Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଆ ବୈଜ୍ଞାନିକଙ୍କ ଉଲ୍ଲେଖନୀୟ ଗବେଷଣା; ପୌରାଣିକ ସରସ୍ୱତୀ ନଦୀର ମିଳିଲା ସନ୍ଧାନ !

ଭୁବନେଶ୍ୱର: ଉତ୍ତର ପଶ୍ଚିମ ଭାରତରେ ପ୍ରବାହିତ ହେଉଥିବା ଘଘର ନଦୀ ହିଁ ପୁରାଣ ବର୍ଣ୍ଣିତ ସରସ୍ୱତୀ ନଦୀ, ଏହା ପ୍ରମାଣ କରିଛନ୍ତି ଓଡ଼ିଆ ବୈଜ୍ଞାନିକ ପ୍ରଫେସର ଜ୍ୟୋତିରଂଜନ ଶ୍ରୀଚନ୍ଦନ ରାୟ ଏବଂ ତାଙ୍କ ଅଧିନରେ ପିଏଚ୍.ଡି. କରୁଥିବା ଅହମ୍ମଦାବାଦସ୍ଥିତ ଫିଜିକାଲ୍ ରିସର୍ଚ୍ଚ ଲାବୋରାଟୋରିର…

ଯୁକ୍ତଦୁଇ ପରୀକ୍ଷାଖାତା ମୂଲ୍ୟାଙ୍କନକୁ ସରକାରଙ୍କ ଗୁରୁତ୍ୱ; ଖାତା ଦେଖିବେ ୧୭ହଜାର ମୂଲ୍ୟାଙ୍କନକାରୀ

ଭୁବନେଶ୍ୱର: ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହେବ ୨୦୨୦ ଯୁକ୍ତଦୁଇ ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକର ଥିଓରୀ ପରୀକ୍ଷା ।  ଯୁକ୍ତଦୁଇ ପରୀକ୍ଷାଖାତା ମୂଲ୍ୟାଙ୍କନକୁ ଶିକ୍ଷାବିଭାଗ ଗୁରୁତ୍ୱ ଦେଉଥିବା ବେଳେ ଏହାକୂ  ତ୍ରୁଟି ଶୂନ୍ୟ କରିବା ପାଇଁ ବିଭାଗ ପାଗ ଭିଡିଛି । ପ୍ରଥମ…

ଶ୍ରୀଜଗନ୍ନାଥଙ୍କ ପୁଷ୍ୟାଭିଷେକ; ସୁନାବେଶରେ ଝଟକନ୍ତି ମହାପ୍ରଭୁ…

ପୁରୀ: ସୁନା ବେଶ ବା ରାଜାବେଶ ବା ବଡତଢ଼ାଉ ବେଶ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ବିଶେଷ ବେଶ । ଏଥିରେ ଠାକୁରଙ୍କୁ ସୁବର୍ଣ୍ଣ ଆଭୁଷଣରେ ସାଜ କରାଯାଏ । ପ୍ରତି ବର୍ଷ ସୁନାବେଶ ପାଂଚଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ…

ଓଡ଼ିଶାରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବନାହିଁ; ସ୍ୱାଭାବିକ ପାଳିତ ହେବ ଦେବନୀତି

ଭୁବନେଶ୍ୱର: ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆଜି ଭାରତ ସମେତ ବିଶ୍ୱର ଅନେକ ସ୍ଥାନରେ ହେଉଥିଲେ ମଧ୍ୟ ଓଡ଼ିଶାରେ ଏହାର କୌଣସି ପ୍ରଭାବ ରହିବ ନାହିଁ । ଓଡ଼ିଶାରେ ଆଜିର ଏହି ଚନ୍ଦ୍ରଗ୍ରହଣ ଆଦୌ ଦୃଶ୍ୟମାନ ହେବନାହିଁ । ତେଣୁ ଦୈନନ୍ଦିନ ପୂଜା ପଦ୍ଧତିରେ କୌଣସି ପରିବର୍ତ୍ତନ ହେବନାହିଁ ଏଥିସହିହତ…

‘ମୁଁ ପରଦେଶୀ ଚଢେଇ’ ସହ ‘କୁଇନ’ ଓ ‘ବାବୁ ଭାଇଜାନ’ଙ୍କ କଡା ଟକ୍କର୍ !

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତ ଲାଗି ଶୁଭ ଖବର । ୨୦୨୦ ବର୍ଷ ଆରମ୍ଭରୁ ମାନେ ଜାନୁଆରୀ ମାସରୁ ତିନି ତିନି ଟି ଓଡ଼ିଆ ଫିଲ୍ମ ରିଲିଜ ହେବାକୁ ଯାଉଛି । ଚଳିତ ମାସରେ ପରଦାରେ ସିଧାସଳଖ ଲଢେ଼ଇ ହେବ କୁଇନ, ବାବୁ ଭାଇଜାନ ଏବଂ ମୁଁ ପରାଦେଶୀ ଚଢେଇ ସିନେମା ମଧ୍ୟରେ । ବଡ଼ ପରଦାରେ ଏହି…

ପାରଳାଖେମୁଣ୍ଡିରେ ସମ୍ପନ୍ନ ହେବ ମହାରାଜାଙ୍କ ଶେଷକୃତ୍ୟ: ଉପସ୍ଥିତ ରହିବେ ମନ୍ତ୍ରୀ ବିକ୍ରମ କେଶରୀ

ଭୁବନେଶ୍ୱର: ପାରଳାଖେମୁଣ୍ଡି ରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କର ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ମହାରାଜା ଦୀର୍ଘ ଦିନରୁ ଅସୁସ୍ଥ ଥିଲେ । ତେଣୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

୮ ଦଫା ଦାବି ନେଇ ପାରାଦୀପ ପିଆଇସିଟି କମ୍ପାନୀ ସମ୍ମୁଖରେ ଧାରଣାଦେେଲେ କାର୍ଯ୍ୟରତ ଶ୍ରମିକ

ପାରାଦୀପ: କାର୍ଯ୍ୟରତ ଶ୍ରମିକମାନେ ପାରାଦୀପର ପିଆଇସିଟି କମ୍ପାନୀ ଫାଟକ ସମ୍ମୁଖରେ ୮ ଦଫା ଦାବି ପୂରଣ ନେଇ ଧାରଣାରେ ବସିଛନ୍ତି । ପାରାଦୀପ ପୋର୍ଟ ଆଣ୍ଡ ଡ଼କ୍ ମଜଦୁର ୟୁନିଅନ ପକ୍ଷରୁ ଆଠଦଫା ଦାବି ନେଇ ଧାରଣା ରେ ବସିଛନ୍ତି ଶତାଧିକ ଶ୍ରମିକ । ପିଆଇସିଟି କମ୍ପାନୀ ରେ ଠିକାଦାର ଅଧିନରେ…

ଗିରଫ ହେଲେ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ: ଚହଳ ସୃଷ୍ଟି କରିଥିବା ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ । ପୋଲିସ ହାତରେ ଧରାପଡିଥିବା ମୁଖ୍ୟର ନାମ ଋଷିକେଶ ଦେୱଡିକର ହୋଇଥିବା ବେଳେ ତାକୁ ୪୪ ବର୍ଷ ବୋଲି ଜଣାପଡିଛି । ଏହି ହତ୍ୟାକାଣ୍ଡ ଘଟାଇ ଫେରାର…

ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ: କେତେ ଶୁଭ କେତେ ଅଶୁଭ…

ଭୁବନେଶ୍ୱର: ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଜାନୁୟାରୀ ୧୦ ତାରିଖରେ ଧାର୍ମିକ ମାନ୍ୟତା ଅନୁସାରେ ଗ୍ରହଣ ର ପ୍ରଭାବ ଶୁଭ ହେଉ ଅବା ଅଶୁଭ ତାହା ପ୍ରତି ରାଶି ଉପରେ ରହିଥାଏ । ଚଳିତ ବର୍ଷ ଅର୍ଥାତ ୨୦୨୦ ରେ ସମୁଦାୟ ୬ ଟି ଗ୍ରହଣ ର ଯୋଗ ରହିଛି । ସେଥି ମଧ୍ୟରେ ୪ଟି ଚନ୍ଦ୍ରଗ୍ରହଣ ଓ ୨ଟି ସୂର୍ଯ୍ୟ…

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ଭୁବନେଶ୍ୱର: ଆଜି (ଶୁକ୍ରବାର) ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ମତ୍ସ୍ୟ ,ପଶୁସଂପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଆଜି ଅପରାହ୍ନ ୧ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ । ଭୁବନେଶ୍ୱର ଠାରେ ସରକାରୀ…