Latest Odisha News

BREAKING NEWS

Browsing Category

ଫିଚର

ଇଣ୍ଡିଆ ଟିଭି ସର୍ଭେ ରିପୋର୍ଟକୁ ବିଜେଡି ଓ କଂଗ୍ରେସର ନାପସନ୍ଦ, ବିଜେପି ଉତ୍ସାହିତ

ଭୁବନେଶ୍ୱର: ଇଣ୍ଡିଆ ଟିଭି ସିଏନ୍ଏକ୍ସ ଜନମତ ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏକୁ ସ୍ପଷ୍ଟ ଜନାଦେଶ ମିଳିବା ପରେ ଓଡ଼ିଶାର ରାଜନୀତି ସରଗରମ ହୋଇଛି। ୫୪୩ ଲୋକସଭା ଆସନରୁ ଏନଡିଏ ୩୧୮ଟି ଆସନ ସହ ନିର୍ଣ୍ଣାୟକ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ସର୍ଭେରେ…

କୋରାପୁଟ ଜଳଭଣ୍ଡାର: ଓଡ଼ିଶା ସରକାରଙ୍କ ନୋଟିସ୍ ବୋର୍ଡକୁ ଆନ୍ଧ୍ର ଅଧିକାରୀ ଫିଙ୍ଗିଦେଲେ

ଭୁବନେଶ୍ୱର: ଦୁଇ ରାଜ୍ୟର ସୀମା ବିବାଦ ଏବେ ଆହୁରି ବଢିବାରେ ଲାଗିଛି। କୋରାପୁଟରେ ଆନ୍ଧ୍ରର ହସ୍ତକ୍ଷେପର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ପଡ଼ୋଶୀ ରାଜ୍ୟର କିଛି ଅଧିକାରୀ ଜିଲ୍ଲାର ଏକ ଜଳ ପ୍ରକଳ୍ପର ଫଳକକୁ ହଟାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ମୁଚିମପୁଟ…

ଏମିତିି ମନ୍ଦିର, ଯେଉଁଠି ଜଳାଭିଷେକ କଲେ ଋଣରୁ ମିଳେ ମୁକ୍ତି

ରାଜସ୍ଥାନ: ବିଶ୍ୱାସରେ ଭଗବାନ ମିଳନ୍ତି ବୋଲି କୁହାଯାଏ । ବିଭିନ୍ନ ସମୟରେ ଏହି ଉକ୍ତିର ଅବତାରଣା ମଧ୍ୟ କରାଯାଇଥାଏ । ତେବେ ଏହାର ବାସ୍ତବତା କେତେ ତାହା ଅନୁଭବି ହିଁ କହିପାରନ୍ତି । ତେବେ ଦେବତାଙ୍କ ଉପରେ ଜଳାଭିଷେକ କଲେ ଋଣଗ୍ରସ୍ତ ହୋଇଥିବା ଲୋକଟି ଋଣମୁକ୍ତ ହୁଏ ବୋଲି ଶୁଣିଛନ୍ତି କି ?…

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ସମବାୟ ବ୍ୟାଙ୍କର ଛାତ

ସମ୍ବଲପୁର: ରବିବାର ପ୍ରବଳ ବର୍ଷାରେ ସମବାୟ ବ୍ୟାଙ୍କର ଛାତ ଭୁଶୁଡ଼ି ପଡ଼ିଛି । ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କର ଛାତ ଭୁଶୁଡ଼ି ଯାଇଛି । ସ୍ଥାନୀୟ କୁଞ୍ଜେଲପଡ଼ାର ଏକ ଭଡ଼ା ଘରେ ସମବାୟ ବ୍ୟାଙ୍କ ଚାଲିଥିଲା । ଆଜି ରବିବାର ଥିବାବେଳେ ଛାତ ଭୁଶୁ଼ଡ଼ିଥିବାରୁ କାହାରି କିଛି…

ମ୍ୟାଲେରିଆ ଚିକିତ୍ସା ପାଇଁ ସ୍ବାସ୍ଥ୍ୟକର୍ମୀ ଚାଲିଲେ ୯ କିଲୋମିଟର

ନବରଙ୍ଗପୁର: ଝରିଗାଁ ବ୍ଲକ ଅନ୍ତର୍ଗତ ମ୍ୟାଲେରିଆ ପ୍ରଭାବିତ ଗ୍ରାମବାସୀଙ୍କ ନିକଟରେ ପହଞ୍ଚିବା ପାଇଁ ସ୍ୱାସ୍ଥ୍ୟକର୍ମୀ ଓ ଅଧିକାରୀଙ୍କୁ ନାକେଦମ ହେବାକୁ ପଡ଼ିଛି।ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ବାଧ୍ୟହୋଇ ସେମାନେ ଦୀର୍ଘ ନଅ କିଲୋମିଟର ପାଦରେ ଚାଲି ଚାଲି ଯାଇ ଆବଶ୍ୟକ…

ହଷ୍ଟେଲ ରୁମରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାୟଗଡ଼ା: ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ରବିବାର ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଭୁଜବଲ ଏମ୍ଆଇଟିଏସ୍ ଇଞ୍ଜିନିୟରିଂ କଲେଜରୁ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ମିଳିଛି । ମୃତକ ବରଗଡ଼ର ୨୧ ବର୍ଷୀୟ ପ୍ରୀତମ ପ୍ରଧାନ । ସେ…

ଆଇଏଏସ ଅଫିସରଙ୍କ ପାଇଁ ଇଂରାଜୀରେ ‘Orissa’ର ଇଂରାଜୀ ବନାନ ପରିବର୍ତ୍ତନ ହୋଇଛି: ତଥାଗତ

ଭୁବନେଶ୍ବର: କିଛି ଆଇଏଏସ୍ ଅଫିସରଙ୍କ ପାଇଁ ଉଚ୍ଚାରଣରେ ସୁବିଧା ପାଇଁ ଆମ ରାଜ୍ୟର ନାମ Orissaରୁ Odisha (ଓଡ଼ିଶା) ହୋଇଛି। ରବିବାର ଖୋର୍ଦ୍ଧା ଜିଲ୍ଲା ଜଟଣୀ ଠାରେ ପାଣ୍ଡବ ଜେନା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଉତ୍ସବରେ ବିଜେଡିର ପୂର୍ବତନ ସାଂସଦ ତଥାଗତ ଶତପଥୀ ଯୋଗଦେଇ ମେଧାବୀ…

ଆଶେସ ସିରିଜ: ଅନ୍ତିମ ଦିବସରେ ଅଷ୍ଟ୍ରେଲିଆକୁ ଆବଶ୍ୟକ ୨୪୯ ରନ, ଅଡୁଆରେ ଇଂଲଣ୍ଡ

ଦି ଓଭାଲ: ଚଳିତ ଆଶେସ କ୍ରିକେଟ ସିରିଜର ଅନ୍ତିମ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ପଲା ଭାରୀ ରହିଛି । ବର୍ଷା ଯୋଗୁ ୪ର୍ଥ ଦିବସ ଖେଳ ବାଧାପ୍ରାପ୍ତ ହୋଇଥିଲା । ଏବେ ଅନ୍ତିମ ଦିବସରେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୨୪୯ ରନ ଏବଂ ଇଂଲଣ୍ଡକୁ ୧୦ଟି ଯାକ ୱିକେଟ ଆବଶ୍ୟକ । ୪ର୍ଥ ଦିବସ…

ଚୋରି ଅଭିଯୋଗରେ ଘର ମାଲିକଙ୍କ ଦ୍ୱାରା ଅଟକ ସହାୟିକା ଉଦ୍ଧାର; ମାଲିକ ଫେରାର

ଭୁବନେଶ୍ୱର: ଶ୍ରୀବିହାରରେ ଥିବା ଜଣେ ମାଲିକଙ୍କ ଘରୁ ରବିବାର ଜଣେ ଘରୋଇ ସହାୟକଙ୍କୁ ଉଦ୍ଧାର କରିଛି ପୋଲିସ। ଦାମୀ ଜିନିଷ ଚୋରି ଅଭିଯୋଗ ଆଣିବା ପରେ ମାଲିକ ତାଙ୍କୁ ଅଟକ ରଖିଥିଲେ। ଉଦ୍ଧାର ମହିଳା ଜଣକ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶ୍ରୀବିହାର ଅଞ୍ଚଳରେ ଥିବା ଶବର ସାହିର ନମିତା…

ପାକରେ ରାଜନୈତିକ ସମାବେଶ ବେଳେ ବିସ୍ପୋରଣ, ୩୫ ମୃତ ଶତାଧିକ ଆହତ

ଇସଲାମାବାଦ: ପାକିସ୍ତାନର ଖୈବର ପଖତୁନଖ୍ୱା ପ୍ରଦେଶରେ ଏକ ରାଜନୈତିକ ଦଳ ବୈଠକ ଚାଲିଥିବା ବେଳେ ବିସ୍ଫୋରଣ ଘଟି ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଅଧିକ ଆହତ ହୋଇଛନ୍ତି ବୋଲି ରବିବାର 'ଡନ୍' ଖବରକାଗଜରେ ପ୍ରକାଶ ପାଇଛି। ଜାମିୟତ ଉଲେମା ଇସଲାମ-ଫଜଲ (ଜେୟୁଆଇ-ଏଫ) ଦ୍ୱାରା ଆୟୋଜିତ…