Latest Odisha News

BREAKING NEWS

Browsing Category

ଫିଚର

ଏମିତି ଏକ ଷ୍ଟ୍ରବେରୀ, ଯାହାର ଦାମ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜାପାନ: ଫଳ ଏବଂ ପନିପରିବା ବିଷୟରେ କହିବାକୁ ଗଲେ, ଏମିତି କିଛି ଫଳ ଅଛି, ଯାହା ପ୍ରତ୍ୟେକ ଋତୁରେ ମହଙ୍ଗା ରହିଥାଏ । ଆଉ କିଛି ଫଳର ମୂଲ୍ୟ ଋତୁ ଅନୁଯାୟୀ ବୃଦ୍ଧି ଏବଂ ହ୍ରାସ ପାଇଥାଏ । ତଥାପି, ଏପରି କିଛି ଫଳ ଅଛି, ଯାହାର ମୂଲ୍ୟ ସେମାନଙ୍କର ବିଶେଷତା ହେତୁ ହଜାରେ ଏବଂ ଲକ୍ଷକୁ ଟପିଥାଏ ।…

ରୋମ୍ ରାସ୍ତାରେ ଶାଢ଼ି ପିନ୍ଧା ମହିଳାଙ୍କୁ ଦେଖି ତାଳି ମାରିଲେ ଲୋକେ, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ଶାଢି ପିନ୍ଧାରେ ଭାରତୀୟ ମହିଳାଙ୍କ ସହିତ ବିଶ୍ୱର ଅନ୍ୟ କୌଣସି ଦେଶର ମହିଳାଙ୍କୁ ତୁଳନା କରା ନ ଯାଇପାରେ । କାରଣ ଶାଢି ହେଉଛି ଭାରତୀୟ ସଂସ୍କୃତିର ଏ୍ୟୌତିହ୍ୟ, ଯାହାକୁ ସାରା ବିଶ୍ୱ ଅନୁକରଣ କରେ । ସେଥିପାଇଁ ବିଶ୍ୱର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଫେଶନ ଶୋରେ ଶାଢି ପିନ୍ଧା…

ବିଜେପି ରାସ୍ତାରେ ବିଆରଏସ, ‘ଇଣ୍ଡିଆ’ କୁ ଗାଳି କରୁଛନ୍ତି କେସିଆର!

ଭୁବନେଶ୍ୱର: ଯେଉଁ ବିରୋଧୀ ମେଣ୍ଟ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଜୋରଦାର ଉଦ୍ୟମ କରୁଥିଲେ ଏବେ ସେହି ମେଣ୍ଟ କିଛି କାମ ଦେବ ନାହିଁ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଗତ ଦୁଇଟି ନିର୍ବାଚନରେ ଏନଡିଏ ଭଲ ପ୍ରଦର୍ଶନ କରୁଛି। କଂଗ୍ରେସ ସମେତ ଅନ୍ୟ ବିରୋଧୀ…

ଲଢେଇ ସରିଲା, ଏଥର ମୋଦିଙ୍କ ସହ ସିଦ୍ଦରମେୟାଙ୍କ ବନ୍ଧୁତା!

ଭୁବନେଶ୍ୱର: କର୍ଣ୍ଣାଟକ ମହାଲଢ଼େଇରେ ବିଜେପିକୁ ମାତ ଦେବା ସହ ସରକାର ଗଢ଼ିଛି କଂଗ୍ରେସ। ସରକାରକୁ ଆସିବା ପରେ ପୂର୍ବ ବିଜେପି ସରକାର ପକ୍ଷରୁ କରାଯାଇଥିବା ବହୁ ସ୍କିମ ଓ ଯୋଜନାକୁ ବାଦ ଦିଆଯାଇଛି। ଏପରିକି କେନ୍ଦ୍ରର ବିଜେପି ସରକାର ମଧ୍ୟ କର୍ଣ୍ଣାଟକ କଂଗ୍ରେସ ସରକାରକୁ ଅନ୍ନଭାଗ୍ୟ ସ୍କିମ…

ଏମିତି ଏକ ଗାଁ ଯେଉଁଠି ରାବଣ ପୂଜା ପାଆନ୍ତି, ଜୟ ଲଙ୍କେଶଙ୍କ ସ୍ଲୋଗାନରେ କମ୍ପିଉଠେ ପରିବେଶ

ମଧ୍ୟପ୍ରଦେଶ :ସାଧାରଣତଃ ରାମାୟଣରେ ରାବଣଙ୍କୁ ଖଳପ୍ରକୃତିର ଚରିତ୍ର ଭାବେ ଅବତାରଣା କରାଯାଏ । ହେଲେ ଏମିତି ଏକ ଗାଁ ଅଛି, ଯେଉଁଠି ରାବଣଙ୍କୁ କରାଯାଏ ପୂଜାର୍ଚ୍ଚନା । ଏହି ଗାଁରେ ରାବଣଙ୍କୁ ଦେବତା ଭାବେ ଲୋକେ ମାନିଥାନ୍ତି । ଗାଁରେ କାହାରି ବିବାହ,ବ୍ରତ ବା ଅନ୍ୟାନ୍ୟ ଶୁଭ କାର୍ଯ୍ୟ…

କୋଚ ମୁହଁ ଖୋଲିଲେ, ଯଶସ୍ୱୀ ଜୈସୱାଲଙ୍କ ଗୁପଚୁପ ବିକ୍ରି କାହାଣୀର ସତ୍ୟତା ନାହିଁ

ନୂଆଦିଲ୍ଲୀ: ପ୍ରଭାବୀ ପ୍ରଦର୍ଶନ ବଳରେ ଭାରତୀୟ କ୍ରିକେଟର ଉଦୀୟମାନ ତାରକା ଯଶସ୍ୱୀ ଜୈସୱାଲ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୧୯ ବର୍ଷରୁ କମ ଟିମ ଏବଂ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ମାତ୍ର କେତେକ ଫେକ କାହାଣୀ ଯୋଗୁ ତାଙ୍କ…

କର୍ଣ୍ଣାଟକ ବିଧାୟକ ସବୁଠାରୁ ଧନୀ ; ୪୦୦୧ ଜଣ ବିଧାୟକଙ୍କ ସମ୍ପତ୍ତି ୩ଟି ରାଜ୍ୟର ବଜେଟଠାରୁ ବି ଅଧିକ

ଭୁବନେଶ୍ୱର:କର୍ଣ୍ଣାଟକରେ ସବୁ ନେତା ଧନୀ । କର୍ଣ୍ଣାଟକର ୨୨୩ ବିଧାୟକଙ୍କ ହାରାହାରି ସମ୍ପତ୍ତି ୧୪ କୋଟିରୁ ଅଧିକ ରହିଛି । ଅନ୍ୟପକ୍ଷେ ଓଡ଼ିଶାରେ ୧୧୩ ବିଧାୟକଙ୍କ ହାରାହାରି ସମ୍ପତ୍ତି ୪ କୋଟି । ଯାହା ମିଜୋରାମ ଓ  ସିକ୍କିମର  ବାର୍ଷିକ ବଜେଟ ୨୦୨୩-୨୪ ଠାରୁ ଅଧିକ ଅଟେ।ଏଡିଆର…

ଦୁନିଆର ସବୁଠୁ ଦାମୀ ସାପ, ଗୋଟିଏ ବିକ୍ରି କଲେ ସେହି ଟଙ୍କାରେ ବିଳାସପୂର୍ଣ୍ଣ କାର କିଣିହେବ

ଇଣ୍ଡୋନେସିଆ: ଦୁନିଆରେ ଅନେକ ବିଷଧର ଓ ବିଷହୀନ ସାପ ରହିଛନ୍ତି । ସାପର ନାଁ ଶୁଣିଲେ ଲୋକେ ଭୟ କରନ୍ତି । କିନ୍ତୁ ଏମିତି ଏକ ସାପ ଅଛି, ଯାହାକୁ ଲୋକେ ଘରେ ରଖିବାକୁ ପସନ୍ଦ କରନ୍ତି । କାରଣ ତାହା ଦୁନିଆର ସବୁଠୁ ଦାମୀ ସାପ ଭାବେ ପରିଚିତ । ଏହି ସାପକୁ ଗୋଟିଏ ବିକିଲେ ସେହି ମୂଲ୍ୟରେ ଏକ…

‘ନୁହ’ର ଲୋମ ଟାଙ୍କୁରା କାହାଣୀ; କାରଗିଲ ଯୋଦ୍ଧା ବାପା ସାମ୍ନାରେ ଚାଲିଗଲା ପୁଅର ଜୀବନ

ନୂଆଦିଲ୍ଲୀ: ହରିଆଣା ନୁହରେ ଦେଖାଦେଇଥିବା ସାଂପ୍ରଦାୟିକ ହିଂସାର ଲୋମ ଟାଙ୍କୁରା କାହାଣୀ । ଜଣେ ବାପାର ଆଖି ସାମ୍ନରେ ଚାଲିଯାଉଛି ଜୀବନ ।   କାରଗିଲ ଯୁଦ୍ଧରେ ଶତ୍ରୁକୁ ମାଟି ଚଟେଇ ବିଜୟ ଟିକା ପିନ୍ଧି ଆସିଥିଲେ  ।  ହେଲେ ନିଜ ମାଟିରେ ଦଙ୍ଗାକାରୀଙ୍କ ସହ ଲଢି ତାଙ୍କ ପୁଅ ଶହୀଦ ହୋଇଗଲେ…

ଆସନ୍ତୁ ଜାଣିବା ଏକ ନିଆରା ଗ୍ରାମ ସମ୍ପର୍କରେ…ଏଠି ସମସ୍ତେ ସମସ୍ତଙ୍କ ବନ୍ଧୁ ବାନ୍ଧବ

ଭୋପାଳ: ମଧ୍ୟପ୍ରଦେଶର ଶହଡୋଲରେ ଏକ ନିଆରା ଗ୍ରାମ ରହିଛି । ସମ୍ପର୍କର ଡୋରିକୁ ବିଶ୍ୱାସ କରିବା ଆମମାନଙ୍କ ରକ୍ତରେ ଦୌଡିଥାଏ । ତେବେ ଏହି ଗ୍ରାମ ଆହୁରି ପାଦେ ଆଗେଇ ଯାଇଛି । ଗ୍ରାମର ପ୍ରତ୍ୟେକ ବ୍ୟକ୍ତି କୌଣସି ବାଟେ ଅନ୍ୟ ଜଣଙ୍କ ସମ୍ପର୍କୀୟ । ଅତି କମରେ ସମ୍ପୂର୍ଣ୍ଣ ଗ୍ରାମ ଭିତରେ ଜଣେ…