Latest Odisha News

BREAKING NEWS

Browsing Category

ଫିଚର

ରାଗିଂ ନେଲା କି ଜୀବନ ! ହାଇଦ୍ରାବାଦରେ ଜୀବନ ହାରିଲେ ଓଡ଼ିଆ ଛାତ୍ରୀ

ସୋନପୁର: ହାଇଦ୍ରାବାଦ ଆଇ.ଆଇ.ଟିରେ ଓଡିଆ ଛାତ୍ରୀଙ୍କ ମୃତ୍ୟୁ  । ଏକ ବନ୍ଦ କୋଠରୀରୁ ଉଦ୍ଧାର ହୋଇଛି ଛାତ୍ରୀଙ୍କର ମୃତେଦହ  । ମୃତ ଛାତ୍ରୀ ଜଣକ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଡୁମୁରି ଗାଁର ଦୁଃଖିଶ୍ୟାମ ନାଏକଙ୍କ ଝିଅ ମମିତା  ବୋଲି ଜଣାପଡିଛି । ହଷ୍ଟେଲର ଏକ ବନ୍ଦ…

ଚାଷୀଙ୍କୁ ଘାରିଲା ଚୋରି ଭୟ: ଟମାଟୋ କ୍ଷେତରେ ଲାଗିଲା ସିସିଟିଭି କ୍ୟାମେରା

ମୁମ୍ବାଇ: ଟମାଟୋ ଦର ଏବେ ଆକାଶ ଛୁଆଁ ରହିଛି । ଦର ଦିନକୁ ଦିନ ବଢି ବଢି ଚାଲିଛି । ଯାହାକି ଗ୍ରାହକଙ୍କ ହାଣ୍ଡିଶାଳ ଉପରେ ସିଧାସଳଖ ପ୍ରଭାବ ପକାଉଛି । ଦର ଏବେ କିଲୋ ପିଛା ୨୦୦ ଟଙ୍କା ପାର୍ କରିଛି । ଏଭଳି ସ୍ଥିତିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଟମାଟୋ ଚୋରି…

ନାଗାସାକି ଦିବସ- ସେ ଭୟଙ୍କର ଦିନ ମନେ ପଡିଲେ ଆଜି ବି ଛାତି ଥରି ଯାଉଛି

ଟୋକିଓ: ଭୟଙ୍କର ଥିଲା ସେ ଦିନ,  ସେ ମୁହୁର୍ତ୍ତ  । ହସଖୁସିରେ ଉଛୁଳି ପଡୁଥିବା ସହର  କ୍ଷଣକେ ମରୁଭୂମି ପାଲଟିଗଲା  । ସବୁଠି ଛାଇଗଲା କୋକୁଆ ଭୟ । ପରିସ୍ଥିତି ଏତେ ଭୟଙ୍କର ଥିଲା ଯେ , ନିଃଶ୍ବାସ ନେଲେ ବି ଜୀବନ ଚାଲି ଯାଉଥିଲା । ଅତି ପ୍ରଖର ବେଗରେ ପରମାଣୁ ବୋମା ଛୁଟୁଥିଲା । ପୁରା…

ଲଣ୍ଡନ ରାଜରାସ୍ତାରେ ଶାଢ଼ୀ ଶୋଭାଯାତ୍ରା: ଦେଖାଇଥିଲେ ହ୍ୟାଣ୍ଡଲୁମ ଝଲକ

ଲଣ୍ଡନ: ବିଶ୍ଵର ସାଂସ୍କୃତିକ ରାଜଧାନୀ ଲଣ୍ଡନ ନଗରୀର ରାଜରାସ୍ତାରେ ଭାରତୀୟ କଳା, ସଂସ୍କୃତି ଓ ଐତିହ୍ୟର ପ୍ରତୀକ ଶାଢ଼ୀର ଅନନ୍ୟ ଓ ଅପୂର୍ବ ଝଲକ ଦେଖିବାକୁ ମିଳିଥିଲା। ଜାତୀୟ ହସ୍ତତନ୍ତ ଦିବସର ଅବ୍ୟବହିତ ପୂର୍ବରୁ "ଇନସ୍ପାୟାରିଂ ଇଣ୍ଡିଆନ ୱିମେନ୍ ଗ୍ରୁପ"ର ସହଯୋଗରେ " ବ୍ରିଟିଶ ୱିମେନ…

୩ ଜଣଙ୍କୁ ହତ୍ୟା ମାମଲାରେ ବାପାଙ୍କୁ ଫାଶୀଦଣ୍ଡ, ପୁଅକୁ ଆଜୀବନ ଜେଲ୍

ସମ୍ବଲପୁର: ବାପାକୁ ଫାଶୀ, ପୁଅକୁ ଆଜୀବନ ଜେଲ୍ । ଲପଡ଼ା ଗାଁରେ ତିନିଜଣଙ୍କୁ ହତ୍ୟା ମାମଲାରେ ସମ୍ବଲପୁର ଜିଲ୍ଲା କୋର୍ଟ ବାପାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବା ବେଳେ ପୁଅକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୨୦୨୦ ମହୁଲପାଲି ଥାନା ଲପଡ଼ା ଗାଁରେ ତିନିଜଣଙ୍କୁ ହତ୍ୟା କରାଯାଇଥିଲା ।…

ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା; ସାମ୍ନାକୁ ଆସିଲା କଲ୍ ଡିଟେଲ ରିପାେର୍ଟ

ଭୁବନେଶ୍ୱର: ବାର ଗର୍ଲ ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ । ଏପଟେ ଶୁଭଲକ୍ଷ୍ମୀର କଲ ଡିଟେଲ୍ସ ପୋଲିସର ହସ୍ତଗତ ହୋଇଥିବାବେଳେ ୨ୟ ବୟଫ୍ରେଣ୍ଡକୁ ଥାନାକୁ ଡାକି ଜେରା କରିଛି। ଶୁଭଲକ୍ଷ୍ମୀର ମୃତ୍ୟୁକୁ ନେଇ ପୋଲିସ ଅଡୁଆ ଜାଲରେ ଛନ୍ଦି ହୋଇପଡିଥିବାବେଳେ କଲ ଡିଟେଲ୍ସ ରିପୋର୍ଟରୁ…

ବିଦ୍ୟାଳୟରେ ବିଧାୟକଙ୍କ ଜନ୍ମଦିନ ପାଳନ, ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଯାଜପୁର: ବିଜେଡି ନେତା ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜନ୍ମଦିନ ବିଦ୍ୟାଳୟରେ ପାଳନକୁ ନେଇ ବିବାଦ ତେଜୁଛି । ଆଉ ବିବାଦ ଭିତରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି । ଅଗଷ୍ଟ ୯ରେ ଧର୍ମଶାଳାରେ ଜିଲ୍ଲା…

‘ଡନ୍‌-୩’ରେ ରଣବୀରଙ୍କ ଏଣ୍ଟ୍ରି, ଆସିଲା ଦମଦାର ଟିଜର

ମୁମ୍ବାଇ: ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ। ଆସିଲା ‘ଡନ୍‌-୩’ର ଦମଦାର ଟିଜର। ଡନ୍ ଭୂମିକାରେ ନଜର ଆସିବେ ବଲିଉଡ ସୁପରଷ୍ଟାର ରଣବୀର ସିଂ। ଫିଲ୍ମର ଟିଜର ସହ ରଣବୀରଙ୍କ ପ୍ରଥମ ଲୁକ୍ ହେଲା ରିଲିଜ। ଫିଲ୍ମକୁ ନେଇ ଥିଲା ଅନେକ ସସପେନ୍ସ। ଚାଲିଥିଲା ଅନେକ ବାଦ ବିବାଦ। ଏବେ ଟିଜର ରିଲଜ ହେବା…

ସଂସଦରେ ରାହୁଲଙ୍କ ଫ୍ଲାଇଂ କିସ୍; ସ୍ମୃତି ଇରାନୀ କହିଲେ ‘ମହିଳା ବିରୋଧୀ ପୁରୁଷ’

ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ସାଂସଦ ରାହୁଲ ଗାନ୍ଧୀ ଦେଲେ ଫ୍ଲାଇଂ କିସ । ତାତିଲେ ମହିଳା ସାଂସଦ । ସ୍ପିକରଙ୍କ ନିକଟରେ କଲେ ଅଭିଯୋଗ । ସ୍ମୃତି ଇରାନୀ କହିଲେ ଏହା ଅଭଦ୍ରତା । ହେଲେ ରାହୁଲଙ୍କ ଫ୍ଲାଇଂ କିସ କାହିଁକି ଦେଉଥିଲେ ? କାହା ଉଦ୍ଦେଶ୍ୟରେ ଥିଲା ? ବୁଧବାର ଥିଲା ଅନସ୍ଥା…

ଭାଇରାଲ ଫିବର୍‌କୁ ଏଡାଇବା ପାଇଁ ଘରୋଇ ଉପଚାର

ଋତୁ ପରିବର୍ତ୍ତନଶୀଳ। ଋତୁ ପରିବର୍ତ୍ତନକୁ ନେଇ ଘରେ ଘରେ ବିଭିନ୍ନ ପ୍ରକାରର ସଂକ୍ରମଣ ରୋଗ ହେଉଥିବା ଦେଖିବାକୁ ମିଳେ। ବର୍ଷା ଋତୁରେ ଭାଇରାଲ ଫିବର୍ ବା ସଂକ୍ରମିତ ଜ୍ୱର ହେବାର ଆଶଙ୍କା ରହୁଛି। ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ କରନ୍ତି ତେବେ ଆପଣ ଘରୋଇ ଉପଚାର ଗ୍ରହଣ କରି ଆରାମ…