Latest Odisha News

BREAKING NEWS

Browsing Category

ଫିଚର

ଗ୍ରାହକ ମାନଙ୍କ ପାଇଁ ଖୁସି ଖବର, ଆଜିଠାରୁ ଟମାଟୋ କେଜି ୫୦!

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଗ୍ରାହକ ମାନଙ୍କ ପାଇଁ ଖୁସି ଖବର । କମ ହେବାକୁ ଯାଉଛି ଟମାଟୋ ଦର । ବିଗତ କିଛି ମାସ ଧରି ଆପଣଙ୍କୁ ହେଉଥିବା ସମସ୍ୟାର ସାମାନ୍ୟ ସମାଧାନର ରାସ୍ତା ଖୋଲିଛି । ବର୍ତ୍ତମାନ ଟମାଟୋ ଦର ୧୫୦ରୁ ୨୦୦ଟଙ୍କାରୁ ସିଧା ୫୦ ଟଙ୍କା ହୋଇଛି । ସରକାରଙ୍କ ଉପଭୋକ୍ତା…

ସ୍ୱାଧୀନତା ଦିବସରେ ଅକ୍ଷୟ କୁମାରଙ୍କୁ ମିଳିଲା ଭାରତୀୟ ନାଗରିକତା

ମୁମ୍ବାଇ:ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି ଖିଲାଡି କୁମାର ଅକ୍ଷୟ କୁମାର । ତାଙ୍କୁ ମିଳିଛି ଭାରତର ନାଗିରକତା । ଅକ୍ଷୟ କୁମାରଙ୍କୁ ମିଳିଲା ଭାରତୀୟ ପାସୋପୋର୍ଟ । ୭୭ ଏହା ପରେ ସେ ନିଜ ଟୁଇଟର ହାଣ୍ଡେଲରେ ଲେଖିଛନ୍ତି, ଦିଲ ଏବଂ ସିଟିଜେନସିପ ଉଭୟେ ହିନ୍ଦୁସ୍ଥାନୀ । ଏହା ପରେ…

ସ୍ୱାଧିନତା ଦିବସ ଅବସରରେ ରିଲିଜ ହେଲା ଫିଲ୍ମ ‘ଫାଇଟର’ର ଟିଜର

ମୁମ୍ବାଇ: ସ୍ୱାଧିନତା ଦିବସ ଅବସରରେ ରିଲିଜ ହେଲା ଫିଲ୍ମ ‘ଫାଇଟର’ର ଟିଜର। ଦୀପିକା ପାଦୁକୋନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହା ସେୟାର କରିଛନ୍ତି। ପ୍ରଥମ ଥର ପାଇଁ ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ୍ ରୋଶନଙ୍କ ସହ ସ୍କ୍ରିନ ସେୟାର କରିବେ ବଲିଉଡ଼ ବ୍ୟୁଟି ଦୀପିକା ପଦୁକୋନ୍। ଅପକମିଂ ବଲିଉଡ୍…

ରାଜ୍ୟ ପାଳିଛି ୭୭ତମ ସ୍ଵାଧୀନତା ଦିବସ: ତ୍ରିରଙ୍ଗାମୟ ହୋଇଉଠିଛି ପ୍ରତ୍ୟେକ ସ୍ଥାନ

ଭୁବନେଶ୍ଵର: ଆଜି ୭୭ତମ ସ୍ଵାଧୀନତା ଦିବସ । ସେଥିପାଇଁ ସଜେଇ ହୋଇଛୀ ପୁରପଲ୍ଲୀ । ଦେଶର କୋଣ ଅନୁକୋଣରେ ଉଡିଛି ଜାତିୟ ପତାକା । ତ୍ରିରଙ୍ଗାମୟ ହୋଇଉଠିଛି ପ୍ରତ୍ୟେକ ସ୍ଥାନ । ରାଜ୍ୟର ସବୁ ଗଳିକନ୍ଦିରେ ଶୁଭିଛି ଭାରତ ମାତାର ଅମୃତ ଗାନ । ଭୁବନେଶ୍ଵରର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହୋଇଯାଇଛି…

ଆଇରନ ବଟିକା ଖାଇ ୮ ଛାତ୍ରଛାତ୍ରୀ ଗୁରୁତର

ମୟୂରଭଞ୍ଜ: ବିଦ୍ୟାଳୟରେ ଦିଆଯାଇଥିଲା ଆଇରନ ବଟିକା। ଏହି ଆଇରନ ବଟିକା ଖାଇ ବିଦ୍ୟାଳୟର ୮ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ସାରବସା ପ୍ରାଥମିକ ବିଦ୍ୟାଳୟରେ। ସୂଚନା ଅନୁସାରେ ବିଦ୍ୟାଳୟରେ ସୋମବାର ଦିନ ଛାତ୍ରଛାତ୍ରୀମାନଙ୍କୁ…

ସ୍ୱାଧୀନତା ଦିବସରେ ପ୍ୟାରେଡ ବେଳେ ନକଲି ଯବାନ ଅଟକ

ପୁରୀ: କଡା ସୁରକ୍ଷା ଭିତରେ ରାଜ୍ୟରେ ସ୍ୱାଧୀନତା ଦିବସ ପାଳିତ ହେଉଥିବା ବେଳେ ପୁରୀ ଜିଲ୍ଲାରେ ନକଲି ଯବାନ ଧରା ପଡ଼ିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଆଜି ପୁରୀରେ ପ୍ଯାରେଡ ଚାଲିଥିବା ବେଳେ ଜମେ ନକଲି ଯବାନ ଚିହ୍ନଟ ହୋଇଛନ୍ତି। ଏହାପରେ ତାଙ୍କୁ ପୋଲିସ ପ୍ରଶାସନ ନିଜ…

ମଧ୍ୟମ ବର୍ଗଙ୍କ ପାଇଁ ନୂଆ ଯୋଜନା ଘୋଷଣା କଲେ ପ୍ରଧାନମନ୍ତ୍ରୀ; ବିଶ୍ୱକର୍ମା ଜୟନ୍ତୀରୁ ହେବ କାର୍ଯ୍ୟକାରୀ

ନୂଆଦିଲ୍ଲୀ:ଆଜି ସାରା ଦେଶ ପାଳୁଛି ସ୍ୱାଧୀନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟମବର୍ଗଙ୍କ ପାଇଁ ଆଉ ଏକ ନୂଆ ଯୋଜନାର ଘୋଷଣା କରିଛନ୍ତି ।  ଏହି ଯୋଜନାରେ ବଣିଆ, ତନ୍ତୀ, ବାରିକ ପରି କାମ କରୁଥିବା ବର୍ଗର ଲୋକଙ୍କ ପାଇଁ ନୂଆ ଯୋଜନାର ଷୋଷଣା କରିଛନ୍ତି ।…

ବିଶ୍ୱଗୁରୁ ହେବାକୁ ହେଲେ କେବଳ ଅଭିଭାଷଣ ଦେଲେ ଚଳିବନି: ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ୱାଧୀନତା ଦିବସ ଅଭିଭାଷଣରେ କହିଛନ୍ତି ଯେ ଭାଷଣ ଦେଇ ନୁହେଁ ବରଂ ଭଲ ଶିକ୍ଷା ଦେଇ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ କଲେ ଦେଶ ବିଶ୍ୱରେ ଅଗ୍ରଣୀ ହେବ। କେଜ୍ରିୱାଲ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ…

ଅଭିଭାଷଣରେ ଦେଶବାସୀଙ୍କୁ ବାରମ୍ବାର ‘ପରିବାରଜନ’ ବୋଲି କହି ସମ୍ବୋଧିତ କରିଥିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରକୁ ସମ୍ବୋଧିତ କରି 'ପରିବାର ସଦସ୍ୟ'  ଶବ୍ଦର ବ୍ୟବହାର ବାରମ୍ବାର କରିଥିଲେ। ଆଜି ୭୭ ତମ ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ୍ କିଲାର ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିଥିଲେ।…

ଭାରତର ଏହି ସବୁ ଟେକ ଆବିଷ୍କାରକୁ ବିଶ୍ୱ ବି ମାନୁଛି

ନୂଆଦିଲ୍ଲୀ: ସ୍ୱାଧୀନତା ପରଠାରୁ ଭାରତର ଦ୍ରୁତ ବିକାଶ ହେବାରେ ଲାଗିଛି । ବିଭିନ୍ନ କ୍ଷେତ୍ରରେ ଭାରତୀୟମାନେ ସେମାନଙ୍କ ଦକ୍ଷତା ପ୍ରତିପାଦିତ କରିଛନ୍ତି । ବିଶ୍ୱଗୁରୁ ଦୌଡରେ ଭାରତ ଆଗେଇ ଚାଲିଛି । ସ୍ୱାଧୀନତା ଦିବସ ଅବସରରେ ଆସନ୍ତୁ ଜାଣିବା ଏପରି କେତେକ ଟେକ ଆବିଷ୍କାର ଯାହାକି ଭାରତର ମାନ…