Latest Odisha News

BREAKING NEWS

Browsing Category

ଫିଚର

ମଣିପୁର ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ: ଯାଞ୍ଚ ପାଇଁ ୩ ମହିଳା ଜଜଙ୍କୁ ନେଇ କମିଟି ଗଠନ

ନୂଆଦିଲ୍ଲୀ: ମଣିପୁର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ଧରଣର ହସ୍ତକ୍ଷେପ  । ମଣିପୁର ହିଂସାକାଣ୍ଡର ଯାଞ୍ଚ କରିବା ପାଇଁ ସୁପ୍ରିମ କୋର୍ଟ ୩ ଜଣ ପୂର୍ବ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହିଂସା ପ୍ରଣୋଦିତ ମଣିପୁରରେ ରିଲିଫ, ଥଇଥାନ  ପ୍ରସଙ୍ଗକୁ ନେଇ…

ଅଜବ ରେଷ୍ଟୁରାଣ୍ଟ: ଯେଉଁଠି ନିଜ ପସନ୍ଦର ମାଛ ଧରନ୍ତି ଗ୍ରାହକ, ସେହି ମାଛ ତାଙ୍କୁ ପରଷା ଯାଏ

ଜାପାନ: ସାଧାରଣତଃ ଅଧିକାଂଶ ଲୋକ ଚିକେନ୍‌, ମଟନ ଅପେକ୍ଷା ମାଛ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ସେଥିଲାଗି ଦୁନିଆରେ ଅନେକ ରେଷ୍ଟୁରାଣ୍ଟଅଛି, ଯେଉଁଠାରେ ସୁସ୍ୱାଦୁ ମାଛ ଖାଇବାକୁ ମିଳିଥାଏ । କିନ୍ତୁ ଜାପାନରେ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠାରେ ଗ୍ରାହକ ନିଜେ ମାଛ ଧରନ୍ତି ଓ…

ଭାରତରେ କୋଟିପତିଙ୍କ ସଂଖ୍ୟା ବଢୁଛି

ନୂଆଦିଲ୍ଲୀ: ଭାରତରେ କୋଟିପତିଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି । ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲିଂ ଡାଟାରୁ ଏହି ତଥ୍ୟ ସମ୍ମୁଖକୁ ଆସିଛି । କରୋନା ମହାମାରୀ ସମୟରେ ଏହାର ହାର କମିଥିବା ବେଳେ ଏବେ ଏହା ପୁନର୍ବାର ବୃଦ୍ଧି ପାଇବାରେ ଲାଗିଛି । ୨୦୨୨-୨୩ ଆଇଟିଆର ଫାଇଲ…

ଆଗୁଆ ହେବ କି ବିଧାନସଭା ନିର୍ବାଚନ ? ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:କେବେ ହେବ ରାଜ୍ୟ ବିଧାନସଭା ନିର୍ବାଚନ ?  ଆଗୁଆ ହେବ ନା ଲୋକସଭା ନିର୍ବାଚନ ସହ ହେବ ? ୨୦୨୪ ନିର୍ବାଚନକୁ ନେଇ ଏମିତି ଅନେକ ପ୍ରଶ୍ନକୁ ନେଇ ଆଲୋଚନା ଜୋର ଧରିଥିବାବେଳେ  ମୁହଁ ଖୋଲିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଗଣମାଧ୍ୟମକୁ ସାକ୍ଷାତ ଦେଇ…

ମଧୁବାବୁ ଯୋଜନାରେ ଯୋଡି ହେଲେ ଆଉ ୪ ଲକ୍ଷ ହିତାଧିକାରୀ

ଭୁବନେଶ୍ବର : ବଢିଲା ମଧୁବାବୁ ପେନସନ୍ ଯୋଜନା ପରିସର । ମଧୁବାବୁ ଯୋଜନାରେ ଯୋଡି ହୋଇଛନ୍ତି ଆଉ ୪ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ । ବିଶେଷ କରି ବୃଦ୍ଧ, ବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଏହି ଭତ୍ତା ମିଳିବ । ଅଗଷ୍ଟ ୧୫ ତାରିଖରେ ଏଥିରେ ସାମିଲ ଥିବା ନୂଆ…

୧୩୭ ଦିନ ପରେ ସଂସଦକୁ ଫେରିଲେ ରାହୁଲ, ପାଛୋଟି ନେଲେ ‘ଇଣ୍ଡିଆ’ ସଦସ୍ୟ

ନୂଆଦିଲ୍ଲୀ:ସଦସ୍ୟତା ଫେରିପାଇବା ପରେ ରାହୁଲ ଗାନ୍ଧୀ ୧୩୭ ଦିନ ପରେ ଆଜି ସଂସଦକୁ ଫେରିଛନ୍ତି । ରାହୁଲ ଆଜି ସଂସଦକୁ ଫେରିବା ସମୟରେ ବିରୋଧୀଙ୍କ ନୂଆ ମେଣ୍ଟ ଇଣ୍ଡିଆର ସଦସ୍ୟମାନେ ତାଙ୍କୁ ପାଛୋଟି ନେଇଥିଲେ । ସାଂସଦମାନେ ରାହୁଲଙ୍କ ସପକ୍ଷରେ ନାରାବାଜି ବି କରିଥିଲେ । ସଂସଦକୁ ଆସିବା…

ଲୋକସଭା ନିର୍ବାଚନ: ଗୁଜୁରାଟରେ ହେବ ଆପ୍-କଂଗ୍ରେସର ମେଣ୍ଟ, ଆପ୍ ନେତାଙ୍କ ଘୋଷଣା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ଉଭୟ ବିରୋଧୀ ଏବଂ ଶାସକ ଦଳ ଛୋଟ-ବଡ଼ ଦଳ ସହ ମେଣ୍ଟ କରୁଛନ୍ତି। ଗୁଜୁରାଟରେ ମଧ୍ୟ ଆମ୍ ଆଦମୀ ପାର୍ଟି ଲୋକସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି। ଆମ୍ ଆଦମୀ ପାର୍ଟିର ଶୀର୍ଷ ନେତା ଇସୁଦାନ ଗଢଭୀ କହିଛନ୍ତି…

ବର୍ଷାଦିନେ ନିଅନ୍ତୁ ପାଦର ଯତ୍ନ, ଜାଣନ୍ତୁ ଘରୋଇ ଉପାୟ..

ଓଡ଼ିଶା ସମ୍ବାଦ ବ୍ୟୁରୋ; ବର୍ଷାଦିନେ ମାଟି କାଦୁଅ, ଅପରିଷ୍କାର ପାଣିରେ ପାଦ ଭିଜିବା ଯୋଗୁ ଜୀବାଣୁ ସଂକ୍ରମଣର ଆଶଙ୍କା ବେଶି ବଢ଼ିଯାଏ । ତା’ ଛଡ଼ା ଓଦା ଚପଲ, ଜୋତା ଆଦି ଅଧିକ ସମୟ ରହିବା କାରଣରୁ ପାଦ ଗନ୍ଧ ହେବା ସହ ପାଣିଖାଇବା, ଫଙ୍ଗାଲ ଇନ୍‌ଫେକ୍ସନ ବି କେତେକଙ୍କଠାରେ ଦେଖା ଦେଇଥାଏ।…

ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗକୁ ଧରିଲା ପୋଲିସ; ବଡ ଧରଣର କାଣ୍ଡ ପାଇଁ କରୁଥିଲେ ଯୋଜନା

ଭୁବନେଶ୍ୱର:ଏକ ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ । ଏହି ଗ୍ୟାଙ୍ଗ ଏକ ବଡ ଧରଣର ଅପରାଧିକ କାଣ୍ଡ କରିବାକୁ ଯାଉଥିବାବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ପୋଲିସ ଏମାନଙ୍କୁ ଧରିଛି । ଗ୍ୟାଙ୍ଗର ମୁଖ୍ୟ ସଞ୍ଜୟ ଖୁଣ୍ଟିଆ ଓ ତାଙ୍କ ୩ ଜଣଙ୍କୁ ଗିରଫ କରାଯାଇଛି ।…

ସାବଧାନ ! ସକ୍ରିୟ ହେଲା ଏହି ୩ଟି ମାଲୱେର, ସିଷ୍ଟମରୁ ତୁରନ୍ତ ଚୋରି କରନ୍ତି ତଥ୍ୟ

ସଫ୍ଟୱେୟାର ଦୁନିଆରେ ଆଜିକାଲି ବହୁମାତ୍ରାରେ ମାଲୱେର ଆଟାକ ଚାଲିଛି। ଯଦି ଆପଣ ସ୍ମାର୍ଟଫୋନ୍, ଲାପଟପ୍ କିମ୍ବା କମ୍ପ୍ୟୁଟର ଚଲାଇବା ବେଳେ ଇଣ୍ଟରନେଟ୍ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡିବ। କାରଣ ମାଲୱେର୍ ଅର୍ଥାତ୍ ଭାଇରସ୍ ଲାପଟପ୍ କିମ୍ବା କମ୍ପ୍ୟୁଟର ପାଇଁ…