Latest Odisha News

BREAKING NEWS

Browsing Category

ଫିଚର

କରୋନା: ଡାଇମଣ୍ଡ ପ୍ରିନ୍ସେସ ଜାହାଜରେ ୨ମୃତ, ଭାଇରସ କବଳରେ ୭ ଭାରତୀୟ

ନୂଆଦିଲ୍ଲୀ: ଜାପାନର ୟୋକୋହାମା ତଟରେ ଥିବା ଡାଇମଣ୍ଡ ପ୍ରିନ୍ସେସ ଜାହାଜରେ କରୋନା ଭାଇରସ ଯୋଗୁଁ ୨ଜଣଙ୍କ ମୃତ୍ୟୁ ହୋଇଛି । ଏବଂ ୭ଜଣ ଭାରତୀୟ ନାଗରିକ କରୋନା ଭାଇରସ ସଂକ୍ରମିତ ଅଛନ୍ତି । ଜାହାଜରେ ଥିବା ଏହି ଯାତ୍ରୀଙ୍କ ଠାରେ କରୋନା ଭାଇରସର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଜାହାଜର ଜଣେ…

ପରଲୋକରେ Cut+Copy+Paste କମାଣ୍ଡର ଜନକ

ୱାଶିଂଟନ: ପରଲୋକରେ ‘କଟ୍ କପି ଆଣ୍ଡ ପେଷ୍ଟ’ ଉଦ୍ଭାବନ କରିଥିବା କମ୍ପ୍ୟୁଟର ବୈଜ୍ଞାନିକ ଲ୍ୟାରି ଟେସଲର । ୭୪ ବର୍ଷ ବୟସରଙ୍କ ତାଙ୍କର ଦେହାନ୍ତ ହୋଇଛି । ଏନେଇ ଜେରକ୍ସ କମ୍ପାନୀ ଟ୍ୱିଟ୍ କରି ସୂଚନା ଦେଇଛି । The inventor of cut/copy & paste, find & replace, and…

ହମୀରପୁର ଡବଲ ମର୍ଡର ମାମଲା: ଅନୁପ ସାଏଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା କହିଛି ପୋଲିସ

ରାଇଗଡ: କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷର ଝିଅର ହତ୍ୟା ମାମଲାରେ ଅନୁପ ସାଏଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା କହିଛି ଛତିଶଗଡ ପୋଲିସ । ମେ ୭, ୨୦୧୬ ମସିହାରେ ହମୀରପୁର ଜଙ୍ଗଲରେ ମାଆ, ଝିଅଙ୍କୁ ହତ୍ୟା କରିଥିବା ନେଇ ପୋଲିସ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗିରଫ କରିଛି…

ନିର୍ଭୟା ମାମଲା: ସୁପ୍ରିମକୋର୍ଟଙ୍କ ପରେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଘୁଂଚି ଘୁଂଚି ଯାଉଛି ଫାଶୀ ତାରିଖ । ଦୋଷୀମାନେ ଫାଶୀରୁ ବର୍ତ୍ତିବା ପାଇଁ ଆଇନର ନୂଆ ନୂଆ ବିକଳ୍ପର ସାହାରା ନେବାରେ ଲାଗିଛନ୍ତି । ଆସନ୍ତା ମାର୍ଚ୍ଚ ୩ ତାରିଖରେ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ପଟିଆଲା ହାଉସ କୋର୍ଟ ନୂଆ…

ଯୌନ ଶୋଷଣ ମାମଲା: ଚିନ୍ମୟାନନ୍ଦଙ୍କ ଜାମିନ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ

ୟୁପି: ପୁଣି ଅଡ଼ୁଆରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ । ଯୌନ ଶୋଷଣ ମାମଲାରେ ଚିନ୍ମୟାନନ୍ଦଙ୍କୁ ମିଳିଥିବା ଜାମିନ ବିରୋଧରେ ସୁପ୍ରମିକୋର୍ଟର ଦ୍ୱାରସ୍ତ ହେଲେ ପୀଡ଼ିତା । ଚିନ୍ମୟାନନ୍ଦଙ୍କ ଯୋଗୁଁ ତାଙ୍କ ଜୀବନ ପ୍ରତି ବିପଦ ଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ଏନେଇ ସେ…

ସମସ୍ତ ସରକାରୀ ସ୍କୁଲରେ ଶନିବାର ହେବ ‘ନୋ ବ୍ୟାଗ୍ ଡେ’: ଗେହଲଟ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ତାଙ୍କ କାର୍ଯ୍ୟକାଳର ଦ୍ୱିତୀୟ ବଜେଟ୍ ଉପସ୍ଥାପନ କରିଛନ୍ତି । ପ୍ରଥମେ ସେ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଦେଶର ଅର୍ଥ ବ୍ୟବସ୍ଥା ବିଗିଡି ଯାଇଛି । ଏହାସହ ଏଣିକି ରାଜସ୍ଥାନର ସମସ୍ତ ସରକାରୀ…

ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାରେ ଶତକ ହାସଲ କଲେ ବସନ୍ତ

ଭୁବନେଶ୍ୱର: ଓଡିଶାର ଷ୍ଟାର ବୋଲର ବସନ୍ତ ମହାନ୍ତି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ ଖେଳିବାରେ ଶତକ ହାସଲ କରିଛନ୍ତି । ଚଳିତ ବେଙ୍ଗଲ ବିପକ୍ଷ ରଣଜୀ ମ୍ୟାଚରେ ସେ ଏହି ଗୌରବ ଅର୍ଜନ କରିଛନ୍ତି । ଉଇକେଟ ହାସଲକାରୀ ଏବଂ କଞ୍ଜୁସ ବୋଲର ଭାବେ ସେ ବେଶ୍ ପରିଚିତ । ୯୯ ମ୍ୟାଚରେ ସେ ୨.୩ ଆଭରେଜରେ…

ମହନ୍ତ ନୃତ୍ୟ ଗୋପାଳ ଦାସ ହେଲେ ରାମ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ

ନୂଆଦିଲ୍ଲୀ: ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ହେଲେ ମହନ୍ତ ନୃତ୍ୟ ଗୋପାଳ ଦାସ । ଏନେଇ ବୁଧବାର ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଗଠିତ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ପ୍ରଥମ ବୈଠକରେ ନିଷ୍ପତ୍ତି ହୋଇଛି । ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି ।…

୩ ଫର୍ମାଟରେ ୧୦୦ ମ୍ୟାଚ ଖେଳି ରେକର୍ଡ କରିବା ଲକ୍ଷ୍ୟରେ ରସ ଟେଲର

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ସିନିୟର କ୍ରିକେଟ ଖେଳାଳୀ ରସ ଟେଲର ଶୁକ୍ରବାର ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ଅବସରରେ ନୂତନ କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ସେ ଏହି ମ୍ୟାଚରେ ଖେଳିଲେ ପ୍ରଥମ ଖେଳାଳୀ ଭାବେ କ୍ରିକେଟର ୩ ଫର୍ମାଟରେ ୧୦୦ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିବେ । ଟେଲର…

ଇଣ୍ଡିଆନ ୨ ଫିଲ୍ମ ଶୁଟିଂ ସମୟରେ ଦୁର୍ଘଟଣା: ୩ ମୃତ, ୧୦ ଆହତ

ଚେନ୍ନାଇ; କମଳ ହାସନଙ୍କ ଇଣ୍ଡିଆନ ୨ ଫିଲ୍ମ ଶୁଟିଂ ଅବସରରେ ବଡ ଧରଣର ଦୁର୍ଘଟଣା ଘଟିଛି । ଏଥିରେ ୩ ସହକାରୀ ନିର୍ଦ୍ଦେଶକ ମୃତ୍ୟୁ ବରଣ କରିଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥ ଉଦବେଗଜନକ ରହିଛି । ଏହି ଘଟଣାରେ ନିର୍ଦ୍ଦେଶକ ଶଙ୍କର ଅଳ୍ପକେ…