Latest Odisha News

BREAKING NEWS

Browsing Category

ଫିଚର

ଇଣ୍ଡୋନେସିଆରେ ‘ସୁନ୍ଦରୀ ପ୍ରତିଯୋଗିତା’ ଜିତିଲେ ଓଡ଼ିଆ ଯୁବତୀ ସିମରନ !

ବିଶ୍ୱ ମାନଚିତ୍ରରେ ପୁଣି ଓଡ଼ିଶାର ଟେକ ରଖିଛନ୍ତି ଜଣେ ଓଡ଼ିଆ ଝିଅ । କୋରାପୁଟ ଜିଲ୍ଲାର ଜଣେ ଆଦିବାସୀ ଝିଅ ସାନ୍ତ୍ୱନା ବି ସିମରନ ଇଣ୍ଡୋନେସିଆର ଜାକାର୍ତାଠାରେ ଅନୁଷ୍ଠିତ ‘ସୁନ୍ଦରୀ ପ୍ରତିଯୋଗିତା’ରେ 'ମିସ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫୋଟୋଜେନିକ' ଟାଇଟେଲ ଜିତିଛନ୍ତି । ସିମରନ…

ମହାଦେବଙ୍କ ନିଶ୍ଚିତ ଆଶୀର୍ବାଦ ଲାଗି ଏହି ୪ ପ୍ରକାର ଅଭିଷେକ କରନ୍ତୁ…

ଦେବ ଦେବ ମହାଦେବଙ୍କ ଅପାର କୃପାରୁ ଅସଂଖ୍ୟ ଶ୍ରଦ୍ଧାଳୁ୍ଙ୍କର ମନୋସ୍କାମନା ପୂର୍ଣ୍ଣ ହୋଇଥିବାର ସ୍ୱୀକାର କରିଛନ୍ତି । କଥାରେ ଅଛି ମହାଦେବଙ୍କର ତପେ ବର ନହେଲେ କୋପେ ବର । ମହାଦେବ ଶିବଙ୍କ ଆଶୀର୍ବାଦ ଭିକ୍ଷା ସହଜ ହୋଇଥାଏ ଶିବଙ୍କ ଅଭିଷେକ କଲେ । ମହାଦେବଙ୍କ ୪ ପ୍ରକାର ପୂଜାର୍ଚ୍ଚନା ବା…

ଶ୍ରୀମନ୍ଦିର ଉଚ୍ଛେଦ ପ୍ରକ୍ରିୟା: ଆଜି କେଉଁ ସ୍ଥାନରେ ହେଉଛି ଭଙ୍ଗାଭଙ୍ଗି କାର୍ଯ୍ୟ, ଜାଣନ୍ତୁ

ପୁରୀ: ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ତଥା ଶ୍ରୀନ୍ଦିରର ସୁରକ୍ଷା ନିମନ୍ତେ ଏହାର ଚାରିପଟେ ୭୫ ମିଟର ଯାଏଁ ସ୍ଥାନରେ ଥିବା କୋଠାବାଡ଼ି ଉଚ୍ଛେଦ ପ୍ରକ୍ରିୟାର ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟ ବୁଧବାର ସକାଳୁ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଚାରିପାଖ ସୌନ୍ଦର୍ଯ୍ୟକରଣ…

ଆଜି ଶ୍ରୀଜୀଉଙ୍କ ‘ବନକଲାଗି’ ନୀତି; ୪ ଘଣ୍ଟା ଯାଏଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ…

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ…

ଝାଡ଼ଖଣ୍ଡରେ ୨ୟ ପର୍ଯ୍ୟାୟ ମତଦାନ ଡ଼ିସେମ୍ବର ୭ରେ, ୨୦ଟି ଆସନରେ ହେବ ଭୋଟଗ୍ରହଣ

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବ ୨ୟ ପର୍ଯ୍ୟାୟ ଭୋଟଗ୍ରହଣ । ଏହି ନିର୍ବାଚନ ଲାଗି ନିର୍ବାଚନ ପ୍ରଚାର ପହଞ୍ଚିଛି ଚୂଡ଼ାନ୍ତ ପର୍ଯ୍ୟାୟରେ । ଅଧିକାଂଶ ପ୍ରାର୍ଥୀମାନେ ଘରଘର ବୁଲି ଭୋଟ ସମର୍ଥନ ସଂଗ୍ରହ କରୁଥିବା ବେଳେ କେତେକ ନିର୍ବାଚନ ମଣ୍ଡଳୀରେ…

ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଭୃଗୁ ଆଶ୍ରମ; ଯେଉଁଠି ପୂଜା ପାଆନ୍ତି କଂସର ଚୌକିଦାର ଉଗ୍ରସେନ !

ପୁରୀ: ଶ୍ରୀମନ୍ଦିରର ଦକ୍ଷିଣ ପାଶ୍ୱର୍ରେ ବାଲିସାହିରେ ପୁରାତନ ଓ ପାରମ୍ପାରିକ ମୂଲ୍ୟବୋଧରେ ଭରପୂର ଭୃଗୁ ଆଶ୍ରମ ରହିଛି । ଏହି ସାହିର ଦାଣ୍ଡରେ ପ୍ରତି ଅମବାସ୍ୟାରେ ନାରାୟଣ ସାଗର ବିଜେ କରନ୍ତି । ବର୍ତମାନ ଏହାର ପ୍ରକୃତ ରକ୍ଷଣାବେକ୍ଷଣା ହେଉ ନ ଥିବାରୁ ଭକ୍ତ ତଥା ପର୍ଯ୍ୟଟକଙ୍କୁ ବିଶେଷ…

ପି.ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ବୁଧବାର ଦିନ ସୁପ୍ରିମୋକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଚିଦାମ୍ବରମଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରାଯାଇଥିଲା…

ବୀରତ୍ୱର ପ୍ରତୀକ ସ୍ୱରୂପ ‘ନୌସେନା ଦିବସ’; ଜାଣନ୍ତୁ କାହିଁକି ହୁଏ ପାଳିତ

ଭୁବନେଶ୍ୱର: ଆଜି ନୌସେନା ଦିବସ । ୧୯୭୧ ମସିହା ଡିସେମ୍ବର ୪ ତାରିଖ ଆଜିର ଦିନରେ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନାର ବୀରତ୍ୱର ପ୍ରତୀକ ସ୍ୱରୂପ ‘ନୌସେନା ଦିବସ’ ପାଳନ କରାଯାଇଆସୁଅଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଭାରତୀୟ ନୌସେନାକୁ ଅଭିବାଦନ…

ଅଲିମ୍ପିକ୍ସ ଯୋଗ୍ୟତା ଲାଗି କଳିଙ୍ଗରେ ଦୂତୀଙ୍କ ଜୋରଦାର୍ ପ୍ରସ୍ତୁତି; ଜାରି କଲେ ଭିଡ଼ିଓ…

ଭୁବନେଶ୍ୱର: ଦୌଡ଼ରାଣୀ ଦୂତୀ ଚାନ୍ଦ ୨୦୨୦ ଟୋକିଓ ଅଲିମ୍ପିକ୍ସ ଲାଗି ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । Morning training sessions pic.twitter.com/jIx6Q3Nrnq — Dutee Chand (@DuteeChand) December 4, 2019 ସେ ସୋସିଆଲ୍…

କୋଣାର୍କ ଉତ୍ସବରେ ଓଡ଼ିଶୀ ଓ ମୋହିନୀ ଆଟ୍ଟମ; ନୃତ୍ୟାଙ୍ଗନାଙ୍କ ନୃତ୍ୟରେ ଝୁମିଲେ ବିଭୋର ଦର୍ଶକ…

କୋଣାର୍କ: ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ପାଦଦେଶରେ ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟରେ ପ୍ରକ୍ଷାପିତ କରିଥିଲା । ସୁଦୃଶ୍ୟ ଆଲୋକର ସାଜସଜ୍ଜା ଓ ଭରପୁର ଦର୍ଶକ ଗ୍ୟାଲେରୀ ମଧ୍ୟସ୍ଥ ମୁକ୍ତାକାଶ…