Latest Odisha News

BREAKING NEWS

Browsing Category

ଫିଚର

ଦିନିକିଆ ବିଶ୍ୱକପ କାର୍ଯ୍ୟସୂଚୀ ଆଇସିସିର ମୁଣ୍ଡ ବ୍ୟଥାର କାରଣ ସାଜିଛି

କୋଲକାତା: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ କାର୍ଯ୍ୟସୂଚୀ ଆଇସିସି ଓ ବିସିସିଆଇର ମୁଣ୍ଡ ବ୍ୟଥାର କାରଣ ସାଜିଛି । ନବରାତ୍ରୀ ନେଇ ଅହମ୍ମଦାବାଦରେ ହେବାକୁ ଥିବା ଭାରତ-ପାକିସ୍ତାନ ହାଇ ଭୋଲଟେଜ ମ୍ୟାଚର କାର୍ଯ୍ୟସୂଚୀ ପରିବର୍ତନ ହେବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି ।…

ଯାଜପୁର ରୋଡ଼ ଓ ଧାମରା ରେଳ ପଥ ନିର୍ମାଣ ବିଚାର କରାଯିବ: ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଯାଜପୁର ରୋଡ଼ ଓ ଧାମରା ମଧ୍ୟରେ ନୂତନ ରେଳପଥ ନିର୍ମାଣ ପ୍ରକଳ୍ପକୁ ବନ୍ଦର ଭିତ୍ତିକ ଯୋଜନା ମଧ୍ୟରେ ସାମିଲ କରାଯିବାକୁ ବିଚାର କରାଯିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ପ୍ରାକ୍ତନ…

ରତ୍ନଭଣ୍ଡାର ଖୋଲିବା ସମୟକୁ ନେଇ ଉଠିଲା ପ୍ରଶ୍ନ, ଭକ୍ତଙ୍କୁ ଭୂଆଁ ବୁଲାଇବାକୁ ଚାହୁଁଛନ୍ତି କି ସରକାର?

ପୁରୀ: ଦୀର୍ଘ ୪୫ ବର୍ଷ ପରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାପାଳ ସମର୍ଥ ବର୍ମା ଏହା କହିବା ପରେ ଜଣାପଡିଛି। କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠିଛି କାରଣ ଏହା ସରକାରଙ୍କ ଭୋଟ୍ ବ୍ଯାଙ୍କ ପଲିଟିକ୍ସ ବୋଲି କୁହାଯାଉଛି। କାରଣ ଯେଉଁ ସମୟରେ…

ବାର୍ଦ୍ଧକ୍ୟ ଉପରେ ବ୍ରେକ୍‌: ୭୫ ବର୍ଷ ବୟସରେ ସୁପର ମଡେଲ୍

ବ୍ରିଟେନ୍‌: ଯଦି ତୁମେ ହୃଦୟରେ ଯୁବକ, ତାହାହେଲେ ଯେକୌଣସି ବୟସରେ ଗ୍ଲାମରସ୍ ଦେଖାଯିବେ । ତା’ପରେ ବୟସ କେବଳ ଏକ ସଂଖ୍ୟା ପାଲଟିଯିବ । ଆଜି ଆମେ ଆପଣଙ୍କୁ ଏପରି ଜଣେ ବୃଦ୍ଧାଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କୁ ଦେଖିଲେ ଜଣେ ସୁନ୍ଦରୀ ଯୁବତୀ ଭାବିବେ । ବାସ୍ତବରେ ସେ ୭୫ ବର୍ଷରେ ବି…

ଡରାଇ ଚାଲିଛି ଡେଙ୍ଗୁ ମଶା: କଟକ ବଡମ୍ବାରେ ଜଣଙ୍କର ମୃତ୍ୟୁ, ଭୁବନେଶ୍ବରରେ ସ୍ଥିତି ଅଣାୟତ!

ଭୁବନେଶ୍ୱର/କଟକ: ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଏଭଳି ସ୍ଥିତି ସ୍ୱାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ୨୪ଟି ଜିଲ୍ଲାରେ ଏହି ରୋଗ ତା'ର ଭୟଙ୍କର ରୂପ ନେଇଛି। ଅଗଷ୍ଟ ୩ ସୁଦ୍ଧା ୧୧୫୪…

ପରିତ୍ୟକ୍ତ ପାଚେରୀର ମୂଲ୍ୟ ୪୧ ଲକ୍ଷ, ଗ୍ରାହକ ତଟସ୍ତ

ୱାଶିଂଟନ: ଆମେ ଦୁନିଆର କେଉଁଠାରେ ରହିଥାଉ ନା କାହିଁକି, ସମସ୍ତେ ସର୍ବଦା ଭଲ ସ୍ଥାନରେ ଘର ଖଣ୍ଡିଏ କରିବାକୁ ଇଛା କରିଥାନ୍ତି । କିଛି ଲୋକ ସେମାନଙ୍କ ବଜେଟ୍ ଅନୁଯାୟୀ ସମ୍ପତ୍ତି କ୍ରୟ କରିଥାନ୍ତି । କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ସହରର ଏମିତି ଅଞ୍ଚଳରେ ସମ୍ପତ୍ତି କିଣିବାକୁ…

ଅନାସ୍ଥା ଭୋଟ୍ ପୂର୍ବରୁ ଶାହ-ନବୀନ ଭେଟ, ବଢିଲା ଇଣ୍ଡିଆ ମେଣ୍ଟର ଚିନ୍ତା

ଭୁବନେଶ୍ୱର: କେବେ ପୋଡା ଟ୍ରାନ୍ସଫର ତ ଆଉ କେତେବେଳେ ଚିଟଫଣ୍ଡ ଭଳି ପ୍ରସଙ୍ଗ ଉଠାଇ ରାଜ୍ୟରେ ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି କହି ଭରା ସଭାରେ ନବୀନ ସରକାରଙ୍କୁ ସମାଲୋଚନା କରିଥିବା ତତ୍କାଳୀନ ବିଜେପି ସଭାପତି ତଥା ଏବେର ଗୃହମନ୍ତ୍ରୀ ଅମିତ ଶାହ ଆଜି ସରକାରୀ କାର୍ଯ୍ୟକ୍ରମ ଜରିଆରେ…

ଅଷ୍ଟ୍ରେଲିଆନ ଓପନ ବ୍ୟାଡମିଂଟନ: ଫାଇନାଲରେ ପ୍ରଣୟ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଏଚଏସ ପ୍ରଣୟ ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ଶନିବାର ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ସେ ନିଜ ଦେଶର ପ୍ରିୟାଂଶୁ ରାଜାୱତଙ୍କୁ ୨୧-୧୮ ଓ ୨୧-୧୨ରେ ହରାଇଥିଲେ । ଫାଇନାଲରେ ପ୍ରଣୟ ଚୀନର ୱେଙ୍ଗ…

ସୁନ୍ଦର ଦେଖାଯିବା ପାଇଁ ଘର ବିକି ପ୍ଲାଷ୍ଟିକ ସର୍ଜରି କଲେ ମହିଳା

ଫୋଇନିକ୍ସ: ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ । ସେଥିଲାଗି ଅନେକେ ପାଣି ପରି ଟଙ୍କା ଖର୍ଚ୍ଚ କରିଥାନ୍ତି । ପାର୍ଲର ଯିବା ସହ ବଜାରରେ ମିଳୁଥିବା ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ନିକଟରେ ଜଣେ ୫୦ ବର୍ଷୀୟା ମହିଳା ସବୁଦିନ ପାଇଁ ଚୀରଯୌବନ ଦେଖାଯିବାକୁ ନିଜ ଘର ବିକି…

ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

ବେଙ୍ଗଳୁରୁ: ଚନ୍ଦ୍ରଯାନ-୩ରେ ଇସ୍ରୋକୁ ଏକ ସଫଳତା ମିଳିଛି । ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଛି । ଏବେ ଚନ୍ଦ୍ରଯାନ-୩ ଜହ୍ନ ଚାରିପାଖେ ୧୬୬ କିଲୋମିଟର X ୧୮୦୫୪ କିଲୋମିଟରର ଅଣ୍ଡାକାର ଚକ୍କର ଲଗାଇବ । ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷପଥରେ ରହିବା ଲାଗି ଇସ୍ରୋ ୨୦ରୁ ୨୫…