ବିଧାୟକ ପ୍ରହ୍ଲାଦ ବେହେରାଙ୍କ ଦେହାନ୍ତ

ବୌଦ୍ଧ: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଡ୍ରାଇଭର ତଥା ଫୁଲବାଣୀର ପୂର୍ବତନ ବିଧାୟକ ପ୍ରହ୍ଲାଦ ବେହେରାଙ୍କର ସୋମବାର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିବାବେଳେ ସେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିଲେ। ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ…

ଆନନ୍ଦ ଉଲ୍ଲାସର ପର୍ବ ‘ଦୋଳ ପୂର୍ଣ୍ଣିମା’; ଜାଣନ୍ତୁ, କିଭଳି ହୁଏ ପାଳିତ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ‘ଦୋଳ ପୂର୍ଣ୍ଣିମା’ । ଫାଲଗୁନ୍ ମାସ ପୂର୍ଣ୍ଣିମା ତିଥିରେ ପଡୁଥିବା ଏହା ପର୍ବ ଏକ ଲୋକପ୍ରିୟ ହିନ୍ଦୁ ପର୍ବ । ଏହା ୬ ଦିନ ଧରି ଚାଲେ, ଯାହା ଦୋଳ ଯାତ୍ରାରୁ ଆରମ୍ଭ ହୋଇ ଫାଲଗୁନ୍ ଦଶମୀ ଯାଏଁ ଚାଲିଥାଏ । ଦୋଳ ପୂର୍ଣ୍ଣିମା- ଏହି ଅବସରରେ ଭଗବାନ…

କରୋନା ଭାଇରସ ଆତଙ୍କ; କେରଳରେ ୩ ବର୍ଷୀୟ ଶିଶୁ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ସୋମବାର ଦିନ କେରଳରେ ୩ ବର୍ଷୀୟ ଶିଶୁକୁ ଚିହ୍ନଟ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଶିଶୁ ଓ ପିତାମାତା ନିକଟ ଅତୀତରେ ଇଟାଲି ଯାଇଥିବା ବେଳେ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ମୃତ, ୪ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଓ ରାୟଗଡା ଜିଲ୍ଲାରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଗୁଣ୍ଠବନ୍ଧା ଗ୍ରାମରେ କିଛି ବ୍ୟକ୍ତି ଚାଷ ଜମିକୁ ଯାଇଥିବା ବେଳେ ଦୁର୍ଭାଗ୍ୟବଶତଃ ସେମାନେ ବିଦ୍ୟୁତ୍…