Latest Odisha News

BREAKING NEWS

Browsing Category

ଫିଚର

ଛାତ ଉପରେ ୮୫ ଫୁଟର ବିମାନ, ପାଲଟିଛି ପଞ୍ଜାବର ପ୍ରତୀକ

ପଞ୍ଜାବ: ସାଧାରଣତଃ ସମସ୍ତଙ୍କର ରୁଚି ଭିନ୍ନ ଭିନ୍ନ ହୋଇଥାଏ । ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ବିମାନରେ ରହିବା ଓ ବୁଲିବାକୁ ପସନ୍ଦ କରିଥାନ୍ତି । ସେଥିଲାଗି ସେ ତାଙ୍କ ଘରର ଛାତ ଉପରେ ଏୟାର ଇଣ୍ଡିଆର ଏକ ବଡ଼ ବିମାନ ଠିଆ କରିଛନ୍ତି । ଅବିକଳ ଯାତ୍ରୀବାହୀ ବିମାନ ଭଳି ମନେ ହେଉଥିବା…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଭାରତ-ମାଲେସିଆ ଫାଇନାଲ

ମାଡ୍ରାସ: ସ୍ଥାନୀୟ ମେୟର ରାଧାକ୍ରିଷ୍ଣ ଷ୍ଟାଡିୟମରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ତାର ଅପରାଜେୟ ଧାରା ବଜାୟ ରଖି ଫାଇନାଲରେ ପ୍ରବେଶ କରିଛି । ଟାଇଟଲ ମୁକାବିଲାରେ ଭାରତ ଓ ମାଲେସିଆ ପରସ୍ପରକୁ ଭେଟିବେ । ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ୫-୦ ଗୋଲରେ…

ବ୍ରହ୍ମପୁର: ବାଇକ ଓ ମୋବାଇଲ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବାଇକ୍ ଓ ମୋବାଇଲ୍ ଚୋରି ରାକେଟ ଚଳାଉଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରି ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ବ୍ରହ୍ମପୁର ଏସପି କହିଛନ୍ତି ଯେ, ଗତ ୩ ତାରିଖରେ ବ୍ରହ୍ମପୁରର ୪ର୍ଥ ଲେନ, ଆଙ୍କୁଲିସ୍ଥିତ ନିଗମ ନଗରର ନାରାୟଣ…

ଲକ୍ଷ୍ନୌରୁ ଉଦ୍ଧାର ହେଲା ଓଡିଆ ଯୁବତୀଙ୍କ ମୃତ ଦେହ

ଭୁବନେଶ୍ୱର: ଲକ୍ଷ୍ନୌର ବୃନ୍ଦାବନ କଲୋନୀ ଅଞ୍ଚଳରୁ ଗୁରୁବାର ଏକ କାର ପଛ ସିଟ୍ରୁ ଓଡ଼ିଶାର ଜଣେ ୨୭ ବର୍ଷୀୟା ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ଜବତ ହୋଇଥିବା ଦୁଇଟି ଫୋନ ମଧ୍ୟରୁ ଗୋଟିଏକୁ ପୁଲିସ ଖୋଲିବା ପରେ ତାଙ୍କର ପରିଚୟ ଜାଣିପାରିଥିଲେ। ସେ ଭୁବନେଶ୍ୱରର ବାସିନ୍ଦା।…

ବାସ୍କେଟ ଘର: ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼

ନ୍ୟୁୟର୍କ: ଦି ଗ୍ରେଟ ୱାଲ ଅଫ ଚାଇନା ହେଉ ବା ତାଜମହଲ ପରି ଭାସ୍କର୍ଯ୍ୟ, ଏସବୁ ବିଷୟରେ ନିଶ୍ଚୟ ଆପଣ ଜାଣିଥିବେ । ଶହ ଶହ ବର୍ଷ ପରେ ବି ସ୍ୱତନ୍ତ୍ର ଡ଼ିଜାଇନ୍‌ରେ ନିର୍ମିତ ଏସବୁ ଭାସ୍କର୍ଯ୍ୟ ବିଶ୍ୱବାସୀଙ୍କ ସଦାସ୍ମରଣୀୟ । ସେହିପରି ବିଶ୍ୱରେ ଏମିତି କିଛି ସୁଦୃଶ୍ୟ ଅଟ୍ଟାଳିକା ମଧ୍ୟ…

ଡୁରାଣ୍ଡ କପ ଫୁଟବଲ: ଓଡିଶାର ବିଜୟ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଆସାମର କୋକ୍ରାଝର ସାଇ ଷ୍ଟାଡିୟମରେ ଅନୁଷ୍ଠିତ ଡୁରାଣ୍ଡ କପ ଫୁଟବଲ ଟୁର୍ଣ୍ଣାମେଂଟରେ ଓଡିଶା ତାର ବିଜୟ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଓଡିଶା ୨-୧ ଗୋଲରେ ରାଜସ୍ଥାନ ୟୁନାଇଟେଡକୁ ପରାସ୍ତ କରିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମାର୍ଦ୍ଧ ଗୋଲ…

ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ସଜା କାଟୁଥିବା ପୂର୍ବତନ ବିଧାୟକଙ୍କୁ ଜାମିନ୍

କଟକ: ୧୯୯୫ ମସିହାରେ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଗୁରୁବାର ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ପତ୍ନୀଙ୍କ ମୃତ୍ୟୁର ପ୍ରାୟ ୨୮ ବର୍ଷ ପରେ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ଟି ଦସ୍ତାବିଜ…

ରାଜ୍ୟ ବାର କାଉନସିଲ ନିର୍ବାଚନରେ ବିଭୁ ତ୍ରିପାଠୀ ଦ୍ବିତୀୟ ଥର ନିର୍ବାଚିତ

କଟକ: ଓଡ଼ିଶା ହାଇକୋର୍ଟର ଜଣାଶୁଣା ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ରାଜ୍ୟ ବାର କାଉନସିଲକୁ ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇଛନ୍ତି। ନିଆରା ଢଙ୍ଗରେ ବିନା ପୋଷ୍ଟର ବ୍ୟାନର ତଥା ଅର୍ଥବଳକୁ ବ୍ୟବହାର ନକରି ଚଳିତବର୍ଷ ରାଜ୍ୟ ବାର କାଉନସିଲ ନିର୍ବାଚନରେ ନିର୍ବାଚନ ଲଢ଼ି ବିଜୟଲାଭ କରିଥିବା…

ଫିଫା ମହିଳା ବିଶ୍ୱକପ: ସ୍ୱୀଡେନ, ସ୍ପେନ ସେମିରେ

ଅକଲାଣ୍ଡ; ଚଳିତ ଫିଫା ମହିଳା ବିଶ୍ୱକପର ସେମିଫାଇନାଲରେ ସ୍ୱୀଡେନ ଓ ସ୍ପେନ ପ୍ରବେଶ କରିଛନ୍ତି । ଅକଲାଣ୍ଡରେ ଅନୁଷ୍ଠିତ ପ୍ରଥମ ସେମିରେ ସ୍ୱୀଡେନ ୨-୧ ଗୋଲରେ ଜାପାନକୁ ପରାସ୍ତ କରିଥିଲା । ଆମାଣ୍ଡା ଇଲେଷ୍ଟଡ ଓ ଫିଲିପା ଆଲେଞ୍ଜଡାଲ ବିଜୟୀ ଦଳ ପକ୍ଷରୁ ଗୋଲ ସ୍କୋର କରିଥିଲେ । ମ୍ୟାଚର ଶେଷ…

ରୋଗୀ, ପରିବାର ଲୋକ ଦୁର୍ବବ୍ୟହାର କଲେ ଚିକିତ୍ସା କରିବେନି ଡାକ୍ତର

ନୂଆଦିଲ୍ଲୀ: ରେଜିଷ୍ଟେଡ ମେଡିକାଲ ପ୍ରାକ୍ଟିଶିଟେନର୍ସ ଡାକ୍ତରଙ୍କ ସୁରକ୍ଷା ଦୃଷ୍ଟିକୋଣକୁ ଆଖି ଆଗରେ ରଖି ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ଆଗକୁ ଯଦି କୌଣସି ରୋଗୀ କିମ୍ବା ଏହାର ପରିବାରବର୍ଗ ଡାକ୍ତରଙ୍କ ପ୍ରତି ଦୁର୍ବବ୍ୟହାର କରନ୍ତି ତେବେ ସେ ସିଧାସଳଖ ଚିକିତ୍ସା…