Latest Odisha News

BREAKING NEWS

Browsing Category

ଫିଚର

୩୫ ବର୍ଷ ବୟସରେ ବି ଡଲ୍ ସହିତ ଖେଳନ୍ତି ଯୁବକ, ଘରେ ରଖିଛନ୍ତି ୨୦୦ ରୁ ଅଧିକ ଡଲ୍‌

ନ୍ୟୁୟର୍କ: ପ୍ରତ୍ୟେକ ଲୋକଙ୍କର ଭିନ୍ନ ଭିନ୍ନ ସଉକ ଥାଏ । କିଏ ମୁଦ୍ରା ହେଉ ବା ପୁରୁଣା ଜିନିଷ, ଡ଼ାକ ଟିକେଟ ଏବଂ କିଛି ରଙ୍ଗୀନ ପଥର ସଂଗ୍ରହ କରିବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ଖେଳନା ସଂଗ୍ରହ କରିବାକୁ ସଉକ୍ ରଖିଥାନ୍ତି । ସାଧାରଣତଃ ଝିଅମାନେ ଡ଼ଲ ବା କଣ୍ଢେଇ ସହ ଖେଳିବାକୁ ଭଲ…

ଗ୍ଲାମରସ୍ ଚାଷୀ: ବିକିନି ପିନ୍ଧି କରନ୍ତି ଚାଷ କାମ

କୁହାଯାଏ କୌଣସି କାମ ଛୋଟ କି ବଡ ନୁହେଁ । ସେ ମହିଳା କିମ୍ବା ପୁରୁଷ ହୁଅନ୍ତୁ, ସେମାନେ ଯାହା ଚାହାଁନ୍ତି ତାହା କରିପାରିବେ । ସାଧାରଣତଃ ପୁରୁଷମାନେ ଚାଷ କାମ କରିବାସହ ଗୃହପାଳିତ ପଶୁମାନଙ୍କର ଯତ୍ନ ନେଇଥାନ୍ତି । ହେଲେ ଏମିତି ଜଣେ ଯୁବତୀ ଅଛନ୍ତି, ଯିଏ ଚାଷ କାମ କରିବା ସହ ପଶୁମାନଙ୍କର…

ମହିଳା ବିଶ୍ୱକପ ଫୁଟବଲ : ଫାଇନାଲରେ ସ୍ପେନ

ନୂଆଦିଲ୍ଲୀ: ସ୍ପେନ ମଙ୍ଗଳବାର ମହିଳା ବିଶ୍ୱକପ ଫୁଟବଲର ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ସ୍ପେନ ୨-୧ ଗୋଲରେ ସ୍ୱୀଡେନକୁ ପରାସ୍ତ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ମ୍ୟାଚର ୧୦ମ ମିନିଟରେ ସ୍ପେନର ସଲମା ପାରୁଲୁଏଲୋ ଦଳ ପକ୍ଷରୁ ପ୍ରଥମ ଗୋଲଟି ସ୍କୋର କରିଥିଲେ । ୧୮ତମ…

ମମତା ଦିଲ୍ଲୀ ଯିବେ, ଧାରଣା ଦେଇ ହକ ମାଗିବେ, ନ ମିଳିଲେ ପାନେ ଦେବେ!

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ଫଣ୍ଡ ରୋକାଯିବା ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ଆନ୍ଦୋଳନ କରିବ ତୃଣମୂଳ କଂଗ୍ରେସ। ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଏହି ଆନ୍ଦୋଳନର ନେତୃତ୍ୱ ନେବେ। ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀରେ ଟିଏମସି…

ନିର୍ବାଚନ ପୂର୍ବରୁ ‘ଇନ୍ଦିରା’ କାର୍ଡ, ରାହୁଲ ଡାକିଲେ କଂଗ୍ରେସକୁ ଆସ!

ଭୁବନେଶ୍ୱର: ଦେଶର ରାଜନୈତିକ ଟ୍ରେଣ୍ଡରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳୁଛି। ନିର୍ବାଚନରେ ମତଦାନ ହେଉ କିମ୍ବା ରାଜନୀତି କ୍ଷେତ୍ରରେ ପ୍ରବେଶ ସବୁଥିରେ ଅଧିକ ସଂଖ୍ୟକ ମହିଳାଙ୍କୁ ଦେଖିବାକୁ ମିଳୁଛି। ପୂର୍ବାପେକ୍ଷା ଏହି ସଂଖ୍ୟା ବଢୁଛି। ଦେଶଠାରୁ ଆରମ୍ଭ କରି ରାଜ୍ୟ ସବୁଆଡେ ମହିଳା…

ସ୍ୱାଧୀନତା ଦିବସରେ ଅଘଟଣ: ସ୍କୁଲ ବସ ଓଲଟି ୧୨ ଛାତ୍ରଛାତ୍ରୀ ଆହତ

ରାୟଗଡ଼ା : ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା ସ୍କୁଲବସ । ନିୟନ୍ତ୍ରଣ ହରାଇ ଓଲଟି ପଡିଲା  ।  ୧୨ ଛାତ୍ରଛାତ୍ରୀ ଆହତ ।  ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ସଦର ମହକୁମା ଅଞ୍ଚଳରେ ଘଟିଛି ଏମିତି ଅଘଟଣ । ପଦ୍ମପୁର ସ୍ଥିତ ସନସାଇନ ଇଂରାଜୀ ବିଦ୍ୟାଳୟର ସ୍କୁଲ ବସ ନମ୍ବର OD 18 F 9829 ଓଲଟି…

ଏସିଆନ ଗେମ୍ସରୁ ଓହରିଲେ ଭିନେଶ

ନୂଆଦିଲ୍ଲୀ: ଭାରତୀୟ ରେସଲର ଭିନେଶ ଫୋଗଟ ଆଗାମୀ ଏସିଆନ ଗେମ୍ସରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଷ୍ଟାଣ୍ଡବାଇ ଖେଳାଳି ଅନ୍ତିମ ପଙ୍ଘଲଙ୍କୁ ଦଳରେ ସାମିଲ କରାଯାଇଛି । ଟ୍ରେନିଂ ସମୟରେ ୧୩ ଅଗଷ୍ଟ ଦିନ ଭିନେଶ ଆଘାତପ୍ରାପ୍ତ ହୋଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ଅପେରଶନ ହେବ ।…

‘ଡାର୍କ ଫାଣ୍ଟାସି’ର ନୂତନ ବ୍ରାଣ୍ଡ ଆମ୍ବାସଡର ଶାହରୁଖ ଖାନ୍

ମୁମ୍ବାଇ: ‘ଡାର୍କ ଫାଣ୍ଟାସି’ର ନୂତନ ବ୍ରାଣ୍ଡ ଆମ୍ବାସଡର ହେଲେ ବଲିଉଡ ଅଭିନେତା ଶାହରୁଖ ଖାନ୍‌। ଦେଶର ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନୀ ତଥା ଆଇଟିସି ବ୍ରାଣ୍ଡ୍‌ ସନ୍‌ ଫିଷ୍ଟ ପକ୍ଷରୁ ଶାହରୁଖ ଖାନଙ୍କୁ ନୂତନ ବ୍ରାଣ୍ଡ ଆମ୍ବାସଡର ଘୋଷଣା କରିଛି। 'କିଙ୍ଗ୍ ଅଫ୍ ରୋମାନ୍ସ' ବା 'କିଙ୍ଗ୍ ଅଫ୍…

ଅହିରାଜ ମଥାରେ ଚୁମ୍ବନ ଦେଉଥିଲେ ଯୁବକ, ଆଉ ତା’ପରେ…

ନାଗ ସହିତ ନଖରାମି !  ଦୁଃସାହସ ନା ପାଗଳାମି ? କ’ଣ କୁହାଯିବ ? ଯାହା ବି ହେଉଏ ଅହିରାଜ ମଥାରେ ଚୁମ୍ବନ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଯେତେବେଳେ ଆମେ ସାପର କଥା ଶୁଣିଥାଉ, ସାଧାରଣତଃ ଭୟଭୀତ ହେବାଟା ସ୍ୱାଭାବିକ । କିନ୍ତୁ, କିଛି ସାହସୀ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ସେମିତି ଭୟ…

ସୁଲଭ ଇଣ୍ଟରନ୍ୟାଶନାଲ ପ୍ରତିଷ୍ଠାତା ବିନ୍ଦେଶ୍ୱର ପାଠକଙ୍କ ପରଲୋକ

ନୂଆଦିଲ୍ଲୀ: ସୁଲଭ ଇଣ୍ଟରନ୍ୟାଶନାଲର ପ୍ରତିଷ୍ଠାତା ବିନ୍ଦେଶ୍ୱର ପାଠକଙ୍କ ପରଲୋକ। ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସମୟରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ…