Latest Odisha News

BREAKING NEWS

Browsing Category

ଫିଚର

ପରିତ୍ୟକ୍ତ ପାଚେରୀର ମୂଲ୍ୟ ୪୧ ଲକ୍ଷ, ଗ୍ରାହକ ତଟସ୍ତ

ୱାଶିଂଟନ: ଆମେ ଦୁନିଆର କେଉଁଠାରେ ରହିଥାଉ ନା କାହିଁକି, ସମସ୍ତେ ସର୍ବଦା ଭଲ ସ୍ଥାନରେ ଘର ଖଣ୍ଡିଏ କରିବାକୁ ଇଛା କରିଥାନ୍ତି । କିଛି ଲୋକ ସେମାନଙ୍କ ବଜେଟ୍ ଅନୁଯାୟୀ ସମ୍ପତ୍ତି କ୍ରୟ କରିଥାନ୍ତି । କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ସହରର ଏମିତି ଅଞ୍ଚଳରେ ସମ୍ପତ୍ତି କିଣିବାକୁ…

ଅନାସ୍ଥା ଭୋଟ୍ ପୂର୍ବରୁ ଶାହ-ନବୀନ ଭେଟ, ବଢିଲା ଇଣ୍ଡିଆ ମେଣ୍ଟର ଚିନ୍ତା

ଭୁବନେଶ୍ୱର: କେବେ ପୋଡା ଟ୍ରାନ୍ସଫର ତ ଆଉ କେତେବେଳେ ଚିଟଫଣ୍ଡ ଭଳି ପ୍ରସଙ୍ଗ ଉଠାଇ ରାଜ୍ୟରେ ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି କହି ଭରା ସଭାରେ ନବୀନ ସରକାରଙ୍କୁ ସମାଲୋଚନା କରିଥିବା ତତ୍କାଳୀନ ବିଜେପି ସଭାପତି ତଥା ଏବେର ଗୃହମନ୍ତ୍ରୀ ଅମିତ ଶାହ ଆଜି ସରକାରୀ କାର୍ଯ୍ୟକ୍ରମ ଜରିଆରେ…

ଅଷ୍ଟ୍ରେଲିଆନ ଓପନ ବ୍ୟାଡମିଂଟନ: ଫାଇନାଲରେ ପ୍ରଣୟ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଏଚଏସ ପ୍ରଣୟ ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ଶନିବାର ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ସେ ନିଜ ଦେଶର ପ୍ରିୟାଂଶୁ ରାଜାୱତଙ୍କୁ ୨୧-୧୮ ଓ ୨୧-୧୨ରେ ହରାଇଥିଲେ । ଫାଇନାଲରେ ପ୍ରଣୟ ଚୀନର ୱେଙ୍ଗ…

ସୁନ୍ଦର ଦେଖାଯିବା ପାଇଁ ଘର ବିକି ପ୍ଲାଷ୍ଟିକ ସର୍ଜରି କଲେ ମହିଳା

ଫୋଇନିକ୍ସ: ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ । ସେଥିଲାଗି ଅନେକେ ପାଣି ପରି ଟଙ୍କା ଖର୍ଚ୍ଚ କରିଥାନ୍ତି । ପାର୍ଲର ଯିବା ସହ ବଜାରରେ ମିଳୁଥିବା ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ନିକଟରେ ଜଣେ ୫୦ ବର୍ଷୀୟା ମହିଳା ସବୁଦିନ ପାଇଁ ଚୀରଯୌବନ ଦେଖାଯିବାକୁ ନିଜ ଘର ବିକି…

ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

ବେଙ୍ଗଳୁରୁ: ଚନ୍ଦ୍ରଯାନ-୩ରେ ଇସ୍ରୋକୁ ଏକ ସଫଳତା ମିଳିଛି । ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଛି । ଏବେ ଚନ୍ଦ୍ରଯାନ-୩ ଜହ୍ନ ଚାରିପାଖେ ୧୬୬ କିଲୋମିଟର X ୧୮୦୫୪ କିଲୋମିଟରର ଅଣ୍ଡାକାର ଚକ୍କର ଲଗାଇବ । ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷପଥରେ ରହିବା ଲାଗି ଇସ୍ରୋ ୨୦ରୁ ୨୫…

ବିପର୍ଯ୍ୟୟ ମୁକାବିଲାରେ ନବୀନଙ୍କ ପଦକ୍ଷେପ ମୋଦୀଙ୍କ ଦୃଷ୍ଟିକୋଣର ଅନୁରୂପ: ଶାହ

ଭୁବନେଶ୍ୱର: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଭୁବନେଶ୍ୱର ଠାରେ ଓଡିଶାରେ ବିପର୍ଯ୍ୟୟ ପରିଚାଳନା ଏବଂ ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହ ସଚିବ ତଥା ଗୃହ ମନ୍ତ୍ରଣାଳୟ…

ଦିନ ହେଲେ ଲୁୁଚୁଛି, ରାତି ହେଲେ ବାହାରୁଛି; ଦନ୍ତା ହାତୀକୁ ନେଇ ରକାଳ ଗାଁରେ ଭୟ

ଢେଙ୍କାନାଳ: ରକଳା ଗାଁକୁ ହାତୀ ଆକ୍ରମଣ କରିବାର ଭୟ। ଗାଁ ନିକଟରେ ଥିବା ଏକ ବାଉଁଶ ବୁଦାମୂଳରେ ଏକ ଦନ୍ତାହାତୀ ଆଶ୍ରୟ ନେଇଛି। ଦିନ ବେଳା ଏହା ଲୁଚି ରହୁଥିବା ବେଳେ ସନ୍ଧ୍ୟା ହେଲେ ଏହା ବାହାରକୁ ବାହାରି ଆସୁଛି। ଯାହା ଗ୍ରାମବାସୀଙ୍କୁ ଆତଙ୍କିତ କରିଦେଇଛି। ଏମାନେ ଏତେ ଭୟଭୀତ ହୋଇପଡିଛନ୍ତି…

୧୩ ବର୍ଷର ଉଦୀୟମାନ ମୋଟର ସାଇକେଲ ରେସଲରଙ୍କ ଦୁର୍ଘଟଣାରେ ପରଲୋକ

ମାଡ୍ରାସ: କୋପ୍ପାରାମ ଶ୍ରେୟାଶ ହରୀଶ ନାମକ ଏକ ୧୩ ବର୍ଷୀୟ ଉଦୀୟମାନ ମୋଟର ସାଇକେଲ ରେସରଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଏହି ଖବର ପ୍ରସାରିତ ହେବା ପରେ ସମ୍ପୂର୍ଣ୍ଣ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଏମଆରଏଫ ଏମଏମଏସସି ଏଫଏମଏସସିଆଇ ଜାତୀୟ ମୋଟର ସାଇକେଲିଂ ରେସିଂ ଚାମ୍ପିୟନଶିପରେ ସେ…

ହୀରାକୁଦର ଖୋଲିଲା ଆଉ ୮ଟି ଗେଟ୍, ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ

ସମ୍ବଲପୁର: ଶନିବାର ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଆଉ ୮ଟି ଗେଟ୍ ଖୋଲଛନ୍ତି । ହୀରାକୁଦର ଉପର ମୁଣ୍ଡ ଛତିଶଗଡ଼଼ରେ ପ୍ରବଳ ବର୍ଷା ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ୁଛି । ଫଳରେ ଏବେ ହୀରାକୁଦର ୨୦ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ଆଜି ସକାଳେ ୫ଟି ଗେଟ୍ ଖୋଲା…

୪୬ ବର୍ଷ ସାନ ଯୁବକଙ୍କୁ ବିବାହ କଲେ ୮୩ ବର୍ଷୀୟା ବୃଦ୍ଧା, ଜେଜେମା-ନାତି ଯୋଡି ଭାବେ ବେଶ୍ ପରିଚିତ

ବ୍ରିଟେନ୍‌: କୁହାଯାଏ ପ୍ରେମ ଅନ୍ଧ, କାରଣ ପ୍ରେମରେ ଯିଏ ପଡ଼େ ଜାତି, ଧର୍ମ, ସମ୍ପ୍ରଦାୟ, ବୟସ, ରଙ୍ଗ, ଏବଂ ଲିଙ୍ଗ ମଧ୍ୟ ଦେଖନ୍ତି ନାହିଁ । କିନ୍ତୁ ବିଟ୍ରେନର ଏମିତି ଜଣେ ବୃଦ୍ଧା ପ୍ରେମରେ ଏତେ ଅନ୍ଧ ଯେ, ନାତି ବୟସର ପୁଅକୁ ଅର୍ଥାତ୍ ତାଙ୍କଠାରୁ ୪୬ ବର୍ଷ ସାନ ଜଣେ ଯୁବକଙ୍କୁ ଭଲ ପାଆନ୍ତି…