Latest Odisha News

BREAKING NEWS

Browsing Category

ଫିଚର

ଖୁସି ଖବର: ସରକାର ବୃଦ୍ଧି କଲେ ସାମ୍ବାଦିକଙ୍କ ମାସିକ ପେନସନ

ଭୋପାଳ: ମଧ୍ୟପ୍ରଦେଶ ସାମ୍ବାଦିକଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ସାମ୍ବାଦିକଙ୍କ ମାସିକ ପେନସନ ପରିମାଣ ବୃଦ୍ଧି କରିଛନ୍ତି। ପୂର୍ବରୁ ୧୦ ହଜାର ଟଙ୍କା ଥିଲା, ଏବେ ଏହା ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟ ସ୍ତରୀୟ କମିଟି ରିପୋର୍ଟ ଆଧାରରେ ଏହା ଘୋଷଣା କରିଛନ୍ତି…

ମାଲକାନଗିରିରେ ବର୍ଷିଲେ ସାଂସଦ ଅପରାଜିତା: ‘ଯଦି ଭୁବନେଶ୍ୱରରେ ଜମି ହଡପ ହେଉଛି, ଏଠି କ’ଣ ହେଉଥିବ ?’

ଭୁବନେଶ୍ୱର: ସ୍ୱାଭିମାନ ଅଞ୍ଚଳରେ ଉଠାଇଲେ ଦୁ୍ର୍ନୀତି କଥା । କହଲେ ବିଜେଡି ସରକାରର ଭ୍ରଷ୍ଟାଚାରର କଥା । ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ । ପୁଣି ଧୃତରାଷ୍ଟ୍ର ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କଲେ  ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ ଆଜି ସକାଳୁ କୋରାପୁଟ ଗସ୍ତରେ…

ବିଶ୍ୱକର୍ମା ଜୟନ୍ତୀରେ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ବିଶ୍ୱକର୍ମା ଜୟନ୍ତୀ ଅବସରରେ 'ପିଏମ୍ ବିଶ୍ୱକର୍ମା' ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।  ପାରମ୍ପରିକ ଶିଳ୍ପରେ ନିୟୋଜିତ କାରିଗର ମାନଙ୍କୁ ସହାୟତା ପ୍ରଦାନ କରିବା ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ଏହି ଯୋଜନାର ମୂଳଲକ୍ଷ୍ୟ ।   'ପିଏମ୍ ବିଶ୍ୱକର୍ମା' ଯୋଜନା…

‘ଇଣ୍ଡିଆ’ ଉପରେ ବର୍ଷିଲେ ଅପରାଜିତା: କହିଲେ, ଗଣମାଧ୍ୟମ ଆଙ୍କରଙ୍କୁ ବୟକଟ କରିବା ଦୁର୍ଭାଗ୍ୟଜନକ

ଜୟପୁର: ‘ଇଣ୍ଡିଆ’ ମେଣ୍ଟ ହତାଶ ହୋଇପଡିଛି । କିଛି ଗଣ ମାଧ୍ୟମର ଆଙ୍କର ମାନଙ୍କୁ ବୟକଟ କରିବା ନିଷ୍ପତି ଦୁର୍ଭାଗ୍ୟ ଜନକ । ଏପରିୂ ନିଷ୍ପତ୍ତି ଅତ୍ୟନ୍ତ ନିନ୍ଦନୀୟ ଏବଂ ରାଷ୍ଟ୍ରପାଇଁ ବିପଦ ଜନକ । ଏମିତି କହି ସ୍ୱାଭିମାନ ଅଞ୍ଚଳରେ ଏନଡିଏ ବିରୋଧି ମହାମେଣ୍ଟ  ଇଣ୍ଡିଆ  ଉପରେ ବର୍ଷିଛନ୍ତି…

ମାନଚିତ୍ର ଦେଖାଇ ୟୁଏଇର ଉପ-ପ୍ରଧାନମନ୍ତ୍ରୀ କହିଲେ ‘ପାକ ଅଧିକୃତ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ’

ନୂଆଦିଲ୍ଲୀ:ପାକ ଅଧିକୃତ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଏହା ସ୍ୱୀକାର କରିଛି ପାକିସ୍ତାନର ପୂର୍ବତନ ସହଯୋଗୀ ଦେଶ ସଂଯୁକ୍ତ ଆରବ ଏମିରେଟ୍ସ । ୟୁଏଇର ଉପ-ପ୍ରଧାନମନ୍ତ୍ରୀ ସୈଫ ବିନ୍ ଜାଏଦ ଅଲ ନାହାନ ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡରର ଏକ ଭିଡିଓ ସେୟାର କରିଛନ୍ତି…

ରାମଚରିତ ମାନସକୁ ପଟାସିୟମ ସାଇନାଇଡ କହିଲେ ବିହାର ଶିକ୍ଷାମନ୍ତ୍ରୀ: ବିଜେପି-ଜେଡିୟୁ ବର୍ଷିଲେ

ପାଟନା: ଧର୍ମ ପରେ ଏବେ ଧର୍ମଗ୍ରନ୍ଥ । ରାଜନୈତିକ ଦାଓପେଞ୍ଚ ଭିତରକୁ ଟଣା ହେଲା ଧର୍ମଗ୍ରନ୍ଥ । ପ୍ରଥମେ ତାମିଲାନଡୁ ମନ୍ତ୍ରୀ ସନାତନ ଧର୍ମକୁ ଡେଙ୍ଗୁ, ମେଲେରିଆ, କୋଭିଡ କହି ଏହାର ମୂଳୋତ୍ପାଟନ କରିବାକୁ ଖୋଲା ଚାଲେଞ୍ଜ ଦେଇଥିଲେ । ଏବେ ବିହାରର ଶିକ୍ଷାମନ୍ତ୍ରୀ ରାମଚରିତ ମାନସକୁ…

ପ୍ରଥମଥର ପାଇଁ ୩ ମହିଳା ହେବେ ମନ୍ଦିର ପୂଜାରୀ, ସହକାରୀ ପୁରୋହିତ ଭାବେ ପାଇବେ ନିଯୁକ୍ତି

ଚେନ୍ନାଇ: ଦେଶର ପ୍ରଥମଥର ପାଇଁ ମହିଳାମାନେ ସହକାରୀ ପୁରୋହିତ ଭାବେ ନିଯୁକ୍ତ ହେବେ। ଏକ ଐତିହାସିକ ଘଟଣାକ୍ରମରେ ତାମିଲନାଡୁର ୩ ମହିଳା ମନ୍ଦିର ପୂଜାରୀ ହେବାକୁ ଯାଉଛନ୍ତି। ସେମାନେ ହେଲେ କ୍ରିଷ୍ଣାଭେନୀ, ଏସ୍‌ ରମ୍ୟା ଏବଂ ଏନ୍‌ ରଞ୍ଜିତା। ଏହି ତିନି ମହିଳା ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ…

ବର୍ଷା ଯୋଗୁ ନଦୀରେ ଫସିଗଲା ବସ: ଥିଲେ ୫୩ ଯାତ୍ରୀ

ହରିଦ୍ୱାର: ସାରା ଦେଶରେ ଲାଗି ରହିଛି ବର୍ଷାବିତ୍ପାତ । ପାହାଡ ଉପରେ ଲଗାତାର ବର୍ଷା ଯୋଗୁ ନଦୀମାନଙ୍କର ଜଳସ୍ତର ବଢିା ନଦୀ ଭିତରେ ଫସିଗଲା ଏକ ବସ । ବସରେ ୫୩ ଜଣ ଯାତ୍ରୀ ଥିବା ଜଣାଯାଇଛି  । ହରିଦ୍ୱାର-ବିଜନୌର ବର୍ଡରରେ ଭାରତ-ନେପାଳ ମୈତ୍ରୀ ବସ ଫସି ଯାଇଛି । ଖବର ପାଇ ସ୍ଥାନୀୟ…

ବେଆଇନ ବନ୍ଧୁକ କାରବାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବାଇଡେନଙ୍କ ପୁଅ: ହୋଇପାରେ ୨୫ ବର୍ଷ ଜେଲ

ନ୍ୟୁୟର୍କ:ପୁଅକୁ ନେଇ ଫସିଯିବେ କି ରାଷ୍ଟ୍ରପତି ଜୋ ବାଇଡେନ ? ବଢିବାରେ ଲାଗିଛି ବାଇଡେନଙ୍କ ସମସ୍ୟା । ବାଇଡେନଙ୍କ ପୁଅ ହଣ୍ଟର ବାଇଡେନକୁ ନେଇ ଏବେ ଅଡ଼ୁଆରେ ପଡିଛନ୍ତି ବାଇଡେନ । ଜଣେ ଗନ ଡିଲରଙ୍କୁ ଧୋକା ଦେଇ ଗନ ବିକିବା ପାଇଁ ବାଧ୍ୟ କରିବା ଅପରାଧରେ ପୁଅ ହଣ୍ଟରଙ୍କ ବିରୋଧରେ ମାମଲା…

ଯବାନ ପୋଷାକରେ ଶେଷ ବିଦାୟ ଦେଲା କୁନିପୁଅ, କହିଲା ‘ବାପା..ତୁମ ବାହାଦୁରୀକୁ ସଲାମ…’

ନୂଆଦିଲ୍ଲୀ: ବୀର ଯବାନ ଅମର ରହେ…ଭାରତ ମାତା କି ଜୟ ଧ୍ୱନିରେ କମ୍ପୁଥିଲା ଗଗନ ପବନ । ପରିବାର ଆଉ ଆତ୍ମୀୟ ସ୍ୱଜନଙ୍କ କାନ୍ଦରେ ଥରି ଯାଉଥିଲା ହୃଦୟ । ଏ ଭିଡ ଭିତରେ କୁନି ପୁଅ ଦେଖୁଥିଲା ବାପାଙ୍କୁ  । ଭାବୁଥିଲା ବାପା ତାର କେଡେ ସାହାସୀ । କୁନି କୁନି ହାତରେ ସେନା ପୋଷାକ ପିନ୍ଧି…