Latest Odisha News

BREAKING NEWS

Browsing Category

ଫିଚର

ଦିଲ୍ଲୀ ଗାନ୍ଧୀନଗରରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ଗୋଦାମ ଘର

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ଗାନ୍ଧିନଗର ମାର୍କେଟରେ ଥିବା ଏକ ପ୍ଲାଏ ଉଡ୍ ଦୋକାନରେ ନିଆଁ ଲାଗିଯାଇଛି । ଫଳରେ ପୁରା ଗୋଦାମଟି ହୁତହୁତ୍ ହେଇ ଜଳୁଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ…

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼: ବାତିଲ ହେଲା ବିମାନ ଉଡ଼ାଣ, ୫ କୋଟି ଲୋକ ପ୍ରଭାବିତ

ୱାଶିଂଟନ: ଆମେରିକାରେ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼। ଘୂର୍ଣ୍ଣିବଳୟ ସମେତ ଭୟଙ୍କର ଝଡ଼ ଏଠାରେ କୋଟି କୋଟି ଲୋକଙ୍କ ଜୀବନକୁ ପ୍ରଭାବିତ କରିଛି। ବାତ୍ୟା ଯୋଗୁଁ ନ୍ୟୁୟର୍କରୁ ଅଲବାମା ପର୍ଯ୍ୟନ୍ତ ପ୍ରାୟ ୧୦ ଲକ୍ଷ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି। ଏଠାରେ…

ରାହୁଲଙ୍କ ତୀରରେ କଂଗ୍ରେସକୁ ଜବାବ ଦେଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ଆଜି ଅନସ୍ଥା ପ୍ରସ୍ତାବ ଉପରେ ଆଲୋଚନାର ୨ୟ ଦିନ । ଲୋକସଭାରେ ଏ ନେଇ ଆଲୋଚନା ଆରମ୍ଭ ହୋଇ ଯାଇଛି । ଆଜି ରାହୁଲ ଅନାସ୍ଥା ପ୍ରସ୍ତାବ ଉପରେ ନିଜର ମତ ରଖି ମଣିପୁର ପ୍ରସଙ୍ଗ ଉପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ରାହୁଲ କହିଥିଲେ, ପ୍ରଧାନମନ୍ତ୍ରୀ…

ଡିଜିଜ ଏକ୍ସ ସାଜିଲା ବୈଜ୍ଞାନିକଙ୍କ ମୁଣ୍ଡ ବ୍ୟଥାର କାରଣ

ନୂଆଦିଲ୍ଲୀ: କରୋନା ମହାମାରୀ ଯେଉଁ ଭୟ ସୃଷ୍ଟି କରାଇଛି ତାହା ଏବେ ବି ଅନେକଙ୍କ ମନରୁ ଲିଭି ନାହିଁ । ଭ୍ୟାକ୍ସିନେଶନ ମାଧ୍ୟମରେ ଏହାକୁ ରୋକ କରାଯାଇପାରିଛି । ଏବେ ଡିଜିଜ ଏକ୍ସ ପୁନର୍ବାର ଏହି ଭୟ ସଂଚାର କରାଉଛି । ଏ ପର୍ଯ୍ୟନ୍ତ ଏହା ଆମ ପାଇଁ କେତେ କ୍ଷତିକାରକ ଏବଂ କେଉଁ କାରଣ ନେଇ ଏହା…

ଅନାସ୍ଥା ପ୍ରସ୍ତାବ ମତ ରଖିବା ପୂର୍ବରୁ ରାହୁଲ କହିଲେ, ‘ଏଥର ଯାହା କହିବି ହୃଦୟରୁ କହିବି’

ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ଆଜି ଅନସ୍ଥା ପ୍ରସ୍ତାବ ଉପରେ ଆଲୋଚନାର ୨ୟ ଦିନ । ଲୋକସଭାରେ ଏ ନେଇ ଆଲୋଚନା ଆରମ୍ଭ ହୋଇ ଯାଇଛି । ଆଜି ରାହୁଲ ଅନାସ୍ଥା ପ୍ରସ୍ତାବ ଉପରେ ନିଜର ମତ ରଖିଛନ୍ତି । ରାହୁଲଙ୍କ ବ୍ୟତୀତ କଂଗ୍ରେସ ପକ୍ଷରୁ ରେୱନ୍ତ ରେଡ୍ଡି ଏବଂ ହେଭି ହର୍ଡନଙ୍କ ନାମ ମଧ୍ୟ…

ଶିକାରୀଙ୍କ କବଜାରେ ଶିମିଳିପାଳ;୨୧ ଗିରଫ, ୧୬୫ ବନ୍ଧୁକ ଜବତ

ବାରିପଦା: ଶିମିଳିପାଳ ଏବେ ଶିକାରୀ ମାନଙ୍କର ଆଡ୍ଡା ସ୍ଥଳୀ ପାଲଟିଛି । ମାଳ ମାଳ ଶିକାରୀ ଜଙ୍ଗଲରେ ବୁଲୁଛନ୍ତି । ବନ୍ଧୁକ ମୂନରେ ଅବାଧରେ ପଶୁ ପକ୍ଷୀ ଶିକାର ଚାଲିଛି । ଫଳରେ ଜଙ୍ଗଲରେ ସର୍ଚ୍ଚ  ଅପରେସନକୁ ଜୋରଦାର କରାଯାଇଛି । ସର୍ଚ୍ଚ ଅପରେସନ ବେଳେ ୨୧ ଜଣ ଶିକାରୀଙ୍କୁ ଗିରଫ…

ଚର୍ଚ୍ଚାରେ BSNL ର ଏହି ପ୍ଲାନ, ୫୦୦ରୁ କମ ଟଙ୍କାରେ ରିଚାର୍ଜ କଲେ ମିଳୁଛି ୧୮୦ ଦିନର ଭେଲିଡିଟି

ନୂଆଦିଲ୍ଲୀ: ଟେଲିକମ୍ ବଜାର ଏବେ ଅଧିକ ପ୍ରତିଦ୍ୱନ୍ଦୀତାମୂଳକ ହୋଇଛି। ଟେଲିକମ୍ କମ୍ପାନୀମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ଭଳି କି ଭଳି ଅଫର୍ ଆଣୁଛନ୍ତି। ସରକାରୀ ଟେଲିକମ୍ କମ୍ପାନୀ ବିଏସ୍‌ଏନ୍‌ଏଲ୍ (BSNL) ସବୁବେଳେ ଗ୍ରାହକଙ୍କ ପାଇଁ ସୁଲଭ ଏବଂ ଶସ୍ତା ରିଚାର୍ଜ ଯୋଜନା…

ଆଜି ଶ୍ରୀଜିଉଙ୍କ ବନକଲାଗି: ସନ୍ଧ୍ୟା ୬ରୁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ବହୁ ବାଦ ବିବାଦ ପରେ ଶେଷରେ ଆଜି ହେବ ଶ୍ରୀଜିଉଙ୍କର ବନକ ଲାଗି ନୀତି । ଚମକିବେ କାଳିଆ ସାଆନ୍ତ । ମହାପ୍ରଭୂଙ୍କ ଦ୍ବିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ଏହି ନୀତି ସମ୍ପନ୍ନ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା ୬ଟାରୁ ରାତି ୧୧ଟା ଦୀର୍ଘ ୫ ଘଣ୍ଟା ପର୍ଯ୍ୟନ୍ତ…

ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ଅଙ୍କିତା ଲୋଖଣ୍ଡେ, ଲିପଲକ୍ ଭିଡିଓ ଭାଇରାଲ

ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ଅଙ୍କିତା ଲୋଖଣ୍ଡେ-ବିକି ଜୈନ ଆଜିକାଲି ସେମାନଙ୍କ ବିବାହକୁ ନେଇ ଖୁବ ଚର୍ଚ୍ଚିତ। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଯାହାକୁ ନେଇ ଜୋରଦାର ଆଲୋଚନା ଚାଲିଛି। ଅଙ୍କିତା…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନ, ଜମି ଦୁର୍ନୀତି ମାମଲାରେ ୧୪ ରେ ଜେରା

ରାଞ୍ଚି: ଜମି ଦୁର୍ନିତୀ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ ଜାରି କରିଛି। ମାମଲା ସଂଖ୍ୟା ୨୫/୨୩ ଆଧାରରେ ଏହି ନୋଟିସ୍ ପଠାଯାଇ ଅଗଷ୍ଟ ୧୪ ରେ ହାଜର ହେବାକୁ ଇଡି କାର୍ଯ୍ୟାଳୟକୁ ଡକାଯାଇଛି। ହେମନ୍ତ ସୋରେନଙ୍କ ବିରୋଧରେ ଜାଲ୍…