Latest Odisha News

BREAKING NEWS

Browsing Category

ଫିଚର

ୟେସ୍ ବ୍ୟାଙ୍କ ମାମଲା: ରାଣା କପୁର ଓ ଅନ୍ୟ ୭ ଠିକଣା ଉପରେ ସିବିଆଇ ରେଡ୍‌

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ମାମଲାରେ ସିବିଆଇର ଘନ ଘନ ଚଢ଼ାଉ । ପ୍ରତିଷ୍ଠାତା ରାଣା କପୁର ଓ ଅନ୍ୟମାନଙ୍କ ବିରୋଧରେ ଦିଆଯାଇଥିବା ଏଫ୍‌ଆଇଆର୍ ଆଧାରରେ ସିବିଆଇ ୭ଟି ସ୍ଥାନରେ ଚଢ଼ାଉ କରିଛି । ଆଜି ମୁମ୍ବାଇ ସ୍ଥିତ ଡିଏଚ୍‌ଏଫ୍‌ଏଲ, ଆର୍‌କେଡବ୍ଲୁ ଡେଭଲପର୍ସ ଏବଂ ଡୁଇଟ ଅର୍ବାନ ଭେଂଚର୍ସ…

୨୯ ବର୍ଷ ପରେ ୩୦% ହ୍ରାସ ପାଇଲା ଅଶୌଧିତ ତୈଳ ଦର..

ଟୋକିଓ: ସାଉଦି ଆରବ ରୁଷ ସହିତ ମୂଲ୍ୟ ଯୁଦ୍ଧ ଆରମ୍ଭ କରିବା ପରେ ଅଶୋଧିତ ତୈଳ ଦର ସୋମବାର ଦିନ ସର୍ବାଧିକ ହ୍ରାସ ପାଇଛି। ଏହାଛଡା ବଢୁଥିବା କରୋନାଭାଇରସ୍ ଯୋଗୁଁ ମଧ୍ୟ ତୈଳ ଦର ହ୍ରାସ ପାଇଛି । ୨୯ ବର୍ଷ ପରେ ତୈଳ ଦର ଏତେ ପରିମାଣରେ ହ୍ରାସ ପାଇଥିବା ନଜର ଆସିଛି । ଅଶୋଧିତ ତୈଳ ବ୍ୟାରେଲ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀର ସୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଆତଙ୍କବାଦୀମାନେ ହୋଲି ଅବସରରେ ଘାଟିରେ ଅଘଟଣ ଘଟାଇବାକୁ ଲକ୍ଷ୍ୟ ରଖିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି…

ଜିଓ ଏବଂ ବିଏସଏନଏଲ ନମ୍ବରକୁ କଲ କଲେ ମିଳିବ କରୋନାଭାଇରସରୁ ଉଦ୍ଧାରର ବାର୍ତ୍ତା !

ନୂଆଦିଲ୍ଲୀ: କରୋନାଭାଇରସ୍ କାରଣରୁ ବିଶ୍ୱରର ପ୍ରାୟ ସମସ୍ତ ଦେଶ ଅସୁବିଧାରେ ପଡ଼ନ୍ତି ଏବଂ ଏହାକୁ ରୋକିବା ପାଇଁ କ୍ରମାଗତ ଭାବରେ ନୂତନ ପଦକ୍ଷେପ ନିଆଯାଉଛି | ଏଥି ସହିତ, କରୋନାଭାଇରସର ଆହ୍ୱାନକୁ ପୂରଣ କରିବା ପାଇଁ ଭାରତ ମଧ୍ୟ ସମସ୍ତ ପ୍ରୟାସ କରୁଛି। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ…

ଭକ୍ତିରସର ମୂର୍ତ୍ତିମନ୍ତ ପ୍ରତୀକ ଶ୍ରୀଚୈତନ୍ୟ ମହାପ୍ରଭୁ…

ପବିତ୍ର ଦୋଳପୂର୍ଣ୍ଣିମାରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଆବର୍ଭାବ ଘଟିଥିଲା । ଶ୍ରୀଚୈତନ୍ୟ ଚରିତ୍ରାମୃତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରହସ୍ୟମୟ ଲୀଳାର ଯେପରି ବର୍ଣ୍ଣନା କରାଯାଇଛି, ଯେପରି ଶ୍ରୀଚୈତନ୍ୟ ଓ ତାଙ୍କ ସଖାମାନଙ୍କର ଶ୍ରୀଜଗନ୍ନାଥ ଭକ୍ତି ଓ ପ୍ରୀତିକୁ ଉଲ୍ଲେଖ କରାଯାଇଛି, ଯେପରି…

ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରହିବା ପ୍ରସଙ୍ଗ, ବର୍ଷିଲେ ବିଜୟ ମହାପାତ୍ର

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିରର ଟଙ୍କା ଜମା ରହିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ସରକାର ସ୍ପଷ୍ଟିକରଣ ଦେଉନାହାନ୍ତି କାହିଁକି । ସବୁ ସରକାରଙ୍କ ଜାଣତରେ ହୋଇଛି । ୨୦୧୫ରେ ଏଜି ଜଣାଇଥିଲେ…

ହୋଲିରେ କିପରି ନେବେ କେଶର ଯତ୍ନ, ଜାଣନ୍ତୁ…

ଭୁବନେଶ୍ୱର: ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । କିନ୍ତୁ ହୋଲି ରଙ୍ଗରେ ଥିବା କିଛି କେମିକାଲ ଉଭୟ ତ୍ୱଚା ଓ କେଶ ଉପରେ କୁପ୍ରଭାବ ପକାଇଥାଏ । ଜାଣନ୍ତୁ ହୋଲି ରଙ୍ଗରୁ କିପରି…

ରାଜ୍ୟସଭା ରେସ୍‌: ବିଜେପି ପ୍ରାର୍ଥୀ ଦେବା ନେଇ ସସ୍‌ପେନ୍ସ ଜାରି

ଭୁବନେଶ୍ୱର: ରାଜ୍ୟସଭା ପାଇଁ ବିଜେଡି ୪ ଜଣଙ୍କ ନାଁ ଘୋଷଣା କରିବା ପରେ ଏବେ ନଜର ବିଜେପି ଉପରେ । ତେବେ ବିଜେପି ପ୍ରାର୍ଥୀ ଘୋଷଣା କରିବ କି ନାହିଁ ସେ ନେଇ ସସ୍‌ପେନ୍ସ ଜାରି ରହିଛି । ଆଜି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ପ୍ରାର୍ଥୀ ଦେବା ନଦେବା ନେଇ…

ଆସନ୍ତାକାଲି ୧୪ଟି ଜିଲ୍ଲାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆସନ୍ତାକାଲି ତଥା ହୋଲି ଉତ୍ସବରେ ଓଡିଶାର ୧୪ ଟି ଜିଲ୍ଲାରେ ବର୍ଷା ହେବାନେଇ ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱରର ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଧିକାରୀ ମଦନ ମୋହନ ଦାସ କହିଛନ୍ତି ଯେ…

ହୋଲିରେ ମୁହଁରେ ରଙ୍ଗ ବୋଳନ୍ତୁ ନାହିଁ: ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ରାତି ପାହିଲେ ରଙ୍ଗର ପର୍ବ ହୋଲି । ତେବେ ଏହା ପୂର୍ବରୁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଭାରତରେ କରୋନା ଭାଇରସ ଭୟ ଲାଗି ରହିଥିବାରୁ ଓଡ଼ିଶାରେ ସଚେତନତା ପାଇଁ ହୋଲି ଖେଳକୁ ନେଇ ପରାମର୍ଶ ଜାରି କରିଛନ୍ତି । ମୁହଁରେ ରଙ୍ଗ ବୋଳିବାକୁ ସେ ମନା କରିଛନ୍ତି । ଏଥିସହ…