Latest Odisha News

BREAKING NEWS

Browsing Category

ଫିଚର

ସରଳା ଦେବୀଙ୍କଠାରୁ ପ୍ରମିଳା ମଲ୍ଲିକ: ୮୪ ବର୍ଷ ପରେ ବିଧାନସଭାକୁ ମିଳିଲା ଦ୍ୱିତୀୟ ବାଚସ୍ପତି

ଭୁବନେଶ୍ୱର: ୨୦୨୩, ସେପ୍ଟେମ୍ବର ୨୨ ତାରିଖ । ଓଡ଼ିଶା ଇତିହାସରେ ଏକ ବିଶେଷ ଦିନ  । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବିଧାନସଭାରେ ଜଣେ ମହିଳା କରିବେ ଅଧ୍ୟକ୍ଷତା । ଆଜି ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ପ୍ରମିଳା ମଲ୍ଲିକ । ଯେହେତୁ ଆଉ କେହି ନାମାଙ୍କନ ପତ୍ର ଦାଖଲ…

ଭିଜିଲାନ୍ସ ଜାଲରେ ପଞ୍ଚାୟତ ଜିଆରଏସ୍: ଆବାସ ଯୋଜନାରେ ଘର କରାଇଦେବାକୁ ନେଉଥିଲେ ୪ ହଜାର ଟଙ୍କା ଲାଞ୍ଚ

ଅନୁଗୁଳ : ଭିଜିଲାନ୍ସ ଜାଲରେ ପଞ୍ଚାୟତ GRS । ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ GRS ଯଦୁମଣି ମାଝୀ  ଭିଜିଲାନ୍ସ ହାତରେ ଧରା ପଡିଛନ୍ତି  । ଘର କରେଇଦେବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ…

ଭିନ୍ନଭିନ୍ନ ୩ଟି ସ୍ଥାନରେ ଦୁର୍ଘଟଣା; ଚାଲିଗଲା ୬ ଜୀବନ

ନବରଙ୍ଗପୁର/ଦେବଗଡ/ଭବାନୀପାଟଣା: ଥମୁନି ସଡ଼କ ଦୁର୍ଘଟଣା । ଗୋଟିଏ ଦିନରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ନବରଙ୍ଗପୁରର ଦୁଇଜଣ , କଳାହାଣ୍ଡିର ଦୁଇଜଣ  ଏବଂ ଦେବଗଡର ଦୁଇଜଣ ବ୍ୟକ୍ତି  ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ନବରଙ୍ଗପୁରରେ…

ବିଧାନସଭା ସମ୍ମୁଖରେ ପୋଲିସ-ମୋ ଦଳ ଧସ୍ତାଧସ୍ତି: ୫ଟି ସଚିବଙ୍କୁ ବିରୋଧ କରି ବିକ୍ଷାେଭ

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ଆରମ୍ଭ ହେଉ ହେଉ ଆରମ୍ଭ ହୋଇଯାଇଛି ବିକ୍ଷୋଭ, ଧାରଣା । ବିଧାନସଭା ସମ୍ମୁଖରେ ଆଜି ଗର୍ଜୁଛନ୍ତି ଜନତା । ମୋ ଦଳର କର୍ମୀ । ୫ଟି ସଚିବଙ୍କୁ ବିରୋଧ କରି ଚାଲିଛି ନାରାବାଜି । ସମସ୍ତଙ୍କ ମୁହଁରେ ଗୋଟିଏ କତା, ସଚିବ…

ପ୍ରଥମ ମହିଳା ବାଚସ୍ପତି ହେଲେ ପ୍ରମିଳା ମଲ୍ଲିକ: ବିଧିବଦ୍ଧ ଭାବେ ଘୋଷଣା କଲେ ଉପ-ବାଚସ୍ପତି

ଭୁବନେଶ୍ବର: ସାରା ଓଡିଶା ପାଇଁ ଆଜି ଏକ ଏୗତିହାସିକ ଦିନ । ଆଜି ଓଡିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି  । ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି  । ଉପବାଚସ୍ପତି ରଜନୀକାନ୍ତ ସିଂ ଏହା ଘୋଷଣା କରିଛନ୍ତି  । ଅନ୍ୟ କେହି ନାମାଙ୍କନ…

ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ପୁଣି ଟ୍ରାକରେ ଗଡିବ ବିଳାସପୂର୍ଣ୍ଣ ଟ୍ରେନ୍ ଡେକ୍କନ ଓଡିସି

ନୂଆଦିଲ୍ଲୀ: ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଟ୍ରାକରେ ଗଡିବାକୁ ଯାଉଛି ଡେକ୍କନ ଓଡିସି ଟ୍ରେନ୍  । ଏଥିରେ ଯାତ୍ରୀଙ୍କୁ ବାର ସହ ରେଷ୍ଟୁରାଣ୍ଟର ସମସ୍ତ ସୁବିଧା ମିଳିବ  । କୋଭିଡ୍ ମହାମାରୀ ଯୋଗୁଁ ଏହି ଟ୍ରେନ୍ ଅଟକି ଯାଇଥିଲା  । ଦୀର୍ଘ ୪ ବର୍ଷ ପରେ ଲହା ପୁଣି ଥରେ ଟ୍ରାକକୁ…

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ: ଆଗତ ହେବ ଅତିରିକ୍ତ ବଜେଟ୍

ଭୁବନେଶ୍ବର: ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ । ଏହି ଅଧିବେଶନ ବେଶ୍ ସରଗରମ ରହିବ ବୋଲି ଅନୁମାନ କରାଯାଉଛି  । ଏହା ଅକ୍ଟୋବର ୪ ତାରିଖ ଯାଏ ଚାଲିବାକୁ ଥିବାବେଳେ ଏଥିରେ ମୋଟ୍ ୮ଟି କାର୍ଯ୍ୟ ଦିବସ ରହିଛି  । ଆଜି ଅଧିବେଶନର ପ୍ରଥମ ଦିନରେ ନୂଆ ବାଚସ୍ପତି ନିର୍ବାଚନ ସହ ଦିବଙ୍ଗତ…

ମିଳିଲାନି ମହାପ୍ରୟାଣ ଗାଡି, ହସ୍ପିଟାଲରୁ ବାଇକରେ ଗଲା ଶବ

ବଲାଙ୍ଗୀର: 'ମହାପ୍ରୟାଣ' ଯୋଜନାରେ ଶବ ନେବାକୁ ମିଳିଲାନି ଗାଡି। ଶେଷରେ ବାଧ୍ୟ ହୋଇ ମୃତକଙ୍କ ପରିବାର ମୋଟର ସାଇକେଲରେ ଶବକୁ ନେଇଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଭୀମା ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ। ପ୍ରାଥମିକ ସୂଚନା ଅନୁଯାୟୀ, କୁଟେନପାଲିର…

ଯୁକ୍ତ ଦୁଇ ଓ ତିନି କଲେଜ କ୍ୟାମ୍ପସ ଅଲଗା ନିଷ୍ପତ୍ତି, ଛଅ ବର୍ଷ ହେବ କାଗଜ କଲମରେ ସୀମିତ

ଭୁବନେଶ୍ୱର: ରାଜ୍ୟ ସରକାର ୬ ବର୍ଷ ତଳେ ଶିକ୍ଷାନୁଷ୍ଠାନଗୁଡ଼ିକର ଉନ୍ନତ ପ୍ରଶାସନ ପାଇଁ ପ୍ଲସ୍ ଟୁ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ଓ ପ୍ଲସ୍ ଥ୍ରୀର ବିଭାଜନ ଘୋଷଣା କରିଥିଲେ ମଧ୍ୟ ଏବେ ଏହା କାଗଜ କଲମରେ ସୀମିତ ରହିଛି। କାରଣ ଏହି ନିର୍ଦ୍ଦେଶନାମା ସାରା ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ…

ବୈଶିଙ୍ଗା ଲ୍ୟାମ୍ପସରେ ଶସ୍ୟ ସଂରକ୍ଷଣ ପାଇଁ ସରକାରଙ୍କ ଗୁରୁତ୍ୱ

ବାରିପଦା: ରାଜ୍ୟ ସରକାର ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗାରେ ବୃହତ କ୍ଷେତ୍ର ବହୁମୁଖୀ ସମବାୟ ସମିତି (ଲାମ୍ପସ)କୁ ଚିହ୍ନଟ କରି ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନାରେ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି…