Latest Odisha News

BREAKING NEWS

Browsing Category

ଫିଚର

ମହାରାଷ୍ଟ୍ର ସରକାରୀ ଡାକ୍ତରଖାନାରେ କମୁନି ମୃତ୍ୟୁର ତାଣ୍ଡବ: ନାନ୍ଦେଡ, ଔରଙ୍ଗାବାଦ ପରେ ଏବେ ନାଗପୁର ୨୫ ରୋଗୀଙ୍କ…

ନାଗପୁର: ମହାରାଷ୍ଟ୍ରର ନାନ୍ଦେଡ, ଔରଙ୍ଗାବାଦ ପରେ ଏବେ ନାଗପୁର ସରକାରୀ ଡାକ୍ତରଖାନାରେ ମୃତ୍ୟୁର ତାଣ୍ଡବ । ୨୪ ଘଣ୍ଟାରେ ୨୫ ରୋଗୀଙ୍କର ମୃତ୍ୟୁ ଘଟିସାରିଲାଣି   । ଏଠିକାର ୨ଟି ଭିନ୍ନ ଭିନ୍ନ ସରକାରୀ ଡାକ୍ତରଖାନାରେ ଏହି ୨୫ ରୋଗୀଙ୍କର ମୃତ୍ୟୁ ଘଟିଛି । ତେବେ ଏ ସଂକ୍ରାନ୍ତରେ ସବିଶେଷ…

ଲାଣ୍ଡ ଫର ଜବ୍ ଦୁର୍ନୀତି: ଲାଲୁ, ରାବଡିଙ୍କ ସମେତ ପରିବାରର ୬ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ପାଟନା:ଲାଣ୍ଡ ଫର ଜବ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏବଂ ତାଙ୍କ ପରିବାରକୁ ମିଳିଛି କୋର୍ଟ ଆଶ୍ୱସ୍ତି । ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଲାଲୁ ଯାଦବ, ପତ୍ନୀ ରାବଡି ଦେବୀ, ବିହାରର ଡେପୁଟି ସିଏମ ତେଜସ୍ୱୀ ଯାଦବଙ୍କୁ ମିଳିଛି ଜାମିନ । ଲାଲୁ, ରାବଡୀଙ୍କ ସମେତ…

ସିକିମରେ ବାଦଲଫଟା ବର୍ଷା ଯୋଗୁଁ ବଡଧରଣର ବନ୍ୟା : ଭାସିଗଲେ ୨୩ ଯବାନ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ : ସିକିମରେ ବାଦଲଫଟା ବର୍ଷା ଯୋଗୁଁ ବଡ ଅଘଟଣ ସାମ୍ନାକୁ ଆସିଛି  । ଉତ୍ତର ସିକ୍କିମର ଲାଚେନ୍ ଘାଟି ତୀସ୍ତା ନଦୀରେ ବଡ଼ଧରଣର ବନ୍ୟା ସୃଷ୍ଟି ହୋଇଛି  । ଫଳରେ ବନ୍ୟା ପାଣି ରେ ଫାସିଯାଇ ୨୩ ଜଣ ଯବାନ ନିଖୋଜ ହୋଇଯାଇଛନ୍ତି । କେବଳ ଯବାନ ନୁହଁନ୍ତି , ବହୁ ସଂଖ୍ୟାରେ ଗାଡି ମଟର…

ଅବକାରୀ ଦୁର୍ନୀତି ମାମଲାରେ ଆପ୍ ସାଂସଦ ସଂଜୟ ସିଂହଙ୍କ ଘରେ ଇଡି ରେଡ୍

ନୂଆଦିଲ୍ଲୀ : ଦିଲ୍ଲୀର ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ବାସଭବନରେ ଇଡି ରେଡ୍  । ଆଜି ସକାଳୁ ତାଙ୍କ ଝରେ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ ଜାରି ରହିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସେ ସମ୍ପୃକ୍ତ ଅଛନ୍ତି  । ଚଢାଉରେ ଇଡିର ବହୁ ବରିଷ୍ଠ…

ପାସ କରିନଥିବା ଛାତ୍ରଛାତ୍ରୀ ପାଇଛନ୍ତି ପିଏମ୍ଏସ୍ ଯୋଜନାର ଲାଭ, ସିଏଜି ଖୋଲିଲେ ଦୁର୍ନୀତିର ଚିଠା

ଭୁବନେଶ୍ୱର: ଓଡ଼ିଶାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଅଧୀନରେ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି (ପିଏମ୍ଏସ୍) ଯୋଜନାର କାର୍ଯ୍ୟ କାରିତାରେ ଦୁର୍ନୀତି ଓ ଜାଲିଆତି ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଭାରତର ମହାଲେଖା ନିୟନ୍ତ୍ରକ (ସିଏଜି)। ସିଏଜି ଜାଣିବାକୁ ପାଇଛନ୍ତି ଯେ ୨୦୧୬-୧୭…

ଓବିସି ସର୍ଭେ ରିପୋର୍ଟ ପ୍ରକାଶ କରିବାରେ ବିଳମ୍ବତା, ଶାସକ ଦଳକୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ରାଜ୍ୟରେ ଓବିସି ସର୍ଭେ ରିପୋର୍ଟ ପ୍ରକାଶରେ ବିଳମ୍ବକୁ ନେଇ ବିରୋଧୀ ଦଳଗୁଡ଼ିକ ଶାସକ ବିଜୁ ଜନତା ଦଳକୁ ଘେରିଛନ୍ତି। ଗାନ୍ଧୀ ଜୟନ୍ତୀରେ ବିହାର ସରକାର ଓବିସି ସର୍ଭେ ରିପୋର୍ଟ ଜାରି କରି ଦେଶର ପ୍ରଥମ ରାଜ୍ୟ ହୋଇପାରିଛି। ଏହାପରେ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ…

ଆଜି ଦିଗପହଣ୍ଡିରେ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ :ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ: ଆଜି ଦିଗପହଣ୍ଡିରେ ହେବାକୁ ଯାଉଛି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ  । ଆଜି ଦିନ ୧୦ଟାରୁ ୧୧ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବାକୁ ଥିବାବେଳେ ୧୧ଟାରୁ ୧୧ଟା ୩୦ ମଧ୍ୟରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ  । ଏବଂ ଦିନ ୧୨ଟାରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ସମୟ ନିର୍ଘଣ୍ଟ ହୋଇଛି ।…

୬ ଦିନ ବନ୍ଦ ରହିବା ପରେ ରାଜଧାନୀ ଏକ ନମ୍ବର ହାଟର ସଟର ଉଠିଲା

ଭୁବନେଶ୍ୱର: ଉଠିଲା ରାଜଧାନୀର ଏକ ନମ୍ବର ହାଟର ସଟର। ରାଜଧାନୀର ୟୁନିଟ୍-୧ରେ ଥିବା ଦୈନିକ ବଜାର ୬ ଦିନ ବନ୍ଦ ରହିବା ପରେ ବୁଧବାର ଖୋଲିଛି। ପାର୍କିଂ ପାଇଁ ଆବଶ୍ୟକ ସ୍ଥାନ ନଥିବା, ଡ୍ରେନେଜ୍ ସମସ୍ୟା, ଅସ୍ଥାୟୀ ଦୋକାନ ଦ୍ୱାରା ଜବର ଦଖଲ ଆଦି ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ବଜାରର…

ଆମ ହସ୍ପିଟାଲ ଯୋଜନାକୁ ଓଡିଶା ସରକାର ସମସ୍ତ ସରକାରୀ ଡାକ୍ତରଖାନାକୁ ସମ୍ପ୍ରସାରିତ କରିବେ

ଭୁବନେଶ୍ୱର: ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାରେ ଗୁଣାତ୍ମକ ପରିବର୍ତ୍ତନ ଦିଗରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ହସ୍ପିଟାଲକୁ 'ଆମ ହସ୍ପିଟାଲ' ଯୋଜନାର ସମ୍ପ୍ରସାରଣ ପାଇଁ ନୀତିଗତ ଅନୁମୋଦନ କରିଛନ୍ତି। ଜିଲ୍ଲା ମୁଖ୍ୟ…

୨୦୧୯ ପରଠାରୁ ରାଜ୍ୟରେ ବେକାର ସ୍ନାତକଙ୍କ ସଂଖ୍ୟା ପାଖାପାଖି ୩ ଲକ୍ଷକୁ ବୃଦ୍ଧି ପାଇଛି: ମନ୍ତ୍ରୀ

ଭୁବନେଶ୍ୱର: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ସୂଚନା ଅନୁଯାୟୀ, ୨୦୧୯ ମସିହାରୁ ଓଡ଼ିଶାରେ ବେକାରୀ ସ୍ନାତକଙ୍କ ସଂଖ୍ୟା ପାଖାପାଖି ୩ ଲକ୍ଷକୁ ବୃଦ୍ଧି ପାଇଛି। ମଙ୍ଗଳବାର ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମୋଟ ୨…