Latest Odisha News

BREAKING NEWS

Browsing Category

ଫିଚର

କଂଗ୍ରେସର ନୂତନ କାର୍ଯ୍ୟକାରୀ କମିଟି ଘୋଷଣା, ୩୯ ଜଣ ସଦସ୍ୟ ସାମିଲ

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ନୂତନ ଦଳ ପ୍ରସ୍ତୁତ କରିଛି। କଂଗ୍ରେସର ନୂତନ କାର୍ଯ୍ୟକାରୀ କମିଟିର ତାଲିକା ପ୍ରକାଶ ପାଇଛି ଯେଉଁଥିରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ…

ଚିନ୍ତା ବଢାଇଲା କରୋନା; ଭୂତାଣୁର ନୂଆ ଭାରିଆଣ୍ଟ ଚିହ୍ନଟ, ସଂକ୍ରମଣ ବଢିଲେ କାମ ଦେବନି ଟିକା

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲା କରୋନା। ବୈଜ୍ଞାନିକମାନେ କରୋନା ଭୂତାଣୁର ଏକ ନୂଆ ଭାରିଆଣ୍ଟ ଚିହ୍ନଟ କରିଛନ୍ତି। ଏହି ଭାରିଆଣ୍ଟର ନାମ ବିଏ.୨.୮୬। ଏହି ଭାରିଆଣ୍ଟକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଜୁଲାଇ ଶେଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାରୋଟି ଭିନ୍ନ…

ଦ୍ୱିତୀୟ ଗରିବ ଜିଲ୍ଲା ରାୟଗଡ଼ା: ନିତି ଆୟୋଗ ରିପୋର୍ଟ

ରାୟଗଡା: ଏଠି ସରକାରଙ୍କ ଯୋଜାନରେ ମେଣ୍ଟୁନି ପେଟର ଭୋକ, ରାୟଗଡା ଭଳି ମାଳଭୂଇଁରୁ ଶୁଣାଯାଉଛି ହା-ଅର୍ଣ୍ଣର ଚିତ୍କାର । ଦାରିଦ୍ର ଦୂର କରିବା ପାଇଁ ଯୋଜାନାର ଅଭାବ ନାହିଁ  ତଥାପି ଜିଲ୍ଲାରେ  ଦାରିଦ୍ର‌୍ୟର ହାର ୩୪.୦୩ ପ୍ରତିଶତ ବୋଲି ଚଳିତ ବର୍ଷର  ନିତି ଆୟୋଗର ରିପୋର୍ଟ ସ୍ପଷ୍ଟ କରିଛି ।…

ପରିଚୟ ହଜାଉଛି ପାହାଡ଼ି ସିତାଫଳ, ଉଚିତ ମୂଲ୍ୟ ପାଉନଥିବାରୁ ହତାଶ ହେଉଛନ୍ତି ଆଦିବାସୀ

ରାୟଗଡା: ବଡ ବଡ ସହରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ରାୟଗଡାର ପାହାଡି ସୀତାଫଳ । କଲିକତା, ବିଶାଖାପାଟଣା, ବେଙ୍ଗାଲୁରୁ ଓ ଚେନ୍ନାଇ ଭଳି ବଡ ବଡ ସହରରେ ଏହି ସୁସ୍ବାଦ ଫଳରୁ ଖୁବ୍ ଚାହିଦା ରହିଛି । ପ୍ରତିବର୍ଷ ଏହିଠାରୁ କ୍ବିଣ୍ଟାର କ୍ବିଣ୍ଟାଲ ସୀତାଫଳ ରାଜ୍ୟ ତଥା ରାଜ୍ୟ ବାହାରକୁ…

ଆସନ୍ତୁ ଜାଣିବା ସାମନ୍ଥାଙ୍କ ନୂଆ ଆଗ୍ରହ ସମ୍ପର୍କରେ

ମୁମ୍ବାଇ: ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂଙ୍କ ଖୁସୀ ରିଲିଜ ହେବାକୁ ଯାଉଛି । ଏଥିରେ ବିଜୟ ଦେବରକୋଣ୍ଡାଙ୍କ ସହ ସେ ଅଭିନୟ କରୁଛନ୍ତି । ଫିଲ୍ମର ଟ୍ରେଲରକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । ସାମନ୍ଥା ଏବେ କିଛି ଦିନ ପାଇଁ ଫିଲ୍ମ ଶୁଟିଂରୁ ବ୍ରେକ ନେଇଛନ୍ତି । ସେ…

ଅଖିଳେଶ ଯାଦବଙ୍କୁ ଭେଟିଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ

ଲକ୍ଷ୍ନୌ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ସେ ଶନିବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ରବିବାର ସକାଳେ ଅଭିନେତା ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କୁ ତାଙ୍କ ବାସଭବନସ୍ଥିତ ସାକ୍ଷାତ…

ଭୋପାଳରେ ଗୃହମନ୍ତ୍ରୀ ଅମିତ ଶାହ, ଜାରି କରିବେ ଶିବରାଜ ସରକାରଙ୍କ ‘ରିପୋର୍ଟ କାର୍ଡ’

ଭୋପାଳ: ଆଗକୁ ଅଛି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ। ଏନେଇ ସମସ୍ତ ଦଳ ହେଉଛନ୍ତି ସଜବାଜ। ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ଏଠାରେ ସେ ମଧ୍ୟପ୍ରଦେଶ ସରକାରଙ୍କ ‘ରିପୋର୍ଟ କାର୍ଡ’ ଜାରି କରିବା ସହ ଗ୍ୱାଲିୟରରେ ବିଜେପିର କାର୍ଯ୍ୟ ସମିତି ବୈଠକକୁ…

ପୁନର୍ବାର ବଦଳିପାରେ ବିଶ୍ୱକପ କ୍ରିକେଟ କାର୍ଯ୍ୟସୂଚୀ

ହାଇଦ୍ରାବାଦ: ଭାରତରେ ହେବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ୱକପ କାର୍ଯ୍ୟସୂଚୀରେ ପୁନର୍ବାର ପରିବର୍ତନ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ କ୍ରମାଗତ ୨ ଦିନ ମ୍ୟାଚ ହେବାକୁ ଥିବାରୁ ଏହାର ଆୟୋଜନ ନେଇ ଅକ୍ଷମତା ପ୍ରକାଶ କରିଛି । ଏଥିନେଇ ଆସୋସିଏଶନ…

ମଧ୍ୟପ୍ରଦେଶ ରାଜନୀତି ସରଗରମ, ବିଜେପି ଛାଡ଼ି କଂଗ୍ରେସକୁ ଫେରିଲେ ସମନ୍ଦର ପଟେଲ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ। ଆଗାମୀ ନିର୍ବାଚନକୁ ନେଇ ଉଭୟ ବିଜେପି ଏବଂ କଂଗ୍ରେସ ନିଜ ନିଜ ଅଣ୍ଟା ଭିଡୁଛନ୍ତି। ବିଜେପି ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇବା ପରେ ଦଳ ପରିବର୍ତ୍ତନ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ଯାହାର…

ଲଦାଖ ଜମି ଦଖଲ କରିଛି ଚୀନ୍ ସେନା, ସ୍ୱୀକାର କରୁନାହାଁନ୍ତି ସରକାର: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଲଦାଖ ଗସ୍ତରେ ଅଛନ୍ତି। ପାଙ୍ଗୋଙ୍ଗ ହ୍ରଦରେ ରାହୁଲ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କୁ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ସ୍ମୃତିରେ ଆୟୋଜିତ ଏକ ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି। ଏହି ସମୟରେ ଚୀନ୍ ସହ ସୀମା ବିବାଦ ଏବଂ…