Latest Odisha News
Browsing Category

ଫିଚର

ଲଦାଖ ଜମି ଦଖଲ କରିଛି ଚୀନ୍ ସେନା, ସ୍ୱୀକାର କରୁନାହାଁନ୍ତି ସରକାର: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଲଦାଖ ଗସ୍ତରେ ଅଛନ୍ତି। ପାଙ୍ଗୋଙ୍ଗ ହ୍ରଦରେ ରାହୁଲ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କୁ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ସ୍ମୃତିରେ ଆୟୋଜିତ ଏକ ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି। ଏହି ସମୟରେ ଚୀନ୍ ସହ ସୀମା ବିବାଦ ଏବଂ…

‘ହିନ୍ଦୀରେ ନାଁ, ଇଂରାଜୀରେ ଡ୍ରାଫ୍ଟ’ କହି କେନ୍ଦ୍ର ସରକାରଙ୍କୁ ପି.ଚିଦାମ୍ବରମଙ୍କ ସମାଲୋଚନା

ନୂଆଦିଲ୍ଲୀ: ଦେଶର ଅପରାଧିକ ନ୍ୟାୟ ବ୍ୟବସ୍ଥାର ସୁଧାର ପାଇଁ ଲୋକସଭାରେ ଉପସ୍ଥାପିତ ହୋଇଥିବା କେନ୍ଦ୍ରର ତିନୋଟି ବିଲ୍ ଉପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମ୍ ମନ୍ତବ୍ୟ ଦେଇଛନ୍ତି। ପୁଡୁକୋଟ୍ଟଇରେ ସାମ୍ବାଦିକଙ୍କ ସହ ଏକ ସାକ୍ଷାତକାରରେ ଚିଦାମ୍ବରମ୍ ବିଜେପି…

ରାଜୀବ ଗାନ୍ଧୀ ଜନ୍ମ ଜୟନ୍ତୀ; ୧୪ ହଜାର ଫୁଟ ଉଚ୍ଚରୁ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଜି ଭାରତ ରତ୍ନର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ। ଲଦାଖରେ ବାପାଙ୍କ ଜନ୍ମଜୟନ୍ତୀ ପାଳନ କରୁଛନ୍ତି ରାହୁଲ ଗାନ୍ଧୀ। ୧୪ ହଜାର ଫୁଟ ଉଚ୍ଚରୁ ପିତା ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଜନ୍ମ ବାର୍ଷିକୀରେ ସ୍ମରଣ କରିଛନ୍ତି।…

କୁନି ଝିଅ ସମସ୍ୟା ବଖାଣିବା ପରେ ପଦୁଗୁଡ଼ା ଗାଁ ପହଞ୍ଚିଲା ଦଶମନ୍ତପୁର ବ୍ଲକ୍ ପ୍ରଶାସନ

କୋରାପୁଟ: ସଫଳ ହେଲା କୁନି ଝିଅର ନିଆରା ଢଙ୍ଗରେ କରିଥିବା ଅଭିଯୋଗ। କୁନିଝିଅ ନିଜ ଅଞ୍ଚଳର ସମସ୍ୟା ବଖାଣିବା ପରେ ପଦୁଗୁଡ଼ା ଗାଁରେ ପହଞ୍ଚିଛି ଦଶମନ୍ତପୁର ବ୍ଲକ୍ ପ୍ରଶାସନ। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଦଶମନ୍ତପୁର ଅଞ୍ଚଳବାସୀଙ୍କ ସମସ୍ୟାକୁ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ…

ମଶା ଘଉଡାଇବା ମେସିନ୍ ନେଲା ଆଈ ସମେତ ତିନି ନାତୁଣୀଙ୍କ ଜୀବନ

ଚେନ୍ନାଇ: ଘର ଭିତରୁ ମଶା ଘଉଡାଇବାକୁ ଶୋଇବା ବେଳେ ଲଗାଇଥିବା ମେସିନ ସାଜିଲା କାଳ। କୌଣସି କାରଣରୁ ରାତିରେ ନିଆଁ ଲାଗିଯିବାରୁ ଶ୍ବାସରୁଦ୍ଧ ହୋଇ ତିନି ଜଣଙ୍କର ମୃତ୍ୟୁ।  ତାମିଲନାଡୁର ମନାଲି ନିକଟସ୍ଥ ମାଥୁର ଏମଏମଡିଏରେ ଥିବା ଏକ ଘରେ ଏହି ଅଘଟଣ ଘଟିଛି। ଏଥିରେ ଜଣେ ବୃଦ୍ଧା ସମେତ ତିନି…

ପାକିସ୍ତାନରେ ପୁଣି ବୋମା ବିସ୍ଫୋରଣ, ୧୧ ଶ୍ରମିକ ମୃତ

ଇସ୍‌ଲାମାବାଦ: ପାକିସ୍ତାନର ଉତ୍ତର ୱାଜିରିସ୍ତାନର ଗୁଲମିର କୋଟ ଅଞ୍ଚଳରେ ବୋମା ବିସ୍ଫୋରଣ। ଏହି ବିସ୍ଫୋରଣରେ ୧୧ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ପୋଲିସର ମୁଖପାତ୍ର କହିଛନ୍ତି ଯେ ଶନିବାର ଉତ୍ତର ୱାଜିରିସ୍ତାନର ଏକ ଭ୍ୟାନରେ ଏହି ବୋମା ବିସ୍ଫୋରଣ…

ଇଡକୋକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଝାରସୁଗୁଡାରେ ଦୁଇଟି ବର୍ଜ୍ୟବସ୍ତୁ ବିଶୋଧନ ବ୍ୟବସ୍ଥା ଆବଶ୍ୟକ ଅଛି କି ନାହିଁ…

କଟକ: ଝାରସୁଗୁଡ଼ା ଜିଲ୍ଲାରେ ବର୍ଜ୍ୟବସ୍ତୁ ବିଶୋଧନ, ସଂରକ୍ଷଣ ଓ ନିଷ୍କାସନ ବ୍ୟବସ୍ଥାକୁ ନେଇ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ଇନଫ୍ରାଷ୍ଟ୍ରକଚର୍ ଡେଭଲପମେଣ୍ଟ୍ କର୍ପୋରେସନ୍ (ଆଇଡିସିଓ)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଏହି ନିର୍ଦ୍ଦେଶନାମା ଜାରି କରିବା ବେଳେ ମୁଖ୍ୟ ବିଚାରପତି…

ଭେଲୋରରେ ଦୁଇ ତୀର୍ଥଯାତ୍ରୀ ବସ ଦୁର୍ଘଟଣାର ଶିକାର

ଭେଲୋର: ଦୁଇ ତୀର୍ଥଯାତ୍ରୀ ବସ ମଧ୍ୟରେ ଦୁର୍ଘଟଣା। ୬୦ ନମ୍ବର ଜାତୀୟ ରାଜପଥ ଭେଲୋର ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୦ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗୋଟିଏ ବିହାର ଅନ୍ୟଟି ପଶ୍ଚିମବଙ୍ଗରୁ ପୁରୀ ଆସୁଥିବା ବେଳେ ଭେଲୋର ନିକଟରେ ଦୁର୍ଘଟଣା ଘଟିଛି। ଦୁଇଟି ବସରେ ୬୦ରୁ…

ରାଜ୍ୟରେ ନାହିଁ ଲଘୁଚାପର ପ୍ରଭାବ, ଆସନ୍ତା ୩ ଦିନ ରହିବ ଶୁଖିଲା ପାଗ

ଭୁବନେଶ୍ୱର: ରାଜ୍ୟରେ ଆଉ ନାହିଁ ଲଘୁଚାପର ପ୍ରଭାବ। ଆସନ୍ତା ୨୪ ଘଣ୍ଟାରେ ଘୂର୍ଣ୍ଣିବଳୟ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ଗତି କରିବ। ଫଳରେ ଆସନ୍ତା ୩ ଦିନ ଯାଏ ରାଜ୍ୟରେ ରହିବ ଶୁଖିଲା ପାଗ। ଦକ୍ଷିଣ ଝାଡ଼ଖଣ୍ଡ ଓ ସଂଲଗ୍ନ ଉତ୍ତର ଆଭ୍ୟନ୍ତରୀଣ…

ଭାସ୍କରଙ୍କୁ ଛାଡିଦେଲା ପୋଲିସ, ପାଣ୍ଡିଆନଙ୍କ ଉପରକୁ କରିଥିଲେ କାଳିମାଡ

ପୁରୀ: ଫାଇଭ ଟି ସଚିବ ଭି.କେ ପାଣ୍ଡିଆନଙ୍କ ଉପରକୁ କାଳି ମାଡ କରି ଗିରଫ ହୋଇଥିବା ଭାସ୍କର ସାହୁଙ୍କୁ ଛାଡିଦେଲା ପୋଲିସ। ସଚିବଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଛାଡି ଦେଇଥିବା ସୂଚନା ରହିଛି। ଗତକାଲି ସତ୍ୟବାଦୀ ଉକ୍ରଳମଣୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ…