Latest Odisha News

BREAKING NEWS

Browsing Category

ଫିଚର

ପାର୍ବଣ ବେଳେ ରାଜଧାନୀରେ ଥିବା ବାର ଓ ପବ ଉପରେ ପୋଲିସର ଚଢ଼ାଉ

ଭୁବନେଶ୍ୱର: ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ଥିବା ବାର୍, ନାଇଟ୍ କ୍ଲବ୍, ପବ୍, ଡ୍ୟାନ୍ସ ବାର୍ ଉପରେ କମିସନରେଟ୍ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। ଶନିବାର ରାତିରେ ଚନ୍ଦ୍ରଶେଖରପୁର, ପଟିଆ, ମଞ୍ଚେଶ୍ୱର, ଇନଫୋସିଟି ସମେତ ବିଭିନ୍ନ ଅଞ୍ଚଳରେ ଥିବା ବାର୍ ଓ ନାଇଟ୍…

ବିଜେବି କଲେଜ ପରିସରରେ ବିସିଜେଡି ଗୁଣ୍ଡାଗର୍ଦ୍ଦି କରୁଥିବା କହି ଘେରିଲା ଏବିଭିପି

ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବିସିଜେଡି ଛାତ୍ରଙ୍କ ସହ ଗୋଷ୍ଠୀ ସଙ୍ଘର୍ଷରେ ଏବିଭିପିର ୬ ଜଣ ଛାତ୍ର ଆହତ ହେବାର ଗୋଟିଏ ଦିନ ପରେ ଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଆହତ ଛାତ୍ରଛାତ୍ରୀମାନେ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ଯାହାକୁ…

ରାବଣ ପୋଡ଼ିକୁ ନେଇ ଦୀପାଳି-ଅଳକାଙ୍କ ମଧ୍ୟରେ ଲଢ଼େଇ!

ଝାରସୁଗୁଡ଼ା: ଦିବଂଗତ ନେତା ନବକିଶୋର ଦାସ ଏବଂ କିଶୋର ମହାନ୍ତି ଯଦିଓ ଗୋଟିଏ ଦଳ ବିଜେଡିରେ ଥିଲେ କିନ୍ତୁ ଏମାନଙ୍କ ସଂପର୍କ କିଭଳି ଜିଲ୍ଲା କଣ ରାଜ୍ୟ ରାଜନୀତିରେ ସମସ୍ତଙ୍କୁ ଜଣା। ଯଦିଓ ଏବେ ଏହି ଦୁଇ ନେତା ଆଉ ନାହାନ୍ତି କିନ୍ତୁ ତାଙ୍କର ଦୁଇ ଉତ୍ତରାଧିକାରୀଙ୍କ ମଧ୍ୟରେ ଆରମ୍ଭ…

ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା: ୧୨ ମୃତ, ୨୩ ଆହତ

ମୁମ୍ବାଇ: ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା । ଦ୍ରୁତ ଗତିରେ ଯାଉଥିବା ଏକ ମିନି ବସ୍‌ ଏକ କଣ୍ଟେନରକୁ ଧକ୍କା ଦେଇଛି  । ଏଥିରେ  ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ପୋଲିସ ଅଧିକାରୀଙ୍କ କହିବାନୁଯାୟୀ ୩୫ ଜଣ…

ଥାନାରୁ ଜବତ ମଦ ଓ ବାଣ ଚୋରାଚାଲାଣ ଘଟଣା: ହୋମଗାର୍ଡ ଗିରଫ

ଖୋର୍ଦ୍ଧା:  ବେଗୁନିଆ ଥାନାରୁ ଜବତ ବାଣ ଓ ମଦ ଚୋରାଚାଲାଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ହୋମଗାର୍ଡ ପ୍ରକାଶ ମୁଦୁଲି ଓ ଜଣେ କାର୍ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଉଭୟ ଙ୍କ ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ଏସଡିପିଓ  । ବେଗୁନିଆ ଥାନାରୁ ଚୋରାଚାଲାଣ ବେଳେ ଗତକାଲି ରାତିରେ…

ଗର୍ବା ଗୀତ ଲେଖି ଚର୍ଚ୍ଚାରେ ପିଏମ୍ ମୋଦି, ନବରାତ୍ରୀରେ ହେଲା ରିଲିଜ୍

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା  ପିଏମ ମୋଦୀଙ୍କର ଲୁକ୍କାୟିତ ପ୍ରତିଭା  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବରାତ୍ରୀ ପୂର୍ବ ରୁ ଏକ ଗର୍ବା ଗୀତ ଲେଖିଥିଲେ । ଯାହାକି ଆଜି ରିଲିଜ୍ ହୋଇଛି  । ୟୁଟ୍ୟୁବରେ ମୁକ୍ତିଲାଭ ହୋଇଥିବା ଏହି ଗୀତଟିକୁ ସମସ୍ତେ ପସନ୍ଦ କରୁଛନ୍ତି  ।  ସୋସିଆଲ…

ନବରାତ୍ରୀର ପ୍ରଥମ ଦିନରେ ଶୈଳପୁତ୍ରୀଙ୍କୁ କରନ୍ତୁ ପୂଜା : କଣ ରହିଛି କଳସ ସ୍ଥାପନର ବିଧି ଓ ଶୁଭ ମୂହୁର୍ତ୍ତ ,…

ନୂଆଦିଲ୍ଲୀ : ଆଜିଠୁ ଆଦିଶକ୍ତି ମା ଦୁର୍ଗାଙ୍କ ଶାରଦୀୟ ନବରାତ୍ରୀ ପୂଜା  । ନବ ଦିନାତ୍ମକ ପୂଜାରେ ମା ଭିନ୍ନ ଭିନ୍ନ ରୂପରେ ପୂଜା ପାଇବେ  । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଦେବୀ ପୀଠ  । ଏଥର ୨୨ ଅକ୍ଟୋବରରେ ମହାଷ୍ଟମୀ ପାଳନ ହେବାକୁ ଥିବାବେଳେ ୨୩ ଅକ୍ଟୋବରରେ ମହାନବମୀ ପାଳନ ହେବ…

ଆଜିଠୁ ମାଆଙ୍କ ନବରାତ୍ର ପୂଜା : ଯାଜପୁର ବିରଜାଙ୍କ ପୀଠରେ ଆରମ୍ଭ ହେବ ନବ ଦିନାତ୍ମକ ରଥଯାତ୍ରା

ଯାଜପୁର:  ଆଜିଠୁ ଆଦିଶକ୍ତି ମା ଦୁର୍ଗାଙ୍କ ଶାରଦୀୟ ନବରାତ୍ରୀ ପୂଜା  । ନବ ଦିନାତ୍ମକ ପୂଜାରେ ମା ଭିନ୍ନ ଭିନ୍ନ ରୂପରେ ପୂଜା ପାଇବେ  । ଏଥିଲାଗି ଚଳଚଞ୍ଚଳ ହୋଇଉଟିଛି ସମସ୍ତ ଦେବୀ ପୀଠ  । ସ୍ବତନ୍ତ୍ର ରୀତିନୀତି ସହକାରେ ୯ ଦିନ ଧରି ଚାଲିବ ମାଆଙ୍କର ନବରାତ୍ରି ପୂଜା । ଆଜି ନବରାତ୍ରିର…

ପୋଲିସ କରୁଥିଲା ଜବତ ବାଣ ଓ ମଦ ଚୋରାଚାଲାଣ ! ହୋମଗାର୍ଡ ଅଟକ

ଖୋର୍ଦ୍ଧା : ଖୋର୍ଦ୍ଧା ଥାନାରୁ ଚୋରା ଚାଲାଣ ବେଳେ ହୋମଗାର୍ଡ ଅଟକ  ।  ଜବତ ହୋଇଥିବା ବାଣ ଓ ମଦ ଏକ କାରରେ ଚୋରାଚାଲାଣ ହେଉଥିବାବେଳେ ଜଣେ ହୋମଗାର୍ଡଙ୍କୁ ଅଟକ ରଖାଯାଇଛି । ବିଳମ୍ବିତ ରାତିରେ ବେଗୁନିଆ ଥାନାରୁ ଚାଲାଣ ହେଉଥିବାବେଳେ ସେ ଧରାପଡିଛନ୍ତି । ସୂଚନା ଅନୁସାରେ ଗତକାଲି…

ଅପରେସନ ଅଜୟ: ଯୁଦ୍ଧଭୂମୀରୁ ଫେରିଲେ ଆଉ ୧୯୭ ଜଣ ଭାରତୀୟ, ଦିଲ୍ଲୀରେ ପହଁଚି ଖୁସି ଜାହିର କଲେ ପ୍ରବାସୀ

ନୂଆଦିଲ୍ଲୀ: ଯୁଦ୍ଧଭୂମୀ ଇସ୍ରାଏଲରୁ ୧୯୭ ଜଣ ଭାରତୀୟ ନାଗରିକଙ୍କୁ ନେଇ ରବିବାର ସକାଳେ ତୃତୀୟ ଚାର୍ଟର ବିମାନ ଦିଲ୍ଲୀରେ ପହଞ୍ଚିଛି। ଇସ୍ରାଏଲରୁ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ଏହି ସ୍ୱତନ୍ତ୍ର ବିମାନ ଗୁଡିକ ଅପରେସନ ଅଜୟର ଏକ ଅଂଶବିଶେଷ। ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହମାସର…