Latest Odisha News

BREAKING NEWS

Browsing Category

ଫିଚର

ମଲାୟଲମ ଅଭିନେତ୍ରୀ ଅପର୍ଣ୍ଣା ନାୟରଙ୍କ ଆତ୍ମହତ୍ୟା: ପାରିବାରିକ ସମସ୍ୟା ଯୋଗୁ ନେଲେ ଚରମ ନିଷ୍ପତି

ନୂଆଦିଲ୍ଲୀ: ସିନେ ଜଗତରେ ଘଟିଯାଇଛି ପୁଣି ଏକ ଦୁଃଖଦ ଘଟଣା । ମଲାୟଲମ ସିନେ ଅଭିନେତ୍ରୀ ଅପର୍ଣ୍ଣା ନାୟର ଆତ୍ମହତ୍ୟା କରିଛନ୍ତି । ସେ କର୍ମନାସ୍ଥିତ ତାଙ୍କ ନଜ ଘରେ ବେକରେ ରଶୀ ଲଗାଇ ଝୁଲି ପଡିଛନ୍ତି । ଗତକାଲି ବିଳମ୍ବିତ ରାତିରେ ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଆଜି ସକାଳୁ ତାଙ୍କ…

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କମିଟି

ନୂଆଦିଲ୍ଲୀ: ଦେଶରେ ଗୋଟିଏ ନିର୍ବାଚନ କରିବାକୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । କେନ୍ଦ୍ରରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଏକ ସମିତି ଗଠନ କରାଯାଇଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ସମିତି ଗଠନ କରାଯାଇଛି। ଏହି…

ଜେଲର ମେକର୍ସ ରଜନୀକାନ୍ତଙ୍କୁ ଦେଲେ ୧୦୦ କୋଟିର ଚେକ୍‌

ମାଡ୍ରାସ: ରଜନୀକାନ୍ତ ଅଭିନୀତ ଜେଲର ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ଫିଲ୍ମ ଭାରତରେ କେବଳ ୪୦୦ କୋଟି ଆୟ କରି ସାରିଛି । ଫିଲ୍ମର ପ୍ରଡ୍ୟୁସର କଳାନିଧି ଭାରତ ରଜନୀକାନ୍ତଙ୍କୁ ଭେଟି ପ୍ରଫିଟ ଶେୟାରିଂ ଚେକ ପ୍ରଦାନ କରିଛନ୍ତି । ରିପୋର୍ଟ ମୁତାବକ ମେକର୍ସଙ୍କୁ ଏ ପର୍ଯ୍ୟନ୍ତ ୨୧୦…

ବିଜେଡିରୁ ବିଦା ହେଲେ ଜିଲ୍ଲା ପରିଷଦ ସଭ୍ୟ ବିପିନ ପ୍ରଧାନ

ବ୍ରହ୍ମପୁର:  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଜିଲ୍ଲା ପରିଷଦ ସଭ୍ୟ ବିପିନ ଚନ୍ଦ୍ର ପ୍ରଧାନଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଦଳୀୟ ବିଶୃଙ୍ଖଳା ସୃଷ୍ଟି କରୁଥିବା  ତଥା ଦଳ ବିରୋଧୀ କାମ କରୁଥିବା ଅଭିଯୋରେ ତାଙ୍କୁ ବହିଷ୍କାର କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ…

କେନ୍ଦ୍ରମନ୍ତ୍ରୀଙ୍କ ଘରେ ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: କେନ୍ଦ୍ର ରାଜ୍ୟ ମନ୍ତ୍ରୀ ତଥା ଉତ୍ତରପ୍ରଦେଶ ମୋହନଲାଲ  ଗଞ୍ଜ ଆସନର ସାସଂଦ କୌଶଲ କିଶୋରଙ୍କ ଲକ୍ଷ୍ନୌସ୍ଥିତ ଘରେ ଯୁବକଙ୍କୁ ହତ୍ୟା । ମୃତ ଯୁବକଙ୍କ ନାମ ବିନୟ ଶ୍ରୀବାସ୍ତବ ଓ ବୟସ ୩୦ ବର୍ଷ  । ବିନୟ ଜଣେ ବିଜେପି କର୍ମୀ ଏବଂ କୌଶଲ କିଶୋରଙ୍କ ପୁଅ ବିକାଶଙ୍କର ବନ୍ଧୁ  ।…

ମାଣ୍ଡିଆ ଦୂର କରେ ଅନେକ ସମସ୍ୟା, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ଏବେ ଖୁବ୍ ଚର୍ଚ୍ଚାରେ ମିଲେଟ ଜାତୀୟ ଖାଦ୍ୟ, ଯେଉଁଥିରେ ମାଣ୍ଡିଆ, ଯଅ, ବାଜରା ଆଦି ବିଭିନ୍ନ ଫସଲ ଅନ୍ତର୍ଭୂକ୍ତ । ମିଲେଟରେ ଅଧିକ ପରିମାଣର ପୋଷକ ତତ୍ତ୍ଵ ରହିଥାଏ ତେଣୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହୀତକାରକ ଅଟେ । ମିଲେଟରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥକୁ ଆମର ପ୍ରତିଦିନର…

ଘରୋଇ ସିଲିଣ୍ଡର ପରେ ଏବେ କମିଲା କମର୍ସିଆଲ ସିଲିଣ୍ଡର ଦର

ନୂଆଦିଲ୍ଲୀ: ଘରୋଇ ଗ୍ୟାସ ସିଲିଣ୍ଡର ଦାମ ହ୍ରାସ ପରେ ଏବେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ପାଳି । ତଳମୁହାଁ ହୋଇଛି କମର୍ସିଆଲ ଗ୍ୟାସ ସିଲିଣ୍ଡର । ୧୯କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୧୫୮ ଟଙ୍କା ହ୍ରାସ ପାଇଛି । ଦର ହ୍ରାସ ପାଇବା ପରେ ୧୯ କିଲୋ ବାଣିଜ୍ୟିକ ସିଲିଣ୍ଡର ଦାମ ୧୫୨୨…

୪ ଲକ୍ଷ ଟଙ୍କା ବିନିମୟରେ ମେଟ୍ରୋ ଷ୍ଟେସନ କାନ୍ଥରେ ଲେଖିଲେ ଦେଶ ବିରୋଧୀ ସ୍ଲୋଗାନ

ନୂଆଦିଲ୍ଲୀ: ଦିଲ୍ଲୀରେ ଆସନ୍ତା ମାସ ୯ ଓ ୧୦ ତାରିଖ ଦୁଇଦିନ ଧରି ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମୟରେ ବେଆଇନ ଘୋଷିତ ଶିଖ୍‌ ସଂଗଠନର ପ୍ରତିନିଧିମାନେ ଦିଲ୍ଲୀ ମେଟ୍ରୋ ଷ୍ଟେସନର କାନ୍ଥରେ ନିନ୍ଦନୀୟ ବାର୍ତ୍ତା ଲେଖିଥିବା ଘଟଣା ସାମ୍ନାକୁ ଆସିଛି। ଅନେକ ମେଟ୍ରୋ…

ଛତିଶଗଡ଼ ଗସ୍ତରେ ଦ୍ରୌପଦୀ ମୁର୍ମୁ, ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଲେ ରାଷ୍ଟ୍ରପତି

ରାୟପୁର: ଦୁଇ ଦିନିଆ ଛତିଶଗଡ଼ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗସ୍ତ ଅବସରରେ ରାଷ୍ଟ୍ରପତି ଆଜି ସକାଳୁ ରାୟପୁର ଗାୟତ୍ରୀ ନଗରସ୍ଥିତ ଜଗନ୍ନାଥ ମନ୍ଦିରକୁ ଭ୍ରମଣରେ ଯାଇ ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବା ସହ ମହାପ୍ରଭୁଙ୍କର ଆଶୀର୍ବାଦ ନେଇଛନ୍ତି। ସାଥିରେ ତାଙ୍କର…

ଆମ୍ ଆଦ୍‌ମୀ ପାର୍ଟିର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କଟକ: ଆଜି କଟକ ସ୍ଥିତ ଟାଉନ୍ ହଲଠାରେ ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶାର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ୨୦୨୪ ସାଧାରଣ ନିର୍ବାଚନକୁ ନଜର କରି ଆମ୍ ଆଦ୍‌ମୀ ପାର୍ଟି ନିଜର ରଣନୀତି ଆରମ୍ଭ କରିଛି। ଉଭୟ ଅଫ୍ ଲାଇନ୍ ଏବଂ ଅନଲାଇନ୍ ମାଧ୍ୟମରେ କିପରି ଅଧିକରୁ ଅଧିକ ଲୋକଙ୍କୁ…