Latest Odisha News

BREAKING NEWS

Browsing Category

ଫିଚର

ସୁନ୍ଦରଗଡରେ ନାବାଳିକା ଦୁଷ୍କର୍ମୀକୁ ଫାଶି ଦଣ୍ଡାଦେଶ : ୧୦ଲକ୍ଷ ଟଙ୍କା ଜରିମାନା

ସୁନ୍ଦରଗଡ : ସୁନ୍ଦରଗଡରେ ନାବାଳିକା ଦୁଷ୍କର୍ମୀକୁ ଫାଶି ଦଣ୍ଡାଦେଶ  । ୨୦୧୬ ଟାଉନ୍ ଥାନା ଅଞ୍ଚଳରେ ଘଟିଥିଲା ଜଘନ୍ୟକାଣ୍ଡ  । ସୁନ୍ଦରଗଡ  ସ୍ବତନ୍ତ୍ର ପକ୍ସୋ କୋର୍ଟ ଦୋଷୀକୁ ଫାଶି ଦଣ୍ଡାଦେଶ ଦେଇଛନ୍ତି । ଅଭିଯୁକ୍ତ ଜଣକ ସଞ୍ଜୀବ କେର୍କେଟା ବୋଲି ଜଣାପଡିଛି । ୨୦୧୬ ମସିହା ଅକ୍ଟୋବର…

ଶେଷ ହେବ ନଓ୍ବାଜ ସରିଫଙ୍କ ବନବାସ, ଫେରିବେ ସ୍ବଦେଶ

ଇସଲାମବାଦ: ନିଜ ଦେଶକୁ ଫେରିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ। ସେ ଆସନ୍ତା ଶନିବାର ପାକିସ୍ତାନ ଫେରିପାରନ୍ତି । ପାକିସ୍ତାନର ଏକ କୋର୍ଟ ଆଜି ଆଭେନଫିଲ୍ଡ ଏବଂ ଅଲ-ଅଜିଜିଆ ଦୁର୍ନୀତି ମାମଲାରେ ନୱାଜ ସରିଫଙ୍କୁ ସୁରକ୍ଷା ଜାମିନ ପ୍ରଦାନ କରିଛନ୍ତି। ଗତ ୪ ବର୍ଷ ଧରି…

ଜାତୀୟ ଅଧ୍ୟକ୍ଷ ହେବା ପରେ ସୋନିଆ ଗାନ୍ଧୀଙ୍କ ପ୍ରଥମ ନିଷ୍ପତ୍ତି ଥିଲା ମୁଁ ମୁଖ୍ୟମନ୍ତ୍ରୀ ହୁଏ-ଗେହଲଟ

ଜୟପୁର: ‘ମୁଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନ ଥିଲି । ହେଲେ ସୋନିଆ ଗାନ୍ଧୀ ଯେତେବେଳେ କଂଗ୍ରେସ ସଭାପତି ହେଲେ ତାଙ୍କର ପ୍ରଥମ ନିଷ୍ପତ୍ତି ଥିଲା ମୋତେ ମୁଖ୍ୟମନ୍ତ୍ରୀ କରିବା ।’ ନିର୍ବାଚନ ପୂର୍ବରୁ ଏମିତି କହି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ପ୍ରଶଂସାରେ ପୋତିଛନ୍ତି ରାଜସ୍ଥାନ…

‘ଲେକେ ପ୍ରଭୁକା ନାମ୍’: ଟାଇଗର-୩ ରେ ସଲମାନ ଖାନଙ୍କ ପାଇଁ ଅରିଜିତ ସିଂଙ୍କ ପ୍ରଥମ ଗୀତ

ମୁମ୍ବାଇ: ସଲମାନ ଖାନ ଏବଂ ଅରିଜିତ ସିଂଙ୍କ ମଧ୍ୟରେ ତିକ୍ତତା ଲାଗି ରହିବା ଆପଣମାନେ ତ ନିଶ୍ଚୟ ଶୁଣିଥିବେ। ୯ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା ବାଦ-ବିବାଦ। ଏହି ଝଗଡା ପରେ ଅରିଜିତ ସିଂ ସଲମାନଙ୍କ କୌଣସି ଫିଲ୍ମରେ ଗୀତ ଗାଇବାର ସୁଯୋଗ ପାଇନଥିଲେ। ତା ଛଡା ସେ ଗାଇଥିବା ଗୀତ ମଧ୍ୟ ହାତ…

କ୍ୟାପିଟାଲ ହସ୍ପିଟାଲରେ ହେବ ରାଜ୍ୟର ପ୍ରଥମ ନାର୍କୋ ଟେଷ୍ଟ ସେଣ୍ଟର

ଭୁବନେଶ୍ବର: ଓଡ଼ିଶାରେ ହେବ ପ୍ରଥମ ନାର୍କୋ ଟେଷ୍ଟ ସେଣ୍ଟର । ଖୁବଶୀଘ୍ର କ୍ୟାପିଟାଲ ହସ୍ପିଟାଲରେ କରାଯିବ ବ୍ୟବସ୍ଥା। ଆସନ୍ତା ମାସରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ନାର୍କୋ ଆନାଲିସିସ ଟେଷ୍ଟ। ଏଣିକି ଖର୍ଚ୍ଚାନ୍ତ ହୋଇ ପୁନେ ଯାଇ ଆଉ ନାର୍କୋ ଟେଷ୍ଟ କରିବାକୁ ପଡ଼ିବନି। ଏନେଇ ଆସି…

ଡାବର ଇଣ୍ଡିଆ ପ୍ରଡକ୍ଟସ ସୃଷ୍ଟି କରୁଛି କ୍ୟାନସର ! ଆମେରିକା ଓ କାନାଡ଼ା ଗ୍ରାହକଙ୍କ ଅଭିଯୋଗ

ନୂଆଦିଲ୍ଲୀ: ପ୍ରତ୍ୟେକ ଭାରତୀୟଙ୍କ ଘରେ ଘରେ ପରିଚିତ ଡାବର ପ୍ରଡକ୍ଟ। ସେ ହେୟାର କେୟାର ପାଇଁ ତେଲ, ସାମ୍ପୁ ହେଉ କିମ୍ବା ଖାଇବା ସାମଗ୍ରୀ। ସମସ୍ତେ ଡାବର ସହ ଅଭ୍ୟସ୍ତ। କିନ୍ତୁ ଆପଣ ଜାଣନ୍ତି କି ଡାବର ପ୍ରଡକ୍ଟ ବ୍ୟବହାର କରିବା କେତେ ଦୂର ହାନୀକାରକ ? ଡାବର ଇଣ୍ଡିଆ ସହାୟକ କମ୍ପାନୀର…

ଫିଲ୍ମ ‘ଲିଓ’କୁ ନେଇ କ୍ରେଜ୍, ଗୋଟେ ଟିକେଟକୁ ଲକ୍ଷେ ୧୦ ହଜାର ୧ ଟଙ୍କା ଦେଇ କିଣିଲେ ଫ୍ୟାନ୍

ହାଇଦ୍ରାବାଦ: ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ସାଉଥ୍ ଷ୍ଟାର ବିଜୟଙ୍କ ନୂଆ ଲୋକପ୍ରିୟ ଫିଲ୍ମ ‘ଲିଓ’। ଫିଲ୍ମ ରିଲିଜ ହେବା ପରେ ସବୁଠି ପ୍ରଶଂସକ କରୁଛନ୍ତି ସେଲିବ୍ରେସନ। ବିଜୟଙ୍କ ମୁଭି ଦେଖିବାକୁ ପ୍ରଶଂସକ ଉତ୍ସାହର ସହ ଅପେକ୍ଷାରେ ଥିଲେ। ଶେଷରେ ଆଜି ଅପେକ୍ଷାର ଅନ୍ତ ଘଟିଛି। ମୁଭିର…

ଦଶହରା ପାଇଁ ରାଜଧାନୀରେ କମିଶନରେଟ୍ ପୋଲିସର ପ୍ରସ୍ତୁତି : ମୁତୟନ ହେବେ ୩୧ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ବର: ପାର୍ବଣ ସମୟରେ ରାଜଧାନୀରେ କମିଶନରେଟ୍ ପୋଲିସର ପ୍ରସ୍ତୁତି । ଭୁବନେଶ୍ବରରେ ୩୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ । ଏ ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ୧୨ ଅତିରିକ୍ତ ଡିଏସପି , ୨୩ ଏସିପି , ୪୧ ଇନ୍ସପେକ୍ଟର , ୫୦୦…

ଇସ୍ରାଏଲରେ ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନକ: କହିଲେ, ଆତଙ୍କବାଦ ବିରୋଧରେ ଆମେ ଇସ୍ରାଏଲ ସହ ଅଛୁ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧସ୍ଥିତି ମଧ୍ୟରେ ଇସ୍ରାଏଲକୁ ଛୁଟିଛନ୍ତି ବିଶ୍ୱର ବଡ ବଡ ନେତା । ଗତକାଲି ଅର୍ଥାତ ବୁଧବାର ଜୋ ବାଇଡେନଙ୍କ ପରେ ଆଜି ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନକ ପହଞ୍ଚିଛନ୍ତି ଇସ୍ରାଏଲରେ । ଦୁଇଦିନିଆ ଇସ୍ରାଏଲ ଗସ୍ତରେ ଆସିଛନ୍ତି ଋଷି ସୁନକ କାହିଁକି…

ବସ ଧର୍ମଘଟ ନେଇ ଚାଲିଥିବା ମାଲିକ ସଂଘ-ସିଏମ୍‌ଓ ବୈଠକ ଶେଷ: ବାହାରି ପାରିଲାନି ଚୂଡାନ୍ତ ନିଷ୍ପତ୍ତି

କଟକ: ବସ ଧର୍ମଘଟ ନେଇ ମାଲିକ ସଂଘ-ସିଏମ୍‌ଓ  ମଧ୍ୟରେ ଚାଲିଥିବା ବୈଠକ ଶେଷ ହୋଇଛି । ହେଲେ ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନି । ଆସନ୍ତାକାଲି ବସ ଧର୍ମଘଟ ହେବ କି ନାହିଁ ସେ ନେଇ କୌଣସି ଚୂଡାନ୍ତ ନିଷ୍ପତି ନିଆଯାଇ ପାରିନାହିଁ । ବୈଠକ ପରେ ସୂଚନା ଦେଇ ଘରୋଇ ବସ ମାଲିକ…