Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟସଭାର ୧୨% ସାଂସଦ ଅରବପତି; ତେଲେଙ୍ଗାନାରେ ସବୁଠାରୁ ଅଧିକ

ନୂଆଦିଲ୍ଲୀ: ରାଜ୍ୟସଭାରେ ଅଛନ୍ତି ଧନୀ ସାଂସଦ ।ରାଜ୍ୟସଭାରେ ଥିବା ସାଂସଦଙ୍କ ମଧ୍ୟରୁ  ୧୨ ପ୍ରତିଶତ ଅରବପତି । ଏମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ସର୍ବାଧିକ ସାଂସଦ ରହିଛନ୍ତି । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ADR) ପକ୍ଷରୁ ପ୍ରକାଶ ପାଇଛି ଏପରି ତଥ୍ୟ । ଏଡିଆର…

ଲାଲ ବାହିନୀ କ୍ୟାମ୍ପ ଧ୍ବଂସ, ହେଲେ ଖସିଗଲେ ମାଓବାଦୀ

ନୂଆପଡ଼ା: ନୂଆପଡ଼ା ଲାଲ ବାହିନୀ କ୍ୟାମ୍ପ ଧ୍ବଂସ, ହେଲେ ଖସିଗଲେ ମାଓବାଦୀ । ଓଡ଼ିଶା-ଛତିଶଗଡ ସୀମାନ୍ତ ପାଟଦରା ସଂରକ୍ଷିତ ଜଙ୍ଗଲରୁ  ଠାବ ହେଲା ମାଓ କ୍ୟାମ୍ପ। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ପାଟଦରା ସଂରକ୍ଷିତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ ହୋଇଛି । କ୍ୟାମ୍ପରୁ ବିପୁଳ ପରିମାଣର…

ଧୋନୀ, କୋହଲି, ରୋହିତଙ୍କୁ ପଛରେ ପକାଇଲେ ବୁମରାହ

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚରେ ଭାରତ କ୍ରିକେଟ ଦଳର ଅଧିନାୟକ ଯଶପ୍ରୀତ ବୁମରାହ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଭାରତ ଏହି ମ୍ୟାଚକୁ ଡକ୍ୱୱର୍ଥ ଲୁଇସ ନିୟମ ଅନୁସାରେ ୨ ରନରେ ବିଜୟୀ ହୋଇଛି । ପ୍ରଥମ ଭାରତୀୟ ଭାବେ ବୁମରାହ ଆନ୍ତର୍ଜାତୀୟ ଟି୨୦ ପ୍ରଥମ ମ୍ୟାଚରେ…

ଅପହରଣର ୧୫ ଘଣ୍ଟା ପରେ ୫ ମତ୍ସ୍ୟଜୀବୀ ଠାବ; ସମୁଦ୍ର ଅଶାନ୍ତ ଥିବାରୁ ଆସିପାରୁ ନାହାନ୍ତି କୂଳକୁ

ବ୍ରହ୍ମପୁର : ଉଦ୍ଧାର ହେଲେ ନିଖୋଜ ମତ୍ସ୍ୟଜୀବୀ । ଆନ୍ଧ୍ର ମାଛ ମାଫିଆ ସମୁଦ୍ର ମଧ୍ୟରୁ ୫ ମତ୍ସ୍ୟଜୀବୀଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ତେବେ ନିଖୋଜ ହେବାର ୧୫ ଘଣ୍ଟା ପରେ ଶ୍ରୀକାକୁଲମ୍ ଜିଲ୍ଲାର ବାରୁଭା ସମୁଦ୍ରରୁ ସେମାନଙ୍କୁ ଠାବ କରାଯାଇଛି ।  ତେବେ ସମୁଦ୍ର ଅଶାନ୍ତ…

୨୦ ବର୍ଷରୁ କମ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପ: ପ୍ରଥମ ଭାରତୀୟ ମହିଳା ଭାବେ ୨ ଥର ସ୍ୱର୍ଣ୍ଣ ଜିତିଲେ ଅନ୍ତିମ

ନୂଆଦିଲ୍ଲୀ: ୨୦ ବର୍ଷରୁ କମ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ଅନ୍ତିମ ପଙ୍ଘଲ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଭାରତୀୟ ମହିଳା ଭାବେ ଏହି ଚାମ୍ପିୟନଶିପରେ ୨ ଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଜୋର୍ଡାନରେ ଖେଳାଯାଉଥିବା ଏହି ଚାମ୍ପିୟନଶିପର ୫୩ କିଗ୍ରା ବିଭାଗର ଫାଇନାଲରେ…

ସଫଳ ପ୍ରବାସୀ ଓଡ଼ିଆଙ୍କୁ ନିଜ ପାଖରେ ନରଖିବା ଅନୁତାପର ବିଷୟ: ସୌମ୍ୟ ପଟ୍ଟନାୟକ

ଭୁବନେଶ୍ୱର: ବିଜୁ ଜନତା ଦଳ ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟ ଭିତରେ ସଫଳ ପ୍ରବାସୀ ଓଡ଼ିଆଙ୍କୁ ନିଜ ପାଖରେ ରଖିବାରେ ଓଡ଼ିଶା ସରକାର ବିଫଳ ହୋଇଛନ୍ତି କହି ସମାଲୋଚନା କରିଛନ୍ତି। ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ସେ ନିଜର ଉଦବେଗ ପ୍ରକାଶ କରି କହିଛନ୍ତି ଯେ,…

୧୮ରୁ କମ୍ ବୟସରେ ଶାରୀରିକ ସମ୍ପର୍କକୁ ଅପରାଧ ମୁକ୍ତ କରିବା ଠିକ୍ ହେବ କି?

ନୂଆଦିଲ୍ଲୀ: ବିଦେଶ ପରି ଆମ ଦେଶରେ ରୋମିଓ-ଜୁଲିଏଟ୍ ଆଇନକୁ ସମ୍ଭାବ୍ୟ ଭାବେ ଗ୍ରହଣ କରିବା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମତାମତ ଦେବାକୁ କହିଛନ୍ତି। ଏହି ଆଇନର ଉଦ୍ଦେଶ୍ୟ ହେଉଛି କିଶୋରୀମାନଙ୍କ ମଧ୍ୟରେ ସହମତିରେ ହେଉଥିବା ଯୌନ କାର୍ଯ୍ୟକଳାପକୁ ଅପରାଧମୁକ୍ତ କରିବା। ୧୮ ବର୍ଷରୁ…

‘ସୋଶିଆଲ ମିଡିଆରେ ଅଶ୍ଳୀଳ ପୋଷ୍ଟ କରି କ୍ଷମା ମାଗିବା ପରେ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିପାରିବେନି’

ନୂଆଦିଲ୍ଲୀ: କେବଳ କ୍ଷମାପ୍ରାର୍ଥନା ଜାରି କରି ବ୍ୟକ୍ତିବିଶେଷ ନିଜର ଅଶାଳୀନ ଓ ଅଶ୍ଳୀଳ ସୋସିଆଲ ମିଡିଆ ପୋଷ୍ଟର ପରିଣାମରୁ ବର୍ତ୍ତି ପାରିବେ ନାହିଁ । ଶୁକ୍ରବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ବେଳେ ଏଭଳି ଗୁରୁତ୍ୱାରୋପ କରିଛନ୍ତି। ୭୨ ବର୍ଷୀୟ ଅଭିନେତା ତଥା ତାମିଲନାଡୁର ପୂର୍ବତନ…

‘ରାଜ୍ୟର ସର୍ବାଙ୍ଗୀନ ବିକାଶ ଓ ଓଡ଼ିଆ ଅସ୍ମିତା ସୁରକ୍ଷାରେ ରାଜ୍ୟ ସରକାର ବିଫଳ’

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ମହିଳା ସୁରକ୍ଷା ଓ ସଶକ୍ତିକରଣ ଦାବି ଫମ୍ଫା ଆବାଜ ।  ୨୦ଟି ଜିଲ୍ଲାର ଶିଶୁଙ୍କ ଓଜନ ବୟସ ତୁଳନାରେ କମ୍‌ । କେବଳ ଅଣଓଡ଼ିଆ ଠିକାଦାରମାନଙ୍କୁ ମେଗା ପାନୀୟଜଳ ପ୍ରକଳ୍ପର ଠିକା ପ୍ରଦାନ କରିବା ଓ ବଡ ବଡ ପାଣି ଟ୍ୟାଙ୍କରକୁ ନିଜ ଦଳୀୟ ଚିହ୍ନରେ…

ରେଳ ଧାରଣାରେ ହାତୀ ଆସୁଥିଲେ ବାଜିବ ଆଲାରାମ, କମିଯିବ ଟ୍ରେନର ବେଗ

ଭୁବନେଶ୍ୱର: ଟ୍ରେନ ଧକ୍କାରେ ଆଉ ମରିବେନି ହାତୀ । ହାତୀ ମୃତ୍ୟୁକୁ ଏଡାଇବା ପାଇଁ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ । ହାତୀ ଅନୁପ୍ରବେଶ ପଥ ଚିହ୍ନଟ ପାଇଁ ରେଳଧାରଣାର ଆଇଡିଏସ  ବା ଇଣ୍ଟ୍ରୁଜନ ଡିଟେକ୍ସନ ସିଷ୍ଟମ । ଟ୍ରେନ ଧକ୍କାରେ  ହାତୀ ମୃତ୍ୟୁ ଏକ ଚିନ୍ତାଜନକ ସମସ୍ୟା ହୋଇଥିବାବେଳେ…