Latest Odisha News

BREAKING NEWS

Browsing Category

ଫିଚର

‘କୁଚକ୍ରୀ ଗୋଷ୍ଠୀ’ଙ୍କ ଉପରେ ବର୍ଷିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ୱର: ଫାଇବ-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ବିରୋଧୀ ଦଳ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। କିଏ ସରକାରଙ୍କୁ ଟାର୍ଟେଗ କରୁଛି ତ କିଏ ପାଣ୍ଡିଆନଙ୍କ ରାଜ୍ୟ ଭ୍ରମଣ ନେଇ ପ୍ରଶ୍ନ ଉଠାଉଛି। ନିକଟରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ନାଁ ନେଇ ବିଜେପି ସିଧାସଳଖ…

ଉପ-ନିର୍ବାଚନ ପୂର୍ବରୁ ଟିଏମସିକୁ ଝଟକା, ଦଳ ଛାଡି ବିଜେପିରେ ଯୋଗ ଦେଲେ ପୂର୍ବତନ ବିଧାୟକ

କୋଲକାତା: ପଶ୍ଚିମବଙ୍ଗର ଧୁପଗୁରୀ ଆସନରେ ଉପ-ନିର୍ବାଚନ ପୂର୍ବରୁ ଟିଏମସିକୁ ଲାଗିଲା ଶକ୍ତ ଝଟକା। ଉପ-ନିର୍ବାଚନର ଦୁଇ ଦିନ ପୂର୍ବରୁ ପୂର୍ବତନ ବିଧାୟକ ମିତାଲି ରାୟ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ମିତାଲି ରାୟ ୨୦୧୬ରେ ଟିଏମସି ଟିକେଟରେ ଧୁପଗୁରୀ ଆସନରୁ ଜିତିଥିଲେ। ତେବେ ୨୦୨୧…

ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ଶ୍ରେଷ୍ଠ ୩ଟି ଅର୍ଥ ବ୍ୟବସ୍ଥାରେ ସାମିଲ ହେବ: ମୋଦୀ

ନୂଆଦିଲ୍ଲୀ: କଶ୍ମୀର ଏବଂ ଅରୁଣାଚଳ ପ୍ରଦେଶରେ ଜି-୨୦ ବୈଠକ ଆୟୋଜିତ ହେବା ନେଇ ପାକିସ୍ତାନ ଏବଂ ଚୀନ୍‌ର ଆପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟାଖ୍ୟାନ କରିଛନ୍ତି। ମେଦୀ କହିଛନ୍ତି, ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ବୈଠକ ଆୟୋଜିତ କରିବା ସ୍ୱାଭାବିକ ଏବଂ ଏହା ଆମର ଅଧିକାର।…

ସୋନିଆ ଗାନ୍ଧୀ ମେଡିକାଲରେ ଭର୍ତ୍ତି, ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ଡାକ୍ତରଙ୍କ ସୂଚନା

ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍ ଖରାପ ହୋଇଯାଇଛି। ସାମାନ୍ୟ ଜ୍ୱର ଲାଗି ରହିଥିବାରୁ ତାଙ୍କୁ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସାରେ ଅଛନ୍ତି ଏବଂ ସେ ଡାକ୍ତରଙ୍କ…

ରାଜରାସ୍ତାରେ ଅଳିଆ ପକାଇ ରାସ୍ତାରୋକ କଲେ ହକି ଖେଳାଳି

ଢେଙ୍କାନାଳ: ସ୍ୱାୟତ୍ତ ଶାସନ ଦିବସ ଅବସରରେ ଢେଙ୍କାନାଳର ମିନିଷ୍ଟାଡିୟମ ଠାରେ ଆୟୋଜିତ ହୋଇଥିଲା ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମ l କାର୍ଯ୍ୟକ୍ରମ ସାରିବା ପରେ ଉପସ୍ଥିତ ଥିବା ସମସ୍ତ ଅତିଥିମାନଙ୍କ ଆରମ୍ଭ ହୋଇଥିଲା ନାଚ ଗୀତ ସହ ମଦ ପିଆ l ମାଳ ମାଳ ଅଳିଆ ଓ ମଦ ବୋତଲ ପକାଇ ଷ୍ଟାଡିୟମ…

ଓଡିଶାର ‘କପଡାଗୁନ୍ଦା’ ଶାଲ ଓ ‘ଇଡିତାଲ୍‌’ ଚିତ୍ରକୁ ମିଳିବ ଜିଆଇ ଟ୍ୟାଗ

ରାୟଗଡା : ଓଡିଶାର ସ୍ୱତନ୍ତ୍ର ସାତୋଟି ଉତ୍ପାଦ ସାମଗ୍ରୀକୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ପାଇଁ  ନିଆଯାଇଥିବା ପଦକ୍ଷେପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାୟଗଡା ଜିଲ୍ଲାର ଡଙ୍ଗରିଆ କନ୍ଧଙ୍କ ବାନ୍ଧ କଳା ‘କପଡାଗୁନ୍ଦା ’ ଶାଲ ଓ ଗୁଣପୁରର ଲାଂଜିଆ ସଉରାଙ୍କ କାନ୍ଥ ଚିତ୍ର ‘ଇଡିତାଲ୍‌’ କୁ…

ଜିମ୍ବାୱେର ପୂର୍ବତନ ମହାନ କ୍ରିକେଟର ହୀଥ ଷ୍ଟ୍ରିକଙ୍କ ପରଲୋକ

ହରାରେ: ଜିମ୍ବାୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହୀଥ ଷ୍ଟ୍ରିକଙ୍କ ୪୯ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ପତ୍ନୀ ନାଡିନେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସପ୍ତାହ ତଳେ ଷ୍ଟ୍ରିକଙ୍କ ପରଲୋକ ନେଇ ଗୁଜବ ସୃଷ୍ଟି ହୋଇଥିଲା । ସାଥୀ ଖେଳାଳି ହେନେରୀ ଓଲଙ୍ଗାଙ୍କ ଟୁଇଟ…

ପୁରୁଷଙ୍କ ତୁଳନାରେ ମହିଳା ସର୍ଜନଙ୍କ ପ୍ରଦର୍ଶନ ଭଲ: ଷ୍ଟଡି

ନୂଆଦିଲ୍ଲୀ:ମେଡିକାଲ ଫିଲ୍ଡରେ ମହିଳା ସର୍ଜନଙ୍କ ସଂଖ୍ୟା ପୁରୁଷ ତୁଳନାରେ କମ ରହିଛି । ତେବେ ନିକଟରେ କରାଯାଇଥିବା ଏକ ଷ୍ଟଡି ମହିଳା ସର୍ଜନଙ୍କ ପ୍ରଦର୍ଶନ ଓ ସଫଳତା ହାର ପୁରୁଷଙ୍କ ତୁଳନାରେ ଭଲ ରହିଛି । ଆମେରିକା ଓ ସ୍ୱୀଡେନରେ କରାଯାଇଥିବା ଷ୍ଟଡିରେ ଏହି ତଥ୍ୟ ସମ୍ମୁଖକୁ ଆସିଛି ।…

କରୀନାଙ୍କୁ କହୋ ନା ପ୍ୟାର ହେରୁ ବାହାର କରାଯାଇଥିଲା:ଅମୀଷା

ମୁମ୍ବାଇ: ଗଦର ୨ର ନାୟିକା ଅମୀଷା ପଟେଲ ରବିବାର କରୀନା କାପୁରଙ୍କୁ ନେଇ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, କହୋ ନା ପ୍ୟାର ହେ ଫିଲ୍ମ କରୀନା କାପୁର ନିଜେ ଛାଡି ନ ଥିଲେ । ତାଙ୍କୁ ରାକେଶ ରୋଶନ ବାହାର କରିଥିଲେ ବୋଲି ଅମୀଷା କହିଛନ୍ତି । ୨୦୦୦ରେ ଆସିଥିବା ଏହି ଫିଲ୍ମ…

ଆକାଶରୁ ଖସିଲା ମୃତ୍ୟୁ: ରାଜ୍ୟର ୬ଟି ଜିଲ୍ଲାରେ ବଜ୍ରପାତରେ ଚାଲିଗଲା ୧୦ ଜଣଙ୍କ ଜୀବନ

ଭୁବନେଶ୍ଵର: ବର୍ଷା ହେଲା ମାତ୍ରେ ଲୋକଙ୍କୁ ଘାରୁଛି ବଜ୍ରାଘାତର ଭୟ । ଗତ କିଛିଦିନ ମଧ୍ୟରେ ବଜ୍ରାଘାତରେ ରାଜ୍ୟର ଅନେକ ଲୋକଙ୍କ ଜୀବନ ଗଲାଣି । ତେବେ ଗତକାଲି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଖୋର୍ଦ୍ଧା…