Latest Odisha News

BREAKING NEWS

Browsing Category

ଫିଚର

ନିର୍ବାଚନ ପୂର୍ବରୁ ଶିବରାଜ ସରକାରଙ୍କ ବଡ଼ ଘୋଷଣା, ସରକାରୀ ଚାକିରିରେ ମହିଳାଙ୍କୁ ୩୫% ସଂରକ୍ଷଣ

ଭୋପାଳ: ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସରକାର ମହିଳାଙ୍କୁ ନେଇ ଆଉ ଏକ ବଡ ନିଷ୍ପତ୍ତି ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶରେ ସରକାରୀ ଚାକିରି କ୍ଷେତ୍ରରେ ମହିଳାଙ୍କ ପାଇଁ ୩୫% ସଂରକ୍ଷଣ ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ପ୍ରତ୍ୟକ୍ଷ ନିଯୁକ୍ତିରେ ମହିଳାମାନେ ୩୫ ପ୍ରତିଶତ ସଂରକ୍ଷଣ…

ହାପି ବର୍ଥ ଡେ ଋଷଭ ପନ୍ଥ: ଜନ୍ମଦିନରେ କେଦାରନାଥ ଓ ବଦ୍ରିନାଥ କଲେ ଦର୍ଶନ , ଭିଡିଓ ଭାଇରାଲ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ଥଙ୍କର ଆଜି ହେଉଛି ଜନ୍ମଦିନ  । ଋଷଭ ଆଜି ତାଙ୍କର ୨୬ ତମ ଜନ୍ମଦିନ ପାଳନ କରୁଛନ୍ତି  । ଏଥିଲାଗି ତାଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି  । ଜନ୍ମଦିନ ପୂର୍ବରୁ ସେ  ବଦ୍ରିନାଥ ଏବଂ କେଦାରନାଥ ଯାଇ ଦର୍ଶନ କରିଛନ୍ତି  । ଗତ…

ଗାନ୍ଧୀ ପରିବାରରେ ନୂଆ ଅତିଥି ନୁରୀଙ୍କ ଏଣ୍ଟ୍ରି, ସୋନିଆଙ୍କୁ ଉପହାର ଦେଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଘରେ ଜଣେ ନୂତନ ସଦସ୍ୟ ପ୍ରବେଶ କରିଛନ୍ତି। ଏହି ସଦସ୍ୟ ହେଉଛି ଏକ କୁକୁର। ବିଶ୍ୱ ପ୍ରାଣୀ ଦିବସ ଅବସରରେ ରାହୁଲ ଗାନ୍ଧୀ ମାଆ ସୋନିଆ ଗାନ୍ଧୀଙ୍କୁ ଜ୍ୟାକ୍ ରସେଲ ଟେରିୟର ପ୍ରଜାତିର ଏକ କୁକୁର ଉପହାର ଦେଇଛନ୍ତି। କୁହାଯାଉଛି ଯେ ଏହି କୁକୁରର…

‘ଶ୍ରଦ୍ଧା’ଙ୍କୁ ନେଇ ବଢିଲା ବିବାଦ: ଜୟନାରାୟଣ କହିଲେ, ଯଦି ଫିଜିଓଥେରାପିଷ୍ଟ ଭାଟିକାନ କାହିଁକି ଯାଇଥିଲେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ଶ୍ରଦ୍ଧାଙ୍କୁ ନେଇ ବଢିଲା ବିବାଦ । କିଏ ଏହି ଶ୍ରଦ୍ଧା ? ଯଦି ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ସେ ତାଙ୍କର ଫିଜିଓ ଥେରାପିଷ୍ଟ ତେବେ ଠିକ ଅଛି । କିନ୍ତୁ ସେ ଭାଟିକାନ ସିଟି ଯାଇଥିଲେ କାହିଁକି ? କେଉଁ ଅଧିକାରରେ ଯାଇଥିଲେ ? ପୋପଙ୍କୁ…

ରାଜସ୍ଥାନର ଦୌସା ଜିଲ୍ଲାରେ ଚାଞ୍ଚଲ୍ୟ: ପବ୍ଲିକ୍ ଟଏଲେଟ୍ ସଫା କରି ସ୍ବଚ୍ଛତାର ବାର୍ତ୍ତା ଦେଲେ ବିଧାୟକ

ରାଜସ୍ଥାନ : ପ୍ରଥମେ ଜୋତା ପଲିସ୍ ଆଉ ଏବେ ପବ୍ଲିକ ଟଏଲେଟ୍ ସଫା   କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଜଣେ ବିଧାୟକ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଦୌସା ଜିଲ୍ଲାରେ  ।  ଜଣେ ବିଧାୟକ ଉପ ଜିଲ୍ଲା ହସ୍ପିଟାଲରେ ପବ୍ଲିକ ଟଏଲେଟ୍‌ ସଫା କରୁଥିବା ନଜର ଆସିଛନ୍ତି  ।…

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ଦୁଇ ଯୁବନେତା ନିଲମ୍ବିତ

ଭୁବନେଶ୍ୱର:ବିଜୁ ଯୁବ ଜନତା ଦଳ (ବିଜେଡି) ପକ୍ଷରୁ ବୁଧବାର ୨ ଯୁବ ନେତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ଦଳ ବିରୋଧୀ କାମ ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି । ଏହି ଦୁଇ ନେତା ହେଲେ ବିଜୁ ଯୁବ ଜନତା ଦଳର ଉପ ସଭାପତି ସୁଜିତ ପ୍ରସାଦ ଦ୍ୱିବେଦୀ ଏବଂ ବିଜୁ ଯୁବ ଜନତା ଦଳର ଅନୁଗୁଳ…

ଏସୀୟ କ୍ରୀଡା: ତୀରନ୍ଦାଜୀରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ

ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ  । ତୀରନ୍ଦାଜରେ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ଜ୍ୟୋତି ସୁରେଖା ଓ ଓଜାସ ଦେଓତାଲେ ଏହି ପଦକ ହାସଲ କରିଛନ୍ତି  । ୧୬ଟି ସ୍ୱର୍ଣ୍ଣ ସହ ବର୍ତ୍ତମାନ ଭାରତର ମୋଟ ପଦକ ସଂଖ୍ୟା ୭୧କୁ ବୃଦ୍ଧି ହୋଇଛି । ସେପଟେ ଆଜି ୩୫…

ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ହେଲେ ମାନସ ମଙ୍ଗରାଜ

ଭୁବନେଶ୍ବର: ସାଂସଦ ମାନସ ମଙ୍ଗରାଜ ହେଲେ  ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ । ଦଳ ପକ୍ଷରୁ ତାଙ୍କୁ  ଏହି ନିଯୁକ୍ତି ଦିଆଯାଇଛି । ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଏ ନେଇ ସୂଚନା ଦିଆଯାଇଛି । ମାନସ ମଙ୍ଗରାଜଙ୍କୁ  ମୁଖ୍ୟ ସଚେତକ  ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ…

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ: ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ନିର୍ବାଚିତ

ଗଞ୍ଜାମ: ଶେଷ ହୋଇଛି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ  । ଫଳାଫଳ ବି  ସାମ୍ନାକୁ ଆସିସାରିଛି ।  ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଫଳାଫଳ ସାମ୍ନାକୁ ଆସିବା ପରେ ବିପିନ ପ୍ରଧାନ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।…

ସ୍ବଦେଶ ଫିଲ୍ମ ଅଭିନେତ୍ରୀ ଗାୟତ୍ରୀ ଯୋଶୀଙ୍କ କାର ଦୁର୍ଘଟଣା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଅଭିନେତ୍ରୀ ଗାୟତ୍ରୀ ଯୋଶୀ ଇଟାଲୀରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ସ୍ବଦେଶ ଫିଲ୍ମରେ ଡେବ୍ୟୁ କରିଥିଲେ ଗାୟତ୍ରୀ  । ଇଟାଲୀରେ ସେ ଏକ କାର ଦୁର୍ଘଟଣାର ଶିକାର ହୋଇଛନ୍ତି  । ଦୁର୍ଘଟଣା ଘଟିବା ସମୟରେ ଗାୟତ୍ରୀଙ୍କ ସ୍ବାମୀ ବିକାଶ…