Latest Odisha News

BREAKING NEWS

Browsing Category

ଫିଚର

ବିଜେଡି ଘୋଷଣା କଲା ଜିଲ୍ଲା ସଭାପତି ତାଲିକା; ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସଭାପତି କିଏ ?

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଲା ସଭାପତି ତାଲିକା ଘୋଷଣା କରିଛନ୍ତି  । ୩୩ଜଣ ସଭାପତିଙ୍କ ମଧ୍ୟରେ ୧୪ଜଣ ହେଉଛନ୍ତି ପୁରୁଣା ଓ ୧୯ଜଣ ନୂଆ ଚେହେରା ରହିଛନ୍ତି । ଅନଗୁଳର ବିଜେଡି ଜିଲ୍ଲା ସଭାପତି ହେଲେ ମହେନ୍ଦ୍ର ବସ୍ତିଆ । ବାଲେଶ୍ୱରରେ ରବିନ୍ଦ୍ର…

ଆରମ୍ଭ ହେଲା ଆଇସିସି ମହିଳା ଟି୨୦ ବିଶ୍ୱକପ

ସିଡନୀ: ଏଠାକାର ଗ୍ରାଉଣ୍ଡରେ ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଆରମ୍ଭ ହୋଇଛି । ଉଦଘାଟନୀ ମୁକାବିଲାରେ ଭାରତ ଏବଂ ଅଷ୍ଟ୍ରେଲିଆ ସାମ୍ନା ସାମ୍ନି ହୋଇଛନ୍ତି । ଟସ୍ ଜିତି ଅଷ୍ଟ୍ରେଲିଆ ଅଧିନାୟକ ଆଲିସା ହିଲେ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ରିପୋର୍ଟ ହସ୍ତଗତ…

ସରୋଗେସି ଦ୍ୱାରା କନ୍ୟା ସନ୍ତାନର ଜନନୀ ହେଲେ ଶିଲ୍ପା ସେଟ୍ଟୀ କୁନ୍ଦ୍ରା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟ୍ଟୀ କୁନ୍ଦ୍ରା କନ୍ୟା ସନ୍ତାନର ଜନନୀ ହୋଇଛନ୍ତି । ଏନେଇ ସେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି । ଝିଅର ନାଁ ସମୀଶା ଶେଟ୍ଟୀ କୁନ୍ଦ୍ରା ରଖିଛନ୍ତି । ଶିଲ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କ ଝିଅ ସମୀଶାଙ୍କ ଜନ୍ମ ୧୫ ଫେବୃଆରୀରେ…

ୟୁପିରେ ମିଳିଲା ୩ହଜାର ଟନର ସୁନାର ଭଣ୍ଡାର; ଏବେ ୟୁରାନିୟମ ସନ୍ଧାନରେ ସରକାର

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶରେ ସୁନାର ଏକ ବଡ ଭଣ୍ଡାର ମିଳିଛି । ସୋନଭଦ୍ରର ପାହାଡରେ ୩ହଜାର ଟନ ସୁନାର ଭଣ୍ଡାର ମିଳିଛି । ଏନେଇ ସ୍ପଷ୍ଟ କରାଯାଇଛି ଓ ଏବେ ନିଲାମ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦିଆଯାଇଛି । ଅତିଶୀଘ୍ର ସୁନା ଖଣିକୁ ନିଲାମ କରିଦିଆଯିବ । ସରକାରଙ୍କ ପକ୍ଷରୁ ୭ଜଣିଆ…

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ପ୍ରଜ୍ଞାନ

ଭୁବନେଶ୍ୱର: ଓଡିଶାରେ ଜନ୍ମିତ ଭାରତୀୟ କ୍ରିକେଟ ଦଳର ବାମହାତୀ ସ୍ପିନର ପ୍ରଜ୍ଞାନ ଓଝା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ତାଙ୍କ ଟୁଇଟର ପେଜରେ ଏ ନେଇ୨ ପୃଷ୍ଠାର ଏକ ପତ୍ର ଲଖି ଶେୟାର କରିଛନ୍ତି । ତାଙ୍କ ପତ୍ରରୁ ସେ ନିରାଶ ସହକାରେ ଅବସର ଘୋଷଣା କରୁଥିବା ଜଣାପଡୁଛି ।…

ଇଣ୍ଡୋନେସିଆରେ ସ୍ଥାପିତ ହେବ ବିଜୁ ଗ୍ୟାଲେରୀ

ଭୁବନେଶ୍ୱର: ଖୁବଶୀଘ୍ର ଇଣ୍ଡୋନେସିଆରେ ସ୍ଥାପିତ କରାଯିବ ବିଜୁ ପଟ୍ଟନାୟକ ଗ୍ୟାଲେରୀ । ଏନେଇ ସୂଚନା ଦେଇଛନ୍ତି ଓଡିଶା ଗସ୍ତରେ ଆସିଥିବା ପଦ୍ମଶ୍ରୀ ଅଗୁସ ଇନ୍ଦ୍ର ଉଦାୟନ । ଯିଏକି ନିକଟ ଅତୀତରେ ଭାରତ ସରକାରଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ କରିଥିଲେ । ଦୀର୍ଘ ୨୦ ବର୍ଷଧରି…

ଭାରତର ବ୍ୟାଟିଂ ବିପର୍ଯ୍ୟୟ: ୧୨୨/୫

ୱେଲିଂଟନ:ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନ ଷ୍ଟମ୍ପସ ଅପସାରଣ ବେଳକୁ ଟିମ୍ ଇଣ୍ଡିଆ ୫ ଉଇକେଟ ବିନିମୟରେ ୧୨୨ ରନ ସଂଗ୍ରହ କରିଛି । ଅଜିଙ୍କ୍ୟ ରାହାନେ ୩୮ ଓ ଋଷଭ ପନ୍ତ ୧୦ ରନ…

ଯାତ୍ରା ସମୟରେ ୨ ଥର ଇଞ୍ଜିନରୁ ଅଲଗା ହେଲା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ

ଗଜିଆବାଦ: ଶୁକ୍ରବାର ସକାଳୁ ଦିଲ୍ଲୀ ଆନନ୍ଦ ବିହାରରୁ ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ସମ୍ପର୍କ ସମତା କ୍ରାନ୍ତି ଏକ୍ସପ୍ରେସ ଗାଜିଆବାଦ ଷ୍ଟେସନ୍‌ରୁ କିଛି ବାଟ ଆସିବା ପରେ ଟ୍ରେନ୍‌ ଇଞ୍ଜିନ୍‌ରୁ ବଗି ଅଲଗା ହୋଇଯାଇଥିଲା । ଟ୍ରେନରେ ଥିବା ଅଧିକାରୀ ଓ ରେଳ କର୍ମଚାରୀ ଖବର ପାଇ…

କରୋନା ଭାଇରସ ପରେ ଏବେ ଦେଶରେ ସ୍ୱାଇନ ଫ୍ଲୁର ଆତଙ୍କ

ନୂଆଦିଲ୍ଲୀ: କରୋନା ଭାଇରସ ପରେ ଏବେ ଭାରତରେ ସ୍ୱାଇନ ଫ୍ଲୁର ଆତଙ୍କ ଦେଖାଦେଲାଣି । ବାଙ୍ଗାଲୁରୁର ଏକ ବହୁଜାତୀୟ କମ୍ପାନୀର ଦୁଇ ଜଣ କର୍ମଚାରୀଙ୍କ ଠାରେ ସ୍ୱାଇନ ଫ୍ଲୁର ଲକ୍ଷଣ ଦେଖାଦେଇଛି । ଏହାପରେ ବାଙ୍ଗାଲୁରୁର ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଯାଇଛନ୍ତି । ଏବେ ଦେଶରେ ସ୍ୱାଇନ ଫ୍ଲୁ ଏକ…

ଲୋକପ୍ରିୟତାରେ ମୋଦୀଙ୍କୁ ଟପିଲେ ବିରାଟ!

ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାତ୍ ଦେଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି । ମୋଦୀଙ୍କ ତୁଲାନରେ ବିରାଟଙ୍କ ଲୋକପ୍ରିୟତା ରହିଛି ଅଧିକ । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀଙ୍କର ୩୪.୫ ମିଲିୟନ ଫଲୋର୍ସ ଥିବା ବେଳେ…