Latest Odisha News

BREAKING NEWS

Browsing Category

ଫିଚର

ଯୁବପିଢ଼ିଙ୍କୁ ବାୟା କରିଛି ରିଲ୍ସ: ଝରଣା ପାଣିରେ ଭାସିଗଲେ ଯୁବକ

ବେଙ୍ଗାଲୁରୁ: ଆଜିର ଯୁବପିଢିଙ୍କୁ ଘାରିଛି ରିଲ୍ସ ନିଶା । କେବଳ ଶୀଘ୍ର ପ୍ରସିଦ୍ଧ ହେବା ପାଇଁ ସେମାନେ ନିଜ ଜୀବନକୁ ବିପଦରେ ପକାଇ ରିଲ୍ସ ବନାଉଛନ୍ତି । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟ ତଥା ଦେଶରେ ଅନେକ ଏହିପରି ଘଟଣା ଦେଖିବାକୁ ମିଳିଲାଣି । ଏଥିପାଇଁ ଅନେକଙ୍କ ଜୀବନ ମଧ୍ୟ ଯାଇସାରିଲାଣି ।…

ଲୋକାୟୁକ୍ତଙ୍କୁ ଦେଖି ଭୟରେ ଗିଳି ଦେଇଥିଲେ ଲାଞ୍ଚ ଟଙ୍କା; ଡାକ୍ତରଖାନା ଯାଇ ବାହାର କଲେ

ଭୋପାଳ: ଲାଞ୍ଚ ନେଉଥିଲେ । ହେଲେ ଯେତେବେଳେ ରଙ୍ଗେ ହାତ ଧରାପଡିଗଲେ ଅପମାନକୁ ହଜମ କରିପାରିଲେ ନାହିଁ । ଜୀବନ ବିକଳରେ ଟଙ୍କାକୁ ଗିଳି ପକାଇଲେ ସରକାରୀ କର୍ମଚାରୀ । ହେଲେ ଲୋକାୟୁକ୍ତ ଟିମ କି ସହଜେ ଛାଡନ୍ତି ! ଶେଷରେ ସରକାରୀ ଅଧିକାରୀ ପେଟରୁ ଉଗାଳିଲେ ଟଙ୍କା । ଏମିତି ଅଭାବନୀୟ ଘଟଣା…

ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶ: ବିନା ଅନୁମତିରେ ପ୍ରକାଶ ପାଇବନି ଓଡ଼ିଶା ସିଭିଲ୍ ସର୍ଭିସ ୨୦୨୧ ରେଜଲ୍ଟ

ଭୁବନେଶ୍ୱର: ଏବେ ପ୍ରକାଶ ପାଇବ ନାହିଁ ଓଡ଼ିଶା ସିଭିଲ୍ ସର୍ଭିସ ୨୦୨୧ ପରୀକ୍ଷା ରେଜଲ୍ଟ। ଫଳ ପ୍ରକାଶ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ହାଇକୋର୍ଟ। OPSC ର ଚୂଡାନ୍ତ ଚୟନ ପ୍ରକ୍ରିୟା ଜାରି ରହିଥିଲେ ବି ଏବେ ପ୍ରକାଶ ପାଇବନି ଫଳ। କୋର୍ଟଙ୍କ ବିନାନୁମତିରେ ଫଳ ପ୍ରକାଶ ନକରିବାକୁ OPSCକୁ…

ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବା ପାଇଁ ପ୍ରସ୍ତୁତ ଭାରତ ମହିଳା ସଫ୍ଟବଲ ଟିମ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ହେବାକୁ ଥିବା ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବା ପାଇଁ ଭାରତୀୟ ମହିଳା ସଫ୍ଟବଲ ଟିମ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଭାରତୀୟ ସଫ୍ଟବଲ ଆସୋସିଏଶନ ଏ ନେଇ ୧୬ଜଣିଆ ଦଳ ଘୋଷଣା କରିଛି । ୩ଜଣଙ୍କୁ ରିଜର୍ଭ ଖେଳାଳି ଭାବେ ରଖାଯାଇଛି । ସମ୍ଭାବ୍ୟ ଖେଳାଳିଙ୍କୁ ୨…

ଅତ୍ୟଧିକ କେଶ ଝଡ଼ୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ଯୁବପିଢିଙ୍କ ମଧ୍ୟରେ କେଶ ଝଡ଼ିବା ଏକ ସାଧାରଣ ଘଟଣା ହୋଇଯାଇଛି। ବିଭିନ୍ନ ଦାମୀ ବ୍ରାଣ୍ଡର ଶାମ୍ପୂ କିମ୍ବା କଣ୍ଡିସନର ବ୍ୟବହାର କଲାପରେ ବି ଆପଣଙ୍କ କେଶ ସମସ୍ୟା ଦୂର ହେଉନାହିଁ। ତେବେ ଚିନ୍ତା କରନ୍ତୁ ନାହିଁ। କିଛି ଘରୋଇ ଉପଚାର ଦ୍ଵାରା ଏଭଳି ସମସ୍ୟା…

ଆଇଆରସିଟିସିରେ ବୁକିଂ ହୋଇ ପାରୁନାହିଁ ରେଳ ଟିକେଟ୍, ଯାତ୍ରୀ ଅସନ୍ତୁଷ୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅନଲାଇନରେ ହୋଇ ପାରୁନାହିଁ ରେଳ ଟିକେଟ୍ ବୁକିଂ। ଯାତ୍ରୀ ଅସନ୍ତୁଷ୍ଟ। ଆଇଆରସିଟିସି ୱେବସାଇଟରେ ବୈଷୟିକ ତ୍ରୁଟି ପାଇଁ ଟିକେଟ୍ ବୁକିଂ ହୋଇପାରୁନାହିଁ। ଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହଜାର ହଜାର ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଇଆରସିଟିସିର ଆପ୍…

ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ଦଳ ଘୋଷିତ

ନୂଆଦିଲ୍ଲୀ: ଭାରତ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ତାର ଦଳ ଘୋଷଣା କରିଛି । ୧୫ ଜଣିଆ ଦଳର ନେତୃତ୍ୱ ଶାଇ ହୋପ ନେବେ । ପୂର୍ବ ଅଧିନାୟକ ନିକୋଲସ ପୂରନ ଓ ଜାସନ ହୋଲ୍ଡର ଦଳରୁ ବାଦ ପଡିଥିବା ବେଳେ ଶିମରେନ ହ୍ୱେଟମେୟର ଓ ଆଶିନ ଥୋମାସ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି ।…

ଏମିତି ଦେଶ, ଯେଉଁଠି କେବେ ହୁଏ ନାହିଁ ରାତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସମଗ୍ର ବିଶ୍ୱ ପ୍ରକୃତିର ନିୟମ ଅନୁଯାୟୀ ଚାଲିଥାଏ। ପ୍ରକୃତିର ନିୟମଠାରୁ ଭିନ୍ନ କିଛି ଏହି ପୃଥିବୀରେ ଘଟେ ନାହିଁ। ଏକ ନିର୍ଦ୍ଦିଷ୍ଟ ସମୟରେ ଦିନରାତି ହୋଇଥାଏ। ନିର୍ଦ୍ଧାରିତ ସମୟରେ ସୂର୍ଯ୍ୟ ଉଦୟ ହୁଅନ୍ତି ଏବଂ ଅସ୍ତ ହୁଅନ୍ତି। ତଥାପି ଅନେକ ସ୍ଥାନରେ ଦିନରାତି…

ଆମେରିକାର ସିଲିକନ୍ ଭ୍ୟାଲିରେ ପ୍ରତିଷ୍ଠା ହେବ ଗ୍ରାଣ୍ଡ ଶ୍ରୀଜଗନ୍ନାଥ ମନ୍ଦିର କମ୍ପ୍ଲେକ୍ସ

ଭୁବନେଶ୍ୱର: ଆମେରିକାର ସିଲିକନ୍ ଭ୍ୟାଲିରେ ପ୍ରତିଷ୍ଠା ହେବ ଶ୍ରୀଜଗନ୍ନାଥ ମନ୍ଦିର। ବିଦେଶରେ ଆହୁରି ପରିବ୍ୟାପ୍ତ ହେବ ଜଗନ୍ନାଥ ସଂସ୍କୃତି। ସିଲିକନ୍ ଭ୍ୟାଲିରେ ଗ୍ରାଣ୍ଡ ଜଗନ୍ନାଥ ମନ୍ଦିର କମ୍ପ୍ଲେକ୍ସ ଓ ସାଂସ୍କୃତିକ କେନ୍ଦ୍ରର ପ୍ରତିଷ୍ଠା କରାଯିବ। ବିଶ୍ୱର ଆଇଟି ହବ ଭାବେ ପରିଚିତ…

ସାପ ନେଇଗଲା ଦୁଇ ପୁଅଙ୍କ ଜୀବନ; ଶୂନ୍ୟକୋଳକୁ ଦେଖି କାନ୍ଦୁଛନ୍ତି ବାପା-ମା’

ଦେବଗଡ: ଖାଇପିଇ ରାତିରେ ଶୋଇବାକୁ ଯାଇଥିଲେ ଦୁଇଭାଇ । ହେଲେ କିଏ ଜାଣିଥିଲା ଏ ରାତି ତାଙ୍କ ଜୀବନର ଶେଷ ରାତି ଥିଲା ବୋଲି ? କେତେ ଦୁଃଖସୁଖ ହୋଇ ଶୋଇଥିବେ..ସକାଳ ପାଇଁ କେତେ କଥା ଭାବିଥିବେ..ହେଲେ ସକାଳକୁ ଆଉ କିଛି ନ ଥିଲା । ଦୁଇ ଭାଇ ଶୋଇ ଯାଇଥିଲେ ସବୁଦିନ ପାଇଁ । ରାତିରେ ସାପ…