Latest Odisha News

BREAKING NEWS

Browsing Category

ଫିଚର

ବିଶ୍ୱ ବଜାରରେ ଭାରତୀୟ ଜିନିଷର ଗୁଣାତ୍ମକମାନ ସବୁଠୁ ଉପରେ

ଭାରତୀୟ ଗୁଣାତ୍ମକ ନିୟନ୍ତ୍ରଣ ବିଭାଗ ଓ ପିଏଚଡି ସିସିଆଇର ମିଳିତ ଆନୁକୁଲ୍ୟରେ ତ୍ରୟୋଦଶ ଆଂଚଳିକ ଗୁଣାତ୍ମକ ସାମଗ୍ରୀ ସମ୍ମିଳନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ମେକ ଇନ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଓ ସ୍ମାର୍ଟ ମାନୁଫାକଚରିଂର ଦୀର୍ଘସ୍ଥାୟୀ ସୂତ୍ର ଉପରେ ବିଶେଷ କରି ଆଲୋଚନା…

ଏଏସଆଇର ଚରମ ଅବହେଳା ଯୋଗୁଁ କୋଣାର୍କ ମନ୍ଦିରର ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି !

ଭୁବନେଶ୍ୱର: ଭାରତୀୟ ପ୍ରତ୍ନତାତ୍ୱିକ ସର୍ଭେ ବିଭାଗ (ଏଏସଆଇ)ର ଚରମ ଅବହେଳା ଯୋଗୁଁ କୋଣାର୍କ ମନ୍ଦିରରେ ଥିବା ଏକ ସୁନ୍ଦର ପୁରାତନ ମୂର୍ତ୍ତି ଭାଙ୍ଗିଯାଇଥିବାର ଅଭିଯୋଗ ହୋଇଛି । ଶୁକ୍ରବାର ଦିନ କୋଣାର୍କରେ ଅନୁଷ୍ଠିତ ଏକ ଦୁଇଦିନିଆ କର୍ମଶାଳାରେ ଏହାକୁ ନେଇ ଆଲୋଚନା ହୋଇଛି ।…

କଦଳୀ କାନ୍ଧି ଭିତରେ ଚୋରା ଚାଲାଣ; ୨.୪୫ କୋଟିର ଗଞ୍ଜେଇ ଜବତ

ଭୁବନେଶ୍ୱର: କଦଳୀ କାନ୍ଧି ଭିତରେ ୨.୪୫ କୋଟି ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଟ୍ରକ୍ ବୁଧବାର ଦିନ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆରଆଇ) ଦ୍ୱାରା ଧରାପଡିଛି । ବିଶାଖାପାଟଣାରୁ ଭୁବନେଶ୍ୱରକୁ ଟ୍ରକ ଯୋଗେ ଆସୁଥିବା ଗଞ୍ଜେଇ ବିଶାଖାପାଟଣାର ଏନଏଡି ଜଙ୍କସନରେ ଧରାପଡିଛି ।…

ଦିଲ୍ଲୀରେ ହିଂସା ପାଇଁ କିଏ କରୁଛି ଅର୍ଥ ଯୋଗାଣ? କେନ୍ଦ୍ର, ରାଜ୍ୟ ସରକାର ଓ ଦିଲ୍ଲୀ ପୋଲିସକୁ ହାଇକୋର୍ଟର ନୋଟିସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଉତ୍ତର-ପୂର୍ବ ଅଂଚଳରେ ବ୍ୟାପିଥିବା ହିଂସା ସହିତ ଜଡିତ ପିଟିସନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି । ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦିଲ୍ଲୀର ଶାହିନବାଗ ସମେତ ଅନ୍ୟ ୮ଟି ସ୍ଥାନରେ କରାଯାଉଥିବା ପ୍ରଦର୍ଶନ ଉପରେ ଦିଲ୍ଲୀ ପୋଲିସ,…

ସୋନିଆଙ୍କୁ ବିଜେପିର ପାଲଟା ପ୍ରଶ୍ନ; ରାଜଧର୍ମ ନାଁରେ ଲୋକଙ୍କୁ ଉସୁକାଇବା ବନ୍ଦ କରୁ କଂଗ୍ରେସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସିଏଏ ହିଂସା ଥମିଯାଇଛି । କିନ୍ତୁ ଏହି ମାମଲାରେ ରାଜନୈତିକ ବୟାନ ଏବେ ବି ଜାରି ରହିଛି । ତେବେ କଂଗ୍ରେସ ରାଷ୍ଟ୍ରପତିଙ୍କ ପାଖକୁ ଯାଇ ରାଜଧର୍ମ ପ୍ରସଙ୍ଗ ଉଠାଇଥିଲା । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଦ୍ୱାରା ମୋଦି ସରକାରଙ୍କ ଉପରେ ରାଜଧର୍ମ ପାଳନ…

ହ୍ରାସ ହେଲା ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା

ଅମୃତସର: ପଞ୍ଜାବ ସରକାର ନିଜ ରାଜ୍ୟର ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା ହ୍ରାସ କରିଛନ୍ତି। ପୂର୍ବରୁ କର୍ମଚାରୀଙ୍କ ଅବସର ବୟସ ସୀମା ୬୦ ବର୍ଷ ହୋଇଥିବା ବେଳେ ଏହାକୁ ୨ ବର୍ଷ କମାଇ ୫୮ ବର୍ଷକୁ କମାଇ ଦେଇଛନ୍ତି। ଶୁକ୍ରବାର ଦିନ ୨୦୨୦-୨୧ ବର୍ଷର ବଜେଟ ଉପସ୍ଥାପନା କରିବା ସମୟରେ…

ଓଡିଶାକୁ ‘ସ୍ପେଶାଲ୍ ଫୋକସ ଷ୍ଟେଟ’ ମାନ୍ୟତା ଲାଗି ଦାବି କଲେ ନବୀନ

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ୨୪ତମ ପୂର୍ବାଞ୍ଚଳ ପରିଷଦ ବୈଠକରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ସ୍ପେଶାଲ ଫୋକସ୍ ଷ୍ଟେଟ୍ ମାନ୍ୟତା ଦେବା ଲାଗି ଦାବି କରିଛନ୍ତି । ଏହି ବୈଠକକୁ ସମ୍ବୋଧିକ କରିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାତ୍ୟା ଫନୀ ସମୟରେ…

ଶାହାଙ୍କ ଅଧ୍ୟକ୍ଷତାରେ ଚାଲିଛି ପୂର୍ବାଞ୍ଚଳ ପରିଷଦ ବୈଠକ; ନବୀନ ରଖିଲେ ବିଭିନ୍ନ ଦାବି

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଚାଲିଛି ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକ। ଏହି ବୈଠକ ଆଜି ପୂର୍ବାହ୍ନ ୧୦ଟା ୪୦ମିନିଟ ସମୟରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି। ନବୀନଙ୍କ…

ମାର୍ଚ୍ଚ ୨ ଯାଏଁ ଓଡିଶାରେ ଜାରି ରହିବ ଘନ କୁହୁଡି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ଦିନ ଘନ କୁହୁଡିର ବଳୟ ଦେଖିବାକୁ ମିଳିଥିଲା । ଏପରିକି ୧୦ମି.ରୁ ଆଗକୁ ରାସ୍ତା ଦୃଶ୍ୟମାନ ନହେବାଫଳରେ ଗମନାଗମନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା । ଏହାବ୍ୟତିତ ଭଦ୍ରକ, କେନ୍ଦ୍ରାଡା, ଅନୁଗୁଳ, ଜଗତସିଂହୁର, କଳାହାଣ୍ଡି, କନ୍ଧମାଳ ଓ…

ଦିଲ୍ଲୀର ନୂଆ ପୋଲିସ କମିସନର୍‌ ଭାବେ ଭାର ଗ୍ରହଣ କରିବେ ଏସ. ଏନ. ଶ୍ରୀବାସ୍ତବ

ନୂଆଦିଲ୍ଲୀ: ଦିଲ୍ଲୀରେ ନଗରିକତା ଆଇନ ସପକ୍ଷ ଓ ବିପକ୍ଷ ବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ବର୍ତ୍ତମାନ ଅଣାୟତ୍ତ ହୋଇଗଲାଣି । ଏପର୍ଯ୍ୟନ୍ତ ଏହି ହିଂସାରେ ୩୮ ଜଣଙ୍କ ପ୍ରାଣ ଗଲାଣି। ହିଂସାକୁ ରୋକିବାରେ ଦିଲ୍ଲୀ ପୋଲିସର ବିଫଳତାକୁ ସବୁଆଡୁ ଭର୍ତ୍ସନା ମିଳିଲାଣି। ଏଭଳି…