Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧୧-୧-୨୦୨୦ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୧୧ ରିଖ ଶନିବାର ଧନୁ ୨୭ ଦିନ ମାଘମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ସକାଳ ୮-୨୬ମିନିଟ୍ ପର୍ଯ୍ୟନ୍ତ ତାପରେ…

କଂସ ବଧ ସହ ବରଗଡ଼ ଧନୁଯାତ୍ରାରେ ପଡିଲା ଯବନିକା

ବରଗଡ଼: ଯେଉଁ ମଥୁରା ନଗରୀ ନୃଶଂସ କଂସର ଅଟ୍ଟହାସ୍ୟରେ ଫାଟି ପଡୁଥିଲା ସେଠି ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ଜୟ ଜୟକାର ଧ୍ୱନୀରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଛି । ଦୀର୍ଘ ୧୧ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶେଷ ଦିନରେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ମଞ୍ଚରେ…

କନୌଜରେ ମର୍ମନ୍ତୁଦ ଦୁର୍ଘଟଣା; ଜଳିଗଲା ୫୦ ଯାତ୍ରୀ ବିଶିଷ୍ଟ ଚଳନ୍ତା ବସ୍, ଅନେକ ଯାତ୍ରୀ ମୃତାହତ

କନୌଜ: ଉତ୍ତର ପ୍ରଦେଶର କନୌଜ ଜିଲ୍ଲାରେ ଏକ ଟ୍ରକ ଓ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା ଘଟିବାରୁ ଚଳନ୍ତା ବସଟି ସମ୍ପୂର୍ଣ୍ଣ ଜଳିଯାଇଛି । ଏହି ଯାତ୍ରୀବାହୀ ବସରେ ୫୦ ଜଣ ଯାତ୍ରୀ ରହିଥିବା ବେଳେ ୨୦ ଜଣ ଯାତ୍ରୀ ନିଖୋଜ ରହିଛନ୍ତି । ବସଟି ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ଏହି…

ରାଜଧାନୀର ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ; ଲୁଟ୍ ସହ ଦୋକାନୀଙ୍କୁ ଗୋଡ଼ାଇ ପିଟିଲେ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାର୍କେଟ ବିଲ୍ଡିଂରେ ଅଜଣା ଦୁର୍ବୁତ୍ତମାନେ ଶୁକ୍ରବାର ସନ୍ଧ୍ୟାରେ ଆତଙ୍କରାଜ କରିବା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଭୁବନେଶ୍ୱରର ଏହି ବ୍ୟାବସାୟିକ ପେଣ୍ଠସ୍ଥଳ ଲୋକାରଣ୍ୟ ରହିଥିବା ବେଳେ ଅଚାନକ ସଶସ୍ତ୍ର ଦୁର୍ବୃତ୍ତମାନେ ଦୋକାନ ଗୁଡ଼ିକ ଉପରେ…

ଦିଶାଙ୍କ ସହ ‘କଭି ଇଦ୍ କହି ଦିୱାଲୀ’ରେ ଆସୁଛନ୍ତି ଭାଇଜାନ୍ !

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାଁ ତାଙ୍କର ଆଗାମୀ ଫିଲ୍ମର ନାମ ୧୦ ତାରିଖରେ ଘୋଷଣା କରିଛନ୍ତି । ଟୁଇଟରରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଫିଲ୍ମର ନାମ ରହିଛି କଭି ଇଦ୍ କଭି ଦିୱାଲୀ । ଫିଲ୍ମକୁ ଇଦ୍ ୨୦୨୧ରେ ରିଲିଜ କରାଯିବା ନେଇ ସମସ୍ତ ପ୍ରକାର ଯୋଜନା କରାଯାଇଛି ।…

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀ ଠାରେ ଅତ୍ୟାଧୁନିକ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ଉଦଘାଟନ କରିଛନ୍ତି । ଏଥିସହିତ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲକୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଭାରତୀୟ ସାଇବର ଅପରାଧ ସମନ୍ୱୟ…

ଉଦଘାଟିତ ହେଲା ଟାଟା ଷ୍ଟିଲ୍ ଭୁବନେଶ୍ୱର ଲିଟେରାରି ମିଟ୍ (ଟିଏସଟିଏଲ୍ଏମ୍)ର ୫ମ ସଂସ୍କରଣ

ଭୁବନେଶ୍ୱର: ପ୍ରତିଷ୍ଠିତ ଟାଟା ଷ୍ଟିଲ୍ ଭୁବନେଶ୍ୱର ଲିଟେରାରି ମିଟ୍ (ଟିଏସ୍ବିଏଲ୍ଏମ୍)ର ୫ମ ସଂସ୍କରଣ ଆଜି ଲେଖନ ସାହସର ପ୍ରତୀକ ପେରୁମଲ୍ ମୁରୁଗନ୍ ଓ ୟୁକେ ସଂସଦର ସଦସ୍ୟ ଲର୍ଡ ମେଘନାଦ ଦେସାଇଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଟାଟା ଷ୍ଟିଲ୍ର କର୍ପୋରେଟ୍ ସେବା ଉପାଧ୍ୟକ୍ଷ…

ଦୁର୍ନୀତି ଅଭିଯୋଗରେ ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ୪ ଅଧିକାରୀ ବହିଷ୍କୃତ

ଭୁବନେଶ୍ୱର: ରାଜ୍ୟ ସରକାର ଦୁର୍ନୀତି ଅଭିଯୋଗରେ ଶୁକ୍ରବାର ଦିନ ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ସହ ୪ ଅଧିକାରୀଙ୍କୁ ବହିଷ୍କୃତ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ, ସରକାର ସହକାରୀ ଯନ୍ତ୍ରୀ ନାରାୟଣ ତିଆଡ଼ିଙ୍କୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ କର୍ତ୍ତବ୍ୟରେ ଅବହେଳା…

ସାଧାରଣ ଲୋକଙ୍କ ନିମନ୍ତେ ଖୋଲାଯିବ ଲୋକସେବା ଭବନ ଉଦ୍ୟାନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର ସ୍ଥିତ ଲୋକସେବା ଭବନର ଉଦ୍ୟାନ ଆସନ୍ତା ଜାନୁଆରୀ ୧୧ ରୁ ୫ ଦିନ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବ । ଜାନୁଆରୀ ୧୧ ତାରିଖରୁ ୫ ଦିନ ଯାଏଁ ଏହି ଉଦ୍ୟାନ ଅପରାହ୍ନ ୩ଟାରୁ ୫.୩୦ ପର୍ଯ୍ୟନ୍ତ ଜନସାଧାରଣ ୧ ନମ୍ବର ଗେଟ୍‌ ଦେଇ ଉଦ୍ୟାନ ମଧ୍ୟକୁ…

ଅନ୍ତିମ ପର୍ଯ୍ୟାୟରେ ଧନୁଯାତ୍ରା: ଆଜି ହେବ କଂସ ବଦ୍ଧ…

ବରଗଡ଼: ଅନ୍ତିମ ପର୍ଯ୍ୟାୟରେ ବରଗଡ ଧନୁଯାତ୍ରା । ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚରେ ଶ୍ରୀକୃଷ୍ଣ କରିବେ କଂସ ବଦ୍ଧ। କଂସ ବଦ୍ଧ ପାଇଁ କୃଷ୍ଣ-ବଳରାମ ମଥୁରା ନଗରୀରେ ପହଞ୍ଚିଛନ୍ତି । ନିଜର ପ୍ରିୟ ଭଗବାନ କୃଷ୍ଣ ବଳରାମଙ୍କୁ ପାଇ ଆତ୍ମ ବିଭୋର ହୋଇଯାଇଛନ୍ତି ମଥୁରାବାସୀ । ଅକ୍ରୁରଙ୍କ ସହ…