Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶା ପର୍ଯ୍ୟଟନ: ବୃଦ୍ଧି ପାଉଛି ଆଡ଼ୋବ୍ ସଫ୍ଟୱେୟାର ନିର୍ମିତ ୱେବସାଇଟ୍‌ର ଭିଜିଟର୍ସ ସଂଖ୍ୟା !

ଭୁବନେଶ୍ୱର: ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ସଫ୍ଟୱେୟାର କମ୍ପାନୀ ଆଡ଼ୋବ୍ ନିର୍ମାଣ କରିଛି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ୱେବସାଇଟ । ଓଡ଼ିଶା ପର୍ଯ୍ୟଟନ ବିଭାଗ ୱେବସାଇଟର ଡିଜିଟାଲ୍ ରୂପ ଦେଇଛି ଆଡ଼ୋବ୍ ସିଷ୍ଟମ୍ । ଆଡ଼ୋବ୍ ଦ୍ୱାରା ନିର୍ମିତ ହୋଇଥିବା ଏହି ୱେବସାଇଟର ଏବେ…

ଆପଣଙ୍କ ଓଡ଼ିଶାକୁ ଜାଣନ୍ତୁ: ଟ୍ୱିଟ୍ କରି ପ୍ରଶ୍ନ ପଚାରିଲେ ନବୀନ

ଭୁବନେଶ୍ୱର: ସୋସିଆଲ୍ ମିଡ଼ିଆର ଟ୍ୱିଟରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ତାଙ୍କର ଫଲୋଅର୍ସ ମାନଙ୍କୁ ଏକ ଫଟୋ ପୋଷ୍ଟ କରିବା ସହିତ ପ୍ରଶ୍ନ ପଚାରି ଚମକାଇ ଦେଇଛନ୍ତି । ଶାଗୁଆ ଧାନବିଲ ମଝିରେ ଥିବା ଏକ ରାସ୍ତାଟି କେଉଁ ଅଞ୍ଚଳର ବୋଲି ତାଙ୍କର ଫଲୋଅର୍ସ ମାନଙ୍କୁ…

ଫେବୃୟାରୀ ୨୧ରୁ ମହିଳା ଟି୨୦ ବିଶ୍ୱକପ

ମେଲବୋର୍ନ: ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଫେବୃୟାରୀ ୨୧ରୁ ଆରମ୍ଭ ହେବ । ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଏହା ଆୟୋଜିତ ହେବାକୁ ଯାଉଛି । ଫେବୃୟାରୀ ୨୧ରେ ଉଦଘାଟନୀ ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଫାଇନାଲ ମ୍ୟାଚ ମାର୍ଚ୍ଚ ୮ରେ ମେଲବୋର୍ଣ୍ଣରେ ଖେଳାଯିବ ।…

‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ: ୧ଲକ୍ଷରୁ ଅଧିକ ଲୋକ ହେବେ ସାମିଲ

ଅହମଦାବାଦ: ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ୧ଲକ୍ଷରୁ ଅଧିକ ଲୋକ ଉପସ୍ଥିତ ରହିବେ । ଏନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ଏହି କାର୍ଯ୍ୟକ୍ରମର ନାଁ ‘କେମ୍ ଛୋ ଟ୍ରମ୍ପ ଥିଲା । ଯାହାକି ପରେ ପରିବର୍ତ୍ତନ ହୋଇ ‘ନମସ୍ତେ ଟ୍ରମ୍ପ’ ହୋଇଛି ।…

ଓଡିଆ ସିନେ ପତ୍ରିକାର ପ୍ରଚ୍ଛଦକୁ ନେଇ ଆସୁଛି ‘ଛାୟାଲିପି’

ଭୁବନେଶ୍ୱର: ଚଳଚ୍ଚିତ୍ର ଅବା ସିନେମା କାହାକୁ ଦେଖିବାକୁ ଭଲନଲାଗେ । ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବା ପରେ ତଥା ପୂର୍ବରୁ ତତସମ୍ବନ୍ଧୀୟ ଟିକିନିଖି ରୋଚକ ଖବର ପ୍ରକାଶ ପାଇଥାଏ ପତ୍ରିକା ମାଧ୍ୟମରେ । ଖାସକରି ସେସମୟରେ ପତ୍ରିକା ଗୁଡିକର ଚାହିଦା ମଧ୍ୟ ଖୁବ୍ ରହିଥିଲା । ଆଉ କିଛିକିଛି ପତ୍ରିକା…

ନୀତିଶଙ୍କ ବିରୋଧରେ ରଣନୀତି ପ୍ରସ୍ତୁତ କରୁଛନ୍ତି ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଅରବିନ୍ଦ କେଜ୍ରିୱାଲଙ୍କ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ପ୍ରଶାନ୍ତ କିଶୋର । ନୀତିଶ କୁମାରଙ୍କ ସହ ମତଭେଦ ହେବା ପରେ ଏବେ ସେ ତାଙ୍କୁ ଆଗାମୀ ବିହାର ନିର୍ବାଚନରେ ସିଧାସଳଖ ଟକ୍କର ଦେବା ପାଇଁ ଯୋଜନା କରୁଛନ୍ତି । ରିପୋର୍ଟ ମୁତାବକ…

ଟ୍ରମ୍ପଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା: ସିଆଇଏ ଏଜେଣ୍ଟ ଓ ସ୍ନାଇପର୍ସ ସହ ଭାରତରେ ପହଂଚିଲା ହରକ୍ୟୁଲେସ ବିମାନ

ଅହମଦାବାଦ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମେଲାନିୟା ଟ୍ରମ୍ପ ଅହମଦାବାଦ ପହଂଚିବା ପୂର୍ବରୁ ତାଙ୍କର ସ୍ୱାଗତ ଓ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ଚାଲିଛି । ତାଙ୍କ ସୁରକ୍ଷାକୁ ନେଇ ବଡ ବ୍ୟବସ୍ଥା କରାଯାଇଛି । ଏହା ମଧ୍ୟରେ ଆଜି ଆମେରିକୀୟ ଏୟାରଫୋର୍ସର ହରକ୍ୟୁଲେସ ବିମାନ ଓ…

କ୍ରିକେଟ ଷ୍ଟମ୍ପରେ ପିଟି ଶାଶୁଙ୍କୁ ହତ୍ୟା; ଅଟୋ-ରିକ୍ସା ଚାଳକ ଗିରଫ

କଟକ: କଟକର ଗୋର୍ଖା କଲୋନୀରେ ଅଭାବନୀୟ ଘଟଣା । ଶାଶୁଙ୍କୁ କ୍ରିକେଟ ଷ୍ଟମ୍ପରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗରେ ଅଟୋ-ରିକ୍ସା ଚାଳକକୁ ରବିବାର ଦିନ ପୋଲିସ ଗିରଫ କରିଛି । ମୃତକ ହେଉଛନ୍ତି ସାଲଜି ହେମ୍ବ୍ରମ । ସେ ନିଜ ଝିଅ ସୀତା ଓ ଜ୍ୱାଇଁ ସଂଜୟ ସୋରେନଙ୍କ ସହ ରହୁଥିଲେ । ରବିବାର…

ନିଷ୍ପତ୍ତି ପରେ ନିର୍ଭୟା ମା’ଙ୍କ ପ୍ରତିକ୍ରିୟା, ମୁଁ ବହୁତ ଖୁସି ନୁହେଁ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ନୂଆ ଡେଥ୍ ୱାରେଂଟ ଜାରି ହୋଇଛି । ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଖୁଂଟରେ ଝୁଲିବେ ୪ ଦୋଷୀ । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଆଜି ଏହି ନିଷ୍ପତି ଶୁଣାଇଛନ୍ତି । ତେବେ କୋର୍ଟଙ୍କ ନିଷ୍ପତି ଆସିବା ପରେ ନିର୍ଭୟାଙ୍କ ମାଆ ଅଶା ଦେବୀ…

ଓୟୁଏଟି ପରିଦର୍ଶନ କଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ

ଭୁବନେଶ୍ୱର: ଅଚାନକ ଓୟୁଏଟି ଗସ୍ତ କଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ । ସୋମବାର ଭୋରୁ ପ୍ରାତଃ ଭ୍ରମଣରେ ଯିବା ସମୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ପହଂଚିଥିଲେ ପାଣ୍ଡିଆନ୍ । ଓୟୁଏଟି ଭିତରେ ବୁଲିବା ପରେ ଭିତିଭୂମିର ବିକାଶ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।…