Latest Odisha News

BREAKING NEWS

Browsing Category

ଫିଚର

ଏଣିକି ନକଲି ଔଷଧ ସହଜରେ ହେବ ଚିହ୍ନଟ: ପ୍ରତ୍ୟେକ ଔଷଧ ଉପରେ ରହିବ QR କୋଡ୍

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ନକଲି ଔଷଧକୁ ରୋକିବା ପାଇଁ କେନ୍ଦ୍ର ସରକାର ଔଷଧଗୁଡ଼ିକ ଉପରେ QR କୋଡ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରଗ୍ସ କଣ୍ଟ୍ରୋଲର୍‌ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ୩୦୦ ଫାର୍ମା କମ୍ପାନୀକୁ ଅଗଷ୍ଟ ୧ରୁ QR କୋଡ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛି। ନିର୍ଦ୍ଦେଶ…

ମୁସଲମାନ ମହିଳାଙ୍କଠାରୁ ରାକ୍ଷୀ ବନ୍ଧାଇବେ ବିଜେପି ନେତା, ନିର୍ଦ୍ଦେଶ ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଆଗାମୀ ରକ୍ଷାବନ୍ଧନରେ ମୁସଲମାନ ମହିଳାମାନଙ୍କଠାରୁ ରାକ୍ଷୀ ବନ୍ଧାଇବେ ବିଜେପି ନେତା। ସାଂସଦ ତଥା ବିଜେପି ଏବଂ ଏନଡିଏ ଦଳର ନେତାମାନେ ମୁସଲମାନ ମହିଳାଙ୍କ ସହ ରକ୍ଷାବନ୍ଧନ ପର୍ବ ପାଳନ କରିବେ। ମୋଦୀ ବିଜେପି ଏବଂ ଏନଡିଏ…

 ଶ୍ରମିକ ସାମାଜିକ ସୁରକ୍ଷା  ଯୋଜନାରେ ସାମିଲ ହେବେ ଡେଲିଭରି ବୟଙ୍କ ସହ ୫୦ ବର୍ଗ;  ମିଳିବ ଏସବୁ ସହାୟତା

ଭୁବନେଶ୍ୱର:ଶ୍ରମିକ ଶ୍ରେଣୀରେ ସାମିଲ ହେଲେ କୁମ୍ଭାର, କମାର, ବୁଣାକାର, ଲୋକକଳା କଳାକାର, ଚିତ୍ରଶିଳ୍ପୀ, ଫଟୋଗ୍ରାଫର, ଭିଡଓଗ୍ରାଫର,ଡେଲିଭରି ବୟଙ୍କ ପରି ୫୦ ବର୍ଗ  ।  ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ ଏମାନଙ୍କୁ ସରକାର ଯୋଗାଇ ଦେବେ ସହାୟତା । ଶ୍ରମିକ ତଥା…

ସାଧାରଣ ଲୋକଙ୍କୁ ଆଶ୍ୱସ୍ତି: ଖୁବଶୀଘ୍ର ଶସ୍ତା ହୋଇପାରେ କ୍ଷୀର

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ଆଶ୍ୱସ୍ତି। ମୌସୁମୀ ପରେ ଶସ୍ତା ହୋଇପାରେ କ୍ଷୀର ମୂଲ୍ୟ। ଭାରତରେ ଦୁଗ୍ଧ ମୂଲ୍ୟ ତିନି ବର୍ଷ ମଧ୍ୟରେ ୨୨ ପ୍ରତିଶତ ବୃଦ୍ଧି ପାଇଛି, ଯେଉଁଥିରେ ଗତ ବର୍ଷର ୧୦ ପ୍ରତିଶତ ବୃଦ୍ଧି ମଧ୍ୟ ସାମିଲ ରହିଛି । । କେନ୍ଦ୍ର ମତ୍ସ୍ୟପାଳନ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ…

ଗାଧୋଇବା ବେଳେ ଭାସିଗଲେ ମହିଳା: ଅଗ୍ନିଶମ ବାହିନୀ ଦ୍ୱାରା ହେଲେ ଉଦ୍ଧାର

କେନ୍ଦୁଝର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବୈତରଣୀରେ ବଢୁଛି ଜଳସ୍ତର । ସେପଟେ ଲଘୁଚାପ ପ୍ରଭାବରୁ କେନ୍ଦୁଝରରେ ମଙ୍ଗଳବାରଠାରୁ ଲାଗିରହିଛି ବର୍ଷା l ବୁଧବାର ସକାଳ ଯାଏଁ ଚମ୍ପୁଆରେ ୧୧୧.୪ ମିଲି ବର୍ଷା ହୋଇଥିବା ବେଳେ ଆନନ୍ଦପୁରରେ ୯୬.୨ ମିଲିମିଟର ବର୍ଷା ହୋଇଛି l ଲଗାଣ ବର୍ଷା…

ଘରେ କରନ୍ତୁ ଏହି ୪ ଟି ପରିବର୍ତ୍ତନ, ଚମକିବ ଆପଣଙ୍କ ଭାଗ୍ୟ

ଓଡିଶା ସମ୍ବାଦ ବ୍ୟୁରୋ: ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଜିନିଷରୁ ଲୋକଙ୍କୁ ସକାରାତ୍ମକ ଏବଂ ନକାରାତ୍ମକ ଶକ୍ତି ମିଳିଥାଏ। ଏହି ଶକ୍ତି ଲୋକଙ୍କ ସଫଳତା ଉପରେ ବହୁତ ପ୍ରଭାବ ପକାଇଥାଏ । କେତେକ କ୍ଷେତ୍ରରେ କଠିନ ପରିଶ୍ରମ କଲେ ମଧ୍ୟ ଅନେକ ଲୋକ ସଫଳ ହୋଇପାରନ୍ତି ନାହିଁ। ଭାର କାରଣ ଅଟେ…

ଭାରତୀୟ ଲେଖିକାଙ୍କ ବଡ ସଫଳତା : ବୁକର୍ ପ୍ରାଇଜ 2023ରେ ଅନ୍ତର୍ଭୁକ୍ତ ହେଲା ଉପନ୍ୟାସ ‘ୱେଷ୍ଟର୍ଣ୍ଣ…

ନୂଆଦିଲ୍ଲୀ: ବ୍ରିଟେନର ରାଜଧାନୀ ଲଣ୍ଡନରେ ରହୁଥିବା ଭାରତୀୟ ଲେଖିକା ଚେତନା ମାରୋଙ୍କ ପ୍ରଥମ ଉପନ୍ୟାସ 'ୱେଷ୍ଟର୍ଣ୍ଣ ଲେନ୍' ବୁକର୍ ପୁରସ୍କାର ୨୦୨୩ ର ସମ୍ଭାବ୍ୟ ୧୩ ବିଜେତା ପୁସ୍ତକ ମଧ୍ୟରେ ସାମିଲ କରାଯାଇଛି । ମଙ୍ଗଳବାର ଦିନ ପ୍ରକାଶ ପାଇଥିବା ତାଲିକାରେ ଉପନ୍ୟାସ 'ୱେଷ୍ଟର୍ଣ୍ଣ ଲେନ୍'…

ହାଇକୋର୍ଟରୁ ଜାମିନ ପାଇଲେ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ, ତଥାପି ବାହାରି ପାରିବେନି ଜେଲରୁ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍ । ଖଣ୍ଡଗିରି ଥାନା ମାମଲାରେ ତାଙ୍କୁ ମିଳିଛି ଜାମିନ । ହାଇକୋର୍ଟ ଅର୍ଚ୍ଚନା ନାଗଙ୍କୁ  ସର୍ତ୍ତମୂଳକ ଜାମିନ ଦେଇଛନ୍ତି । ଏବେ ଅର୍ଚ୍ଚାନଙ୍କୁ ଦୁଇଟି ମାମଲାରେ ଜାମିନ ମିଳିଛି । ତେବେ ହାଇକୋର୍ଟ ଜାମିନ…

ପ୍ରବଳ ବର୍ଷାରେ ସୁବର୍ଣ୍ଣପୁର ସ୍ଥିତି ବେହାଲ, ରାସ୍ତାରେ ୨ ଫୁଟର ଡ୍ରେନ ପାଣି

ସୁବର୍ଣ୍ଣପୁର:ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରିହଛି । ଦୁଇଦିନ ଧରି ତୁହାକୁ ତୁହା ବର୍ଷା ହେଉଛି । ପ୍ରବଳ ବର୍ଷା ଯୋଗୁ ବଲାଙ୍ଗୀରରେ ମା’ ପାଟଣେଶ୍ୱରୀଙ୍କ ମନ୍ଦିର ପାଣିରେ ବୁଡି ଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି । ଜିଲ୍ଲାର ଅଧିକାଂଶ ସହରର…

ଅବପାତ ଗଭୀର ଅବପାତର ରୂପ ନେଲା; ୧୦ ଜିଲ୍ଲାରେ ପ୍ରବଳ ବର୍ଷା, ଭୂସ୍ଖଳନ ଆଶଙ୍କା

ଭୁବନେଶ୍ୱର: ଗଭୀର ଅବପାତ ପରେ ରାଜ୍ୟରେ ଲାଗି ରହିଛି ବର୍ଷା । ଆଗକୁ ବର୍ଷାର ପରମାଣ ଆହୁରି ବୃଦ୍ଧି ପାଇବ ବୋଲି ଚେତାବନୀ ଦେଇଛି ପାଣିପାଗ ବିଭାଗ  । ବୌଦ୍ଧରେ ସର୍ବାଧିକ ବର୍ଷା ନେଇ ରେକର୍ଡ କରାଯାଇଛି । ବୌଦ୍ଧରେ ୩୯୦.୬ ମିମି ବର୍ଷା ରେକର୍ଡ କରାଯାଇଛି । ଇତିମଧ୍ୟରେ ଉତର-ପୂର୍ବ…