Latest Odisha News

BREAKING NEWS

Browsing Category

ଫିଚର

ପାକିସ୍ତାନକୁ ହରାଇ ଭାରତ ହେଲା ହକି ୫ଏସ ଏସିଆ କପ ବିଜେତା

ନୂଆଦିଲ୍ଲୀ: ଭାରତୀୟ ହକି ଟିମ ଫାଇନାଲରେ ପାକିସ୍ତାନକୁ ହରାଇ ହକି ୫ଏସ ଏସିଆ କପ ବିଜେତା ସାଜିଛି । ଶନିବାର ଖେଳା ଯାଇଥିବା ଫାଇନାଲରେ ଉଭୟ ଟିମ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଟିମ ୪ଟି ଲେଖାଁଏ ଗୋଲ ସ୍କୋର କରିଥିଲେ । ପେନାଲ୍ଟି…

ପକ୍ଷୀଙ୍କ ସହ ମିଶିବାକୁ ବୈଜ୍ଞାନିକଙ୍କ ନୂଆ ପ୍ରୟାସ : ବର୍ଷେ ହେଲାଣି ପକ୍ଷୀ ମୁଖା ପିନ୍ଧି ଜଙ୍ଗଲରେ

ଜାପାନ: ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜର ଲକ୍ଷ୍ୟ ହାସଲ କରିବାକୁ ସବୁକିଛି କରିବାକୁ ପ୍ରସ୍ତୁତ । ନିକଟରେ ଜାପାନର ଏମିତି ଜଣେ ବୈଜ୍ଞାନିକ ନିଜ ଲକ୍ଷ୍ୟ ହାସଲ କରିବାକୁ ଏପରି କିଛି କରିଛନ୍ତି, ଯେଉଁଥିପାଇଁ ସେ ଏବେ ଖୁବ୍ ଚର୍ଚ୍ଚାରେ । ସେ ମାସେ କି ଛଅ ମାସ ନୁହେଁ ଦୀର୍ଘ ଏକ…

ଈଶାନ, ହାର୍ଦ୍ଦିକ ଭାରତର ସମ୍ମାନ ରଖିଲେ, ପାକିସ୍ତାନ ସମ୍ମୁଖରେ ୨୬୭ ରନର ଟାର୍ଗେଟ

କାଣ୍ଡି: ଚଳିତ ଏସିଆ କପ କ୍ରିକେଟରେ ଭାରତ ୨୬୭ ରନର ଟାର୍ଗେଟ ପାକିସ୍ତାନ ସମ୍ମୁଖରେ ରଖିଛି । ଈଶାନ କିଶାନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ଅର୍ଦ୍ଧଶତକ ଯୋଗୁ ପ୍ରଥମେ ବ୍ୟାଟିଂ କରି ଭାରତ ୪୮.୫ ଓଭରାର ୨୬୬ ରନ କରିବାକୁ ସକ୍ଷମ ହୋଇଥିଲା । ଏହି ମ୍ୟାଚରେ ପୁନର୍ବାର ଶାହୀନ ଆଫ୍ରିଦି…

ଛତିଶଗଡରେ ରାହୁଲ ଶାହା ଲଢେଇ

ଭୁବନେଶ୍ୱର: ଛତିଶଗଡ଼ରେ ଦୁଇ ଜାତୀୟ ଦଳର ପ୍ରମୁଖ ନେତାଙ୍କ ମଧ୍ୟରେ ଲଢେ଼ଇ। ଆଗକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୋଟିଏ ଦିନରେ ଉଭୟ ନେତା ବିଶାଳ ସମାବେଶକୁ ଉଦବୋଧନ…

‘ଏବେ ୱାନ ନେସନ ୱାନ ଇଲେକ୍ସନ, ଆଗକୁ ୱାନ ନେସନ ୱାନ ପାର୍ଟି’

ଭୁବନେଶ୍ୱର: ସଂସଦର ସ୍ୱତନ୍ତ୍ର ଅଧିବେଶନ ଓ ୱାନ ନେସନ ୱାନ ଇଲେକ୍ସନ ପ୍ରସଙ୍ଗ ଏବେ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ରାଜନୈତିକ ଦଳର ନେତାମାନେ ଏହାକୁ ନେଇ ନାନା ପ୍ରକାର ତର୍ଜମା କରୁଥିବା ଦେଖିବାକୁ ମିଳିଛି। ସେପଟେ ବିରୋଧୀ ଦଳର ନେତାମାନେ ଏ…

୨୦୮୦ ସୁଦ୍ଧା ଭାରତର ଭୂତଳ ଜଳର ପରିମାଣ ୩ଗୁଣା କମିଯିବ : ଷ୍ଟଡି

ନୂଆଦିଲ୍ଲୀ: ଆଗକୁ ଭାରତ ପାଇଁ ଭୂତଳ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିବାକୁ ଯାଉଛି ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ୨୦୮୦ ସୁଦ୍ଧା ଏହାର ମାତ୍ରା ୩ଗୁଣା କମିଯିବ । ଯାହା ଦେଶର ଖାଦ୍ୟ ଓ ଜଳ ସୁରକ୍ଷା ପାଇଁ ବଡ ସମସ୍ୟା ସୃଷ୍ଟି କରିବ । ଆମେରିକାର ମିଶିଗନ ବିଶ୍ୱବିଦ୍ୟାଳୟ…

ଏଥର ବାଙ୍କୀରେ ପୁଣିଥରେ ଦେବୀ!

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀମାନେ ନିର୍ବାଚନ ମଣ୍ଡଳୀରେ ରାଜନୈତିକ କାର୍ଯ୍ୟକ୍ରମକୁ ଜୋରଦାର କଲେଣି। ବିଭିନ୍ନ ଦଳର ବହୁ ଆଶାୟୀ ଥିଲେ ମଧ୍ୟ ପ୍ରମୁଖ ପ୍ରାର୍ଥୀମାନେ ଟିକେଟ ପାଇବା ସମ୍ଭାବନା ଅଧିକ। ସେଥିପାଇଁ ସେମାନେ ବିଭିନ୍ନ ମାଧ୍ୟମରେ ମାହୋଲ ତିଆରି…

ଚଳନ୍ତି ବଗିଚା: ଅଟୋରେ ପରିବେଶର ବାର୍ତ୍ତା ନେଇ ଲୋକଙ୍କୁ ସଚେତନ କରୁଛନ୍ତି ଚାଳକ

ଚେନ୍ନାଇ: ଦିନକୁ ଦିନ ଲୋକସଂଖ୍ୟା ବଢିବା ସହ ଯାନବାହନର ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହାର ସିଧାସଳଖ ପ୍ରଭାବ ପରିବେଶ ଉପରେ ପଡ଼ୁଛି । ଫଳରେ ଅହେତୁକ ଭାବେ ବୃଦ୍ଧି ପାଉଛି ଦିନର ତାପମାତ୍ରା । ପରିବେଶ ଅନୁସାରେ ଋତୁର ନାମକରଣ କରାଯାଇଥିବା ବେଳେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି ।…

୯ ବର୍ଷର ଶିଶୁକୁ ହେଇଛି ଅଦ୍ଭୁତ ରୋଗ: ଯନ୍ତ୍ରଣା, ଥଣ୍ଡା, ଗରମ କିଛି ଅନୂଭୂତ ହେଉ ନାହିଁ

ଆଗ୍ରା: ୯ ବର୍ଷର ଏକ ଶିଶୁକୁ ହେଉଛି ଅଦ୍ଭୁତ ରୋଗ । ଏହାର ଲକ୍ଷଣ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇ ପଡିଛନ୍ତି । ଶରୀରରେ ଯଦି କୌଣସି ଆଘାତ ହେଉଛି ଏହି ଶିଶୁକୁ କୌଣସି ପ୍ରକାର ଯନ୍ତ୍ରଣା ଅନୁଭବ ହେଉ ନାହିଁ । ସେହିପରି ସେ ଥଣ୍ଡା କିମ୍ବା ଗରମ କଣ ଜାଣିପାରୁ ନାହିଁ । ଏମଆରଆଇ…