Latest Odisha News

BREAKING NEWS

Browsing Category

ଫିଚର

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଗଠନ ହେଲା କ୍ଲବ୍ ବ୍ୟବସ୍ଥା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଗଠନ ହେଲା କ୍ଲବ୍ ବ୍ୟବସ୍ଥା। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମାଟ୍ରିକ ବୋର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀ ୮୦ ପ୍ରତିଶତ ମାର୍କର ପରୀକ୍ଷା ଦେବେ। ସ୍ଲୁଲ ସ୍ତରରେ ପରୀକ୍ଷାର୍ଥୀ ଆଉ ୨୦ମାର୍କ ପାଇବେ।…

ଆଜି ଖୋଲିବ ମାର୍କେଟ ବିଲ୍ଡିଂ, ହଟିବେ ଉଠାଦୋକାନୀ

ଭୁବନେଶ୍ୱର: ବହୁ ବିବାଦ ପରେ ଆଜି ଖୋଲିବ ମାର୍କେଟ ବିଲ୍ଡିଂ। ସ୍ୱଭାବିକ ହେବ ସ୍ଥିତି। ହଟିବେ ଉଠାଦୋକାନୀ। ବିଏମ୍‌ସି-ସେଣ୍ଟ୍ରାଲ ମାର୍କେଟ ସଂଘ ମଧ୍ୟରେ ଆପୋଷ ସମାଧାନ ହେବା ନିଶ୍ଚିତ ହୋଇଛି। ବିଏମସି ଓ ପୋଲିସ ସୁରକ୍ଷା ଯୋଗାଇଦେବାକୁ ପ୍ରତିଶ୍ରୃତି ପରେ ଏହି ନିଷ୍ପତ୍ତି ନେଇଛି…

ବର୍ଷାରେ ମାଟି ଅତଡା ଖସିବାରୁ କଳାହାଣ୍ଡିରେ ୬ ଜଣ ଆହତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବିମଳା ଗ୍ରାମରେ ବୁଧବାର ଦିନ ଲଗାଣ ବର୍ଷାରେ ଏକ ଘର ଭୁଶୁଡି ପଡିବାରୁ ୬ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆହତଙ୍କ ମଧ୍ୟରେ ଘର ନିକଟରେ ଖେଳୁଥିବା ପାଞ୍ଚ ଜଣ ଶିଶୁ ଥିବା ବେଳେ ଏହା ସେମାନଙ୍କ ଉପରେ ଭୁଶୁଡ଼ି…

ଭଟ୍ଟାରିକା ମନ୍ଦିରରେ ପ୍ରବେଶ କଲା ବନ୍ୟା ପାଣି

କଟକ: ବଡମ୍ବା ଅଞ୍ଚଳରେ ବୁଧବାର ମହାନଦୀରୁ ବନ୍ୟାଜଳ ମା' ଭଟ୍ଟାରିକା ମନ୍ଦିରରେ ପ୍ରବେଶ କରିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପାଣି ମନ୍ଦିର ପରିସରକୁ ଜଳମଗ୍ନ କରିବା ସହ…

ଚିନ୍ତା ବଢ଼ାଇଲାଣି ସହରି ବନ୍ୟା, ଉଦବେଗ ପ୍ରକାଶ କଲା ଷ୍ଟାଣ୍ଡିଂ କମିଟି

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ଅନେକ ସହର ଓ ଗ୍ରାମା଼ଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସହରାଞ୍ଚଳର ଭିତ୍ତିଭୂମି ଯଥା ରାସ୍ତାଘାଟ, ଘର, ଶ୍ମଶାନ, ମନ୍ଦିର, ଶିକ୍ଷାନୁଷ୍ଠାନ ଆଦିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜଧାନୀ ଭୁବନେଶ୍ୱର ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିବାରୁ…

ଓପିଏସସି ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ସନତ ମହାନ୍ତି ନିଯୁକ୍ତ, ଅଧ୍ୟକ୍ଷ ପଦରୁ ଅବସର ନେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର: ସନତ କୁମାର ମହାନ୍ତି ଓପିଏସସିର ଭାରପ୍ରାପ୍ତ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏବେ ଓପିଏସସିର ସଦସ୍ୟ ଅଛନ୍ତି ସନତ ମହାନ୍ତି। ବୁଧବାର ସତ୍ୟଜିତ ମହାନ୍ତି ଅବସର ଗ୍ରହଣ କରିଛନ୍ତି। ଗୁରୁବାରଠୁ…

ରାଜଧାନୀରେ ରାସ୍ତା ଖୋଳିବାକୁ ହେଲେ ଅନୁମତି ନେବାକୁ ହେବ: ବିଏମସି

ଭୁବନେଶ୍ୱର: ଏଣିକି ଭୁବନେଶ୍ବରରେ କୌଣସି ରାସ୍ତାରେ ଖୋଳିବାକୁ ଯଦି ଚାହିଁବେ ତାହେଲେ ଅନୁମତି ନେବାକୁ ହେବ। ଏଥିପାଇଁ ଏକ ସ୍ବତନ୍ତ୍ର ଓ୍ବେବ ପୋର୍ଟାଲ ସାର୍ବଜନୀନ ହୋଇଛି। ଯାହାର ନାମ ରହିଛି http://bhubaneswar.me । ଯେଉଁ ସଂସ୍ଥା ଅନୁମତି ପାଇ ରାସ୍ତା ଖୋଳିବେ ସେହି ସଂସ୍ଥା…

ବୃଦ୍ଧ ଦମ୍ପତି ତିଆରି କଲେ ଦୁନିଆର ସବୁଠୁ ବଡ ତାଲା: ଏହାକୁ ଅଯୋଦ୍ଧାରେ ନିର୍ମାଣ।ଧୀନ ରାମ ମନ୍ଦିରକୁ ଦାନ କରିବେ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଆଲିଗଡ କେବଳ ଦେଶରେ ନୁହେଁ ବିଶ୍ୱରେ ତାଲା ପାଇଁ ପ୍ରସିଦ୍ଧ । ଏଠାରେ ରହୁଥିବା ଏକ ଦମ୍ପତି ବର୍ଷ ବର୍ଷ ଧରି ଏହି ପରିଚୟ ବଜାୟ ରଖି ଆସିଛନ୍ତି । ସେ ପ୍ରଥମେ ୩୦୦ କିଲୋଗ୍ରାମର ଏକ ବଡ ତାଲା ତିଆରି କରିଥିଲେ । ଏବେ ସେ ୩୦ କିଲୋଗ୍ରାମର ଚାବି ସହିତ ୪୦୦…

ହକି ଇଣ୍ଡିଆ ସଭାପତି ଦିଲୀପ କହିଲେ ଆବଶ୍ୟକ ପଡିଲେ ଆମେ ପାକିସ୍ତାନ ଯାଇ ମ୍ୟାଚ ଖେଳିବୁ

ନୂଆଦିଲ୍ଲୀ: ପାକିସ୍ତାନ ହକି ଟିମ ଏସିଆନ ଚାମ୍ପିୟନଶିପ ଖେଳିବା ପାଇଁ ଭାରତ ଆସିଛି । ଏହି ଅବସରରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି, ଯଦି ଆମର ଆବଶ୍ୟକ ପଡେ ତାହାହେଲେ ପାକିସ୍ତାନ ଯାଇ ଖେଳିବାରେ କୌଣସି ଅସୁବିଧା ନାହିଁ । ୨୩ ସେପ୍ଟମ୍ବରରୁ ଆରମ୍ଭ ହେଉଥିବା ଏସିଆନ ଗେମ୍ସରେ…

୬ ହଜାର କୋଟି ପର୍ଯ୍ୟନ୍ତ ଯାଇପାରେ ବିସିସିଆଇ ବ୍ରଡକାଷ୍ଟ ରାଇଟ୍ସ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବୁଧବାର ବ୍ରଡକାଷ୍ଟ ରାଇଟ୍ସ ପାଇଁ ଟେଣ୍ଡର ଜାରୀ କରିଛି । ଆଗାମୀ ୫ ବର୍ଷ ପାଇଁ ପ୍ରସାରଣ ରାଇଟ୍ସ ହାତେଇବା ପାଇଁ ଆଗ୍ରହୀ କମ୍ପାନୀକୁ ୧୫ ଲକ୍ଷରେ ଟେଣ୍ଡର ଡକ୍ୟୁମେଂଟ ଟ୍ୟାକ୍ସ ଅର୍ଥ ଛାଡିକରି କିଣିବାକୁ ପଡିବ । ଏହାକୁ ଫେରସ୍ତ କରାଯିବ ନାହିଁ…