Latest Odisha News

BREAKING NEWS

Browsing Category

ଫିଚର

କରୋନା ପାଇଁ ଓଡ଼ିଶାରେ ବନ୍ଦ ହେବନି ସ୍କୁଲ: ମନ୍ତ୍ରୀ

ଭୁବନେଶ୍ୱର: ସୁନାମି ପରି ମାଡି ଚାଲିଛି ମାରାତ୍ମକ ଭୂତାଣୁ କରୋନା । ଚୀନ୍ ପରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଓଡ଼ିଶାରେ ମଧ୍ୟ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖିଛନ୍ତି ।…

ଆଇସିସି ଟି୨୦ ମହିଳା ବିଶ୍ୱକପ:ସେମିଫାଇନାଲ ବାଧା ଅତିକ୍ରମ କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ସିଡନୀ: ଟି୨୦ ମହିଳା ବିଶ୍ୱକପ କ୍ରିକେଟର ସେମିଫାଇନାଲ ମୁକାବିଲା ଗୁରୁବାର ଆୟୋଜିତ ହେବ । ଟିମ୍ ଇଣ୍ଡିଆ ଏ ପର୍ଯ୍ୟନ୍ତ ଟି୨୦ ବିଶ୍ୱକପର ସେମିଫାଇନାଲ ବାଧା ଅତିକ୍ରମ କରିପାରି ନାହିଁ । ଏଥର କିନ୍ତୁ ଭାରତୀୟ ଦଳ ଇଂଲଣ୍ଡକୁ ହରାଇ ଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିଛି । ଏହି ମ୍ୟାଚ ୩ଟା ବେଳେ…

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ; ପଞ୍ଚାୟତିରାଜର ପ୍ରବର୍ତ୍ତକ

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ସାହସୀ ସଂଗ୍ରାମୀ ତଥା ପ୍ରବାଦ ପୁରୁଷ ରୂପେ ପରିଚିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଥିଲେ ପଞ୍ଚାୟତିରାଜର ପ୍ରବର୍ତ୍ତକ । ଦ୍ୱିତୀୟବାର ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହେବାପରେ ବିଜୁ ପଟ୍ଟନାୟକ ପଞ୍ଚାୟତିରାଜ…

କରୋନା ଭାଇରସ ମୁକାବିଲା ଲାଗି ବିଶ୍ୱ ବ୍ୟାଙ୍କର ଆର୍ଥୀକ ପ୍ୟାକେଜ ଘୋଷଣା!

ୱାସିଂଟନ: ଧୀରେ ଧୀରେ କାୟା ବିସ୍ତାର କରୁଥିବା ମାରାତ୍ମକ ‘କରୋନା’ ଭାଇରସ ପ୍ରଭାବରେ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୩୦୦୦କୁ ଛୁଇଁଛି । ଏଭଳି ପରିସ୍ଥିତିର ମୁକାବିଲା କରିବା ଲାଗି ବିଶ୍ୱ ବ୍ୟାଙ୍କ ପକ୍ଷରୁ ଜରୁରୀକାଳୀନ ଆର୍ଥୀକ ସହାୟତା ଘୋଷଣା କରାଯାଇଛି । କରୋନା ଭାଇରସ ପ୍ରଭାବିତ…

କରୋନାର ପ୍ରଭାବ: ହୋଲି ମିଳନ ପର୍ବରେ ସାମିଲ ହେବେନି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ଅନେକ ମାମଲା ସାମନାକୁ ଆସିଲାଣି । ଯାହାପରେ ଏବେ ସାରା ଦେଶରେ ସତର୍କତା ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା…

ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଦୌଡରେ ଓଡିଶାର ଦୀପ ଗ୍ରେସ୍‌

ଭୁବନେଶ୍ୱର : ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଦୌଡରେ ଓଡିଶାର ଦୀପ ଗ୍ରେସ୍ ଏକ୍କା ଓ ଅଧିନାୟିକା ରାନୀ ରାମପଲ ଆଗରେ ରହିଛନ୍ତି । ଚଳିତ ମାସ ୮ ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯିବ ।  ଓଡ଼ିଶାର ଅଭିଜ୍ଞ ମହିଳା ଖେଳାଳି ଦୀପ ଗ୍ରେସ୍ ଏକ୍କା ଏବଂ ରାନୀ ରାମପଲଙ୍କ ନାଁ ପ୍ଲେୟର୍ ଅଫ୍ ଦି…

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ସହ ଚିଲିକାରେ ଫସିରହିଲେ ୩୦ରୁ ଉର୍ଦ୍ଧ୍ୱ +୨ ଛାତ୍ରଛାତ୍ରୀ

ପୁରୀ: ଜହ୍ନିକୁଦ ଠାରୁ ସତପଡାକୁ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ବୁଧବାର ସକାଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ଚିଲିକା ହ୍ରଦରେ ଫସି ରହିଥିବା ପଡିଛି । ଉକ୍ତ ଡଙ୍ଗାରେ ୫୦ରୁ ଅଧିକ ଯାତ୍ରୀ ରହିଥିଲେ । ପ୍ରାପ୍ତ ସୂଚନାନୁଯାୟୀ ସେହି ଯାତ୍ରୀଙ୍କ ମଧ୍ୟରେ ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ…

କରୋନା: ନୋଏଡାର ୬ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ

ନୋଏଡା: କରୋନା ଭାଇରସ ଦେଶରେ ଆତଙ୍କ ସୃଷ୍ଟି କରିଛି । କିନ୍ତୁ ଏହା ମଧ୍ୟରେ ଏକ ଭଲ ଖବର ଆସିଛି । ନୋଏଡାର ୬ କରୋନା ସନ୍ଦିଗ୍ଧଙ୍କ ରକ୍ତ ଓ ସ୍ୱାବ ନମୂନା ରିପୋର୍ଟ ନେଗେଟିଭ ଆସିଛି । ଏହି ୬ଜଣଙ୍କୁ ସତର୍କତା ଅବଲମ୍ବନ ସ୍ୱରୂପ ଘରେ ୧୪ ଦିନ ପର୍ଯ୍ୟନ୍ତ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏହି…

ମାର୍ଚ୍ଚ ୮କୁ କାହିଁକି ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ ?

ନୂଆଦିଲ୍ଲୀ: ମାର୍ଚ୍ଚ ୮ ତାରିଖକୁ ସାରା ଦୁନିଆରେ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ । ମହିଳାଙ୍କ ପାଇଁ ସେହି ଦିନ ବିଶେଷ ହୋଇଥାଏ ଯେଉଁ ଦିନ ସେମାନେ ତାଙ୍କ ସ୍ୱାଧୀନତାର ଉତ୍ସବ ପାଳନ କରିଥାନ୍ତି । ଆସନ୍ତୁ ଜାଣିବା ମାର୍ଚ୍ଚରେ ହିଁ କାହିଁକି ପାଳନ କରାଯାଏ ଅର୍ନ୍ତର୍ଜାତୀୟ…

କରୋନା ଆତଙ୍କ: କିପରି ରହିବେ ସାବଧାନ ଓ କ’ଣ ରହିଛି ଲକ୍ଷଣ, ଜାଣନ୍ତୁ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୩୦୦୦କୁ ଛୁଇଁଛି । ଏଥିସହିତ ୮୯,୦୦୦ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ଠାରେ…