Latest Odisha News

BREAKING NEWS

Browsing Category

ଫିଚର

ଜେସାକୁ ତେସା: ଘରେ ପଶିଗଲା ସାପ, ଧରିବାକୁ ନ ଆସିବାରୁ ଅଫିସରେ ଛାଡ଼ିଲେ ସାପ

ହାଇଦ୍ରାବାଦ: ସରକାରୀ ଅଧିକାରୀଙ୍କ ଅବହେଳାରୁ ସାଧାରଣ ଲୋକେ ଅନେକ ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ନିଜର କିଛି କାମ ପାଇଁ ଲୋକେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଯେତେ ଗୁହାରି କଲେ ବି ସେମାନେ କିଛି ଶୁଣନ୍ତି ନାହିଁ । ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏମିତି ଏକ…

ଦେଓଧର ଟ୍ରଫିରେ ରିୟାନ ପରାଗଙ୍କ ବିସ୍ଫୋରକ ବ୍ୟାଟିଂ, ୟୁସୁଫଙ୍କ ୧୧ ବର୍ଷ ତଳର ରେକର୍ଡ ଭାଙ୍ଗିଲେ

ନୂଆଦିଲ୍ଲୀ: ଚଳିତ ଦେଓଧର ଟ୍ରଫିରେ ଆସାମ ଅଲରାଉଣ୍ଡର ରିୟାନ ପରାଗ ବିସ୍ଫୋରକ ଶତକ ହାସଲ କରି କୀର୍ତିମାନ ସ୍ଥାପନ କରିଛନ୍ତି । ପୂର୍ବାଂଚଳ ପକ୍ଷରୁ ଖେଳୁଥିବା ପରାଗ ଉତରାଂଚଳ ବିପକ୍ଷରେ ୧୦୨ ବଲରେ ୧୩୧ ରନର ଇନିଂସ ଖେଳିଥିଲେ । ଏଥିରେ ୫ ଚୌକା ଓ ୧୧ ଛକା ରହିଥିଲା । ସେ ୮୪ ବଲରେ ଶତକ ହାସଲ…

ମାଓବାଦୀଙ୍କ ସହିଦ ସପ୍ତାହ ପାଇଁ ଆନ୍ଧ୍ର-ଓଡ଼ିଶା ସୀମା ସିଲ୍

ରାୟଗଡ଼ା: ଆଜି ଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ସହିଦ ସପ୍ତାହ । ଯାହାକୁ ଦୃଷ୍ଟିରେ ରଖି ରାୟଗଡ଼ା ପୋଲିସ ପକ୍ଷରୁ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ଆନ୍ତଃ ରାଜ୍ୟ ସୀମାକୁ ସିଲ୍ କରାଯାଇଛି । ମାଓବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି । ଏସଓଜି,…

୨୦୨୪ ଟି୨୦ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କଲା ପାପୁଆ ନ୍ୟୁ ଗିନି

ନୂଆଦିଲ୍ଲୀ: ୨୦୨୪ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ପାପୁଆ ନ୍ୟୁ ଗିନି ଯୋଗ୍ୟତା ହାସଲ କରିଛି । ଇଷ୍ଟ ଏସିଆ ପ୍ୟାସିଫିକ କ୍ୱାଲିଫାୟରରେ ପିଏନଜି ୧୦୦ ରନରେ ଫିଲିପାଇନ୍ସକୁ ହରାଇଥିଲା । ୨୦୨୪ ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ । ଏଥିରେ ୨୦ଟି ଟିମ ଅଂଶଗ୍ରହଣ କରିବେ । ବର୍ତମାନ…

ମ୍ୟୁଜିକାଲ୍ ରୋଡ: ରାସ୍ତାରେ ଗାଡ଼ି ଗଡ଼ିଲେ ବାଜୁଛି ଗୀତ

ସୁନ୍ଦର ରାସ୍ତାରେ ଗାଡି ଚଳାଇବାର ମଜା କିଛି ନିଆରା । ରାସ୍ତା ଯେତେ ଆରାମଦାୟକ, ଯାତ୍ରା ବି ସେତିକି ଆରାମଦାୟକ । ଏହି ସମୟରେ, ଲୋକମାନେ ଗାଡିରେ ସେମାନଙ୍କର ପ୍ରିୟ ଗୀତ ବଜାଇ ଯାତ୍ରା କରିଥାନ୍ତି । କିନ୍ତୁ ଏପରି ଏକ ରାସ୍ତା ଅଛି, ଯେଉଁଥିରେ ଆପଣ ଗାଡ଼ି ଚଲାଇ ଗଲେ ସେଠାରେ ଆପେ ଆପେ ଗୀତ…

ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଇଣ୍ଡିଗୋ ଏୟାରଲାଇନ୍ସ ୬ ମାସ ମଧ୍ୟରେ ଏ୩୨୧ ବିମାନରେ ୪ଟି ଟେଲ୍ ଷ୍ଟ୍ରାଇକ୍ ଘଟଣାର ସମ୍ମୁଖୀନ ହୋଇଥିଲା। ଏନେଇ ଡିଜିସିଏ ପକ୍ଷରୁ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ଏକ…

ମଣିପୁର ହିଂସା ମାମଲାରେ ରବି କିଷାନଙ୍କ ବୟାନ; ବିରୋଧୀଙ୍କୁ ପାକିସ୍ତାନ, ଶ୍ରୀଲଙ୍କା ଓ ଚୀନ ଯିବା ଉଚିତ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ମଣିପୁରରେ ଘଟିଥିବା ଘଟଣାକୁ ନେଇ ସଡ଼କଠୁ ସଂସଦ ସବୁଠି ମାହୋଲ ଗରମ। ଏହି ସମୟରେ ବିରୋଧୀ ଦଳର ସାଂସଦମାନେ ଏକ ପ୍ରତିନିଧୀ ଦଳ ଗଠନ କରି ଜୁଲାଇ ୨୯ ଏବଂ ୩୦ ରେ ମଣିପୁର ଗସ୍ତ କରିବେ। ତେବେ ଏନେଇ ବିଜେପି ସାଂସଦ ରବି କିଷାନ ବଡ଼ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ…

କର୍ଣ୍ଣାଟକ ରାଜ୍ୟପାଳଙ୍କୁ ନନେଇ ଚାଲିଗଲା ଏୟାର ଏସିଆର ବିମାନ, ପ୍ରୋଟୋକଲ ଉଲ୍ଲଂଘନ ଅଭିଯୋଗ

ବେଙ୍ଗାଲୁରୁ: ପ୍ରୋଟୋକଲରେ ଗୁରୁତର ତୃଟି। ଗୁରୁବାର କର୍ଣ୍ଣାଟକ ରାଜ୍ୟାପାଳଙ୍କୁ ନନେଇ ଚାଲିଗଲା ଏୟାର ଏସିଆର ବିମାନ। ଏନେଇ ରାଜ୍ୟପାଳଙ୍କ ପ୍ରୋଟୋକଲ ଅଧିକାରୀ ବିମାନବନ୍ଦର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍-୨ ରୁ…

ଶୋଇବା ଘର କେମିତି ହେବା ଆବଶ୍ୟକ । ଜାଣନ୍ତୁ କ’ଣ କହୁଛନ୍ତି ବାସ୍ତୁବିତ୍…

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ଵାସ୍ଥ୍ୟ ପାଇଁ ବହୁତ ଆବଶ୍ୟକ ଶୋଇବା। ଶୋଇବା ଘର ଏପରି ଏକ ସ୍ଥାନ, ଯେଉଁଠି ପାଦଦେବା ମାତ୍ରେ ଲାଗେ ଦୁନିଆର ସବୁ ସୁଖ ଗୋଟିଏ ପାଖରେ ତ ଶୋଇବା ଘର ଗୋଟିଏ ପାଖରେ, ତେଣିକି ସେ ଘର କୁଡିଆ ହେଉ କି ମହଲ। ଏପରିକି ଯେତେବେଳେ ସୁଖୀ ଦାମ୍ପତ୍ୟ କଥା ଉଠେ ସେତେବେଳେ ମଧ୍ୟ…

ନାବାଳକଙ୍କୁ ବଳି ଦିଆ ଯାଇଥିବା ସନ୍ଦେହ, ପୋଲିସ ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

ଅନୁଗୁଳ: ପୁଅର ଦେହ ସବୁବେଳେ ଖରାପ ହେଉଥିଲା । ତେଣୁ ମାଆ ନେଇଥିଲା ଠାକୁରାଣୀଙ୍କ ପାଖକୁ । ପୂଜାର୍ଚ୍ଚନା କରିବା ସହ ମାଆପୁଅ ସେଠି ରାତିରେ ରହିଥିଲେ । ହେଲେ ସକାଳ ହେଲା ବେଳକୁ ମାଆ ପାଖରେ ପୁଅ ନଥିଲା । ଆଉ ଘଟଣାର ୬ ଦିନ ପରେ ନିକଟସ୍ଥ ଜଙ୍ଗଲରୁ ମିଳିଛି ପୁଅର ଝୁଲନ୍ତା ମୃତଦେହ । ହେଲେ…