Latest Odisha News

BREAKING NEWS

Browsing Category

ଫିଚର

ରମାଦେବୀ ଯୁକ୍ତ ୨ ହଷ୍ଟେଲରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ, ତଦନ୍ତ ଲାଗି ନିର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ରମାଦେବୀରେ ରାଗିଂ ହୋଇଥିବା ଅଭିଯୋଗ ଆସିଛି। ଅଭିଯୋଗ ଆଣିଛନ୍ତି ଯୁକ୍ତ ୨ ହଷ୍ଟେଲ ଛାତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ। ସେପଟେ ଅଭିଯୋଗକୁ ଖଣ୍ଡନ କଲେ ଅଧ୍ୟକ୍ଷା। ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ,…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନରେ ହ୍ୱାଟସଆପ୍ ଜରିଆରେ ଟିକେଟ ବୁକ୍ କରିପାରିବେ ପର୍ଯ୍ୟଟକ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଏଣିକି ନନ୍ଦନକାନନ ଗଲେ ଆଉ ଧାଡିରେ ଛିଡା ହେବାକୁ ପଡିବନି। କାରଣ ଏବେଠାରୁ ଆରମ୍ଭ ହୋଇଯାଇଛି ଡିଜିଟାଲ୍ ବୁକିଂ। ତାହା ପୁଣି ଗୋଟିଏ ମିନିଟରେ। ହ୍ବାଟସ୍ ଆପ୍ ଜରିଆରେ ଟିକେଟ କାଟିପାରିବେ ପର୍ଯ୍ୟଟକ। ଶନିବାର ଏକ କାର୍ଯ୍ୟକ୍ରମରେ ଅନଲାଇନ୍…

ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ସିଂହଦ୍ଵାର ସମ୍ମୁଖରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରି ସ୍ୱାଗତ…

ନୌସେନା ଜାହାଜରେ କ୍ରିୟୁ ମେମ୍ବର ଅସୁସ୍ଥ, ପାରାଦୀପ ବନ୍ଦରରେ ଆଇଏନଏସ ଦର୍ଶକର ଏମର୍ଜେନ୍ସି ବାର୍ଥିଂ

ଜଗତସିଂହପୁର: ପାରାଦୀପ ବନ୍ଦରରେ ନୌସେନା ଜାହାଜର ଏମର୍ଜେନ୍ସି ବାର୍ଥିଂ ହୋଇଛି। ସୂଚନାନୁସାରେ, ଭାରତୀୟ ନୌସେନାର ସର୍ବେ ସିପ୍, ଆଇଏନଏସ ଦର୍ଶକରେ ଥିବା ଜଣେ କ୍ରିୟୁ ସଦସ୍ୟଙ୍କର ଦେହ ଅସୁସ୍ଥ ହେବାରୁ ଜରୁରୀକାଳୀନ ବାର୍ଥିଂ ହୋଇଥିବା ସୂଚନା ରହିଛି। ପାରାଦୀପ ବନ୍ଦରର ଏମପିଭି ବାର୍ଥରେ…

ବିଶ୍ୱକପରେ ଇଂଲଣ୍ଡର ବୃହତ ପରାଜୟ

ମୁମ୍ବାଇ: ଚଳିତ ବିଶ୍ୱକପ କ୍ରିକେଟରେ ଶନିବାର ଦକ୍ଷିଣ ଆଫ୍ରିକା ୨୨୯ ରନରେ ଶୋଚନୀୟ ଭାବେ ଇଂଲଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ହେନରିକ କ୍ଲାସେନଙ୍କ ଶତକ ବଳରେ ଇଂଲଣ୍ଡ ସମ୍ମୁଖରେ ୪୦୦ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଏହି ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୨୨…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ରୋମାଂଚକ ମୁକାବିଲାରେ ସର୍ଭିସେସଠାରୁ ହାରିଲା ଓଡିଶା

ମୁମ୍ବାଇ: ଚଳିତ ସୟେଦ ମୁସ୍ତାକ ଅଲୀ ଟ୍ରଫି କ୍ରିକେଟରେ ଶନିବରେ ଓଡିଶା ଏକ ରୋମାଂଚକ ମୁକାବିଲାରେ ସର୍ଭିସେସ ନିକଟରୁ ୩ ୱିକେଟରେ ହାରିଯାଇଛି । ଆଉ ଗୋଟିଏ ବଲ ବାକିଥିବା ବେଳେ ସର୍ଭିସେସ ବିଜୟୀ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଓଡିଶା ୨୦ ଓଭରରେ ୮ ୱିକେଟ ହରାଇ ୧୪୨ ରନ କରିଥିଲା ।…

ଟ୍ରେନ୍ ଶୌଚାଳୟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ୬ ମାସ ପରେ ଅଭିଯୁକ୍ତ ସ୍ୱାମୀ ଗିରଫ

ଭୁବନେଶ୍ୱର: ସତ୍ୟନଗର କୋଚିଂୟାର୍ଡରେ ଟ୍ରେନ୍ ଶୌଚାଳୟରୁ ମହିଳାଙ୍କ ତଣ୍ଟିକଟା ମୃତଦେହ ମିଳିବା ଘଟଣାରେ ଆଜି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ। ଘଟଣାର ୬ ମାସ ପରେ ଅଭିଯୁକ୍ତ ସ୍ୱାମୀକୁ ସୁରତରୁ ଗିରଫ କରାଯାଇଛି। ସୂଚନା ଅନୁସାରେ ଏପ୍ରିଲ ୨୦ ତାରିଖରେ ଭୁବନେଶ୍ୱର-ଧାନବାଦ…

ଗତପତି ଜଙ୍ଗଲରେ ଚିହ୍ନଟ ହେଲା ରୟାଲ ବେଙ୍ଗଲ ଟାଇଗର

ଭୁବନେଶ୍ୱର: ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ନିକଟରେ ଗଜପତି ଜିଲ୍ଲାର ଏକ ଜଙ୍ଗଲରେ ରୟାଲ ବେଙ୍ଗଲ ଟାଇଗର (ଆରବିଟି) ଦେଖିବାକୁ ମିଳିଛି। ସୂଚନାନୁସାରେ, ବନ ବିଭାଗ ଏକ ଫଟୋ ପ୍ରକାଶ କରିଛି, ଯେଉଁଠି ଜିଲ୍ଲାର ମହେନ୍ଦ୍ରଗିରି ଜଙ୍ଗଲରେ ଏହି ବାଘକୁ ଚିହ୍ନଟ କରାଯାଇଛି। ଅକ୍ଟୋବର…

ଦୂଷିତ ଜଳରୁ ଗଲା ୧୧ ଜୁଆଙ୍ଗଙ୍କ ଜୀବନ: ଜନ୍ତାରୀ ଗ୍ରାମକୁ କଂଗ୍ରେସ ପଠାଇଲା ତଥ୍ୟ ଅନୁସନ୍ଧାନୀକାରୀ ଦଳ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଗୋନାସିକା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରୀ ଗ୍ରାମର ଜୁଆଙ୍ଗ ସାହିରେ ଦୂଷିତ ପାଣି ପିଇ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଖବର ପ୍ରକାଶ ପାଇବା ପରେ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରିଛି ପ୍ରଦେଶ କଂଗ୍ରେସ କମିଟି। ଏହି ଘଟଣାର ପ୍ରକୃତ…

ବିଶ୍ୱକପରେ ବିଜୟ ଖାତା ଖୋଲିଲା ଶ୍ରୀଲଙ୍କା

ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ଶେଷରେ ବିଜୟର ଖାତା ଖୋଲିଛି ଶ୍ରୀଲଙ୍କା । କ୍ରମାଗତ ୩ଟି ମ୍ୟାଚ ହାରିବା ପରେ ଶ୍ରୀଲଙ୍କା ଶନିବାର ଅନୁଷ୍ଠିତ ମୁକାବିଲାରେ ନେଦରଲାଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ୪୯.୪ ଓଭରରେ ୨୬୨ ରନ କରି ଅଲଆଉଟ ହୋଇ ଯାଇଥିଲା…