Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶାରେ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଧର୍ମେନ୍ଦ୍ରଙ୍କୁ ପ୍ରତିଶ୍ରୁତି ଦେଲେ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା କରିବା ସହ ଆଲୋଚନା…

ରାଜ୍ୟରେ କମୁଛି ପିଏମ-କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ, ବିଜେଡି-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ରାଜ୍ୟରେ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ଓଡ଼ିଶା ବିଜେପି ଓ ଶାସକ ବିଜୁ ଜନତା ଦଳ ମଧ୍ୟରେ ଟଣାଓଟରା ଚାଲିଛି। ଯେତେବେଳେ ପ୍ରଥମ ଥର ପାଇଁ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା, ସେତେବେଳେ ରାଜ୍ୟର ୯ ଲକ୍ଷ ୭୩ ହଜାର ୮୬୦ ଜଣ ଚାଷୀ ଏହି…

ମୌକା ଦେଖି ଚୌକା ମାରିବ କି ବିଜେଡି? ୮ରୁ ଖସିବ ବିଜେପି ସାଂସଦଙ୍କ ସଂଖ୍ୟା!

ଭୁବନେଶ୍ୱର: ରାଜନୀତିରେ ବାରନେଗିଂ ହେଉଛି ଏକ ରଣକୈଶଳ। ଯାହାର ବାରନେଗିଂ ଯେମିତି ତାର ଦବଦବା ମଧ୍ୟ ସେମିତି। କ୍ଷମତାରେ ଆସନରେ ବସିବାକୁ କେହି ନୁହେଁ ଚିରାଚରିତ ଶତ୍ରୁ ବା ମିତ୍ର ଆଧାରରେ ଏବେ ବିଜେଡି ବିଜେପି ସହ ଗୋଟିଏ ବଡ ଡିଲ କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି। ସଂସଦରେ…

ଦିନିକିଆ ବିଶ୍ୱକପ କ୍ରିକେଟ କାର୍ଯ୍ୟସୂଚୀରେ ହେବ ପରିବର୍ତନ, ସୂଚନା ଦେଲେ ଜୟ ଶାହ

ଅହମ୍ମଦାବାଦ: ଭାରତରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ କାର୍ଯ୍ୟସୂଚୀରେ ପରିବର୍ତନ ହେବା ଏକପ୍ରକାର ନିଶ୍ଚିତ ବୋଲି ବିସିସିଆଇ ସେକ୍ରେଟାରୀ ଜୟ ଶାହ କହିଛନ୍ତି । ଦିନିକିଆ ବିଶ୍ୱକପରେ ସାମିଲ ୩ ସଦସ୍ୟ ଦେଶ କାର୍ଯ୍ୟସୂଚୀ ନେଇ ଅଭିଯୋଗ କରିଛନ୍ତି । ପୂର୍ବରୁ…

ମହରମ୍ ପୂର୍ବରୁ ଭଦ୍ରକ ସହରରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ

ଭଦ୍ରକ: ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଭଦ୍ରକ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଶନିବାର ୨୯ ତାରିଖରେ ମୁସଲିମ୍ ସମ୍ପ୍ରଦାୟର ମହରମ୍ ପର୍ବ ପାଳନକୁ ଦୃଷ୍ଟିରେ ରଖି ଆଜି ଠାରୁ ଭଦ୍ରକ ଜିଲ୍ଲାରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସହରର ରାଜଘାଟ ଛକରୁ ଏକ…

ମଣିପୁରରେ ମହିଳାଙ୍କ ସହ ବର୍ବରତା ମାମଲାର ଯାଞ୍ଚ କରିବ ସିବିଆଇ, ରାଜ୍ୟ ବାହାରେ ହେବ ଟ୍ରାଏଲ୍

ନୂଆଦିଲ୍ଲୀ: ମହିଳାଙ୍କୁ ବିବସ୍ତ୍ର କରି ଚଲାଇବା ଘଟଣାର ତଦନ୍ତ କରିବ ସିବିଆଇ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଣିପୁରରେ ମହିଳାଙ୍କ ସହ ବର୍ବରତା ମାମଲାର ସବିଆଇ ତଦନ୍ତ ପାଇଁ ସୁପାରିସ୍ କରିଛି । ମଣିପୁର ମାମଲାକୁ ନେଇ ଦେଶବ୍ୟାପୀ ପ୍ରତିବାଦ ହେଉଥିବା ବେଳେ ସରକାର ସିବିଆଇ ତଦନ୍ତ ନିଷ୍ପତ୍ତି…

ନୟାଗଡ-ଦଶପଲ୍ଲାକୁ ଖୁବଶୀଘ୍ର ରେଳସେବା, ରେଳ ଅଧିକାରୀ ଆସି କଲେ ସମୀକ୍ଷା

ଦଶପଲ୍ଲା: ରେଳ ସଂଯୋଗ ପାଇଁ ଦଶପଲ୍ଲାବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିବା ସହ ଷ୍ଟେସନ ଓ ରେଳପଥ ନିର୍ମାଣ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରେଳ ସୁରକ୍ଷା କମିଶନର ଏ. ଏମ୍. ଚୌଧୁରୀ ଓ ଖୋର୍ଦ୍ଧା ଡିଆରଏମ ଏଚ୍. ଏସ୍. ବାଜଓ୍ୱା ବୁଧବାର ଏକ ସ୍ୱତନ୍ତ୍ର ଟ୍ରେନରେ ଦଶପଲ୍ଲା…

ହାତୀ ଘଉଡାଇବାକୁ ନିଆଁହୁଳା ଫିଙ୍ଗାଯାଉଥିବା ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ବନ ଅଧିକାରୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶୁକୃଳୀ ବ୍ଲକ ଓ କରଞ୍ଜିଆ ଫରେଷ୍ଟ ରେଞ୍ଜ ଅଧିନରେ ଥିବା କିଛି ଗ୍ରାମବାସୀ ବୁଧବାର ରାତିରେ ନିଜ ଗାଁରୁ ହାତୀପଲକୁ ଘଉଡାଇବା ପାଇଁ ନିଆଁହୁଳା ଫିଙ୍ଗିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ କ୍ଲିପ୍ ବିଭିନ୍ନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ…

ଆଶେସ ସିରିଜ: ଇଂଲଣ୍ଡର ପ୍ରଥମ ଇନିଂସ ୨୮୩ରେ ସୀମିତ

ଦି ଓଭାଲ: ଏଠାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଆଶେସ କ୍ରିକେଟ ସିରିଜରେ ୫ମ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ଇଂଲଣ୍ଡ ୨୮୩ ରନ କରି ଅଲଆଉଟ ହୋଇଯାଇଛି । ହ୍ୟାରୀ ବ୍ରୁକ୍ସ ୮୫ ଓ ବେନ ଡକେଟଙ୍କ ୪୧ ରନ ଯୋଗୁ ଦଳ ପ୍ରଥମ ଇନିଂସରେ ଏକ ଆଭରେଜ ସ୍କୋର କରିପାରିଛି । ଅନ୍ୟମାନଙ୍କ ମଧ୍ୟରେ…

ମୋଦି, ଯୋଗୀ, ରାହୁଲ ଓ କେଜ୍ରିୱାଲ… ୨୦୨୪ରେ ପ୍ରଧାନମନ୍ତ୍ରୀ ଭାବେ କାହାକୁ ଦେଖିବାକୁ ଚାହାଁନ୍ତି ଲୋକେ ?

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବିଜେପି ବିଜୟ ନେଇ ଆଶାବାଦୀ ଅଛି । ସେପଟେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବି ଦାବି କରୁଛି ୨୪ରେ ଦିଲ୍ଲୀରେ ସରକାର ଗଢ଼ିବେ । ଏଭଳି ସ୍ଥିତିରେ ଜନତା କାହାକୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ…