Latest Odisha News

BREAKING NEWS

Browsing Category

ଫିଚର

ଛେଳି ପାଇଁ ଟ୍ରେନ ଟିକେଟ କାଟି ଚର୍ଚ୍ଚାରେ ବୃଦ୍ଧା

ରାଂଚୀ: ଭାରତରେ ଟ୍ରେନ ଟିକେଟ ନ କାଟି ଯାତ୍ରା କରିବା କିଛି ବଡ କଥା ନୁହେଁ । ତେବେ ରାଂଚୀରେ ଏପରି ଏକ ଘଟଣା ଘଟିଛି, ଯାହାକି ସମସ୍ତଙ୍କୁ ଚକିତ କରିବା ସହ ବୃଦ୍ଧାଙ୍କ ସଚ୍ଚୋଟତାକୁ ପ୍ରଶଂସା କରାଯାଉଛି । ଘଟଣାଟି ଏହି ପରି....ରାଚୀରେ ଏକ ଚଳନ୍ତା ଟ୍ରେନରେ ଟିଟିଇ ଛେଳି ସହିତ ଛିଡା…

ବ୍ରିଜ ତଳୁ ରକ୍ତାକ୍ତ ମୃତଦେହ ଠାବ ଘଟଣା, ମିଳିଲା ମହିଳାଙ୍କ ପରିଚୟ

ବରଗଡ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କଲା ଭଟଲି ଥାନା ପୋଲିସ। ଭଟଲି ବ୍ଲକ ଅନ୍ତର୍ଗତ ଭଡିଗାଁ ଜିରା ନଦୀ ବ୍ରିଜ ତଳୁ ଆଜି ସକାଳ ଭୋର ସମୟରେ ଜଣେ ୪୫ ବର୍ଷୀୟା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକଙ୍କ ଭିଡ ଜମିଥିବା ବେଳେ…

ବ୍ୟାଟେରୀ ଇନ୍ଧନ ସଂରକ୍ଷଣ ପ୍ରଣାଳୀ ଯୋଜନାର ଶୁଭାରମ୍ଭ କଲେ ସରକାର

ନୂଆଦିଲ୍ଲୀ: ବ୍ୟାଟେରୀ ଇନ୍ଧନ ସଂରକ୍ଷଣ ପ୍ରଣାଳୀ (ବିଇଏସଏସ)ର ବିକାଶ ପାଇଁ ସାଧନଯୋଗ୍ୟ ଶୂନ୍ୟସ୍ଥାନ ପାଣ୍ଠି ନାମକ ଯୋଜନାକୁ ମିଳିଲା କ୍ୟାବିନେଟ୍ ଅନୁମୋଦନ ।  ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦେଶକୁ ସକ୍ରିୟ କରିବା ପାଇଁ ବିଇଏସ୍ଏସ୍ ଯୋଜନା ଶୁଭାରମ୍ଭ କଲେ ସରକାର । ଏହି ଯୋଜନା ଅଧୀନରେ…

ମ୍ୟାଚ ଫିକ୍ସିଂ ଅଭିଯୋଗରେ ଗିରଫ ହେଲେ ଶ୍ରୀଲଙ୍କା କ୍ରିକେଟର ସଚିତ୍ର ସେନାନାୟକ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବ ଅଫ ସ୍ପିନର ସଚିତ୍ର ସେନାନାୟକ ମ୍ୟାଚ ଫିକ୍ସିଂ ଅଭିଯୋଗରେ ଗିରଫ ହୋଇଛନ୍ତି । ଶ୍ରୀଲଙ୍କା ପ୍ରିମିୟର ଲିଗର ୨୦୨୦ ସଂସ୍କରଣରେ ସେ ଦୁଇ ଜଣ ଖେଳାଳିଙ୍କୁ ଫିକ୍ସିଂ କରିବା ପାଇଁ ରାଜି କରାଇଥିଲେ । ସେ ଲିଗରେ ଖେଳୁ ନ ଥିଲେ ମଧ୍ୟ ଦୁବାଇରେ ରହି ଉପରୋକ୍ତ ଖେଳାଳିଙ୍କ…

ଏଲପିଜି ପରେ କମିବ ପେଟ୍ରୋଲ, ଡିଜେଲ ଦର: ଜାଣନ୍ତୁ କେତେ କମିବ

ନୂଆଦିଲ୍ଲୀ: କମିବ ଡିଜେଲ ପେଟ୍ରୋଲ ଦର । ଏଲପିଜି ପରେ ଏବେ କମିବ ପେଟ୍ରୋଲ ଡିଜେଲ ଦର କମାଇ ପାରନ୍ତି ସରକାର ।  ଦରଦାମ ବୃ୍ଦ୍ଧି ନେଇ ଲୋକେ ଅତିଷ୍ଠ ହୋଇ ପଡିଥିବାବେଳେ ସରକାର ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦରଦାମ ହ୍ରାସ କରିବା ମୁଡରେ ଅଛନ୍ତି ଯାହା ଖାଉଟିଙ୍କୁ ଆଶ୍ୱସ୍ତ କରିବ ।…

ଜି ୨୦ ସମ୍ମିଳନୀରେ ନେତାଙ୍କୁ ମିଳିବ ଗୀତାଜ୍ଞାନ: ଏଆଇ ଦେବ ଉତ୍ତର

ନୂଆଦିଲ୍ଲୀ:ସେପ୍ଟେମ୍ବର ୯ ଏବଂ ୧୦ ତାରିଖ  ଦିଲ୍ଲୀରେ ଆୟୋଜିତ ହେଉଛି ଜି ୨୦ ଶିଖର ସମ୍ମିଳନୀ । ଯୋଗ ଦେବେ ଦେଶ ବିଦେଶର ବଡ ବଡ ହସ୍ତୀ । ଏହି ଅବସରରେ ୱାର୍ଲଡ ଲିଡରଙ୍କୁ ଦିଆଯିବ ଗୀତା ଜ୍ଞାନ । ଆଧ୍ୟାତ୍ମିକ ଜୀବନର ଦର୍ଶନ ଏବଂ ଏହି ରହସ୍ୟ ସହ ଜଡିତ ପ୍ରଶ୍ନ ଯଦି କେହି ପଚାରେ ତେବେ…

ଦଳିତ ବୋଲି ମହିଳାଙ୍କ ହାତ ରନ୍ଧା ଜଳଖିଆ ଖାଇଲେ ନାହିଁ ଛାତ୍ରଛାତ୍ରୀ !

ଚେନ୍ନାଇ: ଦେଶ ସ୍ୱାଧୀନ ହେବାକୁ ୭ ଦଶନ୍ଧି ପୂରଣ ହୋଇସାରିଛି। ହେଲେ ଦେଶରୁ ଜାତି ପ୍ରଥା ଭଳି କୁତ୍ସିତ ବ୍ୟବସ୍ଥା ଲୋପ ପାଇ ପାରିନାହିଁ। ସଦ୍ୟ ଏହାର ଉଦାହରଣ ତାମିଲନାଡୁରେ ଦେଖିବାକୁ ମିଳିଛି। ଅଭିଭାବକମାନେ ନିଜର ପିଲାଙ୍କୁ ଦଳିତ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଜଳଖିଆ ଖାଇବାକୁ ବାରଣ…

ପାକିସ୍ଥାନ-ଆଫଗାନିସ୍ଥାନ ମୁହାଁମୁହିଁ, ତୋରଖମ ନିକଟରେ ଗୁଳିଗୁଳା ବିନିମୟ; ବର୍ଡର ସିଲ

ଇସଲାମବାଦ:ପାକିସ୍ଥାନ ଏବଂ ଆଫଗାନିସ୍ଥାନ ମଧ୍ୟରେ ତୋରଖମ ସୀମାରେ  ଯୁଦ୍ଧ ପରିସ୍ଥିତି । ଦୁଇ ଦେଶ ମଧ୍ୟରେ ଗୁଳିଗୁଳା ବିନିମୟ ବି ଚାଲିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ତୋରଖମ ସୀମାକୁ ସିଲ କରି ଦିଆଯାଇଛି । ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀ…

ଭାଇ-ଭଉଣୀଙ୍କୁ ପ୍ରେମୀଯୁଗଳ ଭାବି ମାରିଲେ ନିସ୍ତୁକ ମାଡ଼

ଭୋପାଳ: ବେଳେବେଳେ ରାସ୍ତାରେ ଯାଉଥିବା ଯୁବକ ଯୁବତୀଙ୍କ ମଧ୍ୟରେ ଥିବା ସମ୍ପର୍କ ବୁଝିବା ଅତ୍ୟନ୍ତ କଷ୍ଟକର ହୋଇପଡେ। ଯେତେବେଳେ ବି ପୁଅ-ଝିଅ ରାସ୍ତାରେ ଚାଲନ୍ତି, ସେମାନଙ୍କ ବିଷୟରେ ସମସ୍ତଙ୍କର ସମାନ ଧାରଣା ନଥାଏ। ସମାଜ ବେଳେବେଳେ ସମ୍ପର୍କକୁ ନେଇ ସମାଲଚୋନା କରିବା ଆରମ୍ଭ କରେ। ଏହି…

ଜଟଣୀରୁ ନିର୍ବାଚନ ଲଢିବେ ସୁର ରାଉତରାୟଙ୍କ ପୁଅ ମନ୍ମଥ କିନ୍ତୁ କଂଗ୍ରେସ ଟିକେଟରେ ନୁହେଁ

ଭୁବନେଶ୍ୱର:ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଆଗାମୀ ନିର୍ବାଚନ ଲଢିବେ । କିନ୍ତୁ କଂଗ୍ରେସରୁ ନୁହେଁ । ପ୍ରାୟ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଧାୟକ ସୁର ରାଉତରାୟ ୭ ମାସ ପୂର୍ବରୁ  ରାଜନୀତିରୁ ସନ୍ୟାସ ନେବେ ବୋଲି ଘୋଷଣା କରିଥିଲେ । ଏଥିସହିତ ତାଙ୍କ ପୁଅ ୨୦୨୪…