Latest Odisha News

BREAKING NEWS

Browsing Category

ଫିଚର

କଙ୍ଗନାଙ୍କ କୁଇନ ସୀକ୍ୱେଲ ଉପରେ କାମ ଆରମ୍ଭ

ମୁମ୍ବାଇ: ବଲିଉଡରେ କୁଇନ ଫିଲ୍ମ ମାଧ୍ୟମରେ କଙ୍ଗନା ରାନାୱତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏପରିକି ସେ କୁଇନ କଙ୍ଗନା ଭାବେ ମଧ୍ୟ ପରିଚିତ ହେଉଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶକ ବିକାଶ ବହଲ କୁଇନର ସୀକ୍ୱେଲ ଉପରେ କାର୍ଯ୍ୟ ଆରମ୍ଭ କରିବା ନେଇ ସୂଚନା ଦେଇଛନ୍ତି । ଏବେ…

ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା ଅଧିକାରୀ: ଏକକାଳୀନ ୯ଟି ଘରେ ଚଢାଉ

ଅନୁଗୁଳ:ଶିକ୍ଷା ବିଭାଗରେ ଦୁର୍ନୀତି । ଭିଜିଲାନ୍ସ ଜାଲରେ ପଡିଲେ ଶିକ୍ଷା ଅଭିଯାନର ଜେଇ । ପାଲଲହଡ଼ାରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରସନ୍ନ ପାଣିଙ୍କ ଘରେ ରେଡ଼ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଛି । ଏକକାଳୀନ ଏକାଧିକ ଘରେ ଏହି ଚଢାଉ ହୋଇଛି । ଶିକ୍ଷାଧିକାରୀଙ୍କ…

ବାଂଲାଦେଶ ବିପକ୍ଷ ମ୍ୟାଚ ପାଇଁ ଭାରତ ପ୍ରସ୍ତୁତ କରିପାରେ ନୂତନ ରଣନୀତି

ନୂଆଦିଲ୍ଲୀ: ଘରୋଇ ପରିବେଶରେ ଭାରତ ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । କ୍ରମାଗତ ୩ଟି ମ୍ୟାଚରେ ଭାରତ ବିଜୟୀ ହୋଇ ଭଲ ସ୍ଥିତିରେ ରହିଛି । ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇବା ପରେ ଏବେ ବାଂଲାଦେଶ ବିପକ୍ଷ ମୁକାବିଲା ପାଇଁ ଟିମ ଇଣ୍ଡିଆ…

ରାଜଧାନୀରେ ଆତଙ୍କ : ବିଚ୍ ରାସ୍ତାରେ ସିକ୍ୟୁରିଟି ଗାର୍ଡଙ୍କୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ରକ୍ତରଞ୍ଜିତ ହେଲା ରାଜଧାନୀ ରାଜରାସ୍ତା  । ରାତିଅଧରେ ସିକ୍ୟୁରିଟି ଗାର୍ଡଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ  । ଏମିତି କିଛି ଘଟଣା ଘଟିଛି ଭୁବନେଶ୍ବର ମଙ୍ଗରାଜ ପଏଣ୍ଟରୁ ପୁରୀ ବାଇପାସ୍ ରୋଡ୍ ଯିବା ରାସ୍ତାରେ  । ସୂଚନା ମୂତାବକ ଗତକାଲି କେ-ଓ୍ବାନ୍…

ଟ୍ୟାନିଂ ଦୂର ପାଇଁ ସର୍ବୋତ୍ତମ କଫି , ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବା ପ୍ରଣାଳୀ…

ନୂଆଦିଲ୍ଲୀ : ସବୁବେଳେ ଖରାରେ ଯିବା ଆସିବା କରିବା ଯୋଗୁଁ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା କାରଣରୁ ଆମ ଚେହେରାରେ ଟ୍ୟାନିଂ ହୋଇଥାଏ । ଏହା ଆମ ତ୍ୱଚାର ବାହାର ପରସ୍ତକୁ କ୍ଷତି ପହଞ୍ଚାଇଥାଏ । ଏହା ଦ୍ୱାରା ତ୍ୱଚାର ରଙ୍ଗ ମଧ୍ୟ କମିଯାଏ । ତେବେ ସ୍କିନ ଟ୍ୟାନିଂ କମ୍‌ କରିବା ପାଇଁ…

ଶିମିଳିପାଳରେ ଚାଲିଛି ବାଘ ଗଣନା : ଖଞ୍ଜାଯାଇଛି ୪୫୦ରୁ ଉର୍ଦ୍ଧ୍ବ ଟ୍ରାପ୍ କ୍ୟାମେରା

ବାରିପଦା : ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା । ୩ଟି ପର୍ଯ୍ୟାୟରେ ବାଘ ଗଣନା କାର୍ଯ୍ୟ ଚାଲିଛି  । ଏଥିଲାଗି ୭୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଶିମିଳିପାଳର ଉତ୍ତର ଦକ୍ଷିଣ ସମେତ ବିଭିନ୍ନ ବନଖଣ୍ଡରେ ଗଣନା ଜାରି ରହିଛି । ରାଇରଙ୍ଗପୁର, କରଞ୍ଜିଆ ଓ ବାରିପଦା ବନଖଣ୍ଡରେ ଗଣନା…

ବାଇଡେନଙ୍କ ଗସ୍ତ ପୂର୍ବରୁ ଗାଜା ହସ୍ପିଟାଲରେ ରକେଟ୍ ମାଡ : ୫୦୦ରୁ ଉର୍ଦ୍ଧ୍ବ ମୃତ

ନୂଆଦିଲ୍ଲୀ : ବାଇଡେନଙ୍କ ଇସ୍ରାଏଲ ଗସ୍ତ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି । ଗାଜା ହସ୍ପିଟାଲ ଉପରେ ରକେଟ୍ ମାଡ ହୋଇଛି । ଫଳରେ ୫୦୦ ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଥିବା ଜଣାପଡିଛି । ଇସ୍ରାଏଲ ପକ୍ଷରୁ ରକେଟ୍ ମାଡ ହୋଇଥିବା…

ସୈତାନ ସାଜିଲା ମାଆ : ୪ବର୍ଷର ଝିଅକୁ ମାରି ଜଙ୍ଗଲରେ ପୋତି ଦେଲା !

ବାଲିଗୁଡା : ବାଲିଗୁଡା ସାରଙ୍ଗଡ ଥାନା ଗୁଟିଙ୍ଗିଆ ଗାଁରେ ଅଭାବନୀୟ ଘଟଣା ଘଟିଛି  । ଏକ ୪ ବର୍ଷର ଝିଅକୁ ତାର ମାଆ ହତ୍ୟା କରିଥିବା ଅଭିଯୋଗ ହୋଇଛି  । ଜଙ୍ଗଲରୁ ମୃତଦେହ ଜବତ ସହ ମାଆକୁ ଅଟକ ରଖିଲା ପୋଲିସ । ପାରିବାରିକ କଳହରୁ  ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ଠାରୁ ଅଲଗା ରହୁଥିଲେ ।…

ଟଙ୍କା ନଫେରାଇବାରୁ ପ୍ରିୟବ୍ରତ ଅପହରଣର ଶିକାର !

ଭୁବନେଶ୍ୱର: ପଇସା ଧାରରେ ନେଇ ନଫେରାଇବାରୁ ଅପହରଣର ଶିକାର ହୋଇଛନ୍ତି ପ୍ରିୟବ୍ରତ ସାହୁ। ଏବେ ଏଭଳି ଏକ ସୂଚନା ମିଳିଛି, ଯିଏକି ସଂଧ୍ୟାରେ ଭୁବନେଶ୍ବର ସ୍ଥିତ ରଶୁଲଗଡ ଅଞ୍ଚଳରେ ଥିବା ଏସପ୍ଲାନେଡ ସପିଂ ମଲ ନିକଟରୁ ଅପହରଣର ଶିକାର ହୋଇଥିବା ସହିଦ ନଗର ଥାନାରେ ତାଙ୍କ ସାଙ୍ଗ ଲୋକନାଥ…

ଖାକିରେ ଦାଗ, ଦୁଷ୍କର୍ମ ଅଭିଯୋଗରେ ଜାମଦା ଥାନାର ଦୁଇ ପୋଲିସ କର୍ମଚାରୀ ଗିରଫ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଜାମଦା ପୋଲିସ ଏବେ ଚର୍ଚ୍ଚାରେ। ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୁଇ ପୋଲିସ କର୍ମଚାରୀ ଗିରଫ ହେବା ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯାହା ଖାକି ପୋଷାକରେ ଦାଗ ଲଗାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜାମଦା ଥାନାର ଏଏସ୍ଆଇ ଆନନ୍ଦ…