Latest Odisha News

BREAKING NEWS

Browsing Category

ଫିଚର

ହକି: ପାକିସ୍ତାନ ବିପକ୍ଷରେ ଭାରତ ହାସଲ କଲା ବୃହତ ବ୍ୟବଧାନର ବିଜୟ

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଭାରତୀୟ ହକି ଟିମ ପାକିସ୍ତାନ ବିପକ୍ଷରେ ଇତିହାସ ରଚିଛି । ପୁରୁଷ ହକିରେ ଭାରତ ୧୦-୨ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରିଛି । ଏହା ପାକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ । ୧୯୫୬ରେ ଉଭୟ ଦେଶ ମଧ୍ୟରେ ପ୍ରଥମ ଥର ପାଇଁ ହକି ମ୍ୟାଚ ଖେଳା ଯାଇଥିଲା ।…

୧୯୯୨: ରଙ୍ଗୀନ ବିଶ୍ୱକପ, ରାଉଣ୍ଡ ରବିନ ଲିଗ୍‌, ବର୍ଷା ଅଭିଶାପ, ମିଆଁଦାଦ-ମୋରେ ବିବାଦ

୧୯୯୨ରେ କ୍ରିକେଟର ଆଧୂନିକୀକରଣ ହୋଇଥିଲା । ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ରଙ୍ଗୀନ ପୋଷାକ, ଧଳା ବଲ, କଳା ସାଇଟ ସ୍କ୍ରିନ ଓ ଫ୍ଲଡ ଲାଇଟ ପ୍ରଶଂସକଙ୍କ ମନରେ ରୋମାଂଚ ଭରିଥିଲା । ୪ ବର୍ଷ ବଦଳରେ ୫ ବର୍ଷ ବ୍ୟବଧାନରେ ଏହି ବିଶ୍ୱକପ ଖେଳା ଯାଇଥିଲା । ତେବେ…

ନରମିଲେ ସରକାର: ଗୃହ ବିବରଣୀରୁ ‘ମେଣ୍ଟାଲ୍ ଡିଜ୍ଅର୍ଡର’ ମନ୍ତବ୍ୟକୁ ବାଦ୍ ଦେଲେ

ଭୁବନେଶ୍ୱର:ଶେଷରେ ନରମିଲେ ସରକାର । ବିରୋଧୀ ଦଳଙ୍କ ଚାପରେ ଗୃହ ବିବରଣୀରୁ ବାଦ୍ ଦେଲେ 'ମେଣ୍ଟାଲ୍ ଡିଜ୍ଅର୍ଡର' ମନ୍ତବ୍ୟ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମାନସିକ ସ୍ଥିତି ଠିକ ନାହି ବୋଲି ବିଜେଡି ବିଧାୟକ ଅରୁଣ ସାହୁ ଦେଇଥିବା ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ ଦିଆ ଯାଇଥିବା…

ରାଜନୈତିକ ମୋଡ ନେଉଛି ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ ଘଟଣା: ୪ରେ ବିଶାଳ ଆନ୍ଦୋଳନ

ରାଉରକେଲା: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା ରାଜନୈତିକ ରୂପ ନେଉଛି । ପୋଲିସ ପ୍ରଶାସନ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ପରିବାର ଲୋକେ ସୁସ୍ମିତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ସୁସ୍ମିତାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ…

ରାହୁଲ କହିଲେ ଏମପିରେ ହେବ ଗାନ୍ଧୀ ଗୋଡସେ ଲଢେଇ

ଭୁବନେଶ୍ୱର: ସରଗରମ ହେଉଛି ମଧ୍ୟପ୍ରଦେଶ ରାଜନୀତି। ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଭିନ୍ନ ଭିନ୍ନ ସର୍ଭେ ରିପୋର୍ଟ ବି ଆସୁଛି। ବିଜେପି ନିଜର ରଣନୀତି ବଦଳାଇବା ସହ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ମାନଙ୍କୁ ନିର୍ବାଚନ ମଇଦାନକୁ ଓଲ୍ହାଉଛି। କିନ୍ତୁ ଟାଇମସ ନାଓ ନବଭାରତ ପକ୍ଷରୁ…

ବାଲେଶ୍ୱର ସଦରରେ ଏଥର ଜୀବନ ପ୍ରଦୀପ ଖେଳିବେ ଖେଳ !

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପୂର୍ବରୁ ରାଜ୍ୟରେ ଯେଉଁ କେତୋଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ହେଉଛି ସେଥିମଧ୍ୟରୁ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ୟତମ। ୨୦୧୯ ନିର୍ବାଚନରେ ଏହି ଆସନ ବିଜେପି ଦଖଲକୁ ଯାଇଥିଲା। ଲଗାତର ଦୁଇଥର ବିଜେଡି ଟିକେଟରୁ ଜିତିଥିବା ଜୀବନ…

୧୫୪ ଗାନ୍ଧୀଙ୍କ ଶୋଭାଯାତ୍ରା: ‘ବନ୍ଦେ ମାତରମ’ ନାରାରେ କମ୍ପିଲା ବଡଦାଣ୍ଡ

ପୁରୀ:ଗୋଟିଏ ବା ଦୁଇଟି ନୁହେଁ, ବାହାରିଲେ ୧୫୪ ଗାନ୍ଧୀ । ବଡଦାଣ୍ଡରେ ଜାତୀୟ ପତାକା ଓ ଝାଡୁ ଧରି ବାହାରିଲେ ୧୫୪ ଗାନ୍ଧୀ । ଗାନ୍ଧୀ ଜୟନ୍ତୀର ଦିନକ ପୂର୍ବରୁ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସହରର ବଡଦାଣ୍ଡରେ । ଗାନ୍ଧୀଜୀଙ୍କ ବାର୍ତ୍ତା ଏବଂ ଜନମାନସରେ ପହଞ୍ଚାଇ ଏକ ସଚେତନତା…

କାରାଗାର ଭିତରେ କଏଦୀଙ୍କ ଉନ୍ମତ୍ତ କାଣ୍ଡ: ଧାରୁଆ ଅସ୍ତ୍ରରେ କାଟିଦେଲେ ହାତ ଓ ଗୁପ୍ତାଙ୍ଗ

ଭଦ୍ରକ:  କାରାଗାର ଭିତରେ କଏଦୀଙ୍କ ଉନ୍ମତ୍ତ କାଣ୍ଡ ।  ଧାରୁଆ ଅସ୍ତ୍ରରେ ହାତ ଓ ଗୁପ୍ତାଙ୍ଗ କାଟି  ଦେଇଛନ୍ତି କଏଦୀ । ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବିଚାରଧିନ ବନ୍ଦୀ। ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ କୋହ୍ଲ ଅଞ୍ଚଳର ସୁଶାନ୍ତ ମାଝୀ   ସ୍ତ୍ରୀକୁ…

କୋର୍ଟ ନିର୍ଦ୍ଦେଶକୁ ଫୁ, ପୂରଣ ହେଉନି ଭିନ୍ନକ୍ଷମ କମିଶନ ପଦବୀ -ବିଜେପି

ଭୁବନେଶ୍ୱର:ଭିନ୍ନକ୍ଷମଙ୍କ ପାଇଁ ଅନ୍ଧ, ମୁକ, ବଧିର ପାଲଟି ଯାଇଛନ୍ତି ସରକାର ।  ଭିନ୍ନକ୍ଷମଙ୍କ ସାମାଜିକ, ଆର୍ଥିକ ସୁରକ୍ଷା ତଥା ସଶକ୍ତୀକରଣ ନିମନ୍ତେ ଗଠନ ହୋଇଥିଲା ଭିନ୍ନକ୍ଷମ କମିଶନ । ହେଲେ ଏହି କମିଶନ ପଦବୀ ୨୦୨୨ ମାର୍ଚ୍ଚ ମାସରୁ ଖାଲି ପଡିଲାଣି । ହେଲେ ପଦବୀ ପୂରଣ ପାଇଁ ସରକାର…

‘ମୋତେ ଛାଡନି, ଛାଡ଼ିଲେ ପସ୍ତେଇବ’-ରାହୁଲ ଓ ସୋନିଆଙ୍କୁ ଖୋଲା ଚାଲେଞ୍ଜ ଦେଲେ ଓବେସୀଙ୍କ ସାନଭାଇ

ନୂଆଦିଲ୍ଲୀ: ଏଆଇଏମଆଇଏମ ଏବଂ ଦଳର ମୁଖ୍ୟ ଅସଦୁଦ୍ଦିନ ଓବେସୀଙ୍କ ସାନ ଭାଇ ଅକବରୁଦ୍ଦିନ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ଅସଦୁଦ୍ଦିନ ଓବେସୀଙ୍କ ଦଳକୁ ବିଜେପି ସହ ଯୋଡିବା ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଅକବରୁଦ୍ଦିନ କହିଛନ୍ତି, ‘ ମୋତେ ଛାଡନି ।…